ଜାତୀୟ

ଭାରତରେ ନିର୍ମାଣ ହେବ ଯୁଦ୍ଧ ବିମାନ ଇଞ୍ଜିନ,ଆମେରିକାର ଦେଲା ମଞ୍ଜୁରୀ…

ନୂଆଦିଲ୍ଲୀ,୧୮।୧୧ : ଜେନେରାଲ ଇଲେକ୍ଟ୍ରିକ ସହଯୋଗରେ ଭାରତରେ ଏଲସିଏ ମାର୍କ ୨ ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ ପାଇଁ ରାସ୍ତା ସଫା ହୋଇଛି। ବାସ୍ତବରେ ଆମେରିକା ଏହି ସମ୍ବନ୍ଧୀୟ ସମସ୍ତ ଆବଦେନକୁ ଅନୁମୋଦନ ଦେଇଛି। ଆମେରିକାର କମ୍ପାନୀ ଜେନେରାଲ ଇଲେକ୍ଟ୍ରିକ...

ନିଜ ସହରରେ ସିଭିଲ ଜଜ ନିଯୁକ୍ତି ପରୀକ୍ଷା ଦେଇ ପାରିବେ ଗର୍ଭବତୀ ମହିଳା: ହାଇକୋର୍ଟ…

ବେଙ୍ଗାଲୁରୁ,୧୮।୧୧:ପ୍ରଥମ ଥର ପାଇଁ କର୍ନାଟକ ହାଇକୋର୍ଟ ଜଣେ ମହିଳାଙ୍କୁ ତାଙ୍କ ନିଜ ସହରରେ ସିଭିଲ ଜଜଙ୍କ ମୁଖ୍ୟ ପରୀକ୍ଷା ପାଇଁ ହାଜର ହେବାକୁ ଅନୁମତି ଦେଇଛନ୍ତି। ବାସ୍ତବରେ ମହିଳା ଜଣକ ସାଢ଼େ ଆଠ ମାସର ଜଣେ ଗର୍ଭବତୀ, ତେଣୁ ସେ...

ବିଶ୍ୱକପ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ, ଭଡା ମାତ୍ର…

ନୂଆଦିଲ୍ଲୀ,୧୮।୧୧: ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ହାଇ ପ୍ରୋଫାଇଲ ମ୍ୟାଚର ସିଧା ପ୍ରସାରଣ କେବଳ ଭାରତ ନୁହେଁ ସାରା ବିଶ୍ୱ ଦେଖିବ।...

ମହମ୍ମଦ ଶାମିଙ୍କ ଠାରୁ ଆରମ୍ଭ କରି ରବି ଶାସ୍ତ୍ରୀ ଯାଏଁ ବଡ ବଡ ସେଲିବ୍ରେଟି କରିଛନ୍ତି ହେୟାର ଟ୍ରାନ୍ସପ୍ଲାଣ୍ଟ, ଗୋଟିଏ ବର୍ଷରେ ହୋଇଛି ଏତିକି କୋଟି ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ,୧୮।୧୧: ଚୁଟି ଝଡିବାରୁ ମୁକ୍ତି ମିଳିବା ପାଇଁ ଏବେ ହେୟାର ଟ୍ରାନ୍ସପ୍ଲାଣ୍ଟର ନୂଆ ଟେକ୍ନୋଲଜି ଆସିଛି। ଯେଉଁମାନେ ଏହି ଚୁଟି ଝଡିବା ସମସ୍ୟା ନେଇ ଗତି କରୁଛନ୍ତି ସେମାନେ ମଧ୍ୟ ଏହାର ଫାଇଦା ଉଠାଉଛନ୍ତି। ଅନେକ ଅଧ୍ୟୟନରେ ଏହା ମଧ୍ୟ...

୫୬ ହଜାର ଟଙ୍କାରେ ବିଶ୍ୱକପ ଫାଇନାଲ ମ୍ୟାଚ ଟିକେଟ୍‌ କିଣି ଠକେଇର ଶିକାର ହେଲେ ଯୁବତୀ

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ପ୍ରଶଂସକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବୁକିଂ ପୂର୍ଣ୍ଣ ହୋଇଛି। ଏହା ସତ୍ତ୍ୱେ ପ୍ରଶଂସକମାନେ କୌଣସି ପ୍ରକାରେ...

ବିବାହ ସମାରୋହରୁ ଫେରୁଥିବା ବେଳେ ଗଛକୁ ଧକ୍କା ଦେଲା ଗାଡି, ୨ ଶିଶୁଙ୍କ ସମେତ ୫ ମୃତ

ରାଞ୍ଚି,୧୮।୧୧: ଝାଡଖଣ୍ଡର ଗିରିଡିହ ଜିଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ୫ ଜଣ ପ୍ରାଣ ହରାଇଛନ୍ତି। ବିବାହ ଶୋଭାଯାତ୍ରାରୁ ଫେରୁଥିବା ବେଳେ ଏସୟୁଭି ଦ୍ରୁତ ଗତିରେ ନିୟନ୍ତ୍ରଣ ହରାଇ ରାସ୍ତା...

ବନ୍ଦ ହୋଇଯିବ ଇଏମାଇ-ପେ ଲାଟର ଫିଚର୍ସ, ନିୟମ କଡାକଡି କଲା ଆରବିଆଇ

ନୂଆଦିଲ୍ଲୀ,୧୮।୧୧: ଅନଲାଇନରେ ଆପଣ କିଛି ଜିନିଷ କିଣୁଥିବାବେଳେ କେବେ କ୍ୟାସ ଅନ ଡେଲିଭେରି କିମ୍ବା ଅନଲାଇନ ପେମେଣ୍ଟକୁ ବ୍ୟବହାର କରିଥାନ୍ତି। ଏଥିସହ ଆପଣ ନୋ କଷ୍ଟ ଇଏମାଇ ଓ ବାଏ ନାଓ ପେ ଲାଟର ଅପ୍ସନକୁ ମଧ୍ୟ ଖୁବ୍‌ ବ୍ୟବହାର...

ରାଜସ୍ଥାନରୁ ଦୂରେଇ ରହୁଛନ୍ତି କେଜରିଓ୍ବାଲ, ପ୍ରଚାର ପାଇଁ ଆଉ ୫ଦିନ ବାକି

ଜୟପୁର,୧୮।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରାଜସ୍ଥାନ ନିର୍ବାଚନ ପ୍ରଚାର ଠାରୁ ନିଜକୁ ଦୂରେଇ ରଖୁଛନ୍ତି। ଯେତେବେଳେ କି ରାଜ୍ୟରେ ମତଦାନ ପାଇଁ ଆଉ ୭ଦିନ ବାକି ଅଛି। ରାଜ୍ୟରେ ନଭେମ୍ବର ୨୫ରେ ଭୋଟିଂ ହେବାକୁ ଯାଉଛି। ଆମ ଆଦମୀ...

ଆପଣ କିଣୁଛନ୍ତି କି ଶସ୍ତା ଫ୍ଲାଇଟ ଟିକେଟ, କିଣିବା ପୂର୍ବରୁ ଜାଣନ୍ତୁ ଏସବୁ

ନୂଆଦିଲ୍ଲୀ,୧୮।୧୧: ବିମାନ ଯାତ୍ରା କରିବା ପାଇଁ ଲକ୍ଷ ଲକ୍ଷ ଗ୍ରାହକ ବିମାନ ଟିକେଟ ଉପରେ ବମ୍ପର ରିହାତି ପାଇଁ ଅପେକ୍ଷା କରନ୍ତି। ଉତ୍ସବର ଋତୁ ପୂର୍ବରୁ ଅନେକ ବିମାନ କମ୍ପାନୀ ଟିକେଟ ଉପରେ ବିଶେଷ ରିହାତି ପ୍ରଦାନ କରନ୍ତି। କିନ୍ତୁ,...

ଅଟକିଲା ଉତ୍ତରକାଶୀ ଟନେଲ ଅପରେଶନ କାମ, ଇନ୍ଦୋରରୁ ମଗାଯାଇଛି ତୃତୀୟ ମେଶିନ

ଉତ୍ତରକାଶୀ,୧୮।୧୧: ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲକ୍ୟାରା ଟନେଲ ଦୁର୍ଘଟଣାର ଶୁକ୍ରବାର ଥିଲା ଷଷ୍ଠ ଦିନ। ଟନେଲରେ ଫସି ରହିଥିବା ୪୦ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। କିନ୍ତୁ ଏହା ଭିତରେ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ...

ଉଦ୍ଧବ ଠାକରେ ଦଳର ୩ ନେତାଙ୍କ ବିରୋଧରେ ମାମଲା

ମୁମ୍ବାଇ,୧୮।୧୧: ମୁମ୍ବାଇ ପୋଲିସ ଉଦ୍ଧବ ଠାକରେ ଦଳର ତିନି ନେତା ଆଦିତ୍ୟ ଠାକରେ, ସୁନୀଲ ଶିନ୍ଦେ ଏବଂ ସଚିନ ଅହିରଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁମ୍ବାଇର ଏନଏମ ଯୋଶୀ ପୋଲିସ ଷ୍ଟେଶନରେ ଆଇପିସିର ଧାରା ୧୪୩, ୧୪୯, ୩୨୬...

ମୋତେ ଗିରଫ କରାଗଲେ ବି ଦିଲ୍ଳୀରେ ଏଏପି ହିଁ ଜିତିବ ନିର୍ବାଚନ: କେଜ୍‌ରିଓ୍ବାଲଙ୍କ ଦାବି

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି)ଜିତିବ। ଏଭଳି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ଶୁକ୍ରବାର କହିଛନ୍ତି ଯେ ତାଙ୍କ ଦଳ । ଯଦିଓ ମୋତେ ଗିରଫ କରାଯାଏ, ତେବେ ଦିଲ୍ଲୀରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri