ଜାତୀୟ

ନିର୍ବାଚନ ଲଢିବେ ଧକ୍‌ଧକ୍‌ ଗର୍ଲ

ମୁମ୍ବାଇ,୧୭।୧୧: ବଲିଉଡର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ସିନେମା ଜଗତରେ ନିଜର ଯାଦୁ ଦେଖାଇବା ପରେ ଏବେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ମାଧୁରୀଙ୍କୁ ଗତ କିଛି ଦିନ ହେବ ନେତାଙ୍କ ସହ ଯୋଗାଯୋଗରେ ଥିଲେ। ଭାରତ...

ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନ: ମତଦାନ ଆରମ୍ଭ

ଭୋପାଳ,୧୭।୧୧: ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ପାଇଁ ଶୁକବ୍ରାର ସକାଳ ୭ଠାରୁ ମତଦାନ ଆରମ୍ଭ ହୋଇଛି। ଭୋଟ ଦେବା ପାଇଁ ସକାଳୁ ଭୋଟରମାନେ ଆସିବା ଆରମ୍ଭ କରି ଦେଇଛନ୍ତି। ଏଥି ସହିତ ବରିଷ୍ଠ ନାଗରିକ କୁମୁଦ ବିଜୟବର୍ଗିୟ ପ୍ରଥମେ ପାଲାସିଆରେ...

ବଙ୍ଗୋପସାଗର ଉପକୂଳରେ ଘୂର୍ଣ୍ଣିବଳୟ, ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ,୧୬।୧୧: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସୂଚନା ଦେଇଛି। ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗରରେ ଥିବା ଚାପ ଶୁକ୍ରବାର ସୁଦ୍ଧା ଏକ ଘୂର୍ଣ୍ଣିବଳୟ ଘୂର୍ଣ୍ଣିଝଡ଼ରେ ପରିଣତ ହେବ। ପାଣିପାଗ ବିଭାଗ କହିଛି ଯେ...

କଂଗ୍ରେସକୁ ଟାର୍ଗେଟ କଲେ କେ କବିତା

ହାଇଦ୍ରାବାଦ,୧୬।୧୧: ଗୁରୁବାର (ନଭେମ୍ବର ୧୬) ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (KCR) ଙ୍କ ଝିଅ କେ କବିତା ତାଙ୍କ ନାମ ନ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ସେ ଦାବି...

ଭୟଙ୍କର ଟ୍ରେନ ଯାତ୍ରା, ଅତ୍ୟଧିକ ଭିଡରେ ସ୍ତ୍ରୀଙ୍କ ଆଗରେ ଚାଲିଗଲା ସ୍ବାମୀଙ୍କ ଜୀବନ

ହାପୁଡ,୧୬।୧୧: ଦୀପାବଳି ପରେ ଛଟ ପୂଜା ଯୋଗୁଁ ପୂର୍ବାଞ୍ଚଳ ଏବଂ ବିହାର ଅଭିମୁଖେ ଯାଉଥିବା ଟ୍ରେନରେ ଯାତ୍ରୀଙ୍କ ଭିଡ଼ କମିନାହିଁ। ଗୁରୁବାର ଅବଧ ଆସାମ ଏକ୍ସପ୍ରେସରେ ଆସାମ ଯାଉଥିବା ଜଣେ ଯୁବକ ତାଙ୍କ ପତ୍ନୀଙ୍କ ସହ ଶୋଇଥିବା କୋଚରେ ଅତ୍ୟଧିକ...

ବିଆରଏସ ତେଲଙ୍ଗାନା ଉପରେ ୨ ଥର ଶାସନ କରିଛି, ଏବେ ପରିବର୍ତ୍ତନ ଚାହୁଁଛନ୍ତି ଜନତା: ଚିଦାମ୍ବରମ

ହାଇଦ୍ରାବାଦ,୧୬।୧୧: ତେଲଙ୍ଗାନାର ଜନତା ବିଧାନସଭା ନିର୍ବାଚନରେ ପରିବର୍ତ୍ତନ ଚାହୁଁଛନ୍ତି। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଏହି ଦାବି କରିଛନ୍ତି। ଗୁରୁବାର ସେ କହିଛନ୍ତି, ଭାରତ ରାଷ୍ଟ୍ର ସମିତି (ବିଆରଏସ) ଶାସନର ଦୁଇ କାର୍ଯ୍ୟକାଳ ପରେ ଆସନ୍ତା ବିଧାନସଭା ନିର୍ବାଚନରେ...

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: ଡ୍ୟୁଟିରେ ଥିବା ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ବେଟୁଲ୍‌,୧୬ା୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବେଟୁଲ୍‌ ସହରକୁ ପୋଲିଂ କର୍ମଚାରୀ ଭାବେ ଡ୍ୟୁଟିରେ ଯାଇଥିବା ଜଣେ ୫୫ ବର୍ଷୀୟ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଭୀମରାଓ ନାମକ ଏହି କର୍ମଚାରୀଙ୍କୁ ବେଟୁଲ୍‌ ବାଳିକା ବିଦ୍ୟାଳୟର ୧୨୩ ନମ୍ବର ବୁଥ୍‌ରେ...

ବିଶ୍ୱକପ ଫାଇନାଲକୁ ଭବ୍ୟ କରିବାକୁ ପ୍ରସ୍ତୁତି, ଷ୍ଟାଡିୟମରେ ମ୍ୟାଚ ଦେଖିପାରନ୍ତି ପ୍ରଧାନମନ୍ତ୍ରୀ, ମ୍ୟାଚ ପୂର୍ବରୁ ହେବ ଏୟାର ଶୋ

ନୂଆଦିଲ୍ଲୀ,୧୬।୧୧: ଭାରତୀୟ ଦଳ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ଫାଇନାଲ ଖେଳିବ। ପ୍ରବେଶ କରିବ। ଏହି ମ୍ୟାଚକୁ ଗ୍ରାଣ୍ଡ...

ଦେଶରେ କଂଗ୍ରେସ ସରକାର ଗଠନ ହେଲେ ହେବ ଜାତିଗତ ଜନଗଣନା: ରାହୁଲ

ନୂଆଦିଲ୍ଲୀ,୧୬।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନ୍ୟ ପଛୁଆ ବର୍ଗ (ଓବିସି)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି ରାଜସ୍ଥାନରେ କଂଗ୍ରେସ ସରକାର ଗଠନ ହୁଏ, ତେବେ ଜାତିଗତ ସର୍ଭେ...

ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୧୧: ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ଫାଇନାଲ୍‌ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ। ସେମିଫାଇନାଲରେ ନ୍ୟୁଜିଲାଣ୍ଡରେ ୭୦ ରନ୍‌ରେ ପରାସ୍ତ କରି ଭାରତ ଫାଇନାଲ ଟିକେଟ୍‌ ହାସଲ କରିଛି। ନଭେମ୍ବର ୧୯ରେ ବିଶ୍ୱକପ୍‌ ଫାଇନାଲ ଅହମଦାବାଦ୍‌ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।...

୨୦୨୭ ସୁଦ୍ଧା ପ୍ରତ୍ୟେକ ଯାତ୍ରୀଙ୍କୁ ମିଳିବ ନିଶ୍ଚିତ ରେଳ ଟିକେଟ

ନୂଆଦିଲ୍ଳୀ,୧୬।୧୧: ୨୦୨୭ ସୁଦ୍ଧା ପ୍ରତ୍ୟେକ ଭାରତୀୟ ଯାତ୍ରୀଙ୍କୁ ମିଳିବ ମିଳିବ ନିଶ୍ଚିତ ରେଳ ଟିକେଟ। ମିଡ଼ିଆ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନିକଟ ଭବିଷ୍ୟତରେ ଭାରତୀୟ ରେଳରେ ଅତିରିକ୍ତ ଟ୍ରେନ୍ ସାମିଲ ଯୋଜନା କାର୍ଯ୍ୟକାରୀ ହେବା ପରେ ଏହି ସୁବିଧା...

ପୁଣି କେନ୍ଦ୍ର ଉପରେ ବର୍ଷିଲେ ନୀତୀଶ

ପାଟନା,୧୬।୧୧: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଛନ୍ତି। ଗୁରୁବାର ପାଟଣାର ବାପୁ ଅଡିଟୋରିୟମରେ ଆୟୋଜିତ ଶିଳ୍ପ ବିଭାଗ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ନୀତୀଶ କୁମାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। କେନ୍ଦ୍ରକୁ ଟାର୍ଗେଟ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri