ଜାତୀୟ

ମମତା ଦିଦିଙ୍କ ସମୟ ସମାପ୍ତ, ୨୦୨୪ରେ ପଶ୍ଚିମବଙ୍ଗରେ ଭାଜପା ଗଠନ କରିବ ସରକାର: ଶାହା

କୋଲକାତା,୨୯।୧୧: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏକ ବୈଠକକୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସମ୍ବୋଧିତ କରୁଛନ୍ତି। ଏହି ସମୟରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମମତା ଦିଦିଙ୍କ ସମୟ ସମାପ୍ତ...

ଗୁରୁବାର ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୩୦ ଅର୍ଥାତ୍‌ ଗୁରୁବାର ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନୂତନ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂତନ ଭାବେ ନିଯୁକ୍ତ ସରକାରୀ କର୍ମଚାରୀଙ୍କୁ...

ଚାଇନାରେ ବ୍ୟାପିଥିବା ଅଜଣା ରୋଗକୁ ନେଇ ହରିୟାଣାରୁ ତାମିଲନାଡୁ ଯାଏଁ ଆଲର୍ଟ ଜାରି, କୋଭିଡ ପ୍ରୋଟକଲ ଲାଗୁ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯।୧୧: ଚାଇନାର ପିଲାଙ୍କୁ ବ୍ୟାପିଥିବା ଭାଇରାଲ ଜ୍ୱର ଓ ନିମୋନିଆ ଭାରତ ସରକାରଙ୍କର ମୁଣ୍ଡବିନ୍ଧା ବଢାଇଛି। ସରକାର କେତେକ ରାଜ୍ୟରେ ଆଲର୍ଟ ଜାରି କରିଛନ୍ତି। ଏନେଇ ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗକୁ ଆଡଭାଇଜରି ଜାରି କରିଛନ୍ତି। ମହରାଷ୍ଟ୍ର ସରକାର ରାଜ୍ୟରେ...

କୋବି ପାଇଁ ମର୍ଡର! ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ପାଟନା,୨୯।୧୧: ବିହାରର ମୋତିହାରି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। କୋବିକୁ ନେଇ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୋତିହାରିରର ଦୁଲମା ପଞ୍ଚାୟତର ଓ୍ବାର୍ଡ-୯ର ଏହି ଘଟଣା ସମସ୍ତଙ୍କୁ ଥରାଇ ଦେଇଛି। ଦୁଲମା ବାରାପାକଡ ଗ୍ରାମ ନିବାସୀ ୫୫ବର୍ଷିୟ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ଶ୍ରମିକ, କହିଲେ ଟନେଲ ଭିତରେ ଯୋଗ କରୁଥିଲୁ…

ନୂଆଦିଲ୍ଲୀ,୨୯।୧୧: ଉତ୍ତରାଖଣ୍ଡର ଉତ୍ତରକାଶୀ ନିର୍ମାଣଧୀନ ଟନେଲରୁ ଉଦ୍ଧାର ହୋଇଛନ୍ତି ୪୧ଶ୍ରମିକ। ୪୧ଶ୍ରମିକଙ୍କୁ ବାହାର କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସେମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏହି ସମୟରେ ଜଣେ ଶ୍ରମିକ କହିଛନ୍ତି, ନିଜ ମନୋବଳ ଓ ଧର୍ଯ୍ୟ...

ମସଜିଦରୁ ଲାଉଡସ୍ପିକର ହଟାଇବା ମାମଲା: ମନ୍ଦିରରୁ ବି ସୃଷ୍ଟି ହେଉଛି ଉଚ୍ଚ ଶବ୍ଦ, ଆଜାନରୁ ହେଉନି ଶବ୍ଦ ପ୍ରଦୂଷଣ,କହିଲେ ହାଇକୋର୍ଟ…

ଅହମଦାବାଦ,୨୯।୧୧ : ମସଜିଦରେ ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ କରାଯାଇଥିବାଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଛନ୍ତି। ମସଜିଦରୁ ଆଜାନ ପାଇଁ ଲାଉଡ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟରେ ଏକ ଜନସ୍ବାର୍ଥ ମାମଲା(ପିଆଇଏଲ) ଦାଖଲ କରାଯାଇଥିଲା। କୋର୍ଟ...

ବିବାହ ସିଜିନରେ ନୂଆ ରେକର୍ଡ କଲା ସୁନା ଦର, ୬୭ହଜାର ଛୁଇଁବ…

ନୂଆଦିଲ୍ଲୀ,୨୯।୧୧:ଆସିଛି ବିବାହ ଋତୁ। ଏହି ସିଜନରେ ବେଶୀ କିଣା ହୁଏ ସୁନାରୁପା ଅଳଙ୍କାର। କିନ୍ତୁ ବିବାହ ଋତୁକୁ ଦୃଷ୍ଟିରେ ରଖି ଦୁଇ ସପ୍ତାହ ହେଲାଣି ରେକର୍ଡ ଛୁଇଁଛି ସୁନା ଦର। ପ୍ରଥମ ଥର ପାଇଁ ସୁନା ଦର ୬୨ହଜାର ପାର୍‌...

ମୋଦିଙ୍କୁ ଦିବ୍ୟାଙ୍ଗ ଛାତ୍ରୀଙ୍କ ଚିଠି, ସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରି ଦିଅନ୍ତୁ, ଝୁଣ୍ଟି ପଡି ହେଉଛି ଖଣ୍ଡିଆ ଖାବରା…

ନୂଆଦିଲ୍ଲୀ,୨୯।୧୧ : ଜମ୍ମୁ-କଶ୍ମୀରର କାଠୁଆର ଜଣେ ସ୍କୁଲ ଛାତ୍ର ସିରାଟ ନାଜଙ୍କ ପଦାଙ୍କ ଅନୁସରଣ କରି ଉଦାମପୁର ଜିଲାର ଜଣେ ଭିନ୍ନକ୍ଷମ ଝିଅ ଦେଶର ସବୁଠାରୁ ଶକ୍ତିଶାଳୀ ନେତାଙ୍କୁ ଏକ ବିଶେଷ ଅନୁରୋଧ କରିଛନ୍ତି। ଆମେ ଆପଣଙ୍କୁ କହିବୁ କାଠୁଆର...

ଭିଆଇପି ଭଳି ନ ହୋଇ ସାଧାରଣ ଲୋକଙ୍କୁ ଜଣାଅ ସରକାରଙ୍କ ସଫଳତା: ମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦି…

ନୂଆଦିଲ୍ଲୀ,୨୯।୧୧ : ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସମେତ ୫ ଟି ରାଜ୍ୟର ନିର୍ବାଚନ ଶେଷ ହେବାକୁ ଯାଉଛି ଏବଂ ଏହି ରାଜ୍ୟଗୁଡିକର ଫଳାଫଳ ୩ ଡିସେମ୍ବରରେ ଆସିବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ଲୋକସଭା ନିର୍ବାଚନ ପାଇଁ...

ଆୟର୍ଲାଣ୍ଡରେ ସବୁଠୁ ଅଧିକ ଦରମା ପାଉଛନ୍ତି ଭାରତୀୟ ମହିଳା, ଆୟର୍ଲାଣ୍ଡର ମହିଳା ଅଛନ୍ତି ପଛରେ…

ଡବଲିନ,୨୯।୧୧: ଅଧିକ ଦରମା ପାଇବା ପାଇଁ ଭାରୀୟମାନେ ଦେଶ ବାହାରକୁ ଯାଉଛନ୍ତି। କେବଳ ପୁରୁଷ ନୁହେଁ ମହିଳମାନେ ମଧ୍ୟ ଦେଶ ବାହାରକୁ ଯାଇ ବିଭିନ୍ନ ପ୍ରକାର ଚାକିରି କରୁଛନ୍ତି। ତେବେ ନିକଟରେ ଏକ ରିପୋର୍ଟରୁ ଜଣାପଡିଛି କି, ଭାରତୀୟ କାର୍ଯ୍ୟରତ...

ଟନେଲ ରେସକ୍ୟୁ ନେଇ ହେବ ମିଶନ ସୁଡଙ୍ଗ ଫିଲ୍ମ, ମୁଖ୍ୟ ଭୁମିକାରେ ଏହି ଅଭିନେତା…

ମୁମ୍ବାଇ,୨୯।୧୧ : ଉତ୍ତରାଖଣ୍ଡର ସିଲ୍କିରା-ଡାଣ୍ଡାଲଗାଓଁ ଟନେଲରେ ଉଦ୍ଧାର କାର୍ଯ୍ୟର ସଫଳତା ପରେ ଏହାକୁ ନେଇ ଫିଲ୍ମ ନିର୍ମାଣ କରିବା ଯୋଜନା ଆରମ୍ଭ ହୋଇଛି। ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ ଏହି ଉଦ୍ଧାର କାର୍ଯ୍ୟରେ ଖୁବ ଶୀଘ୍ର ଏକ ଫିଲ୍ମ ନିର୍ମାଣ...

ଭାରତ ଗୌରବ ଏକ୍ସପ୍ରେସରେ ୮୦ ଯାତ୍ରୀ ଗୁରୁତର: ବିଷାକ୍ତ ଖାଦ୍ୟ ଦିଆଯାଇଥିବା ଆଶଙ୍କା…

ପୁଣେ,୨୯।୧୧ : ମହାରାଷ୍ଟ୍ରର ପୁଣେ ରେଳ ଷ୍ଟେଶନରୁ ବଡ ଖବର ଆସିଛି। ଚେନ୍ନାଇରୁ ପୁଣେକୁ ଆସୁଥିବା ଭାରତ ଗୌରବ ଟ୍ରେନର ୮୦ ଯାତ୍ରୀଙ୍କ ସ୍ବାସ୍ଥ୍ୟ ହଠାତ ଖରାପ ହୋଇଯାଇଛି। ଏଭଳି ପରିସ୍ଥିତିରେ ଟ୍ରେନ ପୁଣେରେ ପହଞ୍ଚିବା ମାତ୍ରେ ସମସ୍ତ ଯାତ୍ରୀଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri