ଜାତୀୟ

କୋଭିଡ ଭ୍ୟାକ୍ସିନ ଯୋଗୁ ବଢୁଛିକି ଯୁବବର୍ଗଙ୍କ ମୃତ୍ୟୁ ହାର, ଜବାବ ଦେଲା ଆଇସିଏମଆର

ନୂଆଦିଲ୍ଲୀ,୨୧।୧୧: କୋଭିଡ -୧୯ ମହାମାରୀ ପରେ ସରକାର ଲୋକଙ୍କ ଜୀବନ ରକ୍ଷା ପାଇଁ ଏକ ବଡ଼ ଧରଣର ଟୀକାକରଣ ଅଭିଯାନ ଆରମ୍ଭ କରିଥିଲେ। ଦେଶର ଲୋକଙ୍କୁ ୨ ବିଲିୟନରୁ ଅଧିକ ଡୋଜ ଟିକା ଦିଆଯାଇଥିଲା। କିନ୍ତୁ, ଗତ ଦେଢ ବର୍ଷ...

ଏକ ଦେଶ ଏକ ନିର୍ବାଚନ ଦ୍ୱାରା ଉପକୃତ ହେବେ ଲୋକେ: ରାମନାଥ କୋବିନ୍ଦ

ନୂଆଦିଲ୍ଲୀ,୨୧।୧୧: ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଦେଶ, ଏକ ନିର୍ବାଚନ କରିବାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ସମଗ୍ର ଦେଶରେ ଏକକାଳୀନ ନିର୍ବାଚନ କରିବା ଦ୍ୱାରା ଅନେକ ସୁବିଧା ଆସିବ। ଜାତୀୟ ସ୍ବାର୍ଥରେ ଏହା ଏକ ପଦକ୍ଷେପ,...

ଗୋଲାପଜାମୁକୁ ନେଇ ମହାଭାରତ: ୨ ଗୋଷ୍ଠୀ ମଧ୍ୟରେ ଲଢେଇ, ଅନେକ ଆହତ

ଲକ୍ଷ୍ନୌ,୨୧।୧୧: ବିବାହରେ ଡିଜେ କିମ୍ବା ନୃତ୍ୟକୁ ନେଇ ଝଗଡା ବିଷୟରେ ଆପଣ ପ୍ରାୟତଃ ଶୁଣିଥିବେ, କିନ୍ତୁ ୟୁପିର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବିବାହ ସମାରୋହରେ ଗୋଲାପଜାମୁକୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି...

ଭାଜପା ଯୋଗୁ ବିଶ୍ୱକପ୍‌ରେ ଭାରତ ହାରିଲା: ଅଜୟ ରାୟ

ଲକ୍ଷ୍ନୌ,୨୧।୧୧: ୟୁପି କଂଗ୍ରେସ ସଭାପତି ଅଜୟ ରାୟ ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବିଶ୍ୱକପରେ ଭାରତର ପରାଜୟ ପାଇଁ ସେ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଭାଜପା ପୂରା...

ମଣିପୁରରେ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆକ୍ରମଣ: ଆଇଆର୍‌ବି ଯବାନଙ୍କ ସମେତ ୨ ମୃତ

ଇମ୍ଫାଲ,୨୦ା୧୧: ମଣିପୁରର କାଙ୍ଗପୋକ୍‌ପି ଜିଲାରେ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆକ୍ରମଣରେ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆର୍‌ବି)ର ଜଣେ ଯବାନ ଓ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏକ ମାରୁତି ଜିପ୍‌ସିରେ ଆଇଆର୍‌ବି ଯବାନ ଯାଉଥିବା ବେଳେ ହରାଓଥେଲ୍‌ ଏବଂ କୋବ୍‌ଶା...

ଉତ୍ତରକାଶୀ ଟନେଲ ଭିତରେ ଥିବା ସମସ୍ତ ଶ୍ରମିକ ସୁରକ୍ଷିତ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ଉତ୍ତରକାଶୀ,୨୧।୧୧: ସିଲକୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ି ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ସମୟରେ ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନଙ୍କ ପ୍ରଥମ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ସମସ୍ତ ଶ୍ରମିକ...

ଏବେ ଆରଏସଏସ୍‌ କହିଲାଣି ଆଉ ମୋଦିଙ୍କ ନାମରେ ଲଢି ହେବନାହିଁ ନିର୍ବାଚନ: ଆଲୋକ ଶର୍ମା

ଜୟପୁର,୨୧।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଛି। ଉଭୟ ଦଳ ପକ୍ଷରୁ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହି କ୍ରମରେ କଂଗ୍ରେସର ଜାତୀୟ ମୁଖପାତ୍ର ଆଲୋକ ଶର୍ମା ଉଦୟପୁର ଗସ୍ତ ସମୟରେ...

ସୀମିତ ସମୟ ପାଇଁ ଅଗ୍ରିମ ଜାମିନ ଦିଆଯାଇପାରିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ବିଚାର କ୍ଷେତ୍ର ପରିସର ବାହାରେ ଦାଏର କୌଣସି ଏତଲା ଆଧାରରେ ଗିରଫ ବ୍ୟକ୍ତିଙ୍କୁ ହାଇକୋର୍ଟ କିମ୍ବା ସେସନ୍ସ କୋର୍ଟ ସୀମିତ ସମୟ ପାଇଁ ଅଗ୍ରିମ ଜାମିନ ପ୍ରଦାନ କରିପାରିବେ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ନାଗରିକଙ୍କ ଜୀବନ ଧାରଣ ଅଧିକାର,...

୯ ଦିନ ହେଲା ଟନେଲରେ ଫସିଛନ୍ତି ଶ୍ରମିକ: ୬ ଇଞ୍ଚିଆ ପାଇପରେ ପଠାହେଲା ଖେଚୁଡ଼ି

ନୂଆଦିଲ୍ଲୀ, ୨୦ା୧୧: ଉତ୍ତରାଖଣ୍ଡରେ ଗତ ୯ ଦିନ ହେଲା ଟନେଲରେ ଫସିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି। ପୂର୍ବରୁ ପାଇପ ଯୋଗେ ୪୧ ଶ୍ରମିକ ମାନଙ୍କ ପାଇଁ ଖାଦ୍ୟ ଏବଂ ପାଣି ଦିଆଯାଉଥିବା ବେଳେ ସୋମବାର...

”ଦେଶ ପାଇଁ ଜୀବନ ଦେଇଛନ୍ତି ରାହୁଲ ଗାନ୍ଧୀ”: ମଲ୍ଲୀକାର୍ଜୁନ ଖର୍ଗେ, ଭାଜପା କହିଲା…

ରାୟପୁର, ୨୦ା୧୧: କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖର୍ଗେ ରାହୁଲ ଗାନ୍ଧୀଙ୍କ ନାଁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଭାଜପା କଂଗ୍ରେସକୁ କଟାକ୍ଷ କରି ମଜା ଉଡ଼ାଇଛି। ଖଡ଼ଗେ ରାଜୀବ ଗାନ୍ଧୀଙ୍କ ବଦଳରେ ରାହୁଲଙ୍କ ନାଁ ନେଇ...

ନିର୍ବାଚନ ହେଉଥିବା ୫ ରାଜ୍ୟରୁ ୧,୭୬୦ କୋଟିର ନିଶାଦ୍ରବ୍ୟ, ନଗଦ ଅର୍ଥ ଜବତ

ନୂଆଦିଲ୍ଲୀ,୨୦ା୧୧: ନିର୍ବାଚନ ଅନୁଷ୍ଠିତ ହେଉଥିବା ୫ ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୧,୭୬୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଡ୍ରଗ୍ସ, ମଦ, ମୂଲ୍ୟବାନ୍‌ ଧାତୁ ଓ ନଗଦ ଅର୍ଥ ଜବତ ହୋଇଥିବା ନିର୍ବାଚନ କମିଶନ ସୋମବାର କହିଛନ୍ତି। ଭୋଟରମାନଙ୍କୁ ପ୍ରଲୋଭିତ କରିବା...

ଲାଠିଚାର୍ଜର ଆଦେଶ ଦେଇ ନ ଥିଲେ ଦେବେନ୍ଦ୍ର ଫଡନ୍‌ଭିସ, ଆରଟିଆଇ କଲା ଖୁଲାସା

ମୁମ୍ବାଇ,୨୦।୧୧: ନିକଟରେ ମରାଠା ସଂରକ୍ଷଣ ଦାବି କରୁଥିବା ବିକ୍ଷୋଭକାରୀଙ୍କୁ ମହାରାଷ୍ଟ୍ରର ଜାଲନାରେ ଲାଠିଚାର୍ଜ କରାଯାଇଥିଲା। ଏହି ବିଷୟରେ ଏକ ନୂତନ ପ୍ରକାଶ ଆସିଛି । ଏହି ମାମଲାରେ ଦାଖଲ ହୋଇଥିବା ଆରଟିଆଇ ପକ୍ଷରୁ ପ୍ରକାଶ ଯେ, ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri