ଜାତୀୟ

ପାକିସ୍ତାନରେ ସ୍ବାମୀଙ୍କୁ ଛାଡି ଭାରତ ଫେରିଲେ ଅଞ୍ଜୁ

ନୂଆଦିଲ୍ଲୀ,୨୯।୧୧: ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ିବା ପରେ ଭାରତ ଛାଡି ପାକିସ୍ତାନ ପଳାଇଥିବା ଅଞ୍ଜୁ ଫେରି ଆସିଛନ୍ତି। ଅଞ୍ଜୁ ବୁଧବାର ୱାଘା ସୀମା ଦେଇ ଭାରତ ଫେରିଛନ୍ତି। ସେ ପ୍ରାୟ ୬ ମାସ ପୂର୍ବରୁ ଭାରତରୁ ପାକିସ୍ତାନରେ ପହଞ୍ଚିଥିଲେ। ପାକିସ୍ତାନରେ...

ମଣିପୁରରେ ହେବ ଶାନ୍ତି ପ୍ରତିଷ୍ଠା, ସର୍ବ ପୁରାତନ ବିଦ୍ରୋହୀ ଗୋଷ୍ଠୀ ସହିତ ଐତିହାସିକ ଶାନ୍ତି ଚୁକ୍ତି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୯।୧୧: ମଣିପୁର ହିଂସା ପରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ଚେଷ୍ଟା ଚଲାଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ବୁଧବାର ଏହି ଦିଗରେ ଏକ ବଡ଼ ସଫଳତା ହାସଲ ମିଳିଛି। ମଣିପୁରର ସର୍ବ ପୁରାତନ ବିଦ୍ରୋହୀ ଗୋଷ୍ଠୀ ସ୍ଥାୟୀ...

ମଣିପୁର ଛାତ୍ରୀଛାତ୍ରଙ୍କୁ ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବା ପାଇଁ ସୁଯୋଗ ଦିଅନ୍ତୁ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ମଣିପୁର ହିଂସାରେ ବିସ୍ଥାପିତ ହୋଇଥିବା ଛାତ୍ରୀଛାତ୍ରଙ୍କୁ ସରକାର ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବା ପାଇଁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏ ସମ୍ପର୍କରେ କେନ୍ଦ୍ର ଓ ମଣିପୁର ସରକାର ବିଚାର କରନ୍ତୁ ବୋଲି ଏସସି...

ଟ୍ରେନରେ ବିଷାକ୍ତ ଖାଦ୍ୟ ଖାଇ ୯୦ ଜଣ ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ,୨୯।୧୧: ବୁଧବାର ଚେନ୍ନାଇ ଏବଂ ପଲିଟାନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନରେ ୯୦ ରୁ ଅଧିକ ଯାତ୍ରୀ ଖାଦ୍ୟ ବିଷାକ୍ତ ଖାଇ ଅସୁସ୍ଥ ହୋଇପଡିଥିବା ରେଳ ଅଧିକାରୀ କହିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମହାରାଷ୍ଟ୍ରର ପୁଣେ ରେଳ ଷ୍ଟେସନରେ ଡାକ୍ତରମାନେ ସମସ୍ତ...

Mobile Number Suspended: ସରକାରଙ୍କ ବଡ ପଦକ୍ଷେପ! ୭୦ଲକ୍ଷ ସିମ କାର୍ଡ ବନ୍ଦ, ଜାଣନ୍ତୁ କାହିଁକି?…

ନୂଆଦିଲ୍ଲୀ,୨୯।୧୧ : ସିମ କାର୍ଡ କିମ୍ବା ଫୋନ ନମ୍ବର ସହିତ ଜଡିତ ଅନେକ ଠକେଇ ଘଟୁଛି। ଏଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବଂ ଟେଲିକମ ବିଭାଗ ଦ୍ୱାରା ବିଭିନ୍ନ ପଦ୍ଧତି ଗ୍ରହଣ କରାଯାଉଛି। ଡିଜିଟାଲ ଠକେଇକୁ ରୋକିବା ପାଇଁ...

ଡିସେମ୍ବର ୧ରୁ ସିମ କାର୍ଡ କିଣିବା ପାଇଁ ବଦଳିଯିବ ନିୟମ

ନୂଆଦିଲ୍ଲୀ,୨୯।୧୧: ଡିସେମ୍ବର ୧ରୁ ସରକାର ସିମ କାର୍ଡ କିଣିବା ପାଇଁ ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ନିୟମଗୁଡିକ ପୂର୍ବରୁ ଅକ୍ଟୋବର ୧, ୨୦୨୩ରୁ ଲାଗୁ କରାଯିବାରଥିଲା, କିନ୍ତୁ ସରକାର ଏହାକୁ ଦୁଇ ମାସ ବୃଦ୍ଧି କରି ଡିସେମ୍ବର ୧ରୁ...

୧୭ଦିନ ଧରି ଟନେଲରେ ଫଶିଥିବା ପୁଅର କରୁଥିଲେ ଅପେକ୍ଷା, ଉଦ୍ଧାର ହେବା ପରେ ଆର ପାରିକୁ ଚାଲିଗଲେ ବାପା

ନୂଆଦିଲ୍ଲୀ,୨୯।୧୧: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ବୁଧବାର ହସ୍ପିଟାଲରେ ଭର୍ତ୍ତି ଶ୍ରମିକଙ୍କ ସହ ସାକ୍ଷାତ କରି ସେମାନଙ୍କ ହାଲଚାଲ ପଚାରି ବୁଝିଛନ୍ତି। ଏଥିସହ ପ୍ରତିଟି ଶ୍ରମିକଙ୍କୁ ଏକଲକ୍ଷ ଟଙ୍କା ପୁରଷ୍କାର ରାଶି ଘୋଷଣା କରିଛନ୍ତି। ୪୧ଶ୍ରମିକଙ୍କୁ ଅନ୍ଧାରୀ ଟନେଲରୁ...

ପୋକ୍ସୋ ମାମଲାରେ ପୀଡିତା କୋର୍ଟରେ ହାଜର ହେବାକୁ ବାଧ୍ୟ ନୁହଁନ୍ତି: ହାଇକୋର୍ଟ…

ମୁମ୍ବାଇ,୨୯।୧୧ : ବମ୍ବେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା (ପୋକ୍ସୋ ଆକ୍ଟ) ଅନୁଯାୟୀ ଅପରାଧର ଶିକାର ହୋଇଥିବା ଶିଶୁ କିମ୍ବା ତାଙ୍କ ଅଭିଭାବକ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ଆବେଦନ କ୍ଷେତ୍ରରେ କୋର୍ଟରେ ହାଜର ହେବାକୁ...

ମମତାଙ୍କୁ ଚ୍ୟାଲେଞ୍ଜ ଦେଲେ ଅମିତ ଶାହା

କୋଲକାତା,୨୯।୧୧: ପଶ୍ଚିମବଙ୍ଗର ଧର୍ମତଲାଠାରେ ବୁଧବାର ଆୟୋଜିତ ଏକ ଜନ ସମାବେଶରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିନ୍ଦା କରିଛନ୍ତି। ଅମିତ ଶାହା କହିଛନ୍ତି, ଯେଉଁ ରାଜ୍ୟରେ ଏତେ ଅନୁପ୍ରବେଶ ଅଛି ସେଠାରେ କେବେ ବିକାଶ...

ମାଗଣାରେ ମିଳିବ ରାଶନ, ୫ ବର୍ଷ ଚାଲିବ ଗରିବ କଲ୍ୟାଣ ଅନ୍ନ ଯୋଜନା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ…

ନୂଆଦିଲ୍ଲୀ,୨୯।୧୧ : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ସରକାର ନେଇଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଗରିବ କଲ୍ୟାଣ ଅନ୍ନ ଯୋଜନା ଆସନ୍ତା ଜାନୁୟାରୀ ୨୦୨୪ରୁ ଆସନ୍ତା ପାଞ୍ଚ...

ମଝି ଆକାଶରେ ସ୍ତ୍ରୀ ସ୍ବାମୀଙ୍କ କଳି: ଜରୁରୀ ଅବତରଣ କରାଗଲା ବିମାନ, ସୋସିଆଲ ମିଡିଆରେ ଭାଇରାଲ…

ନୂଆଦିଲ୍ଲୀ,୨୯।୧୧ : ଫ୍ଲାଇଙ୍ଗ ଫ୍ଲାଇଟରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡା ଏତେ ହୋଇଗଲା ଯେ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଏହି ବିମାନ ବ୍ୟାଙ୍କକକୁ ଯାଉଥିଲା, କିନ୍ତୁ ସେମାନଙ୍କ କଳି ଯୋଗୁ ଏହାକୁ ଅବତରଣ ପାଇଁ ଦିଲ୍ଲୀକୁ ଫେରାଇ ଅଣାଯାଇଥିଲା।...

ମମତା ଦିଦିଙ୍କ ସମୟ ସମାପ୍ତ, ୨୦୨୪ରେ ପଶ୍ଚିମବଙ୍ଗରେ ଭାଜପା ଗଠନ କରିବ ସରକାର: ଶାହା

କୋଲକାତା,୨୯।୧୧: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏକ ବୈଠକକୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସମ୍ବୋଧିତ କରୁଛନ୍ତି। ଏହି ସମୟରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମମତା ଦିଦିଙ୍କ ସମୟ ସମାପ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri