ଜାତୀୟ

ଆଜିର ବିଜୟ ଐତିହାସିକ, ମୋଦି କହିଲେ ଆଜି ‘ସବକା ସାଥ ସବକା ବିକାଶ’ର ବିଚାର ବିଜୟୀ ହୋଇଛି

ନୂଆଦିଲ୍ଲୀ,୩।୧୨: ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ର ବହୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ଭାଜପା ମୁଖ୍ୟାଳୟ ପହଞ୍ଚିଥିଲେ। ସେଠାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ...

ମଧ୍ୟପ୍ରଦେଶରେ ଭାଜପା ଜିତିବାର ଅସଲ କାରଣ କହିଲେ ଶିବରାଜ

ଭୋପାଳ,୩।୧୨: ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ୧୬୩ ଆସନରେ ଆଗୁଆ ରହିଛି। ଏପରିକି କଂଗ୍ରେସ ୬୪ ଆସନରେ ଆଗୁଆ ରହିଛି। ଏଭଳି ସ୍ଥିତିରେ ମଧ୍ୟପ୍ରଦେଶରେ ଭାଜପା କେଉଁ କାରଣ ପାଇଁ ଅପତ୍ୟାଶିତ ବିଜୟ ହାସଲ କଲା...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେସିଆର

ହାଇଦ୍ରାବାଦ,୩।୧୨: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ରାଜ୍ୟପାଳଙ୍କ ନିକଟକୁ ତାଙ୍କର ଇସ୍ତଫା ପଠାଇଛନ୍ତି। ବିଆରଏସ କାର୍ଯ୍ୟନିର୍ବାହୀ ସଭାପତି ରାମା ରାଓ ଏହି ସୂଚନା ଦେଇଛନ୍ତି। ଏଥି ସହ ରାଜ...

ଗ୍ଲାମର ପରେ ବି ଝୁଣ୍ଟିଲା ଏଏପି

ଭୋପାଳ,୩।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ଯେ ଆସନ୍ତା ୫ବର୍ଷ ପାଇଁ ଜନସାଧାରଣ ନିଜ ନିଜ ରାଜ୍ୟର ଶାସନ ଭାର କାହାକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି। ୫ଟି ରାଜ୍ୟର ନିର୍ବାଚନ...

ଛତିଶଗଡ଼ରେ ସତ ହେଲା ମୋଦିଙ୍କ ଭବିଷ୍ୟବାଣୀ

ରାୟପୁର,୩।୧୨: ଶସ୍ୟର ପାତ୍ର ଭାବରେ ଜଣାଶୁଣା ଛତିଶଗଡରେ ପୁଣିଥରେ ଭାଜପା ଶାସନ କରିବାକୁ ଯାଉଛି। ତେବେ ଦଳ ପକ୍ଷରୁ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆସନ୍ତା କିଛି ଦିନ ମଧ୍ୟରେ ଏହାର ନିଷ୍ପତ୍ତି ନିଆଯିବ। ଭାଜପାର...

ଲୋକଙ୍କ ହୃଦୟରେ କେବଳ ମୋଦି ଜୀ ଅଛନ୍ତି:ଅମିତ ଶାହା

ନୂଆଦିଲ୍ଲୀ,୩।୧୨: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲଙ୍ଗାନାର ବିଧାନସଭା ନିର୍ବଚନ ଫଳାଫଳକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆଜିର ନିର୍ବାଚନ ଫଳାଫଳ ପ୍ରମାଣିତ କରିଛି ଯେ, ତୁଷ୍ଟୀକରଣ ଏବଂ ଜାତି ଭିତ୍ତିକ ରାଜନୀତିର...

୧୭ ରାଜ୍ୟରେ ସରକାର, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦୃଢ଼ ସ୍ଥିତିରେ ଭାଜପା

ନୂଆଦିଲ୍ଲୀ, ୩।୧୨: ରବିବାର ଚାରି ରାଜ୍ୟର ବିଧାନସଭା ନିର୍ଵାଚନ ଫଳାଫଳ ପ୍ରକାଶ ପାଇଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ଭାଜପା ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିବ, ସେହିଭଳି ତେଲଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବାକୁ ବହୁମତ ପାଇଛି।...

ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଏହା ଜନତାର ମୋହର: ସ୍ମୃତି ଇରାନି

ନୂଆଦିଲ୍ଲୀ,୩।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଗଡ଼ର ବିଧାନସଭା ନିର୍ବାଚନରେ ଭାଜପା ଫର ଇଣ୍ଡିଆର ବୃହତ ବିଜୟ ଐତିହାସିକ ଅଟେ। ଏହା ବିଜୟଶ୍ରୀ ଜନକଲ୍ୟାଣ ଓ ବିକାଶ ନୀତି, ସେବା ଓ ସୁଶାସନ ସ୍ଥାପନ କରିବାର ନିୟମ ଓ ମାନନୀୟ ପ୍ରଧାନମନ୍ତ୍ରୀଙ୍କ...

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନ ଫଳାଫଳକୁ ନେଇ କ’ଣ କହିଲେ ଯୋଗୀ

ଲକ୍ଷ୍ନୌ,୩।୧୨: ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ନିର୍ବାଚନ ଫଳାଫଳକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯୋଗୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାଜପା ନିର୍ବାଚନ ଲଢିଥିଲା। ମୋଦିଙ୍କ ନେତୃତ୍ୱ ଏବଂ ସୁଶାସନକୁ ଜନସାଧାରଣ ଆଶୀର୍ବାଦ...

ଭିଆଇପି ଆସନରେ ହାରିଗଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ୍‌,୩।୧୨: ତେଲଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ର ଟ୍ରେଣ୍ଡରେ କଂଗ୍ରେସ ସବୁଠୁ ବଡ ଦଳ ଭାବରେ ଉଭା ହୋଇଛି ଏବଂ ରାଜ୍ୟରେ ସରକାର ଗଠନ ଦିଗରେ ଆଗରେ ଅଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ) ସଭାପତି କେ,...

ଜନାଦେଶକୁ ଆମେ ନମ୍ରତାର ସହ ଗ୍ରହଣ କରୁଛୁ:ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩।୧୨: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲଙ୍ଗାନାର ନିର୍ବାଚନ ଫଳାଫଳ ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ଜନାଦେଶକୁ ଆମେ ନମ୍ରତାର...

୫୨ ହଜାର ଭୋଟରେ ଜିତିଲେ ବସୁନ୍ଧରା

ଜୟପୁର,୩।୧୨: ୫ ବର୍ଷର ବ୍ୟବଧାନ ପରେ ଭାଜପା ପୁଣି ରାଜସ୍ଥାନରେ କ୍ଷମତାକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଭାଜପା ୧୧୫ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୦ ଆସନରେ ଆଗୁଆ ରହିଛି। ଏହି ପରିପ୍ରେକ୍ଷୀରେ ରାଜସ୍ଥାନର ଭାଜପା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri