ଜାତୀୟ

ଦନ୍ତଓ୍ବୋଡା ଆଇଇଡି ବ୍ଲାଷ୍ଟରେ ୨ ଯବାନ ଆହତ

ଦନ୍ତଓ୍ବୋଡା,୨।୧୨: ଛତିଶଗଡର ଦନ୍ତେୱାଡାସ୍ଥିତ ବାରସୁର ପୋଲିସ ଷ୍ଟେଶନ ଅଞ୍ଚଳରେ ଆଇଇଡି ବିସ୍ଫୋରଣରେ ଦୁଇ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ଦନ୍ତେୱାଡା ପୋଲିସର ସୂଚନାନୁସାରେ, ଆହତ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।...

‘ଧନ୍ୟବାଦ ଦୁବାଇ’,କପ ୨୮ ସମ୍ମିଳନୀରୁ ଫେରିବା ପରେ ଭିଡିଓ ଶେୟାର କଲେ ମୋଦି

ନୂଆଦିଲ୍ଲୀ,୨।୧୨: ଦୁବାଇରେ ଅନୁଷ୍ଠିତ ବିଶ୍ୱ ଜଳବାୟୁ କାର୍ଯ୍ୟ ଶିଖର ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭାରତ ଫେରିଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଶିଖର ସମ୍ମିଳନୀ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ...

ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ନୂଆଦିଲ୍ଲୀ,୨।୧୨: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ ଲଗାଇଲେ। ବୈଜ୍ଞାନିକମାନେ ଏପରି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ଉତ୍ତରାଖଣ୍ଡର ନୈନିତାଲରେ...

ପାର୍ବଣ ଋତୁ ପରେ ମାନ୍ଦା ପଡିଲା ମଲ୍‌-ବଜାର: ପାଣିରେ ପଡିଲା ବ୍ୟବସାୟୀଙ୍କ କୋଟି କୋଟି ଟଙ୍କାର ଜିନିଷ

ନୂଆଦିଲ୍ଲୀ,୨।୧୨: ଦେଶରେ ସରିଛି ପାର୍ବଣ ଋତୁ। ଋତୁ ସହ କ୍ରେଜ ଓ ଚାହିଦା ମଧ୍ୟ କମିଛି। ଏହାର ସିଧାସଳଖ ପ୍ରଭାବ ଦେଖାଦେଇଛି ବଡ ବଡ ଦୋକାନ ବଜାରରେ। ପାର୍ବଣ ଋତୁର ଆରମ୍ଭ ଗଣେଶ ପୂଜାରୁ ବଜାରରେ ଆଶିଂକ ଚମକ ଆଣିଦେଇଥିବାବେଳେ...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ରାୟପୁର,୨।୧୨: ଅନଲାଇନ ବେଟିଂର ବେଆଇନ ବ୍ୟବସାୟ ସହ ଜଡିତ ପ୍ଲାଟଫର୍ମ ଏବଂ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ ଗତ କିଛି ବର୍ଷ...

ସୋସିଆଲ ମିଡିଆ ବ୍ୟବହାର କଲେ ଏବେ ପିଲାଙ୍କୁ ବି ଦେବାକୁ ପଡିବ ଟ୍ୟାକ୍ସ, ରହିଛି ଏହି ନିୟମ

ନୂଆଦିଲ୍ଲୀ,୨।୧୨: ବର୍ତ୍ତମାନ ଏପରି ଏକ ସମୟ ଆସିଛି ଯେଉଁଥିରେ ଟଙ୍କା ରୋଜଗାର କରିବା ଚାକିରି ଆବଶ୍ୟକ ହେଉନାହିଁ। ଅନେକ ଗୁଡିଏ ଉତ୍ସ ରହିଛି। କେବଳ ଯୁବପିଢି ନୁହନ୍ତି ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଘରେ ବସି ଲକ୍ଷ ଲକ୍ଷ...

ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସରକାର ଡାକିଲେ ସର୍ବଦଳୀୟ ବୈଠକ, ଏହି ପ୍ରସଙ୍ଗ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ,୨।୧୨: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ସରକାର ଶନିବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ଗୃହ ନେତାମାନେ...

ଏକଜିଟ ପୋଲ ସଠିକ ହେଲେ ଚମକାଇ ଦେବ ମିଜୋରାମର ଫଳାଫଳ

ନୂଆଦିଲ୍ଲୀ,୨।୧୨: ମିଜୋରାମ ନିର୍ବାଚନର ଫଳାଫଳକୁ ନେଇ ଏକଜିଟ ପୋଲରେ ପ୍ରକାଶ ପାଇଥିବା ପରିସଂଖ୍ୟାନ କଂଗ୍ରେସ ଏବଂ ଏମଏନଏଫକୁ ଅନିଦ୍ରା କରିଦେଇଛି। ମିଜୋରାମରେ ଏମଏନଏଫ ବର୍ତ୍ତମାନ କ୍ଷମତାରେ ଅଛି, କିନ୍ତୁ ଯଦି ଏକଜିଟ ପୋଲକୁ ବିଶ୍ୱାସ କରାଯାଏ, ତେବେ ଡିସେମ୍ବର ୪ର...

ଡିସେମ୍ବର ୫ରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମିଚୌଙ୍ଗ’

ବିଶାଖଶାପାଟନା,୨।୧୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିମ୍ନ ଚାପ ଅଞ୍ଚଳ ପରେ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡି ଅନୁଯାୟୀ, ଡିସେମ୍ବର ୫ରେ ଆନ୍ଧ୍ରପ୍ରଦେଶର ଉପକୂଳରେ ଘୂର୍ଣ୍ଣିଝଡ଼...

ଲଦାଖରେ ଭୂକମ୍ପ ଝଟକା

ଲେହ,୨।୧୨: ଶନିବାର ସକାଳେ ଲଦାଖରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକଟର ସ୍କେଲରେ ଏହାର ତୀବ୍ରତା ୩.୪ ରେ ମାପ କରାଯାଇଛି। କମ୍‌ ତୀବ୍ରତା ହେତୁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇନଥିବା ଜଣାପଡିଛି।

ଶିକ୍ଷକଙ୍କୁ ଅପହରଣ, ନିଜ ଝିଅ ସହ ବିବାହ

ପାଟନା,୨ା୧୨: ନିକଟରେ ଗୌତମ କୁମାର ବିହାର ଲୋକ ସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ବୁଧବାର ୩-୪ ଜଣ ବ୍ୟକ୍ତି ତାଙ୍କ ସ୍କୁଲରେ ପହଞ୍ଚତ୍ ଗୌତମଙ୍କୁ ଅପହରଣ କରି ନେଇଥିଲେ। ସେମାନେ ଏହାର ୨୪ ଘଣ୍ଟା ଭିତରେ...

ରାଷ୍ଟ୍ରପତିଙ୍କ ପାଖକୁ ପୁନଃ ଗୃହୀତ ବିଲ୍‌ ପଠାଇପାରିବେନି ରାଜ୍ୟପାଳ

ନୂଆଦିଲ୍ଲୀ,୨ା୧୨(ପି.ଟି.): ଜଣେ ରାଜ୍ୟପାଳ ରାଜ୍ୟ ବିଧାନସଭାରେ ପୁନଃ ଗୃହୀତ ବିଲ୍‌କୁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏଥିସହ ୧୦ ବିଧେୟକଙ୍କୁ ନେଇ ରହିଥିବା ଅଚଳାବସ୍ଥା ଦୂର ଲାଗି ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌....

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri