ଜାତୀୟ

ମଦ ନା ମହାଦେବ

ନୂଆଦିଲ୍ଲୀ,୧୧ା୧୨(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଝାଡ଼ଖଣ୍ଡର ରାଜ୍ୟ ସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ସମ୍ପର୍କୀୟମାନଙ୍କ ମାଲିକାନାରେ ଥିବା ମଦଭାଟିଗୁଡ଼ିକରୁ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବାହାରିସାରିଲାଣି। ୨୦୧୮ ମେ’ରେ ଧୀରଜ ଉଚ୍ଚ ସଦନ ପାଇଁ କଂଗ୍ରେସରୁ ପୁନଃ ପ୍ରତିଦ୍ୱନ୍ଦ୍ୱିତା ବେଳେ...

ପ୍ରତିବର୍ଷ ୪ କୋଟି ମହିଳା ପୀଡ଼ିତ

ନୂଆଦିଲ୍ଲୀ,୧୧ା୧୨: ପ୍ରତିବର୍ଷ ସନ୍ତାନ ପ୍ରସବ ପରେ ଅନୂ୍ୟନ ୪ କୋଟି ମହିଳା ବିଭିନ୍ନ ଦୀର୍ଘମିଆଦୀ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଲାନ୍‌ସେଟ୍‌ ଗ୍ଲୋବାଲ ହେଲ୍‌ଥ ପତ୍ରିକାରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ସନ୍ତାନ ଜନ୍ମ ପରେ...

ଅନୁଚ୍ଛେଦ ୩୭୦ ପୁଣି ହେବ ଲାଗୁ, କହିଲେ ଗୁଲାମ ନବୀ…

ଶ୍ରୀନଗର,୧୧।୧୨: ଜମ୍ମୁ-କଶ୍ମୀରର ଅନ୍ୟ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଆଶା ପ୍ରକଟ କରିଛନ୍ତି ଅନୁଚ୍ଛେଦ ୩୭୦ ରଦ୍ଦ ମାମଲାରେ ସୁପ୍ରିମକୋର୍ଟ ନିଷ୍ପତ୍ତି ଲୋକଙ୍କ ସପକ୍ଷରେ ଦେବେ। ଯେତେବେଳେ ଜମ୍ମୁ-କଶ୍ମୀରର ପୂର୍ବ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ...

ଗୁପକର ଗ୍ରୁପର ଆଶା ପୁଣି ଫେରିବ ଅନୁଚ୍ଛେଦ ୩୭୦: ଆଜି ନିଷ୍ପତ୍ତି…

ନୂଆଦିଲ୍ଲୀ,୧୧।୧୨: ଅନୁଚ୍ଛେଦ ୩୭୦ ରଦ୍ଦ କରିବାକୁ କେନ୍ଦ୍ରର ନିଷ୍ପତ୍ତିର ସାମ୍ବିଧାନିକ ବୈଧତା ଉପରେ ସୋମବାର ସୁପ୍ରିମକୋର୍ଟ ଏହାର ରାୟ ପ୍ରଦାନ କରିବେ। ଜମ୍ମୁ-କଶ୍ମୀରର ଅନେକ ଦଳ ପୁରୁଣା ବ୍ୟବସ୍ଥା ପୁନଃ ସ୍ଥାପିତ ହେବ ବୋଲି ଆଶା ପ୍ରକଟ କରିଛନ୍ତି। ଏଥି...

କର୍ନାଟକରେ ହେବ ମହାରାଷ୍ଟ୍ର ଭଳି ପରିସ୍ଥିତି, ଭାଙ୍ଗିଯିବ କଂଗ୍ରେସ ସରକାର: କୁମାରସ୍ବାମୀ

ନୂଆଦିଲ୍ଲୀ,୧୧।୧୨: ଜନତା ଦଳ (ସେକ୍ୟୁଲାର) ନେତା ଏଚଡି କୁମାରସ୍ବାମୀ ଦାବି କରିଛନ୍ତି ଯେ କର୍ନାଟକରେ କଂଗ୍ରେସ ସରକାର ଯେକୌଣସି ସମୟରେ ଭାଙ୍ଗିପାରେ। ସେ କହିଛନ୍ତି ଯେ କର୍ନାଟକ କଂଗ୍ରେସରେ ସବୁକିଛି ଠିକ ଚାଲିନାହିଁ ଏବଂ ରାଜ୍ୟରେ କଂଗ୍ରେସର ଅବସ୍ଥା ମହାରାଷ୍ଟ୍ର...

ଆଜିର ଦିନରେ ବିଷ୍ଣୁଦେଓଙ୍କୁ କାହିଁକି ଭାଜପା ବାଛିଲା ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ୧୦ ଡିସେମ୍ବର ସହ କ’ଣ ରହିଛି ଭାଜପାର ସମ୍ପର୍କ

ନୂଆଦିଲ୍ଲୀ,୧୦।୧୨: ଛତିଶଗଡର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବା ପରେ ବିଷ୍ଣୁଦେଓ ସାଇ ରାଜ ଭବନରେ ସମସ୍ତ ପ୍ରକ୍ରିୟା ଶେଷ କରିଥିଲେ। ଏହା ପରେ ପ୍ରଥମେ ରାୟପୁରର ଜୟ ସ୍ତମ୍ଭ ଚୌକରେ ପହଞ୍ଚିଥିଲେ। ଜୟ ସ୍ତମ୍ଭ ଚୌକ ପହଞ୍ଚିବା ବିଷ୍ଣୁଦେବ ସାଇଙ୍କ ପାଇଁ...

ଭ୍ରଷ୍ଟାଚାର ଦୋକାନରେ ବେଇମାନ ଜିନିଷ: ଭାଜପା

ନୂଆଦିଲ୍ଲୀ,୧୦।୧୨: କଂଗ୍ରେସ ରାଜ୍ୟ ସଭା ଏମପି ଧୀରଜ ସାହୁଙ୍କ ପରିସରରେ ହୋଇଥିବା ଚଢାଉରେ ଆୟକର ବିଭାଗ ଏପର୍ଯ୍ୟନ୍ତ ୩୧୮ କୋଟି ନଗଦ ଟଙ୍କା ଉଦ୍ଧାର କରିଛି। ୬ ଡିସେମ୍ବରରେ ହୋଇଥିବା ଚଢାଉ ପରେ ନୋଟ ଗଣନା ଜାରି ରହିଛି। ଏହି...

ହୃଦୟବିଦାରକ ଘଟଣା: ମଇଁଷି ଗୋବର ପଡ଼ି ୬ ମାସ ଶିଶୁର ଜୀବନ ଗଲା

ଲକ୍ଷ୍ନୌ,୧୦।୧୨: ଉତ୍ତରପ୍ରଦେଶର ମହୋବାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ମଇଁଷି ଗୋବର ଯୋଗୁ ୬ ମାସର ଶିଶୁର ମୃତ୍ୟୁ ଘଟିଛି। କୁହାଯାଉଛି ଯେ, ଘରେ ରୋଷେଇ କରୁଥିବାବେଳେ ମହିଳା ଶିଶୁକୁ ବାହାରେ ଏକ ଝୁଲାରେ ଝୁଲେଇ ଦେଇଥିଲେ।...

ରାହୁଲଙ୍କୁ ଟାର୍ଗେଟ କରି ଭାଜପା କହିଲା, ରାଜପରିବାର ନାମରେ ହେବ ନାହିଁ ଶୋଷଣ

ନୂଆଦିଲ୍ଲୀ,୧୦।୧୨: କଂଗ୍ରେସ ରାଜ୍ୟ ସଭା ଏମପି ଧୀରଜ ସାହୁଙ୍କ ଘରୁ ୩୦୦କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଆୟକର ବିଭାଗ ଅନେକ ଦିନ ଧରି ସାହୁଙ୍କ ସହ ଜଡିତ ସ୍ଥାନଗୁଡିକ ଉପରେ ଚଢାଉ କରି ନଗଦ ଟଙ୍କା ଉଦ୍ଧାର...

କୋଟି କୋଟି ଭାରତୀୟଙ୍କ ସ୍ବପ୍ନ ପୂରଣ କରିଛନ୍ତି ମୋଦି: ଏକନାଥ ଶିନ୍ଦେ

ଥାନେ,୧୦।୧୨: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଭବ୍ୟ ମନ୍ଦିର ନିର୍ମାଣ କରି ସେ କୋଟି କୋଟି ଭାରତୀୟଙ୍କ ସ୍ବପ୍ନ ପୂରଣ...

ଭାଜପାରେ ସାମିଲ ହେଲେ ଧୀରଜ ସାହୁଙ୍କୁ ମିଳିବନି କ୍ଲିନ ଚିଟ: ପ୍ରିୟଙ୍କା ଚତୁର୍ବେଦୀ

ନୂଆଦିଲ୍ଲୀ,୧୦।୧୨: ଶିବସେନା (ୟୁବିଟି) ଏମପି ପ୍ରିୟଙ୍କା ଚତୁର୍ବେଦୀ ଭାରତୀୟ ଜନତା ପାର୍ଟି (ଭାଜପା) କୁ ଅନୁରୋଧ କରିଛନ୍ତି ଯେ ଯଦି ସେ ଭବିଷ୍ୟତରେ ସାଫରନ ପାର୍ଟିରେ ଯୋଗ ଦିଅନ୍ତି ତେବେ କଂଗ୍ରେସ ଏମପି ଧୀରଜ ସାହୁଙ୍କୁ କ୍ଲିନ ଚିଟ ନ...

ମୁଁ ଆଜି ବହୁତ ଖୁସି: ପୁଅ ମୁଖ୍ୟମନ୍ତ୍ରୀ ହେବାପରେ ମା’ କହିଲେ ମନର କଥା

ନୂଆଦିଲ୍ଲୀ,୧୦।୧୧: ଛତିଶଗଡରେ ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ଆଦିବାସୀ ନେତା ବିଷ୍ଣୁଦେଓ ସାଏ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ରବିବାର ରାୟପୁରରେ ଦଳର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଦଳର ନୂତନ ନିର୍ବାଚିତ ବିଧାୟକମାନେ ସାଏଙ୍କୁ ସେମାନଙ୍କର ନେତା ଭାବରେ ମନୋନୀତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri