ଜାତୀୟ

ମୁର୍ଶିଦାବାଦ ମେଡିକାଲ କଲେଜ ପାଲଟିଲା ଶିଶୁଙ୍କ କବରଖାନା! ୨୪ ଘଣ୍ଟାରେ ୯ ନବଜାତକ ମୃତ

କୋଲକାତା,୮।୧୨: ପଶ୍ଚିମବଙ୍ଗର ଏକ ମେଡିକାଲ କଲେଜ ପିଲାମାନଙ୍କ କବରଖାନା ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ପରେ ଗୋଟିଏ ହୋଇ ୯ ନବଜାତକଙ୍କ ମୃତ୍ୟୁ ଘଟିଛି। ଏହାପରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରଶ୍ନ ଘେରକୁ ଆସିଛି। ରାଜ୍ୟର...

ଏବେ ବିକ୍ରି ହେବାକୁ ଯାଉଛି ସାହାରା ହସ୍ପିଟାଲ, ଜାଣନ୍ତୁ କିଏ ହେବ…

ନୂଆଦିଲ୍ଲୀ,୮।୧୨: ସାହାରା ଗ୍ରୁପ୍‌ ମାଲିକଙ୍କର ନଭେମ୍ବରରେ ମୃତ୍ୟୁ ଘଟିଛି। ‘ସାହାରା ଶ୍ରୀ’ ନିଜର ଜୀବନକାଳ ମଧ୍ୟରେ ଜିରୋରୁ ହିରୋ ହେବାର ଯାତ୍ରା ନିରୂପଣ କରିଥିଲେ। ହେଲେ ଯେଉଁ ଗ୍ରୁପ୍‌କୁ ସେ ନିଜ ଆଖି ସମ୍ମୁଖରେ ଶୀଖରରେ ପହଞ୍ଚାଇଥିଲେ ସେ ଧରାଶାୟୀ...

କେରଳ ସିପିଆଇ ନେତା କାନମ ରାଜେନ୍ଦ୍ରଙ୍କ ପରଲୋକ

ଥିରୁଭାନନ୍ତପୁରମ,୮।୧୨: କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ(ସିପିଆଇ) କେରଳ ରାଜ୍ୟ ସମ୍ପାଦକ କାନମ ରାଜେନ୍ଦ୍ର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୋଚିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ତାଙ୍କର ପରଲୋକ ଘଟିଛି। ୭୩ବର୍ଷିୟ କାନମ କିଛି ଦିନ ପୂର୍ବରୁ...

ଟ୍ରାଫିକ ନିୟମ ଭାଙ୍ଗିବାରୁ ୪୬୨୩ଜଣ ଗାଡି ମାଲିକଙ୍କ ବାତିଲ ହେବ ଡିଏଲ, ଲିଷ୍ଟରେ ଅଛି କି ଆପଣଙ୍କ ନାମ

ନୂଆଦିଲ୍ଲୀ,୮।୧୨: ସଡକରେ ଯାତାୟକ କରୁଥିବା ବାଇକ, କାର, ବସ ଓ ଭାରି ଯାନ ଚାଳକଙ୍କ ମନମାନି ଏବେ ଚଳିବ ନାହିଁ। ଆଗକୁ ପୋଲିସ, ପରିବହନ ଓ ଟ୍ରାଫିକ ବିଭାଗ ଚାଳକଙ୍କ ଉପରେ କଡା ନଜର ରଖିବାକୁ ଯାଉଛି। ସଡକରେ ଏବେ...

ସୂର୍ଯ୍ୟଙ୍କ ପ୍ରଥମ ଫୁଲ ଡିସ୍କ ଫଟୋ ପଠାଇଲା ଆଦିତ୍ୟ ଏଲ-୧, ୧୨ଟି ରଙ୍ଗରେ ଦେଖାଗଲେ ସୂର୍ଯ୍ୟ

ନୂଆଦିଲ୍ଲୀ,୮।୧୨: ଖୁବ ଶୀଘ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଯାଉଛି ଆଦିତ୍ୟ ଏଲ୧। ଶୁକ୍ରବାର ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କ ପ୍ରଥମ ଫୁଲ ଡିସ୍କ ଫଟୋ ପଠାଇଛି। ଆଦିତ୍ୟ ଏଲ-୧ରେ ଥିବା ପେଲୋଡ, ସୋଲାର ଅଲ୍ଟାଭାଓଲେଟ ଇମେଜିଂ ଟେଲିସ୍ପୋପ ସୂର୍ଯ୍ୟଙ୍କ ପ୍ରଥମ ଫୁଲ ଡିସ୍କ...

ମଣିପୁରରେ ପୁଣି ବିକ୍ରି ହେବ ମଦ, ବିହାରରେ ତେଜିଲା ଦାବି

ଇମ୍ଫାଲ,୮।୧୨: ମଣିପୁରରେ ପୁଣି ବିକ୍ରି ହେବ ମଦ। ରାଜ୍ୟରେ ମଦ ନିଷେଧ ଆଇନକୁ ପ୍ରତ୍ୟାହାର କରାଯାଇଛି। ୩୦ବର୍ଷ ତଳେ ରାଜ୍ୟରେ ମଦବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ଯାହାକୁ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟର ଭାଜପା ନେତୃତ୍ୱାଧିନ  ସରକାର। ରାଜ୍ୟ...

ବଡ଼ ଦୁର୍ଘଟଣା: ଇଦ୍‌ଗାହ କାନ୍ଥ ଭୁଶୁଡ଼ି ପୋତି ହୋଇଗଲେ ୨୧ ମହିଳା-ଶିଶୁ; ୪ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୮।୧୨: ଉତ୍ତରପ୍ରଦେଶର ମାଉ ଜିଲାରେ ଶୁକ୍ରବାର ସନ୍ଧ୍ୟାରେ ଏକ ବଡ଼ ଦୁର୍ଘଟଣା ଘଟିିଛି। ଘୋସି ରେଳ ଷ୍ଟେଶନ ନିକଟରେ ଥିବା ଇଦ୍‌ଗାହ କାନ୍ଥ ଭୁଶୁଡ଼ିବା ଯୋଗୁ ପ୍ରାୟ ୨୧ରୁ ଅଧିକ ମହିଳା ଏବଂ ଶିଶୁ ପୋତି ହୋଇଯାଇଛନ୍ତି। ମହିଳାମାନେ ହଳଦୀ...

ମହୁଆଙ୍କୁ କହିବାକୁ ସୁଯୋଗ ଦିଆଗଲା ନାହିଁ: ମମତା ବାନାର୍ଜୀ

ନୂଆଦିଲ୍ଲୀ,୮।୧୨: ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରାଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ହୋଇଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି। ମହୁଆଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ନେଇ...

ଆଜି ମୋତେ ବହିଷ୍କୃତ କଲେ, କାଲି ମୋ’ ଘରକୁ ସିବିଆଇ ଆସିବ: ମହୁଆ

ନୂଆଦିଲ୍ଲୀ,୮।୧୨: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରା ଲୋକ ସଭାରୁ ବହିଷ୍କୃତ ହୋଇଛନ୍ତି। ଶୁକ୍ରବାର ଏଥିକ୍ସ କମିଟିର ଯାଞ୍ଚରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ତାଙ୍କ ଉପରେ ଟଙ୍କା ନେଇ ସଂସଦରେ...

‘୨ ମିନିଟର ଖୁସି’ ବୟାନ ପାଇଁ କୋଲକାତା ହାଇକୋର୍ଟଙ୍କୁ କଡ଼ା ସମାଲୋଚନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୧୨: ପ୍ରତ୍ୟେକ ମହିଳା ଏବଂ କିଶୋରୀ ମାନଙ୍କ ଯୌନ ଇଛା ଉପରେ କୋଲକାତା ହାଇକୋର୍ଟ ଦେଇଥିବା ବୟାନକୁ ଗମ୍ଭିରାତାର ସହିତ ନେଇଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ତାଙ୍କର ଏହି ବୟାନରେ କହିଥିଲେ କି ”ଝିଅମାନେ ସେମାନଙ୍କର ଯୌନ ଇଛା ଉପରେ ରଖନ୍ତୁ,...

‘ଗାନ୍ଧୀ, ଆମ୍ବେଦକରଙ୍କ ଆତ୍ମା କାନ୍ଦୁଥିବ’, ମହୁଆଙ୍କ ସଦସ୍ୟତା ରଦ୍ଦ ପରେ ଏମିତି କହିଲେ ଦାନିଶ ଅଲି

ନୂଆଦିଲ୍ଲୀ,୮।୧୨: କ୍ୟାଶ ଫର କ୍ୱେରି ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଲୋକ ସଭାରୁ ବହିଷ୍କାର କରାଯାଇଛି। ଏହାକୁ ନେଇ ବିଏସପି ଏମପି ଦାନିଶ ଅଲିଙ୍କ ପ୍ରତିକ୍ରିୟା ଆସିଛି। ଦାନିଶ  କହିଛନ୍ତି – ଯେତେବେଳେ ରମେଶ ବିଧୁରୀ ମୋତେ ଏପରି...

ରାଜସ୍ଥାନରୁ ଆସିଥିବା ଦେଶୀ ଗାଈ ଘିଅରେ ହେବ ରାମଲାଲାଙ୍କ ପ୍ରଥମ ଆଳତୀ

ଅଯୋଧ୍ୟା,୮।୧୨: ଜାନୁୟାରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଯୋଧ୍ୟାରେ ଏଥିପାଇଁ ପ୍ରସ୍ତୁତି ଚାଲିଛି। ନୂଆ ମନ୍ଦିରରେ ରାମଲାଲାଙ୍କ ପ୍ରଥମ ଆରତୀ ରାଜସ୍ଥାନର ଯୋଧପୁରରୁ ନିଆଯାଇଥିବା ଘିଅ ସହିତ ପରିବେଷଣ କରାଯିବ। ଏଥିପାଇଁ ରାଜସ୍ଥାନରୁ ୬୫୦ କିଲୋଗ୍ରାମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri