ଜାତୀୟ

ହାଇକୋର୍ଟରେ ଅନଲାଇନ ଶୁଣାଣି ସମୟରେ ପର୍ନ ଭିଡିଓ, ଅଧାରେ ବନ୍ଦ ହେଲା ବିଚାର…

ବେଙ୍ଗାଲୁରୁ,୬।୧୨ : ଅନଲାଇନ ଶୁଣାଣି ସମୟରେ ପର୍ନ ଭିଡିଓ ଚାଲିବା ଖେଳାଯିବା କାରଣରୁ କର୍ନାଟକ ହାଇକୋର୍ଟ ଏହି ସୁବିଧାକୁ କିଛି ସମୟ ପାଇଁ ସ୍ଥଗିତ ରଖିଛନ୍ତି। ରିପୋର୍ଟ ଅନୁଯାୟୀ, କିଛି ହ୍ୟାକର ହାଇକୋର୍ଟ ସର୍ଭର ହ୍ୟାକ କରି ପର୍ନ ଭିଡିଓ...

କ୍ଷମତାଶାଳୀ ମହିଳାଙ୍କ ତାଲିକାରେ ଅର୍ଥମନ୍ତ୍ରୀଙ୍କ ସମେତ ଅନ୍ୟ ୩ ଭାରତୀୟ…

ନୂଆଦିଲ୍ଲୀ,୬।୧୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ମହିଳାଙ୍କ ଫୋର୍ବସ ତାଲିକାରେ ୩୨ ତମ ସ୍ଥାନରେ ରହିଛନ୍ତି। ଯେଉଁଥିରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଏବଂ ସଙ୍ଗୀତକାର ଟେଲର୍‌ ସୱିଫ୍ଟ ମଧ୍ୟ ସାମିଲ ଅଛନ୍ତି। ଏହି...

ପ୍ରଣବ ମୁଖାର୍ଜୀ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ, ମନା କରିଥିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୬।୧୨: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏକ ବଳିଷ୍ଠ ବ୍ୟକ୍ତିତ୍ୱର ଉଦାହରଣ। ତାଙ୍କ ରାଜନୈତିକ ଜୀବନ କାହାଣୀ ସହ ବଳିଷ୍ଠ ବ୍ୟକ୍ତିତ୍ୱ ଉପରେ ଏକ ବହି ଲେଖିଛନ୍ତି ତାଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ତାଙ୍କ ବହିର ଗୋଟିଏ ଅଧ୍ୟାୟରେ ଶର୍ମିଷ୍ଠା...

୧୦ ଭାଜପା ଏମପି ଦେଲେ ଇସ୍ତଫା…

ନୂଆଦିଲ୍ଲୀ,୬।୧୨ : ୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ତିନୋଟି ରାଜ୍ୟରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହା ପରେ ବର୍ତ୍ତମାନ ୧୦ ଜଣ ଭାଜପା ଏମପି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଥିମଧ୍ୟରୁ ମଧ୍ୟପ୍ରଦେଶର ୫ ଜଣ...

ପାର୍ଟ ଟାଇମ ଚାକିରି ନାମରେ ଠକେଇ: ୧୦୦ ଓ୍ବେବସାଇଟ ବ୍ଲକ୍‌…

ନୂଆଦିଲ୍ଲୀ,୬।୧୨ : ଦିନକୁ ଦିନ ସାଇବର ଅପରାଧର ବଢୁଥିବା ବେଳେ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ପାର୍ଟ ଟାଇମ ଚାକିରି ନାମରେ ଠକେଇ କରୁଥିବା ୧୦୦ ଟି ୱେବସାଇଟକୁ ସରକାର ଅବରୋଧ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ...

ଦେଶରେ ବଢୁଛି ପ୍ରତିଶୋଧ ହତ୍ୟା: ଏନସିଆରବି ରିପୋର୍ଟ…

ନୂଆଦିଲ୍ଲୀ,୬।୧୨ : ଏନସିଆରବି (ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ) ଭାରତରେ ହୋଇଥିବା ଅପରାଧ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଆଶ୍ଚର୍ଯ୍ୟଜନକ ଅଟେ। ୨୦୨୨ ମସିହାରେ, ଭାରତରେ ୨୮,୫୨୨ ହତ୍ୟା ମାମଲା ପଞ୍ଜିକୃତ ହୋଇଥିଲା। ଦେଶରେ ପ୍ରତିଦିନ...

ସଚିନ-କୋହଲିଙ୍କୁ ମିଳିଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ

ନୂଆଦିଲ୍ଲୀ,୬।୧୨: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କ୍ରିକେଟର୍‌ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କୁ ନିମନ୍ତ୍ରଣ  ପଠାଯାଇଛି।  ପ୍ରଥମ ଥର ପାଇଁ କ୍ରିକେଟ ଇତିହାସରେ ସର୍ବାଧିକ ଶତକ ହାସଲ କରିଥିବା ଏହି ଦୁଇ ଭାରତୀୟ ଖେଳାଳି ଏକତ୍ର...

କାରରେ ବାନ୍ଧି ୨୫ କିଲୋମିଟର ଘୋଷାଡି ନେଇ ହତ୍ୟା କଲେ, ଶୁଣିଲେନି କାକୁତି ମିନତି…

ଭୋପାଳ,୬।୧୨ : ସେ ହାତ ଯୋଡି ଦୟା ପାଇଁ ଭିକ୍ଷା ମାଗୁଥିଲେ, କିନ୍ତୁ ସେମାନଙ୍କର ଦୟା ନ ଥିଲା। ସେମାନଙ୍କୁ ଏକ କାରରେ ବାନ୍ଧି ପ୍ରାୟ ୨୫ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ। ଯିଏ ଏହି ଭୟଙ୍କର ଦୃଶ୍ୟ ଦେଖିଲା,...

ମୋ ପରିବାରରେ ୬ ସଦସ୍ୟ, ଇଭିଏମରେ ଭୋଟିଂ ଶୂନ କିପରି ହେଲା, ମୋ ଭୋଟ ବି କୁଆଡେ ଗଲା: ନେତାଙ୍କ ପ୍ରଶ୍ନ…

ଘମତରି,୬।୧୨ : ଛତିଶଗଡ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଜୟ ବିଷୟରେ ଦେଶର ରାଜନୈତିକ ବିଶେଷଜ୍ଞମାନେ ମଧ୍ୟ ଅବଗତ ଅଛନ୍ତି, କିନ୍ତୁ ବର୍ତ୍ତମାନ ଫଳାଫଳ ପରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ରାଜ୍ୟର କୁରୁଦ ବିଧାନସଭା...

ବିଜୟୀ ୩ ରାଜ୍ୟରେ ୨ ଜଣିଆ ଉପମୁଖ୍ୟମନ୍ତ୍ରୀ ଫର୍ମୂଲା ଉପରେ ଚିନ୍ତା କରୁଛି ଭାଜପା…

ନୂଆଦିଲ୍ଲୀ,୬।୧୨ : ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ସଂଖ୍ୟାଗରିଷ୍ଠତାରେ ବିଧାନସଭା ନିର୍ବାଚନରେ ଜିତିବା ପରେ ବର୍ତ୍ତମାନ ଏହି ତିନୋଟି ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ନାନା କଳ୍ପଜାଳ୍ପନା ଚାଲିଛି। ଚର୍ଚ୍ଚା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନରେ...

ମୋଦି ଦିଅନ୍ତୁ ଗଣତନ୍ତ୍ରକୁ ବଞ୍ଚାଇବା ଗ୍ୟାରେଣ୍ଟି: ଇଭିଏମରେ ଜାଣିଶୁଣି କରାଯାଇଛି ତ୍ରୁଟି, ବାଲାଟ ପେପର ଭୋଟିଂ ପାଇଁ ବିରୋଧୀଙ୍କ ଦାବି…

ନୂଆଦିଲ୍ଲୀ,୬।୧୨ : ନିକଟରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଅନୁଷ୍ଠିତ ତିନୋଟି ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ର ବିଜୟ ପରେ ସମସ୍ତ ବିରୋଧୀ ଦଳଙ୍କ ପକ୍ଷରୁ ଇଭିଏମ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ ହୋଇଛି। ଶିବସେନାର...

ପିଲାଙ୍କ ପାଇଁ ହେବ ‘ଅପାର କାର୍ଡ’, ଜାଣନ୍ତୁ କେଉଁ କାମରେ ଲାଗିବ…

ନୂଆଦିଲ୍ଲୀ,୬।୧୨: ଆଧାରକାର୍ଡ ଏବେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ରାଶନ ଦୋକାନରୁ ଆରମ୍ଭ କରି ସିମ କାର୍ଡ କିଣିବା ପର୍ଯ୍ୟନ୍ତ ସବୁଠି ଆଧାର ଦରକାର ପଡୁଛି। ଏବେ ସରକାର ଏହିପରି ଆଉ ଏକ କାର୍ଡ ଆପଣଙ୍କ ପିଲାମାନଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri