ଜାତୀୟ

ହିନ୍ଦୁ ଧାର୍ମିକ ନେତାଙ୍କ ଟାର୍ଗେଟ କିଲିଂ ନୁହେଁ ଆତଙ୍କବାଦୀ କାର୍ଯ୍ୟ: ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ…

ଚେନ୍ନାଇ,୧୪।୧୨ : ୟୁଏପିଏ ଅନ୍ତର୍ଗତ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ମାଡ୍ରାସ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ଏବଂ ତାଙ୍କ କାର୍ଯ୍ୟକୁ ଆତଙ୍କବାଦୀ କାର୍ଯ୍ୟ ବୋଲି ବିବେଚନା କରିବାକୁ ମନା କରି ଦେଇଛନ୍ତି। ଜାମିନ ପ୍ରଦାନ ବେଳେ କୋର୍ଟ ଜଣେ ଅଧିକାରୀଙ୍କୁ...

ହଷ୍ଟେଲରେ ବୋମା ପ୍ରସ୍ତୁତ କରୁଥିଲେ ଛାତ୍ର: ଘଟିଲା ଏମିତି …

ଆହ୍ଲାବାଦ୍‌,୧୪।୧୨: ଆହ୍ଲାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପିସିବି ହଷ୍ଟେଲର ୬୮ ନମ୍ବର କୋଠରୀରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ବୋମା ବିସ୍ଫୋରଣ ଯୋଗୁ ପ୍ରଭାତ ନାମକ ଜଣେ ଛାତ୍ର ଆହତ ହୋଇଛନ୍ତି। ତାଙ୍କର ଗୋଟିଏ ହାତ ଖଣ୍ଡ ଖଣ୍ଡ ହୋଇଯାଇଥିଲା ଏବଂ...

୨୦୨୪ରେ ଭାଜପାର ହେବ ବିପୁଳ ବିଜୟ, ମାତ୍ର ୫୨ ଆସନ ପାଇବ କଂଗ୍ରେସ…

ନୂଆଦିଲ୍ଲୀ,୧୪।୧୨ : ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ଭାରତୀୟ ଜନତା ପାର୍ଟିର ବିଜୟ ପରେ ଏହି ଧାରା ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଜାରି ରହିବ। ହୋଇଥିବା ଏକ ସର୍ଭେରେ ଏଭଳି ସୂଚନା ମିଳିଛି। ଏହି ସର୍ଭେରୁ ଜଣାଯାଇଛି କଂଗ୍ରେସର...

ହୃଦୟ ଜିତିଲେ ପ୍ରଧାନମନ୍ତ୍ରୀ ମୋଦି: ବିଷ୍ଣୁଦେଓଙ୍କ ଶପଥ ଗ୍ରହଣରେ ଉତ୍ସବରେ ସଜାଡିଲେ ଟେବୁଲ

ରାୟପୁର,୧୪।୧୨: ଛତିଶଗଡର ନୂତନ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ନିଜ ସରଳତାର ଏକ ଉଦାହରଣ ଦେଇଛନ୍ତି। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଶପଥ ଗ୍ରହଣ କରିବାକୁ ଯାଉଥିଲେ। ତେଣୁ ଏହା ପୂର୍ବରୁ ପିଏମ...

ଇତିହାସ ରଚିଲା ହରିୟାଣା: ଘରୋଇ କ୍ରିକେଟରେ ପ୍ରଥମଥର ହାସଲ କଲା ଏହି ସଫଳତା

ନୂଆଦିଲ୍ଲୀ,୧୪।୧୨: ବିଜୟ ହଜାରେ ଟ୍ରଫି ୨୦୨୩ର ପ୍ରଥମ ଫାଇନାଲିଷ୍ଟ ହୋଇଛି ହରିୟାଣା। ଘରୋଇ କ୍ରିକେଟରେ ଖେଳାଯାଇଥିବା ୫୦ ଓଭର ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିର ଫାଇନାଲ ପାଇଁ ହରିୟାଣା ପ୍ରଥମ ଥର ପାଇଁ ଯୋଗ୍ୟତା ଅର୍ଜନ କରିଛି। ଅଶୋକ ମେନାରିଆଙ୍କ...

ଦୁନିଆର ୧୦୦ଶ୍ରେଷ୍ଠ ବ୍ୟଞ୍ଜନ ତାଲିକାରେ ୧୧ତମ ସ୍ଥାନରେ ଭାରତ, ବେଶୀ ପସନ୍ଦ ବଟର ଗାରଲିକ ନାନ୍‌

ନୂଆଦିଲ୍ଲୀ,୧୪।୧୨: କ୍ରୋଆଟିଆ ଆଧାରିତ ଖାଦ୍ୟ ରେଟିଂ ଏଜେନ୍ସି ଟେଷ୍ଟଆଟଲାସ, ୨୦୨୩-୨୪ର ଦୁନିଆର ଶ୍ରେଷ୍ଠ ବ୍ୟଞ୍ଜନ ତାଲିକା ଜାରି କରିଛି। ଏଥିରେ ଭାରତ ୧୧ତମ ତାଲିକାରେ ରହିଛି। ତାଲିକାର ପ୍ରଥମ ସ୍ଥାନ ଇଟାଲୀ ଅଧିକାର କରିଥିବାବେଳେ ଦ୍ୱିତୀୟ ତୃତୀୟ ସ୍ଥାନରେ ଜାପାନ...

ସ୍ବପ୍ନ ପାଇଁ ସଂଘର୍ଷ…ସଂସଦରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୧୪।୧୨ : ବୁଧବାର ସଂସଦରେ ଅନୁପ୍ରବେଶ କରିଥିବା ଅଭିଯୁକ୍ତ ଉଗ୍ର ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିବା ଆକ୍ରମଣ ପୂର୍ବରୁ ସେମାନେ କରିଥିବା ସୋସିଆଲ ମିଡିଆ ପୋଷ୍ଟରୁ ଏହା ଜଣାପଡିଛି। ସଂସଦରେ ଅନୁପ୍ରବେଶ କରିଥିବା ଅନ୍ୟତମ ଅଭିଯୁକ୍ତ ସାଗର ଶର୍ମା ସୋସିଆଲ...

କିଏ ସେହି ଭାଜପା ଏମ୍‌ପି,ଯିଏ ଲୋକ ସଭାକୁ ଯିବାକୁ ସାଗରଙ୍କୁ ଦେଇଥିଲେ ପାସ୍‌

ନୂଆଦିଲ୍ଲୀ,୧୪।୧୨:ଲୋକ ସଭାରେ ଦର୍ଶକ ଗ୍ୟାଲେରୀରୁ ଡେଇଁଥିବା ସାଗର ଶର୍ମା ଏବଂ ମନୋରଂଜନ ଡିଙ୍କୁ ଗିରଫ କରାଯାଇଛି। ସଂସଦର ସୁରକ୍ଷା କ୍ଷେତ୍ରରେ ଏହି ପ୍ରମୁଖ ତ୍ରୁଟି ସମସ୍ତଙ୍କୁ ଚକିତ କରିଛି। ଏହି ଦୁଇ ଅଭିଯୁକ୍ତଙ୍କୁ ମହୀଶୁର ଭାଜପା ଏମ୍‌ପି ପ୍ରତାପ ସିହ୍ନାଙ୍କଠାରୁ...

୯୧ ପ୍ରତିଶତ ଇଞ୍ଜେକ୍ସନ ବ୍ୟବହୃତ ହେଉଛି ଡ୍ରଗ୍ସ ପାଇଁ: ପ୍ରତି ୨ ଜଣରେ ଜଣେ ହେଉଛନ୍ତି ହେପାଟାଇଟିସ ସି ସଂକ୍ରମିତ,ଯୌନ ସମ୍ପର୍କ ମୁଖ୍ୟ ମାଧ୍ୟମ…

ନୂଆଦିଲ୍ଲୀ,୧୪।୧୨ : ଦେଶରେ ଡ୍ରଗ୍ସ ପାଇଁ ୯୧ ପ୍ରତିଶତ ଇଞ୍ଜେକ୍ସନ ବ୍ୟବହୃତ ହେଇଛି। ଯେଉଁ କାରଣରୁ ପ୍ରାୟ ପ୍ରତ୍ୟେକ ଦ୍ୱିତୀୟ ବ୍ୟକ୍ତି ହେପାଟାଇଟିସ ସି ଦ୍ୱାରା ସଂକ୍ରମିତ ହେଉଛନ୍ତି। ହେପାଟାଇଟିସ ସି ସଂକ୍ରମଣର ଘଟଣା ଏଚ.ଆଇ.ଭି ତୁଳନାରେ ଅନେକ ଗୁଣା...

ଆଧାର ଅପଡେଟରେ ଅଧିକ ଟଙ୍କା ନେଲେ ଦେବାକୁ ପଡିବ ୫୦ ହଜାର ଜରିମାନା: ସରକାରଙ୍କ କଡ଼ା ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୪।୧୨ : ଆଇଟି ମନ୍ତ୍ରଣାଳୟ ସଂସଦକୁ କହିଛନ୍ତି ଯଦି କୌଣସି ଅପରେଟର ଆଧାର ସେବା ପାଇଁ ଅଧିକ ଚାର୍ଜ ନେଉଛନ୍ତି, ତେବେ ତାଙ୍କୁ ନିଲମ୍ବିତ କରାଯାଉଛି ଏବଂ ତାଙ୍କୁ ନିୟୋଜିତ ରେଜିଷ୍ଟ୍ରାରଙ୍କ ଉପରେ ୫୦ ହଜାର ଟଙ୍କା ଜୋରିମାନା ଲାଗୁ...

ଭାଜପା ଏମ୍‌ପିଙ୍କ ପାସ୍‌ରେ ପଶିଲେ

ନୂଆଦିଲ୍ଲୀ,୧୪ା୧୨ : ବୁଧବାର ୨୦୦୧ ପାର୍ଲାମେଣ୍ଟ ଆକ୍ରମଣର ବର୍ଷପୂର୍ତ୍ତି ଦିନ ନବନିର୍ମିତ ସଂସଦ ଭବନର ସୁରକ୍ଷାରେ ବଡ଼ଧରଣର ବିଭ୍ରାଟ ପରିଲକ୍ଷିତ ହୋଇଛି। ମହୀଶୂରର ଭାଜପା ଏମ୍‌ପି ପ୍ରତାପ ସିମ୍‌ହାଙ୍କ ପାସ୍‌ରେ ଲୋକ ସଭାକୁ ପ୍ରବେଶ କରି ୨ ଜଣ ବିକ୍ଷୋଭକାରୀ...

ସଂସଦ ସୁରକ୍ଷା: ବିନା ନିଯୁକ୍ତିରେ ୧୦ ବର୍ଷ

ନୂଆଦିଲ୍ଲୀ,୧୪ା୧୨: ଭାରତୀୟ ପାର୍ଲାମେଣ୍ଟକୁ ଗଣତନ୍ତ୍ରର ମନ୍ଦିର ଆଖ୍ୟା ଦିଆଯାଇଛି। ସାରା ଦେଶର ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ଏଠାରେ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଜାତୀୟ ପ୍ରସଙ୍ଗ ଉଠାଇଥାଆନ୍ତି। ୨୦୦୧ରେ ପୁରୁଣା ପାର୍ଲାମେଣ୍ଟ ଉପରେ ପାକିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri