ଜାତୀୟ

କାନାଡା ନାଗରିକଙ୍କ ପାଇଁ ପୁଣି ଭିସା ସେବା ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ,୨୨।୧୧: କାନାଡା-ଭାରତ ବିବାଦ ଗତ କିଛି ମାସ ମଧ୍ୟରେ ଗମ୍ଭୀର ଦିଗକୁ ଗତି କରୁଥିବାବେଳେ ବର୍ତ୍ତମାନ କିଛିଟା ସୁଧାର ଆସିଛି। ପ୍ରାୟ ଦୁଇମାସ ପରେ କାନାଡା ନାଗରିକଙ୍କ ପାଇଁ ପୁଣି ଥରେ ଇଲେକ୍ଟ୍ରୋନିକ ଭିସା ସେବା ଆରମ୍ଭ କରିଛି ଭାରତ।...

ସ୍ବିଗି-ଜୋମାଟୋକୁ ୫୦୦-୫୦୦କୋଟି ଟଙ୍କାର ନୋଟିସ

ନୂଆଦିଲ୍ଲୀ,୨୨।୧୧: ଫାଷ୍ଟଷ୍ଟେ ଫୁଡ ଡେଲିଭରି ଆପ ଭାବେ ପରିଚିତ ସ୍ବିଗିି-ଜୋମାଟୋ। ବର୍ତ୍ତମାନ ଏହି ଦୁଇ କମ୍ପାନୀର ବିବାଦ ବଢିବାରେ ଲାଗିଛି। ନିକଟରେ ସ୍ବିଗି-ଜୋମାଟୋ ୫୦୦-୫୦୦ କୋଟି ଟଙ୍କାର ଜିଏସଟି ନୋଟିସ ପାଇଛନ୍ତି। ଅଭିଯୋଗ ହୋଇଛି କି,ସ୍ବିଗି-ଜୋମାଟୋ ଡେଲିଭରି ଫି ନାମରେ...

ନିଃସର୍ତ୍ତ କ୍ଷମା ମାଗିଲେ ଧୀରେନ୍ଦ୍ର ଶାସ୍ତ୍ରୀ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୧୧ : ଧାର୍ମିକ ପ୍ରଚାରକ ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ, ବାଗେଶ୍ୱର ନାମରେ ଜଣାଶୁଣା, ସନ୍ଥ ତୁକାରାମଙ୍କ ଉପରେ ଦେଇଥିବା ଅଭିଯୋଗ ପାଇଁ ବୁଧବାର ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି। ତାଙ୍କର ଏହି ମନ୍ତବ୍ୟ ମହାରାଷ୍ଟ୍ରର ୱାର୍କରୀ ସମ୍ପ୍ରଦାୟର ଏକ...

କେଶ ରଙ୍ଗ, ୩ ଫଟୋ ଆଉ ୩ ପ୍ରଶ୍ନରୁ ୪୦ ବର୍ଷ ପରେ ସୁପ୍ରିମକୋର୍ଟ ନକଲି ପୋଷ୍ୟପୁତ୍ରଙ୍କୁ ଧରିଲେ…

ନୂଆଦିଲ୍ଲୀ,୨୨।୧୧ : ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ୪୦ ବର୍ଷର କେସ ପରେ ଶେଷରେ ତାଙ୍କ ଜେଜେମା’ଙ୍କ ସମ୍ପତ୍ତି ଅଧିକାର ପାଇଛନ୍ତି। ଏହି ମାମଲା ଟ୍ରାଏଲ କୋର୍ଟରୁ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଚାଲିଥିଲା। ପରିଶେଷରେ ସେ ନିଜ ଜେଜେମା’ଙ୍କ...

ଗୁଗଲ ଆଣୁଛି ନୂଆ ଫିଚର୍‌ ‘କ୍ୟୁବ’, ଚିହ୍ନଟ ହେବ ସ୍କାମ ଆପ

ନୂଆଦିଲ୍ଲୀ,୨୨।୧୧:ଗୁଗଲ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ଫିଚର୍ସ। ଯାହାର ନାଁ ରହିଛି କ୍ୟୁବ୍ସ (Cubes)। ଏହି ଫିଚର ଦ୍ୱାରା ସ୍ମାର୍ଟଫୋନ, ଟାବଲେଟ ୟୁଜର ଏହାକୁ ଡାସ୍‌ବୋର୍ଡ ଭଳି ବ୍ୟବହାର କରିପାରିବେ। ଯେଉଁଠାରେ ଉପଭୋକ୍ତାମାନେ ସେମାନଙ୍କ ହ୍ୟାଣ୍ଡସେଟରେ କେତେ କ୍ୟାଟେଗୋରି...

ବିଶ୍ୱକପ୍‌ ଫାଇନାଲ ଅହମ୍ମଦାବାଦ ବଦଳରେ ଲକ୍ଷ୍ନୌରେ ଖେଳାଯାଇଥିଲେ ଭାରତ ନିଶ୍ଚୟ ଜିତିଥାନ୍ତା: ଅଖିଳେଶ

ଲକ୍ଷ୍ନୌ,୨୨।୧୧: ଆଇସିସି ବିଶ୍ୱକପ୍‌ରେ ଭାରତର ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ହେଲେ ମ୍ୟାଚ୍‌ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିକୁ ନେଇ ଅନେକ ନେତା କଟାକ୍ଷ କରୁଥିବା ଦେଖାଯାଇଛି। ଏହି କ୍ରମରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ...

ଶେୟାରଧାରକ ନୁହନ୍ତି ମାଲିକ: ସୋନିଆ-ରାହୁଲଙ୍କ ବିରୋଧରେ ଇଡି ଚଢ଼ାଉ ନେଇ ବିବାଦ ଘନେଇଲା…

ନୂଆଦିଲ୍ଲୀ,୨୨।୧୧ : ମନି ଲଣ୍ଡରିଂ ମାମଲାରେ ଆସୋସିଏଟେଡ ଜର୍ନାଲ ଲିମିଟେଡ (ଏଜେଏଲ) ଏବଂ ୟଙ୍ଗ ଇଣ୍ଡିଆନର ସମ୍ପତ୍ତିକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସଂଲଗ୍ନ କରିବା ପରେ ବିବାଦ ଆହୁରି ଘନେଇବାରେ ଲାଗିଛି। ବିରୋଧୀ ଦଳର ନେତାମାନେ କ୍ରମାଗତ ଭାବରେ ଭାଜପା...

ଟ୍ରକ-ଅଟୋ ଧକ୍କା: ୮ ଛାତ୍ର ଆହତ, ଭିଡିଓ ଭାଇରାଲ…

ହାଇଦ୍ରାବାଦ,୨୨।୧୧ : ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଏକ ଅଟୋ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସହିତ ଧକ୍କା ହୋଇଛି। ଅଟୋରେ ଯାତ୍ରା କରୁଥିବା ଆଠ ଜଣ ସ୍କୁଲ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା...

୩୮ଟି ଦାନ୍ତ ପାଇଁ ବିଶ୍ୱ ରେକର୍ଡରେ ସ୍ଥାନ ପାଇଲେ ଭାରତୀୟ ମହିଳା

ନୂଆଦିଲ୍ଲୀ,୨୨।୧୧:ସାଧାରଣ ମଣିଷର କେତୋଟି ଦାନ୍ତ ଥିବା ନେଇ ଆପଣଙ୍କୁ ପଚାରିଲେ ଏହାର ଉତ୍ତର ଆପଣ ୩୨ହିଁ ଦେବେ। କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ୩୨ ନୁହେଁ ଜଣେ ମହିଳାଙ୍କର ୩୮ଟି ଦାନ୍ତ ଅଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।...

ଦିଲ୍ଲୀ ଉପରେ ନୂଆ ବିପଦ: ୬ ମାସ ଧରି ହସ୍ପିଟାଲରେ ଅଭାବ ଏଚଆଇଭି ଟେଷ୍ଟ କିଟ୍‌…

ନୂଆଦିଲ୍ଲୀ,୨୨।୧୧ : ଜାତୀୟ ରାଜଧାନୀ ଦିଲ୍ଲୀର କେତେକ ଡାକ୍ତରଖାନା ଏବଂ ଇଣ୍ଟିଗ୍ରେଟେଡ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ଗତ ୬ ମାସ ଧରି ଏଚଆଇଭି ନିଶ୍ଚିତକରଣ ଟେଷ୍ଟ କିଟ ଅଭାବର ସମ୍ମୁଖୀନ ହୋଇଛି। ଏହି ଅଭାବ ଯେଉଁମାନେ ଏହି...

ଭାଜପା ଚକ୍ରବ୍ୟୁହରେ କଂଗ୍ରେସର ୩ ଅଭିମନ୍ୟୁ…

ଜୟପୁର,୨୨।୧୧ : ପ୍ରତି ପାଞ୍ଚ ବର୍ଷରେ ରାଜସ୍ଥାନରେ କ୍ଷମତା ପରିବର୍ତ୍ତନର ଧାରା ଦେଖାଦେଇଛି। ଏଥର ମଧ୍ୟ ଲାଗୁଛି ଏହି ପରମ୍ପରା ଜାରି ରହିବ। ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ପ୍ରଚାର ବନ୍ଦ ହେବା ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି।...

ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ, ଡାକ୍ତର-ଶିକ୍ଷକ-କନଷ୍ଟେବଳ ନିଲମ୍ବିତ…

ଶ୍ରୀନଗର,୨୨।୧୧ : ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ କଡା ପଦକ୍ଷେପ ଲାଗୁ କରିବାକୁ ଜମ୍ମୁ-କଶ୍ମୀର ସରକାର ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଜଣେ ଡାକ୍ତର, ଶିକ୍ଷକ ଏବଂ କନଷ୍ଟେବଳଙ୍କ ସମେତ ୪ ଜଣ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri