ଜାତୀୟ

ସବ ଇନ୍ସପେକ୍ଟରଙ୍କୁ ଗୁଳି କଲେ କନଷ୍ଟେବଳ

ଇମ୍ଫାଲ,୨।୧୧: ମଣିପୁର ଜିରିବମ ଜିଲାର ଜଣେ ପୋଲିସ କନଷ୍ଟେବଳ ଶନିବାର ତାଙ୍କ ବରିଷ୍ଠ ସହକର୍ମୀ, ସବ-ଇନ୍ସପେକ୍ଟର ର଼୍ୟାଙ୍କର ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ତେବେ ସେ ଅନ୍ୟର କଥା ଶୁଣି ଏଭଳି କରିଥିବା କୁହାଯାଉଛି। କଳହର କାରଣ...

ମୋ ନାଁ ଦାଉଦ ସହ ଯୋଡିବ ତ…, କାହାକୁ ଏମିତି ଚେତାବନୀ ଦେଲେ ନଓ୍ବାବ ମଲିକ

ମୁମ୍ବାଇ,୨।୧୧: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ମଧ୍ୟରେ ଅଜିତ ପାୱାର ଦଳର ନେତା ନଓ୍ବାବ ମଲିକ ତାଙ୍କ ନାମ ଅଣ୍ଡରୱାଲର୍‌ଡ ଡନ ଦାଉଡ ଇବ୍ରାହିମଙ୍କ ସହ ଯୋଡଶ ଯାଇଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।...

ଭାଜପା ନେତାଙ୍କୁ ଧମକ ଦେଲେ ନୀତୀଶ! ବିହାରରେ ଚାଲିବ ନାହିଁ ହିନ୍ଦୁ-ମୁସଲମାନ ଡ୍ରାମା

ପାଟନା,୨।୧୧: ବିହାର ଏନଡିଏରେ ଅନ୍ତର୍ଭୁକ୍ତ ପାଞ୍ଚଟି ଦଳର ମୁଖ୍ୟ, ସଂସଦର ଉଭୟ ଗୃହର ସଦସ୍ୟ, ବିଧାନସଭା ଓ ବିଧାନ ପରିଷଦର ସଦସ୍ୟଙ୍କ ବ୍ୟତିତ ଦଳର ଅଧିକାରୀ ତଥା ଜିଲା ମୁଖ୍ୟଙ୍କୁ ମଧ୍ୟ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଥିଲା। ସଭା ସ୍ଥଳ...

ପିନାରାଇ ବିଜୟନ ସବୁଠାରୁ ବଡ ଡନ୍‌, କାହିଁକି ଏତେବଡ଼ ଅଭିଯୋଗ ଆଣିଲେ ଶୋଭା ସୁରେନ୍ଦ୍ରନ

ଥିରୁଭାନନ୍ତପୁରମ,୨।୧୧: ଶନିବାର କେରଳର ଭାଜପା ନେତା ଶୋଭା ସୁରେନ୍ଦ୍ରନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ରାଜ୍ୟର ସବୁଠାରୁ ବଡ ଡନ୍‌ ବୋଲି ବର୍ଣ୍ଣନା କରିଛନ୍ତି। ଶୋଭା ସୁରେନ୍ଦ୍ରନ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଜୟନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କେରଳରେ ମୋର...

ନୂଆ ସ୍ଲୋଗାନ ସହ ଭାଜପା-ସମାଜବାଦୀ ପାର୍ଟିକୁ ଜବାବ ଦେଲେ ମାୟାବତୀ 

ଲକ୍ଷ୍ନୌ,୨।୧୧: ଉତ୍ତରପ୍ରଦେଶରେ ଭାଜପାର ‘ବଟେଙ୍ଗେ ତୋ କଟେଙ୍ଗେ’ ଏବଂ ସମାଜବାଦୀ ପାର୍ଟି ‘ଜୁଡେଙ୍ଗେ ତୋ ଜିତେଙ୍ଗେ’ ସ୍ଲୋଗାନ ଦେବାକୁ ନେଇ ବିଏସ୍‌ପି ମୁଖ୍ୟ ମାୟାବତୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଭଳି ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରାଯାଉଛି। ଏଭଳି ପରିସ୍ଥିତିରେ...

ଏହି କୋର୍ସ କଲେ ଗୁଗୁଲରେ ମିଳିବ ଚାକିରି, ଲକ୍ଷାଧିକ ଟଙ୍କା ପ୍ୟାକେଜ

ନୂଆଦିଲ୍ଲୀ,୨।୧୧: ଗୁଗୁଲରେ କାମ କରିବାକୁ ହେଉଛି ଲକ୍ଷ ଲକ୍ଷ ଯୁବକଙ୍କର ସ୍ବପ୍ନ ଥାଏ। ଏହା କେବଳ ଏକ ପ୍ରତିଷ୍ଠିତ କମ୍ପାନୀ ନୁହେଁ ବରଂ ଭଲ ବେତନ, ଓ୍ବାର୍କ କଲଚର ଏବଂ କ୍ୟାରିୟର ଗ୍ରୋଥ ସୁଯୋଗ ପାଇଁ ମଧ୍ୟ ଜଣାଶୁଣା ।...

ଭାଜପା ଉପରେ ବଡ଼ ଅଗିଯୋଗ ଆଣିଲା କଂଗ୍ରେସ, କହିଲା ଜନତାଙ୍କୁ ବୋକା ବନଉଛି

ରାଞ୍ଚି,୨।୧୧: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେବାର ତାରିଖ ଯେତେ ପାଖେଇ ଆସୁଛି, ରାଜନୈତିକ ଦଳ ମଧ୍ୟରେ କଥା କଟାକଟି ବଢିବାରେ ଲାଗିଛି। ଏବେ ଭାଜପାର ଅଭିଯୋଗକୁ ନେଇ କଂଗ୍ରେସ ପୁଣିଥରେ ପ୍ରତିକ୍ରିୟା ଦେଇଛି। କଂଗ୍ରେସ ଶନିବାର ଦାବି...

ମାଞ୍ଝୀ ହେଉଛନ୍ତି ‘ପଲ୍‌ଟୁ’, କେବେ ଫେରିଯାଇ ଲଣ୍ଠନ ଧରିନେବେ ନିଜେ ଜାଣିପାରିବେ ନାହିଁ : ପିକେ

ନୂଆଦିଲ୍ଲୀ,୨।୧୧: ବିହାରର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପ ନିର୍ବାଚନ ପ୍ରଚାରରେ ଜୋରଦାର ଆରୋପ ପ୍ରତ୍ୟାରୋପ ଚାଲିଛି। ଏହି ସମୟରେର ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ଦଳର ଷ୍ଟାର ପ୍ରଚାରକ ପ୍ରଶାନ୍ତ କିଶୋର ଶନିବାର କେନ୍ଦ୍ର ମନ୍ତ୍ରୀ ତଥା ହିନ୍ଦୁସ୍ତାନୀ...

ଭାରତୀୟ ସେନାକୁ ବଡ଼ ସଫଳତା: ଲଶ୍କରର ଟପ୍‌ କମାଣ୍ଡର ଉସ୍‌ମାନ୍‌ର ହେଲା The End 

ଶ୍ରୀନଗର,୨।୧୧: ଜମ୍ମୁ କଶ୍ମୀରର ଶ୍ରୀନଗର ଖାନିଆର ଅଞ୍ଚଳରେ ଶନିବାର ସକାଳେ ହୋଇଥିବା ଏନକାଉଣ୍ଟରରେ ୪ ଯବାନ ଆହତ ହୋଇଥିବା ବେଳେ ଲଶ୍କର-ଏ-ତୋଇବା(ଏଲ୍‌ଇଟି)ର ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି। ତେବେ ନିହତ...

ପୁଣି ଏକ ଟ୍ରେନ ଦୁର୍ଘଟଣା! କେରଳ ଏକ୍ସପ୍ରେସରେ ପିଟି ହୋଇ ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ଥିରୁଭାନନ୍ତପୁରମ, ୨।୧୧: ଦକ୍ଷିଣ ଭାରତ କେରଳର ପଲକ୍କଡ ନିକଟରେ କେରଳ ଏକ୍ସପ୍ରେସ ଟ୍ରେନରେ ଧକ୍କା ହେବା ପରେ ଚାରିଜଣ ପରିମଳ ବା ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଶନିବାର ରେଲଓ୍ବେ ପୋଲିସ ଏହି ସୂଚନା ଦେଇଛି। ସୂଚନାନୁସାରେ, ନୂଆଦିଲ୍ଲୀ-ଥିରୁଭାନନ୍ତପୁରମ ଟ୍ରେନ...

ସରକାରଙ୍କ ଡିଜିଟାଲ ଜୀବନ ପ୍ରମାଣପତ୍ର କ୍ୟାମ୍ପେନ ଆରମ୍ଭ, ଉପକୃତ ହେବେ ୧.୮୧ ପେନସନଧାରୀ

ନୂଆଦିଲ୍ଲୀ,୨।୧୧: ପର୍ସନାଲ, ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ସରକାର ଆରମ୍ଭ କରିଥିବା ସର୍ବ ବୃହତ ଅଭିଯାନ ଅଧୀନରେ ୧.୮ ଲକ୍ଷରୁ ଅଧିକ ପେନସନଭୋଗୀ ପ୍ରଥମ ଦିନରେ ସେମାନଙ୍କର ଡିଜିଟାଲ ଲାଇଫ ସାର୍ଟିଫିକେଟ (DLC) ପାଇଛନ୍ତି।...

ଆତଙ୍କବାଦୀ ଲୁଚି ରହିଥିବା ଘରେ ନିଆଁ ଲଗାଇଦେଲେ ସେନା

ଶ୍ରୀନଗର,୨।୧୧: ଜମ୍ମୁ କଶ୍ମୀରରେ ଶନିବାର ସକାଳୁ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଭୟଙ୍କର ମୁକାବିଲା ଜାରି ରହିଥିଲା। ଗୋଟିଏ ପଟେ ଅନନ୍ତନାଗର କୋକୋରନାଗରେ ସେନା ଦୁଇ ଆତଙ୍କବାଦୀଙ୍କୁ ନିହତ କରିଥିବାବେଳେ ଅନ୍ୟପଟେ ଶ୍ରୀନଗରର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri