ଜାତୀୟ

୨୦୨୪ର ଫାଇନାଲ ପୂର୍ବରୁ ସେମିଫାଇନାଲରେ ଭାଜପା ବିଜୟୀ…

ନୂଆଦିଲ୍ଲୀ,୩।୧୨ : ୨୦୨୪ର ଲୋକସଭା ଫାଇନାଲ ପୂର୍ବରୁ ଭାଜପା ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ର ବିଧାନସଭା ନିର୍ବାଚନର ସେମିଫାଇନାଲ ଫଳାଫଳରେ ବିଜୟୀ ହୋଇଛି। ୩ ରାଜ୍ୟରେ ଭାଜପା ଆଗୁଆ ରହିଛି। କଂଗ୍ରେସ କେବଳ ଗୋଟିଏ ରାଜ୍ୟରେ ଆଗୁଆ ରହିଛି। ଭୋଟ ଗଣତିରୁ ଜଣାପଡ଼ିଛି...

ମଧ୍ୟପ୍ରଦେଶରେ ଭାଜପାକୁ ଜିତାଇ ଦେଲା ‘ଲାଡଲି ଯୋଜନା’, ଜାଣନ୍ତୁ କ’ଣ ଏହି ଯୋଜନା ?

ନୂଆଦିଲ୍ଲୀ,୩।୧୨: ବିଧାନସଭା ନିର୍ବାଚନରେ ​​ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ବିଜେପି ଦୃଢ଼ ବିଜୟ ହାସଲ କରିଥିବାବେଳେ ତେଲେଙ୍ଗାନାରେ କଂଗ୍ରେସ କ୍ଷମତାର ଖାତା ଖୋଲିଛି। ମଧ୍ୟପ୍ରଦେଶ ଏବଂ ଛତିଶଗଡରେ କଂଗ୍ରେସ ଆସିବ ବୋଲି ଆଶା କରାଯାଉଥିଲା କିନ୍ତୁ ଏହି ତିନୋଟି ରାଜ୍ୟରେ...

ତେଲଙ୍ଗାନାରେ କଂଗ୍ରେସର ବିଜୟର ଶ୍ରେୟ ରେଭନ୍ତ ରେଡ୍ଡୀ, ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ…

ହାଇଦ୍ରାବାଦ,୩।୧୨ : ତେଲଙ୍ଗାନାରେ ବିଧାନସଭା ନିର୍ବାଚନର ଧାରାରୁ ରାଜ୍ୟରେ କଂଗ୍ରେସ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ରାଜ୍ୟ ଗଠନ ପରେ ଏହା ପ୍ରଥମ ଥର ହେବାକୁ ଯାଉଛି ଭାରତ ରାଷ୍ଟ୍ର ସମିତି (ବିଆରଏସ )(ପୂର୍ବରୁ ତେଲେଙ୍ଗାନା ରାଷ୍ଟ୍ର ସମିତି-ଟିଆରଏସ)...

ପଶ୍ଚିମବଙ୍ଗରେ ମଧ୍ୟ ଆସିବ ମୋଦି ସୁନାମି: ଶୁଭେନ୍ଦୁ ଅଧିକାରୀ…

କୋଲକାତା,୩।୧୨ : ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ର ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଭାଜପାଠାରୁ ୩-୧ରେ ନକ୍‌ଆଉଟ ହୋଇଛି। ଭୋଟ ଗଣତିରୁ ଜଣାପଡ଼ିଛି ଭାଜପା ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ମ୍ୟାଜିକ୍‌ ନମ୍ବର ଟପିଛି। କଂଗ୍ରେସ କେବଳ ତେଲଙ୍ଗାନାରେ ଆଗୁଆ ରହିଛି। ଏନେଇ...

‘କେବଳ ମୋଦିଙ୍କ ଗ୍ୟାରେଣ୍ଟି ଦେଶରେ କାମ କରୁଛି’: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ ବିଜୟ ପରେ ମୋଦିଙ୍କୁ ଶ୍ରେୟ ଦେଲେ ଭାଜପା ନେତା

ନୂଆଦିଲ୍ଲୀ,୩।୧୨: ରାଜସ୍ଥାନ, ସାଂସଦ ଏବଂ ଛତିଶଗଡରେ ବିଧାନସଭା ନିର୍ବାଚନରେ ଭାଜପା ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନନ୍ଦିତ ବିଜେପି ନେତା ଓ କର୍ମୀମାନେ ଶୁଭେଚ୍ଛା ଜଣାଇଛନ୍ତି। କଂଗ୍ରେସ ଦେଇଥିବା ପ୍ରତିଶ୍ରୁତିର ପ୍ରତିଶୋଧ ନେବାକୁ ଭାଜପା...

ପଦ୍ମ ଉଡିଲା, ହାତ ପଡିଲା: ୩-୧ରେ ନକ୍‌ଆଉଟ କଂଗ୍ରେସ…

ନୂଆଦିଲ୍ଲୀ,୩।୧୨ : ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ର ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଭାଜପାଠାରୁ ୩-୧ରେ ନକ୍‌ଆଉଟ ହୋଇଛି। ଭୋଟ ଗଣତିରୁ ଜଣାପଡ଼ିଛି ଭାଜପା ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ମ୍ୟାଜିକ୍‌ ନମ୍ବର ଟପିଛି। ମଧ୍ୟପ୍ରଦେଶରେ ମୋଟ ଆସନ ସଂଖ୍ୟା ୨୩୦ ଥିବାବେଳେ...

ବିବାହ ପାଇଁ ମନା କରି ଶେଷରେ ଏମିତି ପ୍ରେମରେ ପଡ଼ିଥିଲେ ଶିବରାଜ ସିଂ, ଜାଣନ୍ତୁ ପୂରା ଘଟଣା…

ଭୋପାଳ,୩ା୧୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଜଣେ ଦକ୍ଷ ବକ୍ତା ତଥା ଚତୁର ରାଜନେତା ଭାବରେ ଜଣାଶୁଣା। ଏକ ସମୟ ଥିଲା ଯେତେବେଳେ ସେ ଜଣେ ସାଧାରଣ କୃଷକ ପରିବାରରୁ ଭୋପାଳରେ ପଢ଼ିବାକୁ ଆସିଥିଲେ। ପରେ ରାଷ୍ଟ୍ରୀୟ ସ୍ବୟଂ...

ତେଲଙ୍ଗାନାର ୯ ଟି ଆସନରେ ନିର୍ବାଚନ ଲଢ଼ୁଛି ଓୱାଇସିଙ୍କ ଦଳ, ଜାଣନ୍ତୁ କେଉଁଠି ମିଳିଲା ବିଜୟ ?

ହାଇଦ୍ରାବାଦ,୩।୧୨: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ରାଜ୍ୟ ଗଠନ ହେବା ପରଠାରୁ ତେଲଙ୍ଗାନା ଉପରେ ଶାସନ କରୁଥିବା କେସିଆରଙ୍କ ବିଆରଏସକୁ କଂଗ୍ରେସଠାରୁ ପରାଜୟର ସାମ୍ନା କରିବାକୁ ପଡିପାରେ। ଟ୍ରେଣ୍ଡକୁ ଦେଖିଲେ ତେଲଙ୍ଗାନାରେ କଂଗ୍ରେସ ସରକାର ଗଠନ...

ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ରେ ମୋଦି ମ୍ୟାଜିକ୍‌…

ନୂଆଦିଲ୍ଲୀ,୩।୧୨ : ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ର ବିଧାନସଭା ନିର୍ବାଚନ ଫଳାଫଳରେ ମୋଦି ମ୍ୟାଜିକ୍‌ କାମ ଦେଇଛି। ଭୋଟ ଗଣତିରୁ ଜଣାପଡ଼ିଛି ଭାଜପା ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ମ୍ୟାଜିକ୍‌ ନମ୍ବର ଟପିଛି। ମଧ୍ୟପ୍ରଦେଶରେ ମୋଟ ଆସନ ସଂଖ୍ୟା ୨୩୦ ଥିବାବେଳେ ସରକାର...

କେସିଆରଙ୍କ କାରକୁ ରୋକିଲା କଂଗ୍ରେସର ହାତ…

ହାଇଦ୍ରାବାଦ,୩।୧୨ : ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାଥମିକ ଗଣତିରୁ ଜଣାପଡ଼ିଛି କଂଗ୍ରେସ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିବାରକୁ ଯାଉଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ନିର୍ବାଚନୀ ଚିହ୍ନ କାରକୁ କଂଗ୍ରେସର ହାର ରୋକି...

୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କି ଶିବରାଜ ? ପ୍ରଶ୍ନକୁ ଏଡାଇ ଗଲେ…

ଭୋପାଳ,୩।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ଆଗୁଆ ରହିଛି। ମୋଟ ୨୩୦ ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୬ ରହିଛି। ରାଜ୍ୟରେ ଭାଜପା ୧୬୧ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୬୬ ଏବଂ ଅନ୍ୟ ଦଳ...

ଭାଜପା ସରକାର ଗଠନ ମୁହାଁ: ମୋଦିଙ୍କୁ ନେଇ ମୁହଁ ଖୋଲିଲେ ଶିବରାଜ…

ଭୋପାଳ,୩।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳରେ ପ୍ରାରମ୍ଭିକ ଧାରାରେ ଭାଜପା ବହୁ ଆସନରେ ଆଗୁଆ ରହିଛି। ଏଥି ସହିତ କଂଗ୍ରେସର ଆସନ ସଂଖ୍ୟା ହ୍ରାସ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଭାରତୀୟ ଜନତା ପାର୍ଟିର ଏହି ଉତ୍କୃଷ୍ଟ ପ୍ରଦର୍ଶନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri