ଜାତୀୟ

ସହର ଛାଡି ପଳାଇବାକୁ ଚାହୁଁଛନ୍ତି ଦିଲ୍ଲୀ-ମୁମ୍ବାଇ ବାସିନ୍ଦା, ୬୦ ପ୍ରତିଶତ ରାଜି…

ନୂଆଦିଲ୍ଲୀ/ମୁମ୍ବାଇ,୩୦।୧୧ : ବାୟୁ ଗୁଣବତ୍ତା ସୂଚକାଙ୍କ ପ୍ରଦୂଷଣର ସ୍ତରକୁ ନେଇ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଅନେକ ବଡ ସହରରେ ଲୋକମାନେ ପ୍ରାୟ ପ୍ରତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଅଧାରୁ ଅଧିକ...

ଗୋଲ୍ଡ ଇଜ୍‌ ଓଲ୍ଡ! ବିବାହ ଋତୁରେ ଚାଲିଛି ପ୍ଲାଟିନମର କ୍ରେଜ୍‌

ନୂଆଦିଲ୍ଲୀ,୩୦।୧୧: ଦେଶରେ ଆରମ୍ଭ ହୋଇଛି ବିବାହ ଋତୁ। ବିବାହ ସିଜନକୁ ଦେଖି ସୁନା-ରୁପା ଅଳଙ୍କାରରେ ରେକର୍ଡସ୍ତରୀୟ ବ୍ୟବସାୟ ଦେଖିବାକୁ ମିଳୁଛି। ମାର୍କେଟରେ ସୁନା ଦର ୪୨ହଜାର ପାର୍‌ କରିଛି। ସୁନା ଦର ଆକାଶଛୁଆଁ ହେବାରୁ ସୁନା କିଣିବା କଷ୍ଟକର ହୋଇପଡିଛି।...

ରାହୁଲ-ନୀତୀଶ ନୁହେଁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ହେବେ ଖାର୍ଗେ: ସୋନିଆ ଦେଲେ ସଙ୍କେତ…

ନୂଆଦିଲ୍ଲୀ,୩୦।୧୧ : ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ଡିସେମ୍ବର ୩ରେ ହେବାକୁ ଯାଉଛି। ଏହା ପରେ ସମସ୍ତ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଭାରତୀୟ ଜନତା ପାର୍ଟିର ଏନଡିଏ ମିଳିତ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସ୍କୁଲରେ ଲଗାତାର ଅନୁପସ୍ଥିତ ରହିଲେ ହେବେ ଡ୍ରପ ଆଉଟ, ସରକାର ଦେଖିବେ ଆଟେଣ୍ଡାନ୍ସ ରିପୋର୍ଟ

ରାଞ୍ଚି,୩୦।୧୧: ଆପଣଙ୍କ ପିଲା ସ୍କୁଲକୁ ପ୍ରତିଦିନ ଯାଉ ନାହାନ୍ତି କି? ସପ୍ତାହକ ମଧ୍ୟରେ ଲଗାତାର ଛୁଟି ନେଉଛନ୍ତି। ଏନେଇ ନିୟମ କଡାକଡି କରିଛନ୍ତି ସରକାର। ମାସକରେ ଲଗାତାର ଛୁଟି ନେଉଥିବା ଛାତ୍ରୀଛାତ୍ରଙ୍କୁ ସ୍କୁଲରୁ ଡପ୍ରଆଉଟ୍‌ କରାଯିବ। ଏପରି ନିୟମ ଆଣିଛନ୍ତି...

ଯାତ୍ରୀବାହୀ ଟ୍ରେନକୁ ଅଧା ବାଟରେ ଛାଡି ଶୋଇବାକୁ ଚାଲିଗଲେ ଲୋକୋ ପାଇଲଟ, ତାପରେ…

ଲକ୍ଷ୍ନୌ,୩୦।୧୧ : ଉତ୍ତରପ୍ରଦେଶରେ ବାରବାଙ୍କି ଜିଲାର ବୁରୱାଲ ଜଙ୍କଶନରେ ଦୁଇଟି ଏକ୍ସପ୍ରେସ ଟ୍ରେନର ୨୫୦୦ରୁ ଅଧିକ ଯାତ୍ରୀ ଅଟକି ରହିଥିଲେ। ଲୋକୋ ପାଇଲଟ ତାଙ୍କ ଡ୍ୟୁଟି ଶେଷ ହୋଇଛି ବୋଲି କହି ଯାତ୍ରୀବାହୀ ଟ୍ରେନକୁ ଅଧା ବାଟରେ ଛାଡି ଶୋଇବାକୁ...

ଷୋଡ଼ଶ ଅର୍ଥ କମିଶନ ଗଠନକୁ ମଞ୍ଜୁରୀ

ନୂଆଦିଲ୍ଲୀ,୩୦ା୧୧: ଷୋଡ଼ଶ ଅର୍ଥ କମିଶନର ଟମର୍‌ସ ଅଫ୍‌ ରେଫରେନ୍ସ(ଟିଓଆର୍‌)କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ଆୟୋଗ ଅବଧି ୨୦୨୬ ଏପ୍ରିଲ ୧ରୁ ୫ ବର୍ଷ ପର୍ଯ୍ୟନ୍ତ ରହିବ। ୧୬ତମ ଅର୍ଥ କମିଶନଙ୍କ ଜରୁରୀ ସର୍ତ୍ତକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ଫାଷ୍ଟ ଟ୍ରାକ୍‌ ସ୍ବତନ୍ତ୍ର କୋର୍ଟ ଅବଧି ୩ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ,୩୦ା୧୧: ଦେଶରେ ଯୌନ ଅପରାଧ ସମ୍ପର୍କିତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ଗଠିତ ଫାଷ୍ଟ ଟ୍ରାକ୍‌ ସ୍ବତନ୍ତ୍ର ଅଦାଲତଗୁଡ଼ିକର ଅବଧିକୁ ଆଉ ୩ ବର୍ଷ ପାଇଁ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ୨୦୧୮ରେ ଆପରାଧିକ ଆଇନ ସଂଶୋଧନ...

ଭାରତମୁହାଁ ଓ୍ବାଲ୍‌ମାର୍ଟ

ଲଣ୍ଡନ୍‌/ନ୍ୟୁୟର୍କ,୩୦ା୧୧: ବିଶ୍ୱର ସର୍ବବୃହତ୍‌ ରିଟେଲର ଓ୍ବାଲ୍‌ମାର୍ଟ ଚାଇନା ଉପରେ ନିଜ ନିର୍ଭରଶୀଳତା ହ୍ରାସ କରି ଆମେରିକାକୁ ଭାରତରୁ ଅଧିକ ସାମଗ୍ରୀ ଆମଦାନୀ କରୁଛି। ଖର୍ଚ୍ଚକାଟ ସହ ନିଜ ଯୋଗାଣ ଶୃଙ୍ଖଳରେ ବିବିଧତା ଆଣିବା ପାଇଁ କମ୍ପାନୀ ଏପରି ପଦକ୍ଷେପ ନେଇଥିବା...

ଜଣେ ଭାରତୀୟ ଶିଖ ବିଚ୍ଛିନ୍ନତାବାଦୀଙ୍କୁ ହତ୍ୟା ପାଇଁ କରିଥିଲେ ଷଡଯନ୍ତ୍ର, ଅଭିଯୋଗ ଲଗାଇଲା ଆମେରିକା

ନୂଆଦିଲ୍ଲୀ, ୨୯ା୧୧: ଜଣେ ଭାରତୀୟ ନାଗରିକ ଶିଖ୍ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି ଆମେରିକା। ନ୍ୟୁୟର୍କର ଦକ୍ଷିଣ ଜିଲ୍ଲା ପାଇଁ ଆମେରିକାର ଓକିଲ ମାଥ୍ୟୁ ଜି. ଓଲସେନ୍ କହିଛନ୍ତି ଯେ ନିଖିଲ ଗୁପ୍ତା...

ଦେଶର ଅର୍ଥନୀତିକୁ ମିଳିବ ବଳ, ପ୍ରଥମ ଥର ନିଲାମ ହେବ ଲିଥିୟମ, ଗ୍ରାଫାଇଟ ଭଳି ଖଣିଜ ପଦାର୍ଥ

ନୂଆଦିଲ୍ଲୀ, ୨୯ା୧୧: ଦେଶରେ ପ୍ରଥମ ଥର ପାଇଁ ନିଲାମ ହେବାକୁ ଯାଉଛି ଲିଥିୟମ, ଗ୍ରାଫାଇଟ ଏବଂ ଟିଟାନିୟମ ଭଳି ଖଣିଜ ପଦାର୍ଥ। ସମ୍ଭାବ୍ୟ ଯୋଗାଣ ଶୃଙ୍ଖଳାର ଦୁର୍ବଳତାକୁ ଦୂର କରିବା ପାଇଁ ବୁଧବାର (୨୯ ନଭେମ୍ବର) ରୁ ଜଟିଳ ଖଣିଜ...

ଲଲିଥାମ୍ବିକାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ

ବେଙ୍ଗାଲୁରୁ,୨୯ା୧୧:ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ସ୍ଥିତ ହ୍ୟୁମାନ୍‌ ସ୍ପେସ୍‌ଫ୍ଲାଇଟ୍‌ ପ୍ରୋଗ୍ରାମ୍‌ ଡିରେକ୍ଟୋରେଟ୍‌ର ପୂର୍ବତନ ନିର୍ଦ୍ଦେଶିକା ଭି.ଆର୍‌. ଲଲିଥାମ୍ବିକାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ଦି ଲେଜିଅନ୍‌ ଅଫ୍‌ ଅନର ପ୍ରଦାନ କରାଯାଇଛି। ୨୦୧୮ରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ମହାକାଶ...

ପୁଣି ବଢୁଛି ଆଦାନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ୍‌,୨୯ା୧୧:ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ବଢୁଛି। ଶୁକ୍ରବାର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଓ ବୁଧବାର ୨ଟି ଟ୍ରେଡିଂ ସେସନ୍ସର ମାର୍କେଟ ରାଲି ଯୋଗୁ ଆଦାନୀ ଗ୍ରୁପ୍‌ର କମ୍ପାନୀଗୁଡ଼ିକର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri