ଜାତୀୟ

ମାସିକ ନ୍ୟୁଜ୍‌ ଲେଟର ଆରମ୍ଭ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ସର୍ବୋଚ୍ଚ ଅଦାଲତରେ ଚାଲିଥିବା କାର୍ଯ୍ୟ ଓ ସଫଳତାର ପ୍ରଦର୍ଶନ ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଏକ ମାସିକ ନ୍ୟୁଜ୍‌ ଲେଟର ଶୁଭାରମ୍ଭ କରିଛନ୍ତି। ଏହାର ଉଦ୍‌ଘାଟନୀ ସଂସ୍କରଣର ପ୍ରକାଶନ ସମ୍ପର୍କରେ ଘୋଷଣା କରି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ....

ଛତିଶଗଡ଼ରେ ୬୭.୩୪%, ଏମ୍‌ପିରେ ୭୧.୧୧% ମତଦାନ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କାଁଭାଁ ହିଂସାକାଣ୍ଡ ମଧ୍ୟରେ ମତଦାନ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଅପରାହ୍ନ ୫ଟା ସୁଦ୍ଧା ଛତିଶଗଡ଼ରେ ୬୭.୩୪ ପ୍ରତିଶତ ମତଦାନ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୭୧.୧୧% ଭୋଟ ଗ୍ରହଣ କରାଯାଇଥିବା ନିର୍ବାଚନ କମିଶନ (ଇସି) କହିଛନ୍ତି।...

କଳା ଇତିହାସକାର ବି.ଏନ୍‌. ଗୋସ୍ବାମୀଙ୍କ ପରଲୋକ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଖ୍ୟାତନାମା କଳା ଇତିହାସକାର ତଥା ଲେଖକ ବ୍ରିଜେନ୍ଦ୍ର ନାଥ ଗୋସ୍ବାମୀଙ୍କର ଶୁକ୍ରବାର ଚଣ୍ଡିଗଡ଼ର ପିଜିଆଇଏମ୍‌ଇଆର୍‌ରେ ପରଲୋକ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ ଥିଲେ ବୋଲି ତାଙ୍କ ପରିବାରର ବନ୍ଧୁ ତଥା ଅଭିନେତା...

ବିଶ୍ୱକପରେ ଭାରତକୁ ଚିୟର୍ସ କରିବ ଇସ୍ରାଏଲ

ନୂଆଦିଲ୍ଲୀ,୧୭।୧୧: ରବିବାର ନରେନ୍ଦ୍ରମୋଦି ଷ୍ଟାଡିୟମରେ ମହାମୁକାବିଲା ହେବାକୁ ଯାଉଛି। ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ। ତେବେ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ସମର୍ଥନ କରିବାକୁ ଘୋଷଣା କରିଛି ଇସ୍ରାଏଲ। ଭାରତରେ ଇସ୍ରାଏଲ ରାଜଦୂତ ନାଓର ଗେଲୋତ ଏସମ୍ପର୍କରେ ସୂଚନା...

ନିର୍ବାଚନର ୩ଦିନ ପୂର୍ବରୁ ମଧ୍ୟପ୍ରଦେଶରେ ବିକ୍ରି ହୋଇଛି ୨୬ଲକ୍ଷରୁ ଅଧିକ ମଦ ବୋତଲ

ଭୋପାଳ,୧୭।୧୧: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ତେବେ ମତଦାନ ସମୟରେ ରାଜ୍ୟର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିବାବେଳେ ହିଂସାର ଶିକାର ହୋଇ ଜଣଙ୍କର ହତ୍ୟା କରାଯାଇଛି। କଂଗ୍ରେସ ସମର୍ଥକ ତଥା ଜଣେ କର୍ପୋରେଟର ସଲମାନଙ୍କୁ କାର୍‌...

ଅପରାଧୀଙ୍କ ପାଇଁ କାଳ ସାଜିଲାଣି ‘ତ୍ରିନେତ୍ର’, ୧୬ହଜାରରୁ ଅଧିକ ଦୋଷୀଙ୍କୁ ଦେଉଛି କଠୋର ଦଣ୍ଡ

ଲକ୍ଷ୍ନୌ,୧୭।୧୧: ଅପରାଧିଙ୍କ ଛାତିରେ ଛନକା ପଶାଇଲାଣି ତ୍ରିନେତ୍ର। ତ୍ରିନେତ୍ର ଆଖିରେ ଧରାପଡୁଛନ୍ତି ଗୋଟିକ ପରେ ଗୋଟିଏ ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ। ଅପରେଶନ ତ୍ରିନେତ୍ର ଦ୍ୱାରା ରାଜ୍ୟ ସାରା ଲଗାହୋଇଛି ସିସିଟିଭି କ୍ୟାମେରା। ଏହାଯୋଗୁଁ ଉତ୍ତରପ୍ରଦେଶରେ ୧୩୫୫ଟି ବଡ ବଡ ଅପରାଧର...

ଭାଙ୍ଗିଗଲା ମେସିନର ବିୟରିଂ, ସଙ୍କଟରେ ୪୦ ଶ୍ରମିକଙ୍କ ଜୀବନ

ଉତ୍ତରକାଶ,୧୭।୧୧: ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ସିଲକ୍ୱାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ସରକ୍ଷିତ ବାହାର କରିବାକୁ ଚାଲିଥିବା ଅପରେଶନକୁ ଝଟକା ଲାଗିଛି। ଟନେଲ ଭିତରେ ୧୩୦ ଘଣ୍ଟା ଧରି ଜୀବନ-ମରଣ ସହ ଜୁଝୁ ଥିବା ୪୦ ଶ୍ରମିକଙ୍କ ପାଇଁ ପୁଣି...

୧୮ ଘଣ୍ଟାର ଏନ୍‌କାଉଣ୍ଟର ଶେଷ: ଟଳିିପଡ଼ିଲେ ୬ ଆତଙ୍କବାଦୀ

ଶ୍ରୀନଗର,୧୭ା୧୧: ଜମ୍ମୁ-କଶ୍ମୀରର କୁଲ୍‌ଗାମ ଜିଲାରେ ଗୁରୁବାର ରାତିରୁ ଚାଲିଥିବା ଏନ୍‌କାଉଣ୍ଟର ଦୀର୍ଘ ୧୮ ଘଣ୍ଟା ପରେ ଶେଷ ହୋଇଛି। ଏନ୍‌କାଉଣ୍ଟରରେ ଲଶ୍କର-ଇ-ତୋଇବାର ୫ ଆତଙ୍କବାଦୀ ନିହତ ହୋଇଥିବା କଶ୍ମୀର ଜୋନ୍‌ର ପୋଲିସ ଆଇଜି ଭି.କେ. ବିର୍ଡି କହିଛନ୍ତିି। ଡ୍ରୋନ୍‌ ସହାୟତାରେ...

ହ୍ବିସ୍କି ପିଉଥିବା ଲୋକ ଶିକ୍ଷିତ ଓ ସମୃଦ୍ଧ ବର୍ଗର ଅଟନ୍ତି: ହାଇକୋର୍ଟ

ଭୋପାଳ,୧୭।୧୧: ଲୋକପ୍ରିୟ ହ୍ବିସ୍କି ବ୍ରାଣ୍ଡ ବ୍ଲେଣ୍ଡର୍ସ ପ୍ରାଇଡ, ଏମ୍ପାୟଲ ବ୍ଲୁ ଓ ଲଣ୍ଡନ ପ୍ରାଇଡକୁ ନେଇ ଜଡିତ ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଶୁଣାଣି ସମୟରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି, ସ୍କଚ ହ୍ବିସ୍କି ପିଉଥିବା...

ମଧ୍ୟପ୍ରଦେଶରେ ନିର୍ବାଚନୀ ହିଂସା: କାର ଚଳାଇ କଂଗ୍ରେସ ସମର୍ଥକ ସଲମାନଙ୍କୁ ହତ୍ୟା

ଭୋପାଳ,୧୭।୧୧: ନିର୍ବାଚନ ପ୍ରଚାର ପରେ ଆରମ୍ଭ ହୋଇଯାଇଛି ମତଦାନ ପ୍ରକ୍ରିୟା। ଶୁକ୍ରବାର ମଧ୍ୟପ୍ରଦେଶ ଓ ଛତିଶଗଡରେ ମତଦାନ ହୋଇଛି। ନିର୍ବାଚନ ପ୍ରଚାର ଶାନ୍ତିପୂର୍ଣ୍ଣ ହୋଇଥିବାବେଳେ ଭୋଟିଂ ଦିନ ମଧ୍ୟପ୍ରଦେଶର କେତେକ ସ୍ଥାନରେ ହିଂସା ଦେଖାଦେଇଛି। ଏପରିକି ହିଂସା ଯୋଗୁ ଜଣେ...

ସଙ୍କଟରେ ଭାରତୀୟ ଚା’

ନୂଆଦିଲ୍ଲୀ,୧୭।୧୧: କେବଳ ଦେଶରେ ନୁହେଁ ବିଦେଶରେ ବି ଭାରତୀୟ ଚା’ର ଚାହିଦା କମ ନୁହେଁ। ଧନୀ ହେଉ କି ମଧ୍ୟବିତ୍ତ ହେଉ ଅବା ଗରିବ ସମସ୍ତେ ଚା’ର ଗୋଟିଏ ଚୁସକି ସକଳ ଯାବତୀୟ କଷ୍ଟ ଭୁଲି ଯାଆନ୍ତି। ଔଷଧ ପରି...

ଏୟାର ଇଣ୍ଡିଆର ୩୭ ବର୍ଷର ପାଇଲଟଙ୍କର ହାର୍ଟ ଆଟାକରେ ମୃତ୍ୟୁ

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ବିମାନ ବନ୍ଦରରେ ୩୭ ବର୍ଷ ବୟସ୍କ ଏୟାର ଇଣ୍ଡିଆର ପାଇଲଟ ହୃଦଘାତରେ ପୀଡିତ ହୋଇଥିଲେ। ପାଇଲଟଙ୍କ ମୃତ୍ୟୁ ପରେ ବିମାନ ଚଳାଚଳ ନିୟାମକ ସଂସ୍ଥା ଆଗକୁ ଆସିଛି ଏବଂ ଏହି ଘଟଣା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri