ଜାତୀୟ

ରାଜ୍ୟବାସୀଙ୍କ ଆଶୀର୍ବାଦ ଯୋଗୁ ମଧ୍ୟପ୍ରଦେଶରେ ସରକାର ଗଢ଼ିବାକୁ ଯାଉଛି ଭାଜପା: ଶିବରାଜ

ଭୋପାଳ,୩।୧୨: ରବିବାର ଦେଶର ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବ। ଏହାକୁ ନେଇ ଭୋଟଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣନା ଅନୁଯାୟୀ ମଧ୍ୟପ୍ରଦେଶରେ ଭାଜପା ବହୁମତ ହାସଲ କରିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଦଳ ୧୧୪ରୁ ଅଧିକ ଆସନରେ...

Election Result 2023: ମଧ୍ୟପ୍ରଦେଶ-ରାଜସ୍ଥାନରେ ଭାଜପା, ତେଲଙ୍ଗାନା-ଛତିଶଗଡ଼ରେ ଆସିପାରେ କଂଗ୍ରେସ

ନୂଆଦିଲ୍ଲୀ,୩।୧୨: ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ଜନାଦେଶ। ରବିବାର ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଆସିବ। ସକାଳ ୮ଟାରୁ ଭୋଟଗଣନା ଆରମ୍ଭ ହୋଇଥିବା ବେଳେ ତାଜା ଅପ୍‌ଡେଟ୍‌ ଅନୁଯାୟୀ ୨ ରାଜ୍ୟରେ ଭାଜପା...

Election Result Update: ତେଲଙ୍ଗାନାରେ ଏକତରଫା ବିଜୟ ହାସଲ କରିପାରେ କଂଗ୍ରେସ, ଗୋଟିଏ ଆସନରେ କେସିଆର୍‌ ପଛୁଆ

ହାଇଦ୍ରାବାଦ,୩।୧୨: ତେଲଙ୍ଗାନାର ୧୧୯ ବିଧାନସଭା ଆସନ ଲାଗି ରବିବାର ଭୋଟଗଣତି ଜାରି ରହିଛି। ମୁଖ୍ୟମନ୍ତ୍ରୀ କେସିଆର୍‌ ୨ ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ତାଜା ଆକଳନ ଅନୁଯାୟୀ ସେ ଗଜଓ୍ବେଲ ଆସନରେ ୩୦୨ ଭୋଟରେ ଆଗୁଆ ଅଛନ୍ତି। ହେଲେ...

ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୩।୧୨(ପି.ଟି.): ଆସନ୍ତା ୪ ତାରିଖରେ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏଥିପାଇଁ ଶନିବାର ସର୍ବଦଳୀୟ ବୈଠକ ବସିଥିଲା। ଏହି ଅଧିବେଶନରେ ମୁଖ୍ୟତଃ ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରଙ୍କୁ ଲୋକ ସଭାରୁ ସମ୍ଭାବ୍ୟ ବହିଷ୍କାର, ଆପରାଧିକ ଆଇନ...

Election Results: ମଧ୍ୟପ୍ରଦେଶ-ରାଜସ୍ଥାନରେ ଭାଜପା ଆଗୁଆ, ଛତିଶଗଡ଼-ତେଲଙ୍ଗାନାରେ ବାଜି ମାରିପାରେ କଂଗ୍ରେସ

ନୂଆଦିଲ୍ଲୀ,୩।୧୨: ଆଜି ପ୍ରକାଶ ପାଇବ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଏବଂ ତେଲଙ୍ଗାନା ନିର୍ବାଚନ ଫଳାଫଳ। ଏଥିନେଇ ସକାଳ ୮ଟାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟଗଣତି ଆରମ୍ଭ ହୋଇଛି। ଇଭିଏମ୍‌ ପୂର୍ବରୁ ବାଲାଟ୍‌ର ଗଣନା କରାଯାଉଛି। ପ୍ରାରମ୍ଭିକ ଗଣନା ଅନୁଯାୟୀ...

ବିଶ୍ୱର ପ୍ରଥମ ଗ୍ରାଣ୍ଡମାଷ୍ଟର ଭଉଣୀ ଭାଇ ବୈଶାଳୀ-ପ୍ରଜ୍ଞାନନ୍ଦ

ଚେନ୍ନାଇ, ୩।୧୨: ବିଶ୍ୱ ଚେସ୍‌ରେ ଭାରତର ପ୍ରାଧାନ୍ୟ କ୍ରମେ ବଢ଼ିବାରେ ଲାଗିଛି। ଦେଶର ପ୍ରତିଭାସମ୍ପନ୍ନ ଗ୍ରାଣ୍ଡମାଷ୍ଟରମାନେ ବିଶ୍ୱର ଯେକୌଣସି ଖେଳାଳିଙ୍କୁ ଟକ୍କର ଦେବାରେ ସକ୍ଷମ ହେଉଛନ୍ତି। ଏବେ ଭାରତୀୟ ଖେଳାଳିମାନେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସେ ହେଉଛନ୍ତି...

ଆଜି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ: କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଗଣତି

ନୂଆଦିଲ୍ଲୀ,୩।୧୨: ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ରବିବାର ଆସିବ। ଏନେଇ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟଗଣନା ହେଉଛି। ଏହି ୪ ରାଜ୍ୟର ଫଳାଫଳ ୨୦୨୪ ସାଧାରଣ...

କିଏ ଜିତିବ ? କ’ଣ କହୁଛି ଜ୍ୟୋତିଷଙ୍କ ଭବିଷ୍ୟବାଣୀ…

ମୁମ୍ବାଇ,୨।୧୨ : ଦେଶର ବିଧାନସଭା ନିର୍ବାଚନୀ ରାଜ୍ୟରେ ନୂତନ ବିଧାନସଭା ଗଠନ ପାଇଁ ଭୋଟ ଫଳାଫଳ ପାଇଁ ଆଉ କିଛି ସମୟ ବାକି ଅଛି। ଏହା ପରେ କେଉଁ ଦଳ କେଉଁ ରାଜ୍ୟରେ ସରକାର ଗଠନ କରିବାକୁ ସମର୍ଥ ହେବ...

ନିର୍ବାଚନୀ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ,୨ା୧୨: ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲଙ୍ଗାନା ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସ ଶନିବାର ବିଧାୟକ ଦଳର ବୈଠକ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ରାଜସ୍ଥାନରେ ଭୁପେନ୍ଦ୍ର ସିଂ ହୁଦା, ମଧୁସୂଦନ ମିଷ୍ଟ୍ରି, ମୁକୁଲ ୱାସନିକ ଏବଂ ଶକିଲ ଅହମ୍ମଦ...

୪ ରାଜ୍ୟରେ କିଏ କରିବ ଶାସନ, ଆସନ୍ତାକାଲି ହେବ ଭାଗ୍ୟପରୀକ୍ଷା

ନୂଆଦିଲ୍ଲୀ,୨ା୧୨: ରବିବାର ୪ଟି ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗଣତି ହେବ। ଫଳାଫଳ କେବଳ ଦେଶର ରାଜନୈତିକ ଦୃଷ୍ଟିକୋଣ ପାଇଁ ନୁହେଁ ବରଂ ରାଜ୍ୟର ଅନେକ ଶକ୍ତିଶାଳୀ କ୍ଷେତ୍ର ବିଶେଷକରି ଭାଜପା ନେତାଙ୍କ ପାଇଁ ମଧ୍ୟ ଏକ ନିର୍ଣ୍ଣାୟକ ମୋଡ଼...

କଏଦୀଙ୍କ ଦରମା ବୃଦ୍ଧି ହେଉ: କୋର୍ଟରେ ମାମଲା…

ପ୍ରୟାଗରାଜ,୨।୧୨ : ଆହ୍ଲାବାଦ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ) ଦାଖଲ କରାଯାଇଛି। ଏହି ଆବେଦନରେ ଉତ୍ତର ପ୍ରଦେଶ ସରକାରଙ୍କ ଅଗଷ୍ଟ ୨୦୨୩ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି। ଯେଉଁଥିରେ କଏଦୀମାନଙ୍କ ବେତନ ସଂଶୋଧନ କରାଯାଇଥିଲା। ମୁଖ୍ୟ ବିଚାରପତି ପ୍ରିତିଙ୍କର ଦିୱାକର...

ବଳାତ୍କାର ମାମଲା ମହିଳାଙ୍କ ବିରୋଧରେ ହୋଇପାରିବ ନାହିଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨।୧୨ : ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି ଜଣେ ମହିଳାଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୫ ଅନୁଯାୟୀ ବଳାତ୍କାର ମାମଲାରେ ଅଭିଯୁକ୍ତ କରାଯାଇପାରିବ କି? \ବଳାତ୍କାର ମାମଲାରେ ଅଭିଯୁକ୍ତ ୬୨ବର୍ଷ ବୟସ୍କା ମହିଳାଙ୍କ ଜାମିନ ଆବେଦନ ଉପରେ ଶୀର୍ଷ କୋର୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri