ଜାତୀୟ

ସପ୍ତାହେ ହେଲା ରାଜପଥରେ ଛିଡ଼ାହୋଇ ରହିଛନ୍ତି ହାତୀପଲ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡର ଦ୍ୱାରସେନି ଘାଟିରେ ଏକ ହାତୀପଲ ସପ୍ତାହେ ହେଲା ଛିଡ଼ାହୋଇ ରହିଛନ୍ତି। ଫଳରେ ପାଲାମୁ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଦେଇ ଯାଇଥିବା ୯ ନମ୍ବର ରାଜ୍ୟ ରାଜପଥରେ ଭୟର ବାତାବରଣ ସୃଷ୍ଟି ହୋଇଛି। ୬ଟି ହାତୀ, ୨ଟି ଦନ୍ତାହାତୀ...

ଜ୍ଞାନବାପି ମାମଲାରେ ଏଏସ୍‌ଆଇକୁ ମିଳିଲା ଆଉ ୧୦ ଦିନ ସମୟ, ବାରାଣସୀ କୋର୍ଟର ନିଷ୍ପତ୍ତି

ବାରାଣସୀ,୩୦୧୧: ଜ୍ଞାନବାପି ମସ୍‌ଜିଦ୍‌ କମ୍ପ୍ଲେକ୍ସର ବିସ୍ତୃତ ବିଜ୍ଞାନସମ୍ମତ ସର୍ଭେ ରିପୋର୍ଟ ଦାଖଲ କରିବା ଲାଗି ବାରାଣସୀ ଜିଲା କୋର୍ଟ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ଗୁରୁବାର ଆଉ ୧୦ ଦିନ ସମୟ ପ୍ରଦାନ କରିଛନ୍ତି। ସମୟସୀମା ଆଉ ୩...

ଦୁବାଇ ଯିବେ ମୋଦି

ନୂଆଦିଲ୍ଲୀ,୩୦।୧୧: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବିଶ୍ୱ ଜଳବାୟୁ ଆକ୍ସନ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରବାର କାର୍ଯ୍ୟକ୍ରମ ରହିଛି। ସେ ତିନୋଟି ଉଚ୍ଚ ସ୍ତରୀୟ ସାଇଡଲାଇନ ଇଭେଣ୍ଟରେ ମଧ୍ୟ ଭାଗ ନେବେ, ସେଥିମଧ୍ୟରୁ...

ଆସିଲା ଏକଜିଟ୍‌ ପୋଲ: ଭାଜପାକୁ ଟକ୍କର ଦେବ କଂଗ୍ରେସ

ନୂଆଦିଲ୍ଲୀ,୩୦।୧୧: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ତେଲଙ୍ଗାନା ୫ ରାଜ୍ୟରେ ନିର୍ବାଚନ ଶେଷ ହୋଇଛି। ଗୁରୁବାର ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ ଆକଳନ ସାମ୍ନାକୁ ଆସିଛି। ଏହି ଆକଳନ ଅନୁଯାୟୀ ରାଜସ୍ଥାନରେ ଭାଜପା କ୍ଷମତାକୁ ଫେରୁଥିବା ବେଳେ...

ପଞ୍ଜାବରେ ଭାଜପାକୁ ଝଟ୍‌କା

ଚଣ୍ଡିଗଡ଼,୩୦।୧୧: ଭାରତୀୟ ଜନତା ପାର୍ଟିକୁ ବୁଧବାର ଏକ ବଡ ଝଟକା ଲାଗିଛି। ପଞ୍ଜାବ ବିଧାନସଭାର ପୂର୍ବତନ ଉପ ବାଚସ୍ପତି ଅଜାୟିବ ସିଂହ ଭଟ୍ଟି ଓ ପୂର୍ବତନ ଏମଏସପି ରାଜିନ୍ଦର ସିଂ ଭାଜପାରୁ ସମ୍ପର୍କ କାଟି କଂଗ୍ରେସରେ ଯୋଗ ଦେଇଥିଲେ। ଏହା...

ଅପେକ୍ଷା କରିବାକୁ ପଡିବନି ଅଧିକ ସମୟ, ଘଣ୍ଟାଏ ପୂର୍ବରୁ ଜଣାପଡିଯିବ ୫ ରାଜ୍ୟରେ କିଏ ଗଢିବ ସରକାର

ନୂଆଦିଲ୍ଲୀ,୩୦।୧୧: ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଏବେ ସମସ୍ତଙ୍କର ନଜର। ଏବେଠାରୁ ଏହାକୁ ନେଇ ଏକଜିଟ ପୋଲର ଫଳାଫଳ ବି ଆସିଗଲାଣି। ନିର୍ବାଚନ କମିଶନ ଏକଜିଟ ପୋଲ ଦେଖାଇବାର ସମୟକୁ ନେଇ ଏକ ବଡ଼ ପରିବର୍ତ୍ତନ...

Exit Poll: ରାଜସ୍ଥାନରେ କ୍ଷମତା ହରାଇ ପାରନ୍ତି ଅଶୋକ ଗେହଲଟ, ସୁବିଧାଜନକ ସ୍ଥିତିରେ ଭାଜପା

ନୂଆଦିଲ୍ଲୀ,୩୦।୧୧: ପାଞ୍ଚ ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଏକଜିଟ ପୋଲ ଆକଳନ ସାମ୍ନାକୁ ଆସିଛି। ବିଭିନ ସଂସ୍ଥାର ଆକଳନ ଅନୁଯାୟୀ ରାଜସ୍ଥାନରେ ଭାଜପା ପାଞ୍ଚ ବର୍ଷର ବ୍ୟବଧାନ ପରେ କ୍ଷମତାକୁ ଫେରୁଛି। ଗତ ତିନି ଦଶନ୍ଧି ଧରି ରାଜ୍ୟରେ...

Exit Poll: ମଧ୍ୟପ୍ରଦେଶ, ଛତିଶଗଡ଼ରେ ଭାଜପା-କଂଗ୍ରେସ ମଧ୍ୟରେ ଟାଇଟ ଫାଇଟ

ନୂଆଦିଲ୍ଲୀ,୩୦।୧୧: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆସିଛି ଏକଜିଟ ପୋଲ। ବିଭିନ୍ନ ସଂସ୍ଥାର ଆକଳନ ଅନୁଯାୟୀ ଛତିଶଗଡ଼ରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ସରକାର ଗଠନ ପାଇଁ ମଧ୍ୟରେ ଟାଇଟ ଫାଇଟ ହେବାର ଆକଳନ କରାଯାଉଛି।...

‘ସଂସଦରେ ଶୁଭିବନି ଜୟ ହିନ୍ଦ, ବନ୍ଦେ ମାତରମ ଭଳି ନାରା’, ଶୀତକାଳୀନ ଅଧିବେଶନ ପୂର୍ବରୁ ନିର୍ଦେଶ ଜାରି

ନୂଆଦିଲ୍ଲୀ,୩୦।୧୧: ସଂସଦର ଶୀତକାଳୀନ ଅଧିବେଶନ ୪ ଡିସେମ୍ବରରେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ସମସ୍ତ ରାଜ୍ୟସଭା ସଂସଦ ମାନଙ୍କ ପାଇଁ ନିର୍ଦେଶାବଳୀ ଜାରି ହୋଇଛି। ଏହି ନିର୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ନିର୍ଦେଶ ଅନୁଯାୟୀ ସଂସଦରେ ଉଠାଯାଉଥିବା...

୫୧,୦୦୦ରୁ ଅଧିକଙ୍କୁ ମିଳିଲା ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଗୁରୁବାର ରୋଜଗାର ମେଳା ଅଧିନରେ ସରକାରୀ ବିଭାଗ ଓ ସଙ୍ଗଠନରେ ନବ ନିଯୁକ୍ତ ୫୧,୦୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ନିଯୂକ୍ତି ପତ୍ର ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ୫୦,୦୦୦...

ମୁଖ୍ୟମନ୍ତ୍ରୀଙ୍କ ‘ଚାପ କୌଶଳ’ ଯୋଗୁ ମୁଁ ଫସିଗଲି: ରାଜ୍ୟପାଳ

ନୂଆଦିଲ୍ଲୀ,୩୦।୧୦: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ‘ଚାପ କୌଶଳ’ ଯୋଗୁୁ ନଭେମ୍ବର ୨୦୨୧ରେ ଗୋପୀନାଥ ରବିନ୍ଦ୍ରନଙ୍କୁ କନ୍ନୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ପୁନଃ ନିଯୁକ୍ତ କରାଯାଇଥିଲା ବୋଲି ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ ଦାବି କରିଛନ୍ତି। ସୁପ୍ରିମକୋର୍ଟ ରବିନ୍ଦ୍ରନଙ୍କ ନିଯୁକ୍ତିକୁ...

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ୯୭ ତେଜସ ବିମାନ ଏବଂ ୧୫୬ ପ୍ରଚଣ୍ଡ ହେଲିକପ୍ଟର କିଣିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ, ୩୦।୧୧: ଭାରତୀୟ ବାୟୁସେନାକୁ ଶକ୍ତିଶାଳୀ କରିବା ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୯୭ଟି ତେଜସ ଲଢୁଆ ବିମାନ ଏବଂ ୧୫୬ ଟି ପ୍ରଚଣ୍ଡ ହେଲିକାପ୍ଟର କିଣିବାକୁ ଅନୁମତି ଦେଇଛନ୍ତି। ଏହି ନିଷ୍ପତ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri