ଜାତୀୟ

ଯେଉଁ ମୁସଲମାନ ଯୁବତୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ସହ ଲଢ଼ିବାକୁ ପଛାଇ ନ ଥିଲେ ସଚିନ, ଏବେ ତାଙ୍କୁ ହିଁ ଦେଇଦେଲେ ଛାଡ଼ପତ୍ର…

ନୂଆଦିଲ୍ଲୀ,୧।୧୧: କଂଗ୍ରେସ ନେତା ସଚିନ ପାଇଲଟଙ୍କ ଛାଡ଼ପତ୍ର ହୋଇସାରିଛି। ସେ ରାଜସ୍ଥାନ ନିର୍ବାଚନ ଲାଗି ଦାଖଲ କରିଥିବା ନିଜର ନାମାଙ୍କନପତ୍ରରେ ଏନେଇ ଜଣାଇବା ପରଠାରୁ ଖବରଟି ଚର୍ଚ୍ଚାରେ ରହିଛି। ଏକଦା ଯେଉଁ ମୁସଲମାନ ଯୁବତୀଙ୍କ ଲାଗି ସାରା ଦୁନିଆ ସହ...

ପାର୍ବଣ ଋତୁରେ ଭରିଲା ସରକାରଙ୍କ ଭଣ୍ଡାର, ଅକ୍ଟୋବର ମାସରେ ୧.୭୨ ଲକ୍ଷ କୋଟି ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ,୧/୧୧: ଅକ୍ଟୋବର ମାସ ପାର୍ବଣ ଋତୁରେ ସରକାର ଭଲ ଜିଏସଟି ସଂଗ୍ରହ କରିଛନ୍ତି। ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ମୋଟ ୧.୭୨ ଲକ୍ଷ କୋଟି ଟଙ୍କା ରହିଛି। ୨୦୧୭ରେ ଜିଏସଟି ଲାଗୁ ହେବା ପରେ ଅକ୍ଟୋବର ମାସରେ ଏହା ଦ୍ୱିତୀୟ...

ଅର୍ଥ ହେରଫେର ମାମଲା: ଜେଟ୍ ଏୟାରୱେଜ, ନରେଶ ଗୋଏଲଙ୍କ ୫୩୮ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧/୧୧: ଜେଟ୍ ଏୟାରୱେଜ(ଇଣ୍ଡିଆ) ଲିମିଟେଡ଼ ସହିତ ଜଡିତ ଏକ କଥିତ ଅର୍ଥ ହେଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୫୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜବତ କରିଛି। ଏହି ସମ୍ପତ୍ତି ସବୁ ଲଣ୍ଡନ, ଦୁବାଇ ଏବଂ ଭାରତର ବିଭିନ୍ନ ରାଜ୍ୟରେ...

ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ଦଳର ନେତାଙ୍କୁ ଗିରଫ କରିବାକୁ ଚାହୁଁଛି ଭାଜପା: ମମତା

କୋଲକାତା,୧।୧୧: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଇଡି ସମନକୁ ନେଇ ପଶ୍ଚିମବଙ୍ଗର ଖୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ୨୦୨୪ ନିର୍ବାଚନ ପୂର୍ବରୁ...

ବିବାହ ଆଶା ନ ଥିଲେ ସାଥୀ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତିନି ମହିଳା, ବଳାତ୍କାର ମାମଲାକୁ ଖାରଜ କଲେ ହାଇକୋର୍ଟ…

ହାଇଦ୍ରାବାବ,୧।୧୧ : ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି କୌଣସି ମହିଳା ବିବାହ ଆଶା ନ ଥିଲେ ସାଥି ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତିନି। ତାଙ୍କୁ ବିବାହ...

ପାଇଲଟ-କ୍ରୁ ସଦସ୍ୟ ମାଉଥଓ୍ବାଶ ଅବା ଟୁଥ ଜେଲ ବ୍ୟବହାର କରିପାରିବେ ନାହିଁ, ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କଲା ଡିଜିସିଏ…

ନୂଆଦିଲ୍ଲୀ,୧।୧୧ : ଏବେ ପାଇଲଟ ଏବଂ କ୍ରୁ ସଦସ୍ୟମାନେ ମାଉଥଓ୍ବାଶ ଅବା ଟୁଥ ଜେଲ ବ୍ୟବହାର କରି ପାରିବେ ନାହିଁ। ଏଥିରେ ଆଲକୋହଲ ମାତ୍ରା ରହିଥିବାରୁ ଏହାକୁ ବାରଣ କରାଯାଇଛି। କାରଣ ଏହାଦ୍ୱାରା ନିଃଶ୍ୱାସ ବିଶ୍ଳେଷଣକାରୀ ପରୀକ୍ଷଣରେ ମଦ୍ୟପାନ କରିଥିବା...

ଚଢାଙ୍କ ଭବିଷ୍ୟବାଣୀ: ଖୁବ୍‌ଶୀଘ୍ର ଅରବିନ୍ଦ କେଜ୍‌ରିୱାଲଙ୍କୁ ଗିରଫ କରିବାକୁ ଯାଉଛି ଭାଜପା ଏଜେନ୍ସି

ନୂଆଦିଲ୍ଲୀ,୧।୧୧: ଅବକାରୀ ନୀତି ପ୍ରସଙ୍ଗରେ ନଭେମ୍ବର ୨ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ପଚରାଉଚରା ପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ୍‌ କରୁଛି। ପାର୍ଟି ଏମ୍‌ପି ରାଘବ ଚଢା ବୁଧବାର କହିଛନ୍ତି, ଯଦି ଇଣ୍ଡିଆ(ବିରୋଧୀ...

ବଙ୍ଗୋପସାଗରରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷା କଲା ନୌସେନା…

ନୂଆଦିଲ୍ଲୀ,୧।୧୧ : ଦେଶର ସୀମା ରକ୍ଷା କରିବା ପାଇଁ ତିନି ସେନା କ୍ରମାଗତ ଭାବରେ ନିଜର ଶକ୍ତି ବୃଦ୍ଧି କରୁଛନ୍ତି। ଏହି ସମୟରେ ଭାରତୀୟ ନୌସେନା ମଧ୍ୟ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ନୌସେନା ବୁଧବାର ବଙ୍ଗୋପସାଗରରେ ବ୍ରହ୍ମୋସ...

୯୩ ବର୍ଷରେ ପିଏଚ୍‌ଡି ଡିଗ୍ରୀ ହାସଲ କରି ଚମକାଇଲେ ବୃଦ୍ଧା

ହାଇଦ୍ରାବାଦ,୧।୧୧: ଅଧ୍ୟୟନ ପ୍ରତି ଆଗ୍ରହ ଏବଂ ଡିଗ୍ରୀ ହାସଲ କରିବାର ଇଚ୍ଛା ଜଣେ ୯୩ ବର୍ଷୀୟା ବୃଦ୍ଧାଙ୍କୁ ଲୋକପ୍ରିୟ କରାଇପାରିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବାସିନ୍ଦା ରେଭାଥୀ ଥାଙ୍ଗାଭେଲୁ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୦ରେ ସେ ଅବସର...

୪୬ବର୍ଷର ଯାତ୍ରା ଶେଷ କରି ନୌସେନାରୁ ଅବସର ନେଲା IL-38 ସି ଡ୍ରାଗନ

ନୂଆଦିଲ୍ଲୀ,୧।୧୧: ୪୬ ବର୍ଷର ଯାତ୍ରା ଶେଷ କରି ନୌସେନାରୁ ବିଦାୟ ନେଇଛି ସାମୁଦ୍ରିକ ପେଟ୍ରୋଲିଂ ବିମାନ IL-38 ସି ଡ୍ରାଗନ। ଗୋଆର ଡାବୋଲିମର ଆଇଏନଏସ ହାନସା ଠାରେ ଅନୁଷ୍ଠିତ ସମାରୋହରେ ଡ୍ରାଗନକୁ ବିହାୟ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ନାଭାଲ ଷ୍ଟାଫ...

ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ଇଡି, ୫୩୮ କୋଟି ଟଙ୍କା ଠକେଇର ମାମଲା…

ନୂଆଦିଲ୍ଲୀ,୧।୧୧: କାନାରା ବ୍ୟାଙ୍କର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜଶିଟ୍‌ ଦାଖଲ କରିଛି। ଏହି ଚାର୍ଜଶିଟ୍‌ରେ ଜେଟ୍‌ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲ, ତାଙ୍କ ପତ୍ନୀ ଅନୀତା ଗୋୟଲ ଏବଂ ୪ ଅନ୍ୟ କମ୍ପାନୀ ନାମ...

ପାକିସ୍ତାନୀ ଏଜେଣ୍ଟଙ୍କ ସମ୍ପର୍କରେ ଥିବା ନେଇ ଜଣେ ମେଜରଙ୍କୁ ବରଖାସ୍ତ କଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ,୧।୧୧: ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ସହ ସମ୍ପର୍କ ଥିବା ଅଭିଯୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସେନାରେ କାର୍ଯ୍ୟରତ ଜଣେ ମେଜରଙ୍କୁ ବରଖାସ୍ତ କରିଛନ୍ତି। ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ତୁରନ୍ତ ପ୍ରଭାବ ସହ ବାହାର କରାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri