ଜାତୀୟ

ଜାପାନରେ ଗୁଜରାଟର ମୁଖ୍ୟମନ୍ତ୍ରୀ

ଟୋକିଓ,୨୬ା୧୧: ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ଜାପାନରେ ପହଞ୍ଚିଛନ୍ତି। ଟୋକିଓ ବିମାନବନ୍ଦରରେ ପଟେଲଙ୍କୁ ଜାପାନରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ସ୍ବାଗତ କରିଥିଲେ। ଭୂପେନ୍ଦ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସାମିଲ ଯୋଗ ଦେବେ। ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀ ପୂର୍ବରୁ...

“ଏହା ଆବଶ୍ୟକ କି?”: ଡେଷ୍ଟିନେସନ୍ ୱେଡିଂକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୨୬।୧୧: ଦେଶରେ ଏବେ ବିବାହ ଋତୁ ଆରମ୍ଭ ହେଉଥିବା ବେଳେ ଦେଶରେ କିଛି ବଡ଼ ଧନୀ ପରିବାର ବିଦେଶରେ ଧୁମଧାମରେ ସେମାନଙ୍କର ଡେଷ୍ଟିନେସନ୍ ୱେଡିଂ କରୁଛନ୍ତି। ତେବେ ରବିବାର ପ୍ରଧାନମନ୍ତ୍ରୀ ତାଙ୍କର ମାସିକିଆ ‘ମନ୍ କି ବାତ’ କାର୍ଯ୍ୟକ୍ରମରେ ଡେଷ୍ଟିନେସନ୍...

ଉତ୍ତରକାଶୀ ସୁଡ଼ଙ୍ଗ ଉଦ୍ଧାରକାର୍ଯ୍ୟ: ଫେଲ୍ ମାରିଲା ମେଶିନ, ଦାୟିତ୍ୱ ନେଲା ସେନା

ଉତ୍ତରକାଶୀ,୨୬।୧୧: ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ସୁଡ଼ଙ୍ଗରେ ଗତ ୧୨ ତାରିଖରୁ ଫସି ରହିଥିବା ୪୧ ଶ୍ରମିକ କେବେ ବାହାରର ଆଲୋକ ଦେଖିବେ, ତାହା କହିହେଉ ନାହିଁ। ଖନନ କାର୍ଯ୍ୟରେ ନିୟୋଜିତ ଆମେରିକାର ଓଜନଦାର ମେଶିନ୍‌ର ଡ୍ରିଲିଂ ଯନ୍ତ୍ରାଂଶ ଫେଲ୍ ମାରିବା ପରେ...

ସୁଡ଼ଙ୍ଗ ତଳେ ଜୀବନ: ଏବେ ଉପରୁ ୮୬ ମିଟର ଖୋଳିବା ବିକଳ୍ପ ଉପରେ ଭରସା

ଉତ୍ତରକାଶୀ,୨୬।୧୧: ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ସୁଡ଼ଙ୍ଗରେ ଗତ ୧୨ ତାରିଖରୁ ଫସି ରହିଥିବା ୪୧ ଶ୍ରମିକ କେବେ ବାହାରର ଆଲୋକ ଦେଖିବେ, ତାହା କହିହେଉ ନାହିଁ। ଖନନ କାର୍ଯ୍ୟରେ ନିୟୋଜିତ ଆମେରିକାର ଓଜନଦାର ମେଶିନ୍‌ର ଡ୍ରିଲିଂ ଯନ୍ତ୍ରାଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।...

ମୁମ୍ବାଇ ଆକ୍ରମଣକୁ କେବେ ଭୁଲିପାରିବୁ ନାହିଁ: ମୋଦି

ନୂଆଦିଲ୍ଲୀ,୨୬ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ‘ମନ୍‌ କି ବାତ୍‌’ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ମନେ ପକାଇ ଏହାକୁ ଭାରତର ସବୁଠାରୁ ଘୃଣ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ନଭେମ୍ବର ୨୬ କୁ ଆମେ...

‘ଭାରତ ଆମ ଯନ୍ତ୍ରଣାକୁ ନିଜର ଭାବିଛି’

ଜେରୁଜେଲମ୍‌,୨୬ା୧୧: ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଥିବା ଜଣେ ଇସ୍ରାଏଲୀ ଶିଶୁଙ୍କ ଜେଜେବାପା ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୧୫ ବର୍ଷ ପୂର୍ବେ ଆମ ସହିତ କ’ଣ ଘଟିଥିଲା ତାହା ଭାରତ ବେଶ୍‌ ଭଲ ଭାବେ...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ୭ ପଞ୍ଜାବ ପୋଲିସ ନିଲମ୍ବିତ

ନୂଆଦିଲ୍ଲୀ,୨୬।୧୧: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପାଇଁ ୭ ପଞ୍ଜାବ ପୋଲିସକର୍ମୀ ନିଲମ୍ବିତ ହୋଇଛନ୍ତି। ଗତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷାରେ ଉଲଂଘନ ହୋଇଥିଲା। ନିଲମ୍ବିତ ହୋଇଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜିଲାର ତତ୍କାଳୀନ ଏସପି ଏବଂ ଦୁଇ ସିଏସପି...

‘ମୋୟେ ମୋୟେ’ ଗୀତରେ ଭିଡିଓ କଲେ ଦିଲ୍ଲୀ ଓ ପଶ୍ଚିମବଙ୍ଗ ପୋଲିସ, ଭାଇରାଲ ହେଉଛି ମଜାଦାର ଭିଡିଓ

ନୂଆଦିଲ୍ଲୀ,୨୬।୧୧: କିଛିଦିନ ଧରି ସୋସିଆଲ ମିଡିଆରେ ଏକ ମଜାଦାର ଟ୍ୟୁନ ଟ୍ରେଣ୍ଡ କରୁଛି। ତାହା ହେଉଛି ‘ମୋୟେ ମୋୟେ’। ୟୁଜର୍ସ ଏହି ଗୀତରେ ମଜାଦାର ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ବର୍ତ୍ତମାନ ଦିଲ୍ଲୀ ଓ ପଶ୍ଚିମବଙ୍ଗର ପୋଲି...

୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ: ଉଦୟ ସାହାରନ ଭାରତ ଅଧିନାୟକ

ମୁମ୍ବାଇ, ୨୬।୧୧(ପି.ଟି.):ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏସିଆନ କ୍ରିକେଟ କାଉନ୍‌ସିଲ (ଏସିସି) ୧୯ ବର୍ଷରୁ କମ୍‌ ପୁରୁଷ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଡିସେମ୍ବର ୮ରୁ ଖେଳାଯିବ। ଉଦୀୟମାନ ବ୍ୟାଟର ଉଦୟ ସାହାରନଙ୍କୁ ଗତଥରର ଚାମ୍ପିୟନ ଭାରତୀୟ ଦଳର ଅଧିନାୟକ...

୨୬/୧୧ ମୁମ୍ବାଇ ଆକ୍ରମଣ: ସାକ୍ଷୀ ଦେଇଥିଲି ବୋଲି ପଢିବାକୁ ମିଳି ନ ଥିଲା ସ୍କୁଲ

ନୂଆଦିଲ୍ଲୀ,୨୬।୧୧: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୫ବର୍ଷ। ସମୟ ବିତିଥିଲେ ବି କ୍ଷତ ଶୁଖିନି। କ୍ଷତ ଆଉ କ୍ଷତି ଦୁଇଗୁଣା ବଢିଛି। ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ଜଣଙ୍କ ହତ୍ୟା କରାଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ...

୨୬/୧୧ ମୁମ୍ବାଇ ଆକ୍ରମଣ: ଆଜିବି ଲିଭିନି କ୍ଷତିର ଦାଗ, ଭୁଶୁଡି ପଡିଥିଲା ମୁମ୍ବାଇର ଅର୍ଥନୀତି

ନୂଆଦିଲ୍ଲୀ,୨୬।୧୧: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ଭାରତର ସୁରକ୍ଷା ଚିନ୍ତା ବଢ଼ାଇଥିଲା। ପାକିସ୍ତାନରୁ ସମୁଦ୍ର ପଥରେ ଆସିଥିବା ଆତଙ୍କବାଦୀ ଏକସଙ୍ଗେ ମୁମ୍ବାଇ ମହାନଗରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ୧୬୬ ଜଣଙ୍କୁ ହତ୍ୟା କରିବା ସହ ଅନେକେ ଆହତ...

ସମ୍ବିଧାନ ପ୍ରତି ନାଗରିକଙ୍କ ପ୍ରତିବଦ୍ଧତା

ଭାରତୀୟ ଜନସାଧାରଣଙ୍କ ମୌଳିକ ଅଧିକାରର ସୁରକ୍ଷା କ୍ଷେତ୍ରରେ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସମ୍ବିଧାନ ମୌଳିକ ଅଧିକାରକୁ ସୁନିଶ୍ଚିତ କରେ। ଏହା ମୌଳିକ ଅଧିକାରର ସୁରକ୍ଷା କବଚ ପାଲଟି ଥାଏ। ୨୬ ନଭେମ୍ବର ୧୯୪୯ରେ, ଭାରତର ସମ୍ବିଧାନକୁ ଗ୍ରହଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri