ଜାତୀୟ

ନୌସେନା ଅଧିକାରୀ ପିନ୍ଧିବେ ଶିବାଜୀ ମହାରାଜାଙ୍କ ସେନାର ପ୍ରତୀକ, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪ା୧୨: ସାମୁଦ୍ରିକ ଅର୍ଥ ବ୍ୟବସ୍ଥାର ବିକାଶ ଉପରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ନୌସେନା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ମୋଦି କହିଛନ୍ତି, ଏବେ ସାମୁଦ୍ରିକ ଅର୍ଥ ବ୍ୟବସ୍ଥାକୁ ଦୃଢ଼...

କର୍ମଚାରୀଙ୍କ ଦରମା ଦେବା ପାଇଁ ଘର ବନ୍ଧା ପକାଇଲେ ବାଇଜୁ ରାଭେନ୍ଦ୍ରନ୍

ମୁମ୍ବାଇ,୪ା୧୨: ଆର୍ଥିକ ସଙ୍କଟ ମଧ୍ୟରେ ଥିବା ଭାରତୀୟ ଏଡୁଟେକ୍ ବାଇଜୁ ପ୍ରତିଷ୍ଠାତା ବାଇଜୁ ରାଭେନ୍ଦ୍ରନ୍ ବଡ଼ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀଙ୍କ ଦରମା ଦେବା ପାଇଁ ବାଇଜୁ ନିଜର ଘର ତଥା ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା ଘରକୁ ବନ୍ଧା ଦେଇ...

ତିନି ରାଜ୍ୟରେ ଜିତିଲା ଭାଜପା, ଗୋଟିଏ ଦିନରେ ଗୌତମ ଅଦାନୀଙ୍କର ବଢିଗଲା ୫.୬ ବିଲିୟନ ଡଲାର ସମ୍ପତ୍ତି

ମୁମ୍ବାଇ, ୪ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ତିନି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନରେ ବାଜିମାତ କରିଛି। ଭାଜପାର ଏହି ବିଜୟ ପରେ ସୋମବାର ଭାରତୀୟ ସେୟାର ବଜାରରେ ଉତ୍ସାହ ଦେଖବାକୁ ମିଳିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)...

ମହିଳାଙ୍କ ପ୍ରତି ବୃଦ୍ଧି ପାଇଛି ଅପରାଧ: ମହାନଗରୀ ମଧ୍ୟରେ ଆଗରେ ଦିଲ୍ଲୀ: ଏନସିଆରବି ରିପୋର୍ଟ

ନୂଆଦିଲ୍ଲୀ, ୪।୧୨: ଦେଶରେ ମହିଳା ମାନଙ୍କ ପ୍ରତି ୨୦୨୨ରେ ୪ ପ୍ରତିଶତ ବୃଦ୍ଧି ପାଇଛି ଅପରାଧ। ସୋମବାର ପ୍ରକାଶ ପାଇଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ମହିଳାଙ୍କ ବିରୋଧରେ ସମ୍ପୂର୍ଣ୍ଣ ଦେଶରେ ୪,୪୫,୨୫୬ ଅପରାଧିକ...

‘ମୁଖତାର ଅଂସାରୀଙ୍କୁ ଜେଲରେ ହତ୍ୟା କରିପାରେ ପୋଲିସ, ସେଥିପାଇଁ…’, ସୁପ୍ରିମକୋର୍ଟରେ ଆବେଦନ କଲେ ପୁଅ

ନୂଆଦିଲ୍ଲୀ,୪।୧୨: ବାହୁବଳୀ ମୁଖାର ଅନସାରୀଙ୍କ ପୁଅ ଓମାର ଅନସାରୀ ତାଙ୍କ ପିତାଙ୍କ ହତ୍ୟାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଉତ୍ତର ପ୍ରଦେଶ ଜେଲରେ ତାଙ୍କୁ ନ ରଖିବାକୁ ସେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନରେ କୁହାଯାଇଛି...

ମଣିପୁର ଟେଙ୍ଗନୁପାଲରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ, ୧୩ ମୃତ

ନୂଆଦିଲ୍ଲୀ,୪ା୧୨: ମଣିପୁରର ଟେଙ୍ଗନୁପାଲ ଜିଲାରେ ଦୁଇ ଉଗ୍ରବାଦୀ ଗୋଷ୍ଠୀଙ୍କ ମଧ୍ୟରେ ଗୁଳି ବିନିମୟରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ପିଟିଆଇ ରିପୋର୍ଟ ଅନୁଯାୟୀ ସୋମବାର ଅପରାହ୍ନରେ ଲିଥୁ ଗ୍ରାମରେ ଏହି ଘଟଣା ଘଟିଥିବା ଅଧିକାରୀ କହିଛନ୍ତି। ସେ କହିଛନ୍ତି, ମିଆଁମାର...

ବୋମାମାଡ, ଗୁଳି ଶବ୍ଦରେ ଥରିଲା ପାଟନା ୟୁନିଭର୍ସିଟି କ୍ୟାମ୍ପସ

ପାଟନା,୪।୧୨: ସୋମବାର ପାଟନା ବିଶ୍ୱବିଦ୍ୟାଳୟର ଆଇନ କଲେଜ ପରିସରରେ ବୋମା ଓ ଗୁଳି ଶବ୍ଦରେ ଥରି ଉଠିଛି କ୍ୟାମ୍ପସ। ଏହି ଘଟଣା ସୋମବାର ସକାଳ ପ୍ରାୟ ୧୧ଟା ସମୟରେ ଘଟିଛି। ଇକବାଲ ହଷ୍ଟେଲର ଛାତ୍ର ଏବଂ ମୌଲାନା ଅବୁଲ ହାସନ...

ତେଲଙ୍ଗାନାରେ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ ନିଷ୍ପତ୍ତି ନେବେ ଖାର୍ଗେ

ହାଇଦ୍ରାବାଦ,୪।୧୨: ୧୧୯ ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ୬୪ଟି ଆସନରେ ବିଜୟୀ ପରେ ସରକାର ଗଠନ କରିବା ନେଇ ସୋମବାର କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଆଇସିସି ପର୍ଯ୍ୟବେକ୍ଷକ ତଥା କର୍ନାଟକ ଉପ ମୁଖ୍ୟମନ୍ତ୍ରୀ...

ରାଜ୍ୟରେ ମୋଦିଙ୍କ ଯାଦୁ କାମ କଲା: ଶିବରାଜ

ଭୋପାଳ,୪ା୧୨: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଥମଥର ପାଇଁ ମିଡିଆ ସାମ୍ନାରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ବିଧାନସଭା ନିର୍ବାଚନରେ ମୋର ବିଜୟ ଉପରେ ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ। ମୋଦି...

ବାତ୍ୟା ମିଗଜୋମ୍‌ର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା: ବୁଡ଼ିଲା ରନ୍‌ଓ୍ବେ, ଭାସିଲା କାର୍‌

ଚେନ୍ନାଇ,୧୨।୪: ବାତ୍ୟା ମିଗଜୋମ୍‌ର ପ୍ରଭାବ ଚେନ୍ନାଇରେ ଦେଖିବାକୁ ମିଳିଛି। ଏନେଇ ରବିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ପାଣିରେ ଉବୁଟୁବୁ ହେଉଛି ଚେନ୍ନାଇ। ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି।...

୩ ରାଜ୍ୟର ଫଳାଫଳ ୨୦୨୪ ପାଇଁ ବଡ଼ ବାର୍ତ୍ତା

ନୂଆଦିଲ୍ଲୀ,୪ା୧୨: ୩ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଭାଜପା ବିଜୟର ସ୍ପଷ୍ଟ ପ୍ରଭାବ ରହିଛି। ବର୍ତ୍ତମାନ ୨୦୨୪ ଲୋକ ସଭା ନିର୍ବାଚନରେ ଦଳ ନିଶ୍ଚିତ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। କଂଗ୍ରେସ ସହିତ ଇଣ୍ଡିଆ ବ୍ଲକର ଯୋଜନା ବିଫଳ ହୋଇପାରେ। ଜାତିସଂଘ...

ଫେରିଲା ଏଏପି ନେତା ରାଘବ ଚଢାଙ୍କ ସଦସ୍ୟତା

ନୂଆଦିଲ୍ଲୀ,୪।୧୨: ରାଜ୍ୟ ସଭାରୁ ଆମ ଆଦମୀ ପାର୍ଟି ଏମ୍‌ପି ରାଘବ ଚଢାଙ୍କ ନିଲମ୍ବନ ସମ୍ପର୍କରେ ଏକ ବଡ଼ ଖବର ରହିଛି। ପ୍ରକାଶ ଯେ, ରାଜ୍ୟ ସଭା ଅଧ୍ୟକ୍ଷ ତାଙ୍କର ସଦସ୍ୟତା ପଦ ଫେରାଇ ଦେଇଛନ୍ତି। ଏହି ନିଷ୍ପତ୍ତି ରାଘବ ଚଢାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri