ଜାତୀୟ

Dark Patterns Ban: ଅନଲାଇନରେ ଗ୍ରାହକଙ୍କୁ କରାଯାଉଛି ବିଭ୍ରାନ୍ତ, ସରକାର ଜାରି କଲେ ନିର୍ଦ୍ଦେଶାବଳୀ…

ନୂଆଦିଲ୍ଲୀ,୨।୧୨ : ଗ୍ରାହକଙ୍କ ସୁରକ୍ଷା ପାଇଁ ଇ-କମର୍ସ ପ୍ଲାଟଫର୍ମରେ ସରକାର ‘ଡାର୍କ ପାଟର୍ନସ’ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କମ୍ପାନୀ କିମ୍ବା ବ୍ୟବସାୟୀମାନେ ଗ୍ରାହକଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରନ୍ତି କିମ୍ବା ‘ଡାର୍କ ପାଟର୍ନସ’ ମାଧ୍ୟମରେ ସେମାନଙ୍କର ଆଚରଣ କିମ୍ବା...

ଭାରତ ପାଇଁ ଖୁସି ଖବର: ବଢ଼ିଲା ବିକାଶ ହାର, ବ୍ରୋକେଜ କମ୍ପାନୀ ନୋମୁରା ରିପୋର୍ଟ ଜାରି…

ନୂଆଦିଲ୍ଲୀ,୨।୧୨ : ଭାରତୀୟ ଅର୍ଥନୀତି ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ, ଜାପାନର ବ୍ରୋକେଜ କମ୍ପାନୀ ନୋମୁରା ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଭାରତର ଅଭିବୃଦ୍ଧି ହାରକୁ ୫.୯ ପ୍ରତିଶତରୁ ୬.୭ ପ୍ରତିଶତକୁ ବୃଦ୍ଧି କରିଛି। ଦ୍ୱିତୀୟ...

ସମସ୍ତ ବିଶ୍ୱବିଦ୍ୟାଳୟ-କଲେଜରେ ଲଗାଯିବ ମୋଦିଙ୍କ ଫଟୋ : ୟୁଜିସି ପଠାଇଲା ଚିଠି…

ନୂଆଦିଲ୍ଲୀ,୨।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଲଗାଯିବ। ଏହା ସହିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଠିକ ନିଜ ନିଜର ସେଲଫି ପଏଣ୍ଟ ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କହିଛି।...

ଦାମ୍ପତ୍ୟ ଜୀବନରେ ସ୍ତ୍ରୀଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ବଳାତ୍କାର କି ? କ’ଣ କହୁଛି ଆଇନ…

ନୂଆଦିଲ୍ଲୀ,୨।୧୨ : ବୈବାହିକ ଜୀବନରେ ବଳାତ୍କାର ଏକ ବିଷୟ ଯାହାକୁ ଅଣଦେଖା କରାଯାଇପାରିବ ନାହିଁ। ଭାରତ ସମେତ ସାରା ବିଶ୍ୱରେ ମହିଳାମାନେ ଏହାର ଶିକାର ହେଉଛନ୍ତି। ଅନେକ ସମାଜରେ, ଏହି ଚିନ୍ତାଧାରା ଜାରି ରହିଛି ବିବାହ ପରେ ସ୍ବାମୀଙ୍କର ସ୍ତ୍ରୀଙ୍କ...

ରାଜନୀତିରେ ବଡ ବେଟିଂ: ଭାଜପା ଉପରେ ଲାଗିଲା ଅଧିକ ଟଙ୍କା

ନୂଆଦିଲ୍ଲୀ,୨।୧୨: ୫ରାଜ୍ୟର ବିଧାନସଭା ଫଳାଫଳକୁ ନେଇ ସାମ୍ନାକୁ ଆସିସାରିଛି ଏକଜିଟ୍‌ ପୋଲ୍‌। ତାଜା ସ୍ଥିତି ଦର୍ଶାଉଛି ଯେ, ଭାଜପା ୨ଟି, କଂଗ୍ରେସ ଗୋଟିଏ ରାଜ୍ୟ ହାତେଇବ। ଯେତେବେଳେ କି କଂଗ୍ରେସ ତେଲଙ୍ଗାନାରେ ଭଲ ପ୍ରଦର୍ଶନ କରିଛି ଏବଂ ସେଠାରେ ସରକାର...

ନ୍ୟାଶନାଲ ମେଡିକାଲ କମିଶନର ନୂଆ ଲୋଗୋ ବିବାଦ: ଇଣ୍ଡିଆ ପରିବର୍ତ୍ତେ ଲେଖାଗଲା ଭାରତ, ଅଶୋକଚକ୍ର ହଟାଇ ରଖାଗଲା ହିନ୍ଦୁ ଦେବତାଙ୍କ ଫଟୋ

ନୂଆଦିଲ୍ଲୀ,୨।୧୨: ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ(ଏନଏମସି) ନିଜ ଆଧିକାରିକ ଲୋଗ ପରିବର୍ତ୍ତନ କରିଛି। ଏଥିରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଇଛି। ଏଥିସହ ଆୟୁର୍ବେଦ ଦେବତା ଧନ୍ବନ୍ତରୀଙ୍କ ଏକ ରଙ୍ଗୀନ ଫଟୋ ଲଗାଯାଇଛି। ଏନଏମସିର ଏହି ପଦକ୍ଷେପକୁ ନେଇ ବିଭିନ୍ନ ସ୍ଥାନରେ...

ରେଳଟ୍ରାକରେ ଶୋଇଗଲେ ବୃଦ୍ଧ, ଉପର ଦେଇ ମାଡିଗଲା ଟ୍ରେନ; ହେଲେ ଜିଅନ୍ତା ଫେରିଲେ!

ଗୁନା,୨।୧୨: ମଧ୍ୟପ୍ରଦେଶର ଗୁନା ରେଲଓ୍ବେ ଷ୍ଟେଶନରେ ଏପରି କିଛି ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣଙ୍କ ଶରୀରର ରୁମ ଟାଙ୍କୁରି ଉଠିବ। ହଠାତ୍‌ ଜଣେ ୭୦ବର୍ଷିୟ ବୃଦ୍ଧ ରେଳଟ୍ରାକରେ ଆସି ଶୋଇ ପଡିଥିଲେ। କିଛି କହିବା ପୂର୍ବରୁ ଆଖି ପିଛୁଳାକେ...

ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସକୁ ଘୋଡା ବେପାର ଡର, ଡିକେ ଶିବକୁମାରଙ୍କୁ ବଡ ଦାୟିତ୍ୱ

ନୂଆଦିଲ୍ଲୀ,୨।୧୨: ଦିନକ ପରେ ୫ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆସିବ। ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ମ୍ୟାଚ କୁହାଯାଉଥିବା ଏହି ନିର୍ବାଚନରେ କିଏ ସରକାର ଗଢିବ ଆଉ କାହାର ଆଶା ମଉଳିବ ତାହା ଜଣାପଡିବ। ନଭେମ୍ବର ୩୦ ସାରେ ୫ରାଜ୍ୟର...

ଦନ୍ତଓ୍ବୋଡା ଆଇଇଡି ବ୍ଲାଷ୍ଟରେ ୨ ଯବାନ ଆହତ

ଦନ୍ତଓ୍ବୋଡା,୨।୧୨: ଛତିଶଗଡର ଦନ୍ତେୱାଡାସ୍ଥିତ ବାରସୁର ପୋଲିସ ଷ୍ଟେଶନ ଅଞ୍ଚଳରେ ଆଇଇଡି ବିସ୍ଫୋରଣରେ ଦୁଇ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ଦନ୍ତେୱାଡା ପୋଲିସର ସୂଚନାନୁସାରେ, ଆହତ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।...

‘ଧନ୍ୟବାଦ ଦୁବାଇ’,କପ ୨୮ ସମ୍ମିଳନୀରୁ ଫେରିବା ପରେ ଭିଡିଓ ଶେୟାର କଲେ ମୋଦି

ନୂଆଦିଲ୍ଲୀ,୨।୧୨: ଦୁବାଇରେ ଅନୁଷ୍ଠିତ ବିଶ୍ୱ ଜଳବାୟୁ କାର୍ଯ୍ୟ ଶିଖର ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭାରତ ଫେରିଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଶିଖର ସମ୍ମିଳନୀ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ...

ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ନୂଆଦିଲ୍ଲୀ,୨।୧୨: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ ଲଗାଇଲେ। ବୈଜ୍ଞାନିକମାନେ ଏପରି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ଉତ୍ତରାଖଣ୍ଡର ନୈନିତାଲରେ...

ପାର୍ବଣ ଋତୁ ପରେ ମାନ୍ଦା ପଡିଲା ମଲ୍‌-ବଜାର: ପାଣିରେ ପଡିଲା ବ୍ୟବସାୟୀଙ୍କ କୋଟି କୋଟି ଟଙ୍କାର ଜିନିଷ

ନୂଆଦିଲ୍ଲୀ,୨।୧୨: ଦେଶରେ ସରିଛି ପାର୍ବଣ ଋତୁ। ଋତୁ ସହ କ୍ରେଜ ଓ ଚାହିଦା ମଧ୍ୟ କମିଛି। ଏହାର ସିଧାସଳଖ ପ୍ରଭାବ ଦେଖାଦେଇଛି ବଡ ବଡ ଦୋକାନ ବଜାରରେ। ପାର୍ବଣ ଋତୁର ଆରମ୍ଭ ଗଣେଶ ପୂଜାରୁ ବଜାରରେ ଆଶିଂକ ଚମକ ଆଣିଦେଇଥିବାବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri