ଜାତୀୟ

ସୁଡ଼ଙ୍ଗ ଉପରୁ ଖନନ ଆରମ୍ଭ

ନୂଆଦିଲ୍ଲୀ,୨୭ା୧୧: ଉତ୍ତରାଖଣ୍ଡରେ ଭୁଶୁଡ଼ି ପଡ଼ିଥିବା ସିଲ୍‌କ୍ୟାରା ଟନେଲରେ ୪୧ ଶ୍ରମିକ ୧୫ ଦିନ ହେଲା ଫସିରହିଥିବାବେଳେ ସେମାନଙ୍କୁ ବାହାର କରିବା ପାଇଁ ଏତେଦିନ ହେଲା ଚାଲିଥିବା ସମାନ୍ତରାଳ ଖନନ ଫଳପ୍ରଦ ହୋଇପାରି ନାହିଁ। ଫଳରେ ରବିବାରଠାରୁ ପାହାଡ଼ ଉପରୁ ଖନନ...

ଚଣ୍ଡିଗଡ଼ ଅଭିମୁଖେ ବିଶାଳ ଚାଷୀ ରାଲି

ଚଣ୍ଡିଗଡ଼,୨୭ା୧୧: କୃଷି ଆଇନ ବିରୋଧରେ ନୂଆଦିଲ୍ଲୀରେ ଚାଷୀ ଆନ୍ଦୋଳନର ତୃତୀୟ ବାର୍ଷିକୀ ଅବସରରେ ଚଣ୍ଡିଗଡ଼ରେ ବିଶାଳ ବିକ୍ଷୋଭ ହେବାକୁ ଯାଉଛି। ପଞ୍ଜାବ ଓ ହରିୟାଣାରୁ ବହୁସଂଖ୍ୟାରେ ଚାଷୀ ଏହି ୩ ଦିନିଆ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦିଲ୍ଲୀ ଆନ୍ଦୋଳନ ସମୟରେ...

ସୁଡ଼ଙ୍ଗ ଉପରୁ ଆରମ୍ଭ ହେଲା ଖନନ କାର୍ଯ୍ୟ

ନୂଆଦିଲ୍ଲୀ,୨୬ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଥିବା ସିଲ୍‌କ୍ୟାରା ଟନେଲରେ ୪୧ ଶ୍ରମିକ ୧୫ ଦିନ ହେଲା ଫସି ରହିଛନ୍ତି। ହେଲେ ସେମାନଙ୍କୁ ବାହାର କରିବା ଫଳପ୍ରଦ ହୋଇପାରି ନାହିଁ। ଫଳରେ ରବିବାରଠାରୁ ପାହାଡ଼ ଉପରୁ ଖନନ ଆରମ୍ଭ ହୋଇଛି। ଉପରୁ...

କେବଳ ହେଲମେଟ ଲଗାଇ ନ ଥିଲେ ନୁହେଁ ଏଇ ଛୋଟିଆ ଭୁଲ ପାଇଁ ବି କଟିପାରେ ଚାଲାଣ!

ନୂଆଦିଲ୍ଲୀ,୨୬।୧୧: ଅନେକ ଥର, ସଠିକ ସୂଚନାର ଅଭାବ ହେତୁ, ଲୋକଙ୍କୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡେ ଏବଂ ସେମାନଙ୍କ ପକେଟକୁ ଏହା ଖୁବ ଧକ୍କା ଦିଏ ଠିକ ଯେପରି ଅନେକ ବାଇକ ଆରୋହୀ ହେଲମେଟ ପିନ୍ଧିବା ପରେ ଭାବନ୍ତି ଯେ...

ମଲ୍ଲିକାର୍ଜ୍ଜୁନ ରବର ଷ୍ଟାମ୍ପ ପାର୍ଟି ଅଧ୍ୟକ୍ଷ: ଅମିତ ମାଲବିୟ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ଜନତା ପାର୍ଟି (ଭାଜପା) ଆଇଟି ବିଭାଗର ଦାୟିତ୍ୱରେ ଥିବା ଅମିତ ମାଲବିୟ ଅଭିଯୋଗ କରିଛନ୍ତି ଯେ ମଲ୍ଲିକାର୍ଜୁନ ଖାର୍ଗେ ଜଣେ ଦଲିତ ହୋଇଥିବାରୁ ତାଙ୍କୁ ଅପମାନିତ କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ତାଙ୍କର ଏକ...

ଦେଶର ନାଗରିକ କୋର୍ଟ ଆସିବାକୁ ଭୟ କରିବାର ଆବଶ୍ୟକତା ନାହିଁ: ସିଜେଆଇ

ନୂଆଦିଲ୍ଲୀ,୨୬।୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି ଓ୍ବାଇ ଚନ୍ଦ୍ରଚୁଡ ରବିବାର କହିଛନ୍ତି ଯେ ସୁପ୍ରିମକୋର୍ଟ ଏକ ‘ଲୋକ ଅଦାଲତ’ ଭାବରେ କାର୍ଯ୍ୟ କରିଛନ୍ତି। ଦେଶର ନାଗରିକମାନେ କୋର୍ଟକୁ ଯିବାକୁ ଭୟ କରିବା ଉଚିତ ନୁହେଁ କିମ୍ବା ଏହାକୁ ଶେଷ...

ମୋଦିଙ୍କ ରାଲିରେ ଅସମ୍ଭାଳ ଭିଡ଼: ଖମ୍ବ ଉପରେ ଚଢ଼ିଗଲେ ଲୋକେ, ପ୍ରଧାନମନ୍ତ୍ରୀ କହିଲେ…

ହାଇଦ୍ରାବାଦ୍‌,୨୬।୧୧: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଭାଜପାର ଷ୍ଟାର ପ୍ରଚାରକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଲି କରୁଛନ୍ତି। ରବିବାର ତେଲଙ୍ଗାନାର ନିର୍ମଲ ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ରାଲିରେ କିଛି ଲୋକ ଖମ୍ବ ଉପରକୁ ଚଢ଼ିଯାଇଥିଲେ। ଏହା ଦେଖି ପ୍ରଧାନମନ୍ତ୍ରୀ...

ଆମ ଯବାନ ଶହୀଦ ହେଉଛନ୍ତି, ସେପଟେ ପ୍ରଧାନମନ୍ତ୍ରୀ କରୁଛନ୍ତି ଜେଟ୍‌ ବିମାନ ଟ୍ରାଏଲ: ଓଓ୍ବାଇସି

ନୂଆଦିଲ୍ଲୀ,୨୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଜସ୍‌ ବିମାନ ଟ୍ରାଏଲ୍‌ କରିବାକୁ ନେଇ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଓଓ୍ବାଇସି ତାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଗୋଟିଏ ପଟେ ଆମ ଯବାନ ଶହୀଦ ହେଉଛନ୍ତି, ଅନ୍ୟପଟେ ପ୍ରଧାନମନ୍ତ୍ରୀ ଜେଟ୍‌ ବିମାନ ଟ୍ରାଏଲ...

କଂଗ୍ରେସ-ବିଆରଏସ ପରିବାରବାଦର ସବୁଠାରୁ ବଡ ପ୍ରତୀକ: ମୋଦି

ହାଇଦ୍ରାବାଦ୍‌,୧୨୬।୧୧: ନଭେମ୍ବର ୩୦ରେ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏହାପୂର୍ବରୁ ଏଠାରେ ଭାଜପା ଜୋରଦାର ପ୍ରଚାର କରୁଛି। ଭାଜପାର ସାଧାରଣ ସଭାରେ ସମ୍ବୋଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମେଡକ ଏବଂ ଟୁପ୍ରାନରେ ପହଞ୍ଚିଥିଲେ। ସେ...

କେସିଆର୍‌ ଯେଉଁ ସ୍କୁଲରେ ପାଠ ପଢିଛନ୍ତି, ତାହା କଂଗ୍ରେସ ତିଆରି କରିଛି: ରାହୁଲ ଗାନ୍ଧୀ

ହାଇଦ୍ରାବାଦ୍‌,୨୬।୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଏହି ସମୟରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ରବିବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ବିଆରଏସ ମୁଖ୍ୟ କେସିଆରଙ୍କୁ ଟାର୍ଗେଟ କରିଛନ୍ତି। କେସିଆର୍‌ ଏକ ରାଲିରେ ପଚାରିଥିଲେ ତେଲେଙ୍ଗାନାରେ କଂଗ୍ରେସ କ’ଣ...

ସିସୋଡିଆଙ୍କୁ ମନେପକାଇଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୬।୧୧: ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ପ୍ରତିଷ୍ଠା ଦିବସରେ ଦଳର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଦିଲ୍ଲୀର ପୂର୍ବତନ ଉମମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ମନେ ପକାଇଛନ୍ତି। ଦଳର ପ୍ରତିଷ୍ଠା ଦିବସରେ ସେ ପ୍ରଥମ ଥର ପାଇଁ ଆମ ସହ ନାହାଁନ୍ତି ବୋଲି କେଜ୍‌ରିଓ୍ବାଲ୍‌...

ଚାଇନାରେ ରହସ୍ୟମୟ ରୋଗରେ ପୀଡିତ ହେଉଛନ୍ତି ଲୋକେ, ରାଜ୍ୟ ମାନଙ୍କୁ ସତର୍କ ରହିବାକୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬।୧୧: ଚାଇନାରେ ବୟସ୍କଙ୍କ ଠାରୁ ଆରମ୍ଭ କରି ଶିଶୁ ମାନଙ୍କୁ ମାଇକୋପ୍ଲାଜମା ନିମୋନିଆ ଏବଂ ଇନ୍‌ଫ୍ଲୁଏଞ୍ଜା ଫ୍ଲୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ମଧ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛି ଏବଂ ଚାଇନାଠାରୁ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri