ଜାତୀୟ

ଦିଲ୍ଲୀରେ ହେବ ଇଣ୍ଡିଆ ମେଣ୍ଟର ପରବର୍ତ୍ତି ବୈଠକ, ତାରିଖ କହିଲେ ଜୟରାମ ରମେଶ

ନୂଆଦିଲ୍ଲୀ,୧୦।୧୨: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଘୋଷଣା କରିଛନ୍ତି ଯେ ମଙ୍ଗଳବାର (ଡିସେମ୍ବର ୧୯) ରେ ଇଣ୍ଡିଆ ଆଲାଇନ୍ସର ଚତୁର୍ଥ ବୈଠକ ଅନୁଷ୍ଠିତ ହେବ। ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଏହା...

ସନାତନ ଧର୍ମ, ହିନ୍ଦୀ ଭାଷି ରାଜ୍ୟକୁ ନେଇ ଏମିତି ଦିଅନ୍ତୁ ନାହିଁ ବୟାନ…ନିର୍ବାଚନରେ ହାରିବା ପରେ ଡିଏମକେକୁ ଉପଦେଶ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୧୦।୧୨: ଆଗାମୀ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଇଣ୍ଡିଆ ମେଣ୍ଟର କାର୍ଯ୍ୟକଳାପ ଆହୁରି ତୀବ୍ର ହୋଇପାରେ। ଏହାପୂର୍ବରୁ କଂଗ୍ରେସ ଏହାର ସହଯୋଗୀ ଦଳ ଦ୍ରାବିଡ ମୁନେତ୍ର କଡଗମ (ଡିଏମକେ) କୁ ଭବିଷ୍ୟତରେ ଦେଇଥିବା ବିବୃତ୍ତିରେ ସତର୍କ ରହିବାକୁ ପରାମର୍ଶ...

କଂଗ୍ରେସକୁ ଚେତାବନୀ ଦେଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୧୦।୧୨: ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ରବିବାର କଂଗ୍ରେସକୁ ଚେତାବନୀ ଦେଇଛନ୍ତି ଯେ ଯଦି ଗାନ୍ଧୀ ପରିବାରର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ରାଜନୀତି ଜାରି ରଖନ୍ତି, ତେବେ ଦେଶର ସର୍ବ ପୁରାତନ ଦଳ ୨୦୨୪ ଲୋକ...

ରମଣ ସିଂ ହେବେ ଛତିଶଗଡର ନୂଆ ବାଚସ୍ପତି,ଅରୁଣ ସାଓ ଏବଂ ବିଜୟ ଶର୍ମା ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧୦: ଛତିଶଗଡରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ସହିତ ଉପମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ରାଜ୍ୟରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ଭାଜପା ରାଜ୍ୟ ସଭାପତି ଅରୁଣ ସାଓ ଏବଂ ବିଜୟ ଶର୍ମାଙ୍କୁ ଏହି ପଦ ମିଳିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ...

ଡିସେମ୍ବର ୧୧ରେ ‘ବିକଶିତ ଭାରତ@୨୦୪୭: ଭଏସ୍ ଅଫ୍ ୟୁଥ୍‌’ ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଲାଗି ଦେଶର ଯୁବବର୍ଗଙ୍କ ଠାରୁ ବିଭିନ୍ନ ମତାମତ ଆହ୍ୱାନ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି ଏକ ଅଭିଯାନର ଶୁଭାରମ୍ଭ କରିବେ । ନୀତି...

ଦିନେ କଳାଧନ ପାଇଁ ଭାଷଣ ଦେଉଥିଲେ, ଏବେ ଆୟକର ପଞ୍ଝାରେ ପଡିଲେ ଧୀରଜ ସାହୁ

ନୂଆଦିଲ୍ଲୀ,୧୦।୧୨: କଂଗ୍ରେସର ପୂର୍ବତନ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ମଦ ଭାଟି ସହିତ ଘର ଏବଂ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଆୟକର ବିଭାଗର ଚଢ଼ାଉ ପରେ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣା ସମଗ୍ର ଦେଶରେ...

ଟ୍ରକରେ ଏସି କ୍ୟାବିନ ବାଧ୍ୟତାମୂଳକ: ଅକ୍ଟୋବର ୧, ୨୦୨୫ ହେବ ଲାଗୁ

ନୂଆଦିଲ୍ଲୀ,୧୦।୧୨: ଭାରତ ସରକାର ସମସ୍ତ ଟ୍ରକରେ ଏସି କ୍ୟାବିନକୁ ବାଧ୍ୟତାମୂଳକ କରିଛନ୍ତି। ସଡକ ପରିବହନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି ଯେ, ୨୦୨୫ରୁ ସମସ୍ତ ଟ୍ରକରେ ଏକ ଫିଟ ଏସି କ୍ୟାବିନ ରହିବା ବାଧ୍ୟତାମୂଳକ ହେବ। ଗତ ପାଞ୍ଚ...

ଶୀତ ଆରମ୍ଭରୁ ଡରାଇଲାଣି କରୋନା! ଗତ ୨୪ ଘଣ୍ଟାରେ ୧୬୬ ନୂଆ ସଂକ୍ରମିତ

ନୂଆଦିଲ୍ଲୀ,୧୦।୧୨: ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଥିବା କରୋନା ଜୀବାଣୁ ଶୀତର ଆଗମନ ସହିତ ପୁଣିଥରେ ଭାରତରେ ଏହାର ପ୍ରଭାବ ଦେଖାଇବା ଆରମ୍ଭ କରିଛି। ଗତ ୨୪ଘଣ୍ଟା ମଧ୍ୟରେ, ଦେଶରେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୬୬ ରେକର୍ଡ କରାଯାଇଥିଲା,...

ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଜାଣନ୍ତୁ ଏହି ୧୦ କଥା…

ରାୟପୁର,୧୦ା୧୨: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଜଣେ ଆଦିବାସୀ ଚେହେରା, କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ସପ୍ତାହେ ଧରି ଚାଲିଆସୁଥିବା ଚର୍ଚ୍ଚାରେ ରହିଥିଲେ। ଯଦିଓ ବିଷ୍ଣୁ ଶୀର୍ଷ ସିଏମ୍‌...

ବିଷ୍ଣୁଦେଓ ସାଏ ହେବେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ

ରାୟପୁର,୧୦।୧୨: ଭାଜପା ରବିବାର ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି। ବିଷ୍ଣୁଦେବ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ବିଧାୟକ ଦଳ ବୈଠକରେ ତାଙ୍କ ନାଁ ଉପରେ ନିଷ୍ପତ୍ତି ନିଆଯାଇଛି। ବିଷ୍ଣୁଦେଓ ସାଏ ଭାଜପାର ଜଣେ ଭେଟେରାନ ନେତା। ସେ...

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସପ୍ତାହରେ ୫ ଦିନ କାମ, ଦରମା ବଢିବ ୧୭ ପ୍ରତିଶତ…

ମୁମ୍ବାଇ,୧୦।୧୨ : ଅର୍ଥମନ୍ତ୍ରୀ ଭାଗବତ କରାଡ ସଂସଦରେ ଭାରତୀୟ ବ୍ୟାଙ୍କ ଆସୋସିଏଶନ ପକ୍ଷରୁ ଏକ ପ୍ରସ୍ତାବ ଗ୍ରହଣ କରିଥିବା ନିଶ୍ଚିତ କରିଛନ୍ତି। ସୂଚନାନୁସାରେ, ସପ୍ତାହରେ ପାଞ୍ଚ ଦିନ କାର୍ଯ୍ୟ କରିବାର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଆଇବିଏର ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ...

ମାୟାବତୀ ଘୋଷଣା କଲେ ନିଜର ଉତ୍ତରାଧିକାରୀ, ଜାଣନ୍ତୁ ଆକାଶ ଆନନ୍ଦ କିଏ…

ଲକ୍ଷ୍ନୌ,୧୦।୧୨: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଦଳର ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ତାଙ୍କ ପରେ ପୁତୁରା ଆକାଶ ଆନନ୍ଦ ହିଁ ଦଳର ଦାୟିତ୍ୱ ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଆକାଶ ଏବେ ବିଏସ୍‌ପିର ଜାତୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri