ଜାତୀୟ

ସଦସ୍ୟତା ପଦ ରଦ୍ଦ ହେବା ପରେ ପ୍ରତିକ୍ରିୟା ରଖିଲେ ମହୁଆ, କହିଲେ ମୋ ବିରୋଧରେ କୌଣସି ପ୍ରମାଣ ନାହିଁ…

ନୂଆଦିଲ୍ଲୀ,୮।୧୨: ସଦସ୍ୟତା ପଦ ରଦ୍ଦ ହେବା ପରେ ତୃଣମୂଳ କଂଗ୍ରେସ ଏମ୍‌ପିି ମହୁଆ ମୋଇତ୍ରା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋ ବିରୋଧରେ କୌଣସି ପ୍ରମାଣ ନାହିଁ। ମହୁଆ କହିଛନ୍ତି ଯେ ଏଥିକ୍ସ କମିଟି ରିପୋର୍ଟରେ ମୋର ଲୋକ ସଭା...

ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲା: ସଂସଦରୁ ମହୁଆ ମୋଇତ୍ରା ବହିଷ୍କୃତ

ନୂଆଦିଲ୍ଲୀ,୮।୧୨: ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ମାମଲାରେ ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରା ଶୁକ୍ରବାର ଲୋକ ସଭାରୁ ବହିଷ୍କୃତ ହୋଇଛନ୍ତି। ଲୋକ ସଭାରେ ଆଗତ କରାଯାଇଥିବା ‘ଏଥିକ୍ସ କମିଟି’ ରିପୋର୍ଟ ଆଧାରରେ ସେ ବହିଷ୍କୃୃତ ହୋଇଥିବା...

ମହୁଆଙ୍କୁ ସଂସଦରୁ ବହିଷ୍କାର ପାଇଁ ସୁପାରିସ: ତାତିଲେ ତୃଣମୂଳ କଂଗ୍ରେସ ଏମ୍‌ପି

ନୂଆଦିଲ୍ଲୀ,୮।୧୨: ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରାଙ୍କୁ ବହିଷ୍କାର କରିବା ଲାଗି ଶୁକ୍ରବାର ଲୋକ ସଭାରେ ଆଗତ କରାଯାଇଥିବା ‘ଏଥିକ୍ସ କମିଟି’ ରିପୋର୍ଟରେ ସୁପାରିସ କରାଯାଇଛି। ପ୍ରଶ୍ନକାଳ ପରେ ଗୃହ ମୁଲତବୀ କରାଯାଇ ପୁଣି ମଧ୍ୟାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା...

‘ଜନସାଧାରଣଙ୍କଠାରୁ ଲୁଟ୍ ହୋଇଥିବା ପ୍ରତ୍ୟେକ ଟଙ୍କା ଫେରସ୍ତ କରିବାକୁ ପଡିବ …’, ଆଉ ଏକ ଗ୍ୟାରେଣ୍ଟି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନତାଙ୍କୁ ଆଉ ଏକ ଗ୍ୟାରେଣ୍ଟି ଦେଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ”ଜନସାଧାରଣଙ୍କଠାରୁ ଯାହା ଲୁଟ୍ ହୋଇଛି, ଗୋଟିଏ ଗୋଟିଏ ଟଙ୍କା ଫେରସ୍ତ...

ଭାରତରେ ପ୍ରଥମ: ଝିଅରୁ ପୁଅ ହୋଇଥିବା ଯୁବକ କଲେ ବିବାହ

ଇନ୍ଦୋର,୮।୧୨:ଇନ୍ଦୋରରେ ମହିଳାରୁ ପୁରୁଷ ହୋଇଥିବା ଜଣେ ଯୁବକ ବିବାହ କରିଛନ୍ତି। ଦେଶରେ ଏହା ପ୍ରଥମ ଘଟଣା। ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହି ବିବାହ ଅଳକାରୁ ଅସ୍ତିତ୍ୱ ହୋଇଥିବା ଏହି ଆସ୍ତା ନାମକ ଜଣେ...

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ଶେଷ ହେବ ସସପେନ୍ସ, ଶନିବାର ହେବ ଘୋଷଣା ମୁଖ୍ୟମନ୍ତ୍ରୀଙ୍କ ନାଁ!

ନୂଆଦିଲ୍ଲୀ,୮।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ପର୍ଯ୍ୟବେକ୍ଷକଙ୍କ ନାମ ଭାଜପା ଘୋଷଣା କରିଛି। ଏହି ପର୍ଯ୍ୟବେକ୍ଷକମାନେ ପ୍ରତ୍ୟେକ ରାଜ୍ୟରେ ବିଧାୟକଙ୍କ ସହ କଥାବାର୍ତ୍ତା କରିବେ ଏବଂ ମୁଖ୍ୟମନ୍ତ୍ରୀ ଚେହେରା ନାମ ଘୋଷଣା କରିବେ। ଭାଜପା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ...

ପାକିସ୍ତାନରେ ବି ମୋଦିଙ୍କ କ୍ରେଜ, ତାଙ୍କ କାମରେ ଇମ୍ପ୍ରେସ ପ୍ରଶଂସକ, ଭାରତ ଆସିବା ପରେ ଏମିତି କହିଲେ ଅଞ୍ଜୁ

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ଉଚ୍ଚରେ ରହିଛି ଏହାର ପ୍ରମାଣ ହେଉଛି, ଗୁଗୁଲରେ ବାରମ୍ବାର ସର୍ଚ୍ଚ କରାଯାଉଥିବା ନେତଙ୍କ ମଧ୍ୟରେ ସେ ସବୁଠୁ ଆଗରେ। ଏହି ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ...

ପିଆଜ ଦର ନିୟନ୍ତ୍ରଣ କରିବାକୁ ରପ୍ତାନି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୮।୧୨: ବୃଦ୍ଧି ପାଉଥିବା ପିଆଜର ଦରକୁ ନିୟନ୍ତ୍ରଣ କରିବା ପାଇଁ ରପ୍ତାନି ଉପରେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପିଆଜ ରପ୍ତାନିକୁ କେନ୍ଦ୍ର ସରକାରଙ୍କ ଅନୁରୋଧ ଅନୁଯାୟୀ ଅନ୍ୟ...

ତୃତୀୟ କାର୍ଯ୍ୟକାଳରେ ବିଶ୍ୱର ଟପ-୩ ଇକନୋମିରେ ଆସିବ ଭାରତ: ମୋଦି

ଡେରାଡୁନ,୮।୧୨: ଉତ୍ତରପ୍ରଦେଶରେ ଦୁଇ ଦିନିଆ ବିଶ୍ୱ ନିବେଶକ ସମ୍ମିଳନୀରେ ଦେଶ ତଥା ବିଶ୍ୱର ୫୦୦୦ରୁ ଅଧିକ ନିବେଶକ ଏବଂ ପ୍ରତିନିଧୀ ଅଂଶଗ୍ରହଣ କରିବେ। ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଏପର୍ଯ୍ୟନ୍ତ ୩ ଲକ୍ଷ କୋଟି ଟଙ୍କା ମୂଲ୍ୟର...

ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପାଇଁ UPI କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କଲା ଆରବିଆଇ

ନୂଆଦିଲ୍ଲୀ,୮।୧୨: ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ୟୁପିଆଇ କାରବାର ସୀମାକୁ ୫...

୩ ରାଜ୍ୟରେ ରିସେପଶନ, ୩ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ, ଭାଜପା ବିଧାୟକ ଭବ୍ୟ ବିଶ୍ନୋଇଙ୍କୁ ବିବାହ କରିବେ ଆଇଏଏସ ପରି

ନୂଆଦିଲ୍ଲୀ,୮।୧୨: ଭାଜପା ବିଧାୟକ ଭବ୍ୟ ବିଶ୍ନୋଇ ଓ ଆଇଏଏସ ପରି ବିଶ୍ନୋଇ ୨୨ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି, ଯାହାର ରିସେପଶନ ୩ ରାଜ୍ୟରେ ଦିଆଯିବ। ଭାଜପା ବିଧାୟକ ଭବ୍ୟ ବିଶ୍ନୋଇ ରାଜସ୍ଥାନର ବାସିନ୍ଦା ଆଇଏସ ପରୀ ବିଶ୍ନୋଇଙ୍କୁ ବିବାହ...

ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଡପିଏମ ମୁଖ୍ୟ ଲାଲଡୁହୋମା

ନୂଆଦିଲ୍ଲୀ,୮।୧୨: ଜୋରାମ ନ୍ୟାସନାଲିଷ୍ଟ ପାର୍ଟି (ଜେଡଏନପି) ନେତା ଲାଲଡୁହୋମା ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ରାଜଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶପଥ ନେଇଛନ୍ତି। ମଙ୍ଗଳବାର ଦିନ ଜେଡଏନପି ଲାଲଡୁହୋମାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri