ଜାତୀୟ

ତାଲିବାନ ଦେଖାଇଲା ନିଜର ଅସଲି ରୂପ: ସ୍ଥାୟୀ ଭାବେ ବନ୍ଦ କଲା ଭାରତରେ ଦୂତାବାସ…

ନୂଆଦିଲ୍ଲୀ,୨୪।୧୧ : ଆଫଗାନିସ୍ତାନର ଶାସକ ତାଲିବାନ ନିଜର ଅସଲି ରୂପ ଦେଖାଇଛି। ତାଲିବାନ ଘୋଷଣା କରିଛି ଏହା ନୂଆଦିଲ୍ଲୀରେ ଥିବା ଦୂତାବାସକୁ ସବୁଦିନ ପାଇଁ ବନ୍ଦ କରି ଦେଇଛି। ଆଫଗାନିସ୍ତାନର କୂଟନୈତିକ ମିଶନ ପକ୍ଷରୁ ବିବୃତ୍ତି ଜାରି କରି ଏହି...

ଘରକୁ ପଠାଗଲା ୫ ଶହୀଦଙ୍କ ପାର୍ଥିବ ଶରୀର, ହସ୍ପିଟାଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ…

ଶ୍ରୀନଗର,୨୪।୧୧ : ଜମ୍ମୁ-କଶ୍ମୀରର ରାଜୌରୀ ଜିଲାର ବାଜିମାଲ ଅଞ୍ଚଳର ଧରାମସାଲରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ୨୪ ଘଣ୍ଟିଆ ମୁକାବିଲା ଶେଷ ହୋଇଛି। ଏହି ଏନକାଉଣ୍ଟରରେ ଭାରତୀୟ ସୈନିକମାନେ ଲଶ୍କର-ଇ-ତୋଏବାର ଦୁଇ ଭୟଭୀତ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। କିନ୍ତୁ...

୨୦୨୪ ଲୋକସଭା ନିର୍ବାଚନ ଜିତିବା ଲାଗି ଭାଜପାର ମାଷ୍ଟର ପ୍ଲାନ, କିପରି ହେବ ଏହା ସମ୍ଭବ ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୧୧ : ଦେଶରେ ୨୦୨୪ ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ କେନ୍ଦ୍ରର ଶାସକ ଦଳ ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରତିପକ୍ଷଙ୍କୁ ପରାସ୍ତ କରିବାକୁ ଏକ ବଡ...

ନୂଆଦିଲ୍ଲୀରେ ଥିବା ଆଫଗାନିସ୍ତାନ ଦୂତାବାସ ସବୁଦିନ ପାଇଁ ବନ୍ଦ

କାବୁଲ/ନୂଆଦିଲ୍ଲୀ,୨୪।୧୧: ନୂଆଦିଲ୍ଲୀରେ ଥିବା ଆଫଗାନିସ୍ତାନ ଦୂତାବାସ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି। ଏନେଇ ଆଫଗାନିସ୍ତାନ କୂଟନୈତିକ ମିଶନ ପକ୍ଷରୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ ନୂଆଦିଲ୍ଲୀରେ ଦୂତାବାସ ବନ୍ଦ କରିବାକୁ ସେମାନଙ୍କର ନିଷ୍ପତ୍ତି ନଭେମ୍ବର ୨୩, ୨୦୨୩ରୁ କାର୍ଯ୍ୟକାରୀ...

ପୁଣି ଅଟକିଲା ଉଦ୍ଧାର କାର୍ଯ୍ୟ

ଉତ୍ତରକାଶୀ,୨୪ା୧୧:ଉତ୍ତରାଖଣ୍ଡରେ ଭୁଶୁଡ଼ିଥିବା ସିଲ୍‌କ୍ୟାରା ଟନେଲରେ ଉଦ୍ଧାର କାର୍ଯ୍ୟକୁ ଗୁରୁବାର ପୁଣିଥରେ ସ୍ଥଗିତ ରଖାଯାଇଛି। ସୁଡ଼ଙ୍ଗ ଖନନ କାର୍ଯ୍ୟରେ ନିୟୋଜିତ ମେଶିନ୍‌ ଯେଉଁଠାରେ ରଖାଯାଇଥିଲା, ଉକ୍ତ ସ୍ଥାନରେ କେତେକ ଫାଟ ଦେଖାଦେଇଛି। ଫଳରେ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ଲାଗି...

ରାହୁଲ ଜଣେ ଯୋଦ୍ଧା, କାହାକୁ ଭୟ କରିବେ ନାହିଁ: ସୁପ୍ରିୟା

ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପନୌତି ବୋଲି କହି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ ଏକ ନୋଟିସ୍‌ ଜାରି କରିଛନ୍ତି। ଏହା ଉପରେ ଭାଜପା ଓ ବିରୋଧୀ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ଜାତୀୟତାବାଦୀ କଂଗ୍ରେସ...

ମୁମ୍ବାଇ ବିମାନବନ୍ଦରକୁ ବୋମା ପକାଇ ଉଡାଇ ଦେବାକୁ ମିଳିଲା ଧମକ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୨କୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। ଏହି ଧମକ ଇମେଲ ମାଧ୍ୟମରେ ଦିଆଯାଇଛି। ଏଥିରେ ୪୮ ଘଣ୍ଟା ମଧ୍ୟରେ ବିଟକଏନରେ ଏକ ମିଲିୟନ...

ଡିକେ ଶିବକୁମାରଙ୍କ ବିରାଧରେ ସିବିଆଇ ଯାଞ୍ଚ ରଦ୍ଦ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୩।୧୧: କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ବିରୋଧରେ ହୋଇଥିବା ଅନୁପଯୁକ୍ତ ସମ୍ପତ୍ତି ମାମଲାରେ ଚାଲିଥିବା ସିବିଆଇ ତଦନ୍ତକୁ ବନ୍ଦ କରିବାକୁ ରାଜ୍ୟ ସରକାର ଗୁରୁବାର ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରସ୍ତାବକୁ କର୍ନାଟକର ଗୃହ ବିଭାଗ କ୍ୟାବିନେଟକୁ ଉପସ୍ଥାପନ...

ରଶ୍ମିକା ମନ୍ଦାନା ଡିପଫେକ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ/ମୁମ୍ବାଇ,୨୩।୧୧: ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଡିପଫେକ ଭିଡିଓ ବିଷୟରେ ଦିଲ୍ଲୀ ପୋଲିସ କହିଛି ଯେ ଏହି ଭିଡିଓ ସହ ଜଡିତ ମାମଲାର ତଦନ୍ତରେ ସେମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି ଏବଂ ବୈଷୟିକ ବିଶ୍ଳେଷଣ ମାଧ୍ୟମରେ ଏହାର ଯାଞ୍ଚ କରାଯାଉଛି। ବୈଷୟିକ...

ରାହୁଲ ଗାନ୍ଧୀଙ୍କ ‘ପନୌତି’ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ଶାମି

ନୂଆଦିଲ୍ଲୀ,୨୩।୧୧: ବିଶ୍ୱକପ ୨୦୨୩ରେ ମହମ୍ମଦ ଶାମି ସର୍ବାଧିକ ୱିକେଟ ନେଇ ରେକର୍ଡ କରିଥିଲେ। ସେ ମାତ୍ର ୭ ଟି ମ୍ୟାଚରେ ୨୪ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ସେ ଫାଇନାଲରେ ୧ଟି ୱିକେଟ ନେଇଥିଲେ। ବିଶ୍ୱକପର ଫାଇନାଲ ମ୍ୟାଚ ଦେଖିବା...

ତେଲଙ୍ଗାନାରେ ଭାଜପା କ୍ଷମତାକୁ ଆସିଲେ ୩୦ ମିନିଟ୍‌ରେ ହାଇଦ୍ରାବାଦର ନାମ ପରିବର୍ତ୍ତନ କରାଯିବ

ହାଇଦ୍ରାବାଦ,୨୩ା୧୧: ତେଲଙ୍ଗାନାରେ ଭାଜପା କ୍ଷମତାକୁ ଆସିଲେ ୩୦ ମିନିଟ୍‌ ମଧ୍ୟରେ ହାଇଦ୍ରାବାଦକୁ ‘ଭାଗ୍ୟନଗର’ ଭାବେ ନାମିତ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରକାଶ କରିଛନ୍ତି ଚାର୍‌ମିନାରଠାରେ ଭାଜପାର ଏକ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା...

ଯୁକ୍ତ ୨ରେ ବାୟୋଲୋଜି ରଖି ନ ଥିଲେ ମଧ୍ୟ ପଢିପାରିବେ ଡାକ୍ତରୀ, NMC ଆଣିଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ,୨୩।୧୧: ଜାତୀୟ ମେଡିକାଲ କମିଶନ (NMC) ଆଣିଲା ନୂଆ ଗାଇଡଲାଇନ। ଦ୍ୱାଦଶ ଶ୍ରେଣୀରେ ଯେକୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ବାୟୋଲୋଜି କିମ୍ବା ବାୟୋଟେକ୍ନୋଲୋଜିକୁ ଅତିରିକ୍ତ ବିଷୟ ରଖି ପାସ କରିଥିଲେ ଡାକ୍ତରୀ ପଢ଼ି ପାରିବେ। ଏନଏମସି ପକ୍ଷରୁ ଜାରି ବିଜ୍ଞପ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri