ଜାତୀୟ

ଦେଶର ଏସବୁ ୪ ଜାତିଙ୍କ ବିକାଶ ପାଇଁ ମୁଁ କରୁଛି କାମ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ଚାରୋଟି ଜାତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଦେଶରେ କେବଳ ଚାରୋଟି ଜାତି ଗରିବ, ଯୁବବର୍ଗ, ମହିଳା...

ଦିନାଜପୁର କାଳୀ ମନ୍ଦିରରେ ହେବ ୧୦ ହଜାର ଛେଳି ବଳି, କାଳୀ ପୂଜାରେ ଏହା ବନ୍ଦ ପାଇଁ କିଛି ଆଇନ ଅଛି କି ? ହାଇକୋର୍ଟଙ୍କ ପ୍ରଶ୍ନ…

କୋଲକାତା,୩୦।୧୧ : ଆସନ୍ତା ‘ବୋଲା କାଳୀ ମହୋତ୍ସବ’ ପାଇଁ ପଶ୍ଚିମବଙ୍ଗରେ ୧୦ ହଜାରରୁ ଅଧିକ ଛେଳି ବଳିକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଜନସ୍ବାର୍ଥ ମାମଲାର(ପିଆଇଏଲ)ର ଶୁଣାଣି କଲିକତା ହାଇକୋର୍ଟ ଗୁରୁବାର ଦିନ କରିଛନ୍ତି। ମୁଖ୍ୟ ବିଚାରପତି ଟି.ଏସ ସିବଗଣନମ...

କାମବାଲି ଓ ଡେଲିଭରି ବଏଙ୍କୁ ଲିଫ୍ଟ ମନା, ବ୍ୟବହାର କଲେ ପଡିବ ଫାଇନ୍‌

ଗୁଜରାଟ,୩୦।୧୧: ବହୁ ମହଲା ବିଶିଷ୍ଟ ବିଲ୍ଡିକୁ ଯିବାପାଇଁ ଲିଫ୍ଟ ବ୍ୟବହାର କରାଯାଇଥାଏ। ଯାହାଦ୍ୱାରା ଜିନିଷପତ୍ର ନବା ଆଣିବା ସହ ଶିଡି ଚଢି ଯିବାକୁ ବେଶୀ ପରିଶ୍ରମ କରିବାକୁ ପଡି ନ ଥାଏ। ତେବେ ନିକଟରେ ସୋସାଇଟିରେ ଲାଗିଥିବା ଏକ ନୋଟିସ...

ତେଲଙ୍ଗାନା ବିଧାନସଭ ନିର୍ବାଚନ: ଧାଡ଼ିରେ ଆସି ଭୋଟ ଦେଲେ ଅଭିନେତା ଅଲୁ ଅର୍ଜୁନ, ଜୁନିଅର ଏନଟିଆର, ଚିରଞ୍ଜୀବୀ

ତେଲଙ୍ଗାନା,୩୦।୧୧: ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ନିର୍ବାଚନରେ ଭୋଟ୍ ଦେବାର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପରିବାର ସହିତ ଅଲୁ ଅର୍ଜୁନ ଏବଂ ଜୁନିଅର ଏନଟିଆର, ଚିରଞ୍ଜୀବୀଙ୍କ ଭଳି ସିନେ ତାରକା ଭୋଟ୍ ଦେବା ପାଇଁ...

ଦିଲ୍ଲୀରେ ପ୍ଲାଟଫର୍ମ ଓ ମେଟ୍ରୋ ଭିତରେ ଚାପି ହୋଇଗଲେ ଯୁବକ, ଭିଡିଓ ଦେଖିଲେ ଥରି ଉଠିବେ…

ନୂଆଦିଲ୍ଲୀ,୩୦।୧୧: ମେଟ୍ରୋ ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ଚାପି ହୋଇ ଯାଇଛନ୍ତି ଯୁବକ। ଯେତେ ଚିତ୍କାର କଲେ ବି ବାହାରକୁ ଆସିପାରୁ ନାହାନ୍ତି। ଏପରି ଭୟାନକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆପଣଙ୍କ...

ଭାରତ ମୁହାଁ ଚାଇନା ରହସ୍ୟମୟୀ ରୋଗ! ୨ ରୋଗୀଙ୍କଠାରେ ଦେଖାଗଲା ଲକ୍ଷଣ

ଡେରାଡୁନ,୩୦।୧୧: ଚାଇନାରେ ବ୍ୟାପିଥିବା ରହସ୍ୟମୟୀ ରୋଗ ଏବେ ଭାରତ ମୁହାଁ ହୋଇଥିବା ଦାବି କରାଯାଉଛି। ଉତ୍ତରାଖଣ୍ଡର ବାଗେଶ୍ୱରର ଦୁଇ ପିଲାଙ୍କଠାରେ ସ୍ବାଇନ୍‌ ଫ୍ଲୁ ପରି ଲକ୍ଷଣ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ପିଲାମାନଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଉଭୟଙ୍କ...

ଡିସେମ୍ବର ୧୪ ପର୍ଯ୍ୟନ୍ତ ମାଗଣାରେ ଅପଡେଟ ହେବ ଆଧାର କାର୍ଡ, ଶୀଘ୍ର କରାଇ ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୧ : ଆଧାର କାର୍ଡ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଯଦି ଆଧାର କାର୍ଡ ୧୦ ବର୍ଷ ପୂର୍ବେ ତିଆରି ହୋଇଛି କିମ୍ବା ୧୦ ବର୍ଷ ପୂର୍ବେ ଅପଡେଟ ହୋଇଛି, ତେବେ ଏବେ ଆଧାର କାର୍ଡ ଅପଡେଟ କରିବାକୁ...

ରାମ ମନ୍ଦିର ଉଦଘାଟନୀ ଉତ୍ସବ ରାମଲୀଳାରେ ଅଭିନୟ କରିବେ ପାକିସ୍ତାନୀ କଳାକାର…

ଅଯୋଧ୍ୟା,୩୦।୧୧ : ମନ୍ଦିରର ଉଦଘାଟନୀ ଉତ୍ସବ ଜାନୁୟାରୀ ୨୦୨୪ରେ ପାଳନ ହେବ। ଏହି ଅବସରରେ ଚଳଚ୍ଚିତ୍ର କଳାକାରଙ୍କୁ ରାମଲୀଳାରେ ଏଥର ଏକ ନୂଆ ରଙ୍ଗରେ ଦେଖିବାକୁ ମିଳିବ। ଏଥିରେ ପାକିସ୍ତାନ ସମେତ ୧୪ ଟି ଦେଶର କଳାକାରମାନେ ରାମଙ୍କ କାହାଣୀକୁ...

ଜନଔଷଧି କେନ୍ଦ୍ର ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିକାଶ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ଭର୍ଚୁଆଲ୍ ମୋଡରେ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଜନ ଔଷଧି କେନ୍ଦ୍ର’ ସଂଖ୍ୟାକୁ ୧୦ ହଜାରରୁ ୨୫...

ମା’ଙ୍କ ମୃତ ଦେହ ସହିତ ଏକ ବର୍ଷ ରହୁଥିଲେ ଦୁଇ ଝିଅ, ମୃତ ଦେହରୁ ପୋକ ବାହାର କରି ଫିଙ୍ଗୁଥିଲେ,କଙ୍କାଳକୁ ରଖିଥିଲେ ରେଜେଇ ଘୋଡାଇ…

ବାରାଣସୀ,୩୦।୧୧ : ବାରାଣାସୀର ଲଙ୍କା ପୋଲିସ ଷ୍ଟେଶନ ପରିସରର ମଦରଭାନରେ ଜଣେ ମହିଳାଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ଅସୁସ୍ଥତା ଯୋଗୁ ୮ ଡିସେମ୍ବର ୨୦୨୨ ରେ ମହିଳାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କର ଦୁଇ ଝିଅ ଅନ୍ତିମ ସଂସ୍କାର କରି...

ନିଖୋଜ ୬ ବର୍ଷର ଶିଶୁଙ୍କୁ ଖୋଜି ଆଣିଲା କୁକୁର

ମୁମ୍ବାଇ,୩୦।୧୧: କୁକୁର ସବୁଠୁ ବିଶ୍ୱସ୍ତ ପଶୁ ଭାବେ ଜଣାଶୁଣା। କୁକୁର ବେଳେବେଳେ ପୋଲିସ ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ହୋଇଥାଏ। ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ୨୪ ନଭେମ୍ବର ସନ୍ଧ୍ୟାରେ ମୁମ୍ବାଇ ଅନ୍ଧେରି ପୂର୍ବର ଅଶୋକ ନଗରରୁ...

ବିମାନରେ ଦମ୍ପତିଙ୍କ ମଧ୍ୟରେ ଝଗଡା: ବିମାନବନ୍ଦରରେ ଜରୁରୀକାଳିନ ଅବତରଣ

ନୂଆଦିଲ୍ଲୀ,୩୦।୧୧: ମ୍ୟୁନିକ ଏବଂ ବ୍ୟାଙ୍କକ ମଧ୍ୟରେ ଉଡ଼ୁଥିବା ଲୁଫଥାନ୍ସ ବିମାନରେ ଏକ ଅଭାବନୀୟ ଘଟଣା ଘଟିଛି। ବିମାନରେ ଥିବା ଏକ ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଛି। ପରିସ୍ଥିତି ଏପରି ହୋଇଥିଲା ଯେଯେ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ପଡିଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri