ଜାତୀୟ

ଭିତର କଥା ବାହାରକୁ ନ ଯାଉ

ଭୁବନେଶ୍ୱର,୧୪।୧୨(ଅନିଲ ଦାସ)୨୦୦୧ ଡିସେମ୍ବର ୧୩ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୨୨ ବର୍ଷ ପରେ ବୁଧବାର ଲୋକ ସଭା ଭିତରେ ୨ ଜଣ ବ୍ୟକ୍ତି ଦର୍ଶକ ଗ୍ୟାଲେରିରୁ ଚାମ୍ବରକୁ ଡେଇଁ ଏମ୍‌ପିମାନଙ୍କ ଟେବୁଲ ଉପରେ ଚଢ଼ି ବାଚସ୍ପତିଙ୍କ ଆଡ଼କୁ ଯିବା ଘଟଣା...

ବ୍ରେକଅପ୍ ପରେ ପୁରୁଷ କିମ୍ବା ମହିଳା ଆତ୍ମହତ୍ୟା କଲେ ପାର୍ଟନରଙ୍କୁ ଅଭିଯୁକ୍ତ କରାଯାଇପାରିବ ନାହିଁ: ହାଇକୋର୍ଟ

ରାୟପୁର, ୧୩ା୧୨: ଯଦି ବ୍ରେକଅପ୍ କାରଣରୁ ଜଣେ ପୁରୁଷ କିମ୍ବା ମହିଳା ଆତ୍ମହତ୍ୟା କରନ୍ତି, ତେବେ ତାଙ୍କ ପାର୍ଟନରଙ୍କୁ ମୃତ୍ୟୁ ପାଇଁ ଦାୟୀ ହୋଇପାରିବ ନାହିଁ ବୋଲି ଛତିଶଗଡ ହାଇକୋର୍ଟ କହିଛନ୍ତି। ନିକଟରେ ଜଣେ ମହିଳା ଏବଂ ତାଙ୍କ ଭାଇଙ୍କ...

ନଡ଼ା ପୋଡ଼ି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩ା୧୨:ଦିଲ୍ଲୀ-ଏନ୍‌ସିଆର୍‌ରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନେଇ ବୁଧବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ପ୍ରଦୂଷଣ ରୋକିବା ପାଇଁ ନଡ଼ାମୂଳି ପୋଡ଼ିବା ବନ୍ଦ କରାଯିବା ଜରୁରୀ। ପ୍ରତି ଶୀତଋତୁରେ ଲୋକେ ଯେପରି ସମାନ ଅସୁବିଧା ନ ଭୋଗିବେ ତାହା ସୁନିଶ୍ଚିତ କରିବା ପାଇଁ...

ସଂସଦରେ ସୁରକ୍ଷା ତ୍ରୁଟି: ଗଠନ ହେଲା ଏସ୍‌ଆଇଟି

ନୂଆଦିଲ୍ଲୀ,୧୩।୧୨:ସଂସଦର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ଘଟିଛି। ଏହାକୁ ନେଇ ଗୃହ ମନ୍ତ୍ରଣାଳୟ ସିଆରପିଏଫ୍‌ ଡିଜି ଅନିଶ ଦୟାଲ ସିଂଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଆକ୍ରମଣ କରୁଛନ୍ତି। କଂଗ୍ରେସ ସଭାପତି...

ଋତୁସ୍ରାବ ଅକ୍ଷମତା ନୁହେଁ, ‘ଦରମା ଛୁଟି’ ନିୟମ ଆବଶ୍ୟକତା ନାହିଁ: ସ୍ମୃତି ଇରାନୀ

ନୂଆଦିଲ୍ଲୀ, ୧୩।୧୨: ଅନେକ ଦିନ ଧରି ମହିଳା ମାନଙ୍କର ଋତୁସ୍ରାବ ସମୟରେ ଦରମା ସହିତ ଛୁଟି ନୀତିକୁ ନାଁ କହିଛନ୍ତି କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, ”ଋତୁସ୍ରାବ ଏକ ସମସ୍ୟା ନୁହେଁ,...

୪୫ ମିନିଟ୍‌ର ପାସ୍‌ ଥିଲା,କେମିତି ରହିଲେ ୨ ଘଣ୍ଟା: ସଂସଦରେ ସୁରକ୍ଷା ତ୍ରୁଟି ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୩।୧୨: ସଂସଦରେ ସୁରକ୍ଷା ତ୍ରୁଟି ସମ୍ପର୍କରେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି। ବୈଠକରେ ସୁରକ୍ଷା ପ୍ରୋଟୋକଲରେ ତ୍ରୁଟି ଥିବା ଅନେକ ବିରୋଧୀ ଦଳର ନେତା ଦର୍ଶାଇଛନ୍ତି।...

ସଂସଦ ଦର୍ଶକ ଗ୍ୟାଲେରୀରୁ ଡେଇଁଥିଲେ ମନୋରଞ୍ଜନ, ଏବେ ଚମକାଇଲା ବାପାଙ୍କ ପ୍ରତିକ୍ରିୟା…

ନୂଆଦିଲ୍ଲୀ,୧୩।୧୨: ଲୋକ ସଭାରେ ବୁଧବାର ୨ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁ ହଙ୍ଗାମା କରିଥିଲେ। ଉଭୟଙ୍କ ପରିଚୟ ସାଗର ଏବଂ ମନୋରଞ୍ଜନ ଭାବେ ହୋଇଛି। ଦୁହେଁ ହଠାତ୍‌ ଗ୍ୟାଲେରୀରୁ ଡେଇଁ ପଡ଼ି ଧୂଆଁ ଛାଡ଼ିବା ଯୋଗୁ ଗୃହରେ ଭୟର...

ନିଜେ ଇ-ରିକ୍ସା ଚାଳକ,ବାପା ବଢ଼େଇ…ପାର୍ଲାମେଣ୍ଟରେ ହଙ୍ଗାମା କରି ଚର୍ଚ୍ଚାରେ ଲକ୍ଷ୍ନୌର ସାଗର ଶର୍ମା

ନୂଆଦିଲ୍ଲୀ,୧୩।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ବୁଧବାର ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ଦର୍ଶକ ଗ୍ୟାଲେରୀରୁ ୨ ଜଣ ଯୁବକ ଏମ୍‌ପିମାନଙ୍କ ଲାଗି ଉଦ୍ଦିଷ୍ଟ ସ୍ଥାନକୁ ଡେଇଁଥିଲେ। ପରେ ସ୍ମୋକ୍‌ ଷ୍ଟିକ୍‌ ଦ୍ୱାରା ପାର୍ଲାମେଣ୍ଟରେ ଧୁଆଁ ଛାଡ଼ିଥିଲେ। ଏହି ଦୃଶ୍ୟ ଦେଖି...

ସଂସଦ ସୁରକ୍ଷାରେ ତ୍ରୁଟି: ଆଉ ପରିଦର୍ଶକଙ୍କୁ ମିଳିବନି ପାସ୍, ବିମାନ ବନ୍ଦର ପରି ହେବ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୧୩ା୧୨: ପରିଦର୍ଶକଙ୍କ ପାଇଁ ବନ୍ଦ ହେଲା ପାର୍ଲାମେଣ୍ଟ ଦ୍ୱାର। ବୁଧବାର ସଂସଦରେ ଏକ ବଡ଼ ସୁରକ୍ଷା ତ୍ରୁଟି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଲୋକସଭା ପରିଚାଳନା ସଚିବ। ଏନେଇ ସେ କେନ୍ଦ୍ର ଗୃହ ମନ୍ତ୍ରାଳାୟକୁ ଏକ ଚିଠି ଲେଖି ସୁରକ୍ଷା...

ଦ୍ୱିଗୁଣା ହେଲା ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମାଙ୍କ ଖୁସି, ଜାଣନ୍ତୁ…

ଜୟପୁର,୧୩।୧୨: ରାଜସ୍ଥାନର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଶୁକ୍ରବାର ଅର୍ଥାତ ଡିସେମ୍ବର ୧୫ରେ ଶପଥ ନେବେ। ଜୟପୁରର ରାମନିବାସ ବାଗ ସ୍ଥିତ ଅଲବର୍ଟ ହଲ୍‌ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତାଙ୍କ ସହ ଦିୟା କୁମାରୀ ଏବଂ ପ୍ରେମଚାନ୍ଦ...

ଦାୟିତ୍ୱ ଗ୍ରହଣ ପରେ ମୋହନଙ୍କ ବଡ଼ ନିଷ୍ପତ୍ତି

ଭୋପାଳ,୧୩ା୧୨: ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଧ୍ୟପ୍ରଦେଶର ଧାର୍ମିକ ସ୍ଥାନରେ ଉଚ୍ଚ ସ୍ବରରେ ମାଇକ୍‌ ବାଜିବାକୁ ମୁଖ୍ୟମନ୍ତ୍ରୀ ନିଷେଧ କରିଛନ୍ତି। ଭୋପାଳରେ ପ୍ରଥମ କ୍ୟାବିନେଟ ବୈଠକରେ ସେ ଏହି ନିଷ୍ପତ୍ତି...

ଲୋକ ସଭାରେ ଧୂଆଁ ସୃଷ୍ଟି କରିଥିବା ସ୍ମୋକ ଷ୍ଟିକ୍‌ କ’ଣ: ଜାଣନ୍ତୁ ଏହା ସମ୍ପର୍କରେ…

ନୂଆଦିଲ୍ଲୀ,୧୩।୧୨: ସଂସଦ ଆକ୍ରମଣ ବାର୍ଷିକୀରେ ଲୋକ ସଭା ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଦେଖାଦେଇଛି। ସୁରକ୍ଷା ବଳୟ ଭେଦ କରି ଦୁଇ ଅଜ୍ଞାତ ଯୁବକ ଲୋକ ସଭାରେ ପଶିଯାଇ ଧୂଆଁ ନିର୍ଗତ କରିଛନ୍ତି। ଲୋକ ସଭା ଚାଲିଥିବା ବେଳେ ହଠାତ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri