ଜାତୀୟ

ନିରାଶ ହେଲି, କିନ୍ତୁ ଲମ୍ବା ଲଢେଇ ପାଇଁ ପ୍ରସ୍ତୁତ: ୩୭୦କୁ ନେଇ ସୁପ୍ରିକୋର୍ଟଙ୍କ ରାୟ ପରେ କହିଲେ ଓମାର ଅବଦୁଲ୍ଲା

ଶ୍ରୀନଗର,୧୧।୧୨: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଯଥାର୍ଥ କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ କେବଳ ଭାରତର ସମ୍ବିଧାନ ଶାସନ କରିବ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା...

ଗୋଟିଏ ବର୍ଷ ପାଇଁ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ଆସନ ତା’ପରେ ଛାଡିଦେବି: ବସୁନ୍ଧରା

ଜୟପୁର,୧୧।୧୨: ଭାରତୀୟ ଜନତା ଦଳର ବରିଷ୍ଠ ନେତା ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଭାଜପା ପକ୍ଷରୁ ଏକ ଅନନ୍ୟ ଦାବି କରିଛନ୍ତି। ବିଶେଷ ସୂତ୍ରରୁ ପ୍ରକାଶ ଯେ ବସୁନ୍ଧରା ତାଙ୍କୁ ଏକ ବର୍ଷ ପାଇଁ ରାଜସ୍ଥାନର...

କେଜି ପିଲାଙ୍କ ପାଇଁ ବିଦ୍ୟାଳୟରେ ଅଜବ ଫି: ଅଭିଭାବକଙ୍କ ଲାଗି ମଧ୍ୟ ଦେୟ, ସୋସିଆଲ ମିଡିଆରେ ଭାଇରାଲ…

ନୂଆଦିଲ୍ଲୀ,୧୧।୧୨ : ସମୟ ସହିତ ବେସରକାରୀ ବିଦ୍ୟାଳୟଗୁଡ଼ିକର ଫି ଏବେ ମହଙ୍ଗା ହେବାରେ ଲାଗିଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ତାଙ୍କ ପିଲାମାନଙ୍କୁ ଇଂଲିଶ ମାଧ୍ୟମ ଘରୋଇ ବିଦ୍ୟାଳୟରେ ଶିକ୍ଷା ଦେବା ଏକ ସ୍ବପ୍ନରେ ପରିଣତ ହେବାରେ ଲାଗିଛି। ବେସରକାରୀ...

ବିକଶିତ ଦେଶ ହେବ ଭାରତ, ଯୋଜନା ପ୍ରସ୍ତୁତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୧୧।୧୨: ଆସନ୍ତା ୨୪ ବର୍ଷ ଅର୍ଥାତ୍‌ ୨୦୪୭ ବର୍ଷ ପର୍ଯ୍ୟନ୍ତ ଭାରତର ପ୍ରଗତିର ପଥ ସ୍ଥିର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଯୋଜନାର ରୂପରେଖ ଦେଇଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ବିଶ୍ୱରେ ଏକ ବିକଶିତ ଦେଶ ଭାବରେ...

ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ରାସ୍ତା ସଫା: ସୁପ୍ରିମକୋର୍ଟ ଜାରି କଲେ ସମୟ ସୀମା…

ନୂଆଦିଲ୍ଲୀ,୧୧।୧୨ : ଜମ୍ମୁ-କଶ୍ମୀରରେ ଧାରା ୩୭୦କୁ ହଟାଇବା ଠିକ କି ନୁହେଁ ତାହା ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିଛି। ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଏହା ବ୍ୟତୀତ ଜମ୍ମୁ-କଶ୍ମୀର...

ମେହେବୁବା ମୁଫତିଙ୍କୁ ହାଉସ ଆରେଷ୍ଟ କରାଯାଇଥିବା ଦାବି, ପୋଲିସ କହିଲା କେହି ନାହାନ୍ତି ନଜରବନ୍ଦୀ

ଶ୍ରୀନଗର,୧୧।୧୨: ଜମ୍ମୁ କଶ୍ମୀରରେ ଧାରା ୩୭୦ହଟାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ ଉପରେ ସୋମବାର (ଡିସେମ୍ବର ୧୧) ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବ। ଏହାପୂର୍ବରୁ ଜମ୍ମୁ କଶ୍ମୀରରେ ସୁରକ୍ଷା କଡାକଡି କରାଯାଇଛି। ମେହବୁବା ମୁଫତିଙ୍କ ପାର୍ଟି ପିଡିପି ଦାବି କରିଛି ଯେ...

ଅନଲାଇନ ପ୍ରଚାର:୫ ରାଜ୍ୟର ନିର୍ବାଚନରେ ରାଜନୈତିକ ଦଳ ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା…

ନୂଆଦିଲ୍ଲୀ,୧୧।୧୨ : ଦେଶର ରାଜନେତିକ ଦଳ ପ୍ରଚାରରେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ ନଭେମ୍ବର ମାସରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ...

‘ଆମେ ଏହି ଲଢେଇ ଜିତିବୁ’

କୋଲକତା,୧୧।୧୨: ସଂସଦରୁ ବହିଷ୍କୃତ ହେବା ପରେ ମହୁଆ ମୋଇତ୍ର ଜନତା ଦରବାରରେ ପହଞ୍ଚିଛନ୍ତି। ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ସେ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ଭିଡିଓ ବାର୍ତ୍ତାରେ ମହୁଆ ଜନସାଧାରଣ, ଟିଏମସି କର୍ମୀ ତଥା ଦଳର ନେତାମାନଙ୍କୁ ଏହି...

ଅନୁଚ୍ଛେଦ ୩୭୦ ରଦ୍ଦ ସମ୍ପୂର୍ଣ୍ଣ ଠିକ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୧।୧୨: ଅନୁଚ୍ଛେଦ ୩୭୦ ରଦ୍ଦ କରିବାକୁ କେନ୍ଦ୍ରର ନିଷ୍ପତ୍ତିର ସାମ୍ବିଧାନିକ ବୈଧତା ଉପରେ ସୋମବାର ସୁପ୍ରିମକୋର୍ଟ ଏହାର ରାୟ ପ୍ରଦାନ କରି କହିଛନ୍ତି ଏହା ସମ୍ପୂର୍ଣ୍ଣ ଠିକ ନିଷ୍ପତ୍ତିି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଡିତ ପାଞ୍ଚଜଣିଆ...

ପିଲାଙ୍କ ମା’ମାନେ କରିବେ ମଧ୍ୟାହ୍ନ ଭୋଜନ ଯାଞ୍ଚ: ସରକାରଙ୍କ କଡ଼ା ନିର୍ଦ୍ଦେଶ…

ଶିମଲା,୧୧।୧୨ : ପ୍ରତିଷ୍ଠା ହେବାକୁ ଥିବା କ୍ଲଷ୍ଟର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟର ଯାଞ୍ଚ ପେଇଁ ପିଲାମାନଙ୍କର ମା’ ଏବଂ ମହିଳା ମଣ୍ଡଳଙ୍କ ସହାୟତାରେ ନିଆଯିବ। ଏନେଇ ହିମାଚଳ ପ୍ରଦେଶରେ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ୩୦୦ରୁ ୫୦୦...

ସିଆଚେନ ଗ୍ଲାସିଅରରେ ପ୍ରଥମ ମହିଳା ମେଡିକାଲ ଅଫିସର ହେଲେ ଫାତିମା ଓ୍ବାସିମ, ସେନା ଜାରି କଲା ଭିଡିଓ

ନୂଆଦିଲ୍ଲୀ,୧୧।୧୨: କ୍ୟାପଟେନ ଫାତିମା ୱାସିମ ପ୍ରଥମ ମହିଳା ମେଡିକାଲ ଅଫିସର ଭାବେ ସିଆଚେନ ଗ୍ଲାସିଅରରେ ଏକ ଅପରେସନ ପୋଷ୍ଟରେ ପୋଷ୍ଟ କରି ଇତିହାସ ସୃଷ୍ଟି କରିଛନ୍ତି। ସିଆଚେନ ବ୍ୟାଟଲ ସ୍କୁଲରେ କଠୋର ତାଲିମ ପାଇବା ପରେ ତାଙ୍କୁ ୧୫୨୦୦ ଫୁଟ...

କାହା ମୁଣ୍ଡରେ ସୁନା କଳସ, କିଏ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, କଳ୍ପନାଜଳ୍ପନା ଜାରି…

ଭୋପାଳ,୧୧।୧୨ : ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଦଳ ବୈଠକ ସୋମବାର ଅନୁଷ୍ଠିତ ହେବାକୁ ଯାଉଛି। ଭାଜପା ରାଜ୍ୟ ସଭାପତି ସମସ୍ତ ନିର୍ବାଚିତ ବିଧାୟକଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ଆମନ୍ତ୍ରଣ କରିଛନ୍ତି। ନିମନ୍ତ୍ରଣ ପତ୍ରରେ ଦିଆଯାଇଥିବା ସୂଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri