ଜାତୀୟ

ବିଶ୍ୱର ପ୍ରଥମ ଗ୍ରାଣ୍ଡମାଷ୍ଟର ଭଉଣୀ ଭାଇ ବୈଶାଳୀ-ପ୍ରଜ୍ଞାନନ୍ଦ

ଚେନ୍ନାଇ, ୩।୧୨: ବିଶ୍ୱ ଚେସ୍‌ରେ ଭାରତର ପ୍ରାଧାନ୍ୟ କ୍ରମେ ବଢ଼ିବାରେ ଲାଗିଛି। ଦେଶର ପ୍ରତିଭାସମ୍ପନ୍ନ ଗ୍ରାଣ୍ଡମାଷ୍ଟରମାନେ ବିଶ୍ୱର ଯେକୌଣସି ଖେଳାଳିଙ୍କୁ ଟକ୍କର ଦେବାରେ ସକ୍ଷମ ହେଉଛନ୍ତି। ଏବେ ଭାରତୀୟ ଖେଳାଳିମାନେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସେ ହେଉଛନ୍ତି...

ଆଜି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ: କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଗଣତି

ନୂଆଦିଲ୍ଲୀ,୩।୧୨: ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ରବିବାର ଆସିବ। ଏନେଇ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟଗଣନା ହେଉଛି। ଏହି ୪ ରାଜ୍ୟର ଫଳାଫଳ ୨୦୨୪ ସାଧାରଣ...

କିଏ ଜିତିବ ? କ’ଣ କହୁଛି ଜ୍ୟୋତିଷଙ୍କ ଭବିଷ୍ୟବାଣୀ…

ମୁମ୍ବାଇ,୨।୧୨ : ଦେଶର ବିଧାନସଭା ନିର୍ବାଚନୀ ରାଜ୍ୟରେ ନୂତନ ବିଧାନସଭା ଗଠନ ପାଇଁ ଭୋଟ ଫଳାଫଳ ପାଇଁ ଆଉ କିଛି ସମୟ ବାକି ଅଛି। ଏହା ପରେ କେଉଁ ଦଳ କେଉଁ ରାଜ୍ୟରେ ସରକାର ଗଠନ କରିବାକୁ ସମର୍ଥ ହେବ...

ନିର୍ବାଚନୀ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ,୨ା୧୨: ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲଙ୍ଗାନା ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସ ଶନିବାର ବିଧାୟକ ଦଳର ବୈଠକ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ରାଜସ୍ଥାନରେ ଭୁପେନ୍ଦ୍ର ସିଂ ହୁଦା, ମଧୁସୂଦନ ମିଷ୍ଟ୍ରି, ମୁକୁଲ ୱାସନିକ ଏବଂ ଶକିଲ ଅହମ୍ମଦ...

୪ ରାଜ୍ୟରେ କିଏ କରିବ ଶାସନ, ଆସନ୍ତାକାଲି ହେବ ଭାଗ୍ୟପରୀକ୍ଷା

ନୂଆଦିଲ୍ଲୀ,୨ା୧୨: ରବିବାର ୪ଟି ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗଣତି ହେବ। ଫଳାଫଳ କେବଳ ଦେଶର ରାଜନୈତିକ ଦୃଷ୍ଟିକୋଣ ପାଇଁ ନୁହେଁ ବରଂ ରାଜ୍ୟର ଅନେକ ଶକ୍ତିଶାଳୀ କ୍ଷେତ୍ର ବିଶେଷକରି ଭାଜପା ନେତାଙ୍କ ପାଇଁ ମଧ୍ୟ ଏକ ନିର୍ଣ୍ଣାୟକ ମୋଡ଼...

କଏଦୀଙ୍କ ଦରମା ବୃଦ୍ଧି ହେଉ: କୋର୍ଟରେ ମାମଲା…

ପ୍ରୟାଗରାଜ,୨।୧୨ : ଆହ୍ଲାବାଦ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ) ଦାଖଲ କରାଯାଇଛି। ଏହି ଆବେଦନରେ ଉତ୍ତର ପ୍ରଦେଶ ସରକାରଙ୍କ ଅଗଷ୍ଟ ୨୦୨୩ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି। ଯେଉଁଥିରେ କଏଦୀମାନଙ୍କ ବେତନ ସଂଶୋଧନ କରାଯାଇଥିଲା। ମୁଖ୍ୟ ବିଚାରପତି ପ୍ରିତିଙ୍କର ଦିୱାକର...

ବଳାତ୍କାର ମାମଲା ମହିଳାଙ୍କ ବିରୋଧରେ ହୋଇପାରିବ ନାହିଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨।୧୨ : ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି ଜଣେ ମହିଳାଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୫ ଅନୁଯାୟୀ ବଳାତ୍କାର ମାମଲାରେ ଅଭିଯୁକ୍ତ କରାଯାଇପାରିବ କି? \ବଳାତ୍କାର ମାମଲାରେ ଅଭିଯୁକ୍ତ ୬୨ବର୍ଷ ବୟସ୍କା ମହିଳାଙ୍କ ଜାମିନ ଆବେଦନ ଉପରେ ଶୀର୍ଷ କୋର୍ଟ...

ନିର୍ବାଚନ ଫଳାଫଳ ପୂର୍ବରୁ ମନ୍ଦିର ମୁହାଁ ନେତା, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୨।୧୨ : ରବିବାର ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାରେ ଭୋଟ ଗଣନା କରାଯିବ। ଏହାପୂର୍ବରୁ ନିର୍ବାଚନୀ ରାଜ୍ୟରେ ଜୋରଦାର ଆଲୋଡ଼ନ ସୃଷ୍ଟି ହୋଇଛି। ନିର୍ବାଚନ ଫଳାଫଳ ପୂର୍ବରୁ ନେତାଙ୍କ ବୈଠକ ମଧ୍ୟ ଆରମ୍ଭ ହୋଇଛି। ନେତାମାନେ ସେମାନଙ୍କର ନିଜସ୍ବ...

ଫଳାଫଳ ପୂର୍ବରୁ ଭାଜପା-କଂଗ୍ରେସ ମଧ୍ୟରେ ଛକାପଞ୍ଝା: ରିସୋର୍ଟ-ପ୍ଲେନ ବୁକ, ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର…

ଜୟପୁର,୨।୧୨ : ରାଜସ୍ଥାନ ବିଧାନସଭା ନିର୍ବାଚନର ଏକଜିଟ ପୋଲ ପରେ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଯଦି ବିଜୟୀ ଆସନରେ ସାମାନ୍ୟ ପାର୍ଥକ୍ୟ ରୁହେ, ତେବେ ସରକାର ଗଠନରେ ସ୍ବାଧୀନ ବିଧାୟକଙ୍କ ସହ...

ଘୋଡା ବେପାରରେ ଲଗାମ ପାଇଁ କଂଗ୍ରେସର ନୂଆ ରଣନୀତି: ୭୨ ସିଟର ପ୍ଲେନ ବୁକ…

ରାୟପୁର, ୨।୧୨ : ଏକଜିଟ ପୋଲ ସର୍ଭେରେ ଛତିଶଗଡରେ କଂଗ୍ରେସ ଅଗ୍ରଣୀ ଥିବା ଦେଖାଯାଇଛି, ଆସନ ସଂଖ୍ୟା କମ ଥିବାରୁ ଦଳର ନେତାମାନେ ଚିନ୍ତିତ ଅଛନ୍ତି। ଡିସେମ୍ବର ୩ରେ ଫଳାଫଳ ଘୋଷଣା ହେବା ପୂର୍ବରୁ ଘୋଡା ବେପାରରେ ଲଗାମ ପାଇଁ...

ଜ୍ୟୋତିରାଦିତ୍ୟଙ୍କ ସହିତ କଂଗ୍ରେସରୁ ଶେଷ ହୋଇଛନ୍ତି ବିଶ୍ୱାସଘାତକ: ଦିଗବିଜୟ…

ଭୋପାଳ,୨।୧୨ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗବିଜୟ ସିଂ ଶନିବାର ପୁଣି ଥରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ଫଳାଫଳ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ବର୍ତ୍ତମାନ ଆମ ଦଳରେ କେହି ସିନ୍ଧିଆ...

Dark Patterns Ban: ଅନଲାଇନରେ ଗ୍ରାହକଙ୍କୁ କରାଯାଉଛି ବିଭ୍ରାନ୍ତ, ସରକାର ଜାରି କଲେ ନିର୍ଦ୍ଦେଶାବଳୀ…

ନୂଆଦିଲ୍ଲୀ,୨।୧୨ : ଗ୍ରାହକଙ୍କ ସୁରକ୍ଷା ପାଇଁ ଇ-କମର୍ସ ପ୍ଲାଟଫର୍ମରେ ସରକାର ‘ଡାର୍କ ପାଟର୍ନସ’ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କମ୍ପାନୀ କିମ୍ବା ବ୍ୟବସାୟୀମାନେ ଗ୍ରାହକଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରନ୍ତି କିମ୍ବା ‘ଡାର୍କ ପାଟର୍ନସ’ ମାଧ୍ୟମରେ ସେମାନଙ୍କର ଆଚରଣ କିମ୍ବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri