ଜାତୀୟ

ଭାରତୀୟ ସୀମା ଅଞ୍ଚଳକୁ ଦଖଲ କରିବା ନେଇ ଜୁଣ୍ଟାର ଧମକ

ନାପିଦ୍ୱ,୧୬।୧୧: ଦୀର୍ଘ ଦୁଇବର୍ଷରୁ ଅଧିକ ଦିନ ଧରି ମ୍ୟାନମାର୍‌ ସେନା ଓ ବିଦ୍ରୋହୀ ଗୋଷ୍ଠୀ ଆଣ୍ଟି-ଜୁଣ୍ଟା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ମ୍ୟାନମାରର ଚିନ ରାଜ୍ୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି।...

ପିଲାଙ୍କ କାନ ଧରି ଖେଳିଲେ ମୋଦି, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୧୬।୧୧ : ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନରେ ସ୍ନେହ ରହିଛି। ସର୍ବସାଧାରଣ କାର୍ଯ୍ୟକ୍ରମରେ ସେ ପିଲାମାନଙ୍କ ସହିତ ମଜା କରୁଥିବା ଦେଖିବାକୁ ମିଳିଥାଏ। ସେ ସମ୍ପ୍ରତିି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏଭଳି ଏକ ଭିଡିଓ ଶେୟାର କରିଛନ୍ତି।...

ଯୁଦ୍ଧ ଭିତରେ ୟୁକ୍ରେନ ଛାଡିଥିଲେ ଭାରତୀୟ ଏମବିବିଏସ ଛାତ୍ରୀଛାତ୍ର, ଏବେ ଏହି ଦେଶର ୟୁନିଭରସିଟିରେ ନେଲେ ଆଡମିଶନ

ନୂଆଦିଲ୍ଲୀ/ତାସକେଣ୍ଟ,୧୬।୧୧: ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ୨ବର୍ଷ ବିତି ଯାଇଥିଲେ ମଧ୍ୟ ଧ୍ୱଂସ ବିଭୀଷିକା ବନ୍ଦ ହୋଇନାହିଁ। ରୁଷିଆ ସୈନ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନ ଥିବାବେଳେ ୟୁକ୍ରେନ ସୈନ୍ୟ ମଧ୍ୟ ମୁହଁତୋଡ ଜବାବ ଦେଉଛନ୍ତି। ଯୁଦ୍ଧରେ ଅନେକ ଘର,...

ଭାରତ ସୈନ୍ୟଙ୍କୁ ଦେଶରୁ ହଟାଇବା ବିବାଦ: ନରମିଲେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ, କହିଲେ ବିବାଦ ପାଇଁ ଆମେ ଛୋଟ ଦେଶ

ମାଲେ,୧୬।୧୧: ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ଭାରତୀୟ ସୈନିକଙ୍କୁ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ବୟାନ ଭାରତ ଓ ମାଳଦ୍ୱୀପର ବିବାଦ ବଢିବାର ଆଶଙ୍କା ଥିଲା। କିନ୍ତୁ ନିକଟରେ...

ପୋଷା କୁକୁର ପଡ଼ୋଶୀଙ୍କୁ କାମୁଡିବାରୁ ବିଚାରପତି ପଦରେ ନିଯୁକ୍ତି ନ ଦେବା ଅନ୍ୟାୟ: ମହିଳାଙ୍କ ସପକ୍ଷରେ ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୬।୧୧ : ମଧ୍ୟପ୍ରଦେଶ ସିଭିଲ ଜଜ (ଜୁନିଅର ଡିଭିଜନ) ପଦବୀରେ ଦୁଇଥର ନିଯୁକ୍ତିରୁ ବଞ୍ଚିତ ହୋଇଥିବା ମହିଳା ପ୍ରାର୍ଥୀଙ୍କୁ ସୁପ୍ରିମକୋର୍ଟ ଏକ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଜଷ୍ଟିସ ସଞ୍ଜୟ କିଶାନ କୌଲ ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ବେଞ୍ଚ...

‘ଶାମି ତୁମେ ଯେଉଁଭଳି ବୋଲିଂ କଲ ବର୍ଷ ବର୍ଷ ଧରି ଲୋକେ ମନେ ରଖିବେ’

ନୂଆଦିଲ୍ଲୀ,୧୬।୧୧: ଆଇସିସି ବିଶ୍ୱକପ୍‌ ୨୦୨୩ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ୭୦ ରନ୍‌ରେ ବିଜେତା ହେବା ପରେ ଦଳକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳକୁ...

ବିଶ୍ୱକପ୍‌ରେ କୋହଲି ଯେତିକି ରନ୍‌ କରିବେ, ବିରିୟାନୀରେ ଦିଆଯିବ ସେତିକି ଡିସ୍କାଉଣ୍ଟ; କିଛି ଏଭଳି ଅଫର ଦେଇ ଚର୍ଚ୍ଚାରେ…

ମୁମ୍ବାଇ,୧୬।୧୧: ଦେଶବିଦେଶରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକ କାହିଁରେ କେତେ। ବିଶ୍ୱକପ୍‌ରେ ଜବରଦସ୍ତ ଫର୍ମରେ ଥିବାରୁ ସେମିଫାଇନାଲରେ କ୍ରିକେଟର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଆଶା କରାଯାଉଥିଲା। ପ୍ରଶଂସକଙ୍କୁ ନିରାଶ ନ କରି କୋହଲି...

ପାର୍ଟ-ଟାଇମ୍‌ ନେତ୍ରୀ ପ୍ରଥମେ ନିଜକୁ ଦର୍ପଣରେ ଦେଖିନ୍ତୁ, ପ୍ରିୟଙ୍କାଙ୍କୁ ଟାର୍ଗେଟ୍‌ କଲେ ସିନ୍ଦିଆ

ଭୋପାଳ,୧୫।୧୧: ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ପାର୍ଟ ଟାଇମ ନେତ୍ରୀ ବୋଲି କହିଛନ୍ତି। ସୋସିଆଲ ନେଟୱାର୍କିଂ...

ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସ୍‌ରେ ନିଆଁ ଲାଗିବା ଘଟଣା: ପୋଡ଼ି ପାଉଁଶ ହେଲା ବଗି, ଟ୍ରେନ୍‌ରୁ ଡେଇଁ ଜୀବନ ବଞ୍ଚାଇଲେ ଲୋକେ

ଲକ୍ଷ୍ନୌ,୧୫।୧୧: ନୂଆଦିଲ୍ଲୀ-ଦରଭଙ୍ଗା(୦୨୫୭୦) ଏକ୍ସପ୍ରେସରେ ନିଆଁ ଲାଗି ବଗି ଗୁଡ଼ିକ ଜଳି ପାଉଁଶ ହୋଇଯାଇଛି। ଟ୍ରେନ୍‌ରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବା ବେଳେ ସମସ୍ତେ ଟ୍ରେନ୍‌ରୁ ଡେଇଁ ଜୀବନ ବଞ୍ଚାଇଛନ୍ତି। ଏଯାବତ ଏହି ଭୟଙ୍କର ଦୁର୍ଘଟଣାରେ ଜନଜୀବନ କ୍ଷୟକ୍ଷତି ହେବାର ଖବର...

ଯାତ୍ରୀବାହୀ ବସ୍‌ରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀ ନିକଟ ଯମୁନା ଏକ୍ସପ୍ରେସ୍‌ଓ୍ବେରେ ବୁଧବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯାଇଛି। ନୋଏଡାର ସେକ୍ଟର ୯୬ରେ ବସ୍‌ରେ ନିଆଁ ଲାଗିଯାଇଥିଲା। ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ବସ୍‌ରୁ ଡେଇଁବାକୁ ବାଧ୍ୟ ହୋଇଥିଲେ। ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ...

ରାଜସ୍ଥାନରେ କଂଗ୍ରେସ ଯାଉଛି, ଭାଜପା ଆସୁଛି: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୧୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ ସରକାର ରାଜସ୍ଥାନରୁ ଏଥର ମୂଳପୋଛ ହେବ, ଭାଜପା ସରକାର ଗଢିବ ମୋଦି ଦାବି କରିଛନ୍ତି। ବାରମେରରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ସେ କହିଛନ୍ତି, ରାଜସ୍ଥାନ ନିର୍ବାଚନରେ...

ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଲାଗିଛି ଭୟଙ୍କର ନିଆଁ, ହୁତହୁତ୍‌ ହୋଇ ଜଳୁଛି ବଗି

ଲକ୍ଷ୍ନୌ,୧୫।୧୧: ନୂଆଦିଲ୍ଲୀ-ଦରଭଙ୍ଗା(୦୨୫୭୦) ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ବୁଧବାର ଭୟଙ୍କର ନିଆଁ ଲାଗିଛି। ଉତ୍ତରପ୍ରଦେଶ ଇଟାଓ୍ବାର ସରାୟ ଭୂପତ ରେଳ ଷ୍ଟେଶନ ନିକଟରେ ଏକ୍ସପ୍ରେସ୍‌ର ୩ ବଗି ହୁତହୁତ୍‌ ହୋଇ ଜଳୁଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚୁଛନ୍ତି। ତେବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri