ଜାତୀୟ

କୁମାରସ୍ବାମୀ କରିଛନ୍ତି ବିଦ୍ୟୁତ ଚୋରି: କଂଗ୍ରେସର ଅଭିଯୋଗ, ଭିଡିଓ ଭାଇରାଲ…

ବେଙ୍ଗାଲୁରୁ,୧୪।୧୧ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। କଂଗ୍ରେସ ଅଭିଯୋଗ କରିଛି ଦିୱାଲୀ ସମୟରେ ତାଙ୍କ ଜେପି ନଗର ବାସଭବନକୁ ସାଜସଜ୍ଜା ଆଲୋକରେ ସଜାଯାଇଥିଲା ଯେଉଁଥି ପାଇଁ ବିଦ୍ୟୁତ ଚୋରି ହୋଇଥିଲା। ସୋସିଆଲ...

ଏନଆରଆଇ ବିବାହରେ ଥିବା ତ୍ରୁଟି ଯାଞ୍ଚ୍‌ କରିବାକୁ ବିଦେଶ ମନ୍ତ୍ରଣାଳୟର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୪।୧୧ : ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଇନ ଆୟୋଗଙ୍କୁ କହିଛନ୍ତି ଏନଆରଆଇଙ୍କ ବିବାହ ପ୍ରସଙ୍ଗ ଯାଞ୍ଚ କରିବା ଏବଂ ଅନ୍ତର୍ଜାତୀୟ ଆଇନ ତଥା ବେସରକାରୀ ଆଇନ ଉପରେ ଏହାର ଢାଞ୍ଚାକୁ ମଜବୁତ କରିବା ଜରୁରୀ। ସୂଚନାନୁସାରେ, ସମ୍ପ୍ରତି ସମ୍ପୃକ୍ତ ଆଇନଗୁଡ଼ିକରେ...

କଂଗ୍ରେସ ଭାବୁଥିଲା ରାମ ମନ୍ଦିର ନିର୍ମାଣ ହୋଇପାରିବ ନାହିଁ:ମୋଦି

ଭୋପାଳ,୧୪।୧୧: ମଧ୍ୟପ୍ରଦେଶର ବେତୁଲଠାରେ ଅନୁଷ୍ଠିତ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଦଳକୁ କଡ଼ା ଟକ୍କର ଦେଇଛନ୍ତି। କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି, ଏହା ହେଉଛି ସେହି କଂଗ୍ରେସ ଯିଏ ଭାବିଥିଲା ଯେ ରାମ ମନ୍ଦିର ନିର୍ମାଣ ହେବ...

ପରଲୋକରେ ଓବରୋଇ ଗ୍ରୁପ୍‌ ଚେୟାରମ୍ୟାନ୍‌ ପିଆର୍‌ଏସ୍‌ ଓବରୋଇ

ନୂଆଦିଲ୍ଲୀ,୧୪।୧୧: ଓବରୋଇ ଗ୍ରୁପ୍‌ର ଚେୟାରମ୍ୟାନ୍‌ ପିଆର୍‌ଏସ୍‌ ଓବରୋଇଙ୍କ ମଙ୍ଗଳବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ତେବେ ଭାରତରେ ହୋଟେଲ ବ୍ୟବସାୟର ରୂପରେଖ ବଦଳାଇବାର ଶ୍ରେୟ ତାଙ୍କୁ ଦିଆଯାଉଥିଲା। ଅପରାହ୍ନ ୪ଟାରେ ଭଗବତୀ ଓବରୋଇ...

ଦୀର୍ଘ ୩୨ ବର୍ଷର ବୈବାହିକ ଜୀବନ ପରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ରେମଣ୍ଡ ଗ୍ରୁପ୍‌ ଚେୟାରମ୍ୟାନ୍‌; ଚମକାଇଲା ନିଷ୍ପତ୍ତି

ନୂଆଦିଲ୍ଲୀ,୧୪।୧୧: ଦୀର୍ଘ ୩୨ ବର୍ଷର ବୈବାହିକ ଜୀବନ ପରେ ପ୍ରତିଷ୍ଠିତ ରେମଣ୍ଡ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଗୌତମ ସିଙ୍ଘାନିଆ ପତ୍ନୀ ନଓ୍ବାଜ ମୋଦି ସିଙ୍ଘାନିଆଙ୍କ ଠାରୁ ଅଲଗା ହୋଇଛନ୍ତି। ଏନେଇ ସେ ଘୋଷଣା କରିବା ପରେ ଦୁହେଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି।...

ମାତ୍ର ୬୦ ଟଙ୍କାରେ କିଣିପାରିବେ ‘ଭାରତ ଡାଲି’, ଜାଣନ୍ତୁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ସ୍କିମ

ନୂଆଦିଲ୍ଲୀ,୧୪।୧୧: ଗତ କିଛି ମାସ ଧରି ମୁଦ୍ରାସ୍ଫୀତି ଯୋଗୁଁ ସାଧାରଣ ଜନତା ଅସୁବିଧାରେ ପଡ଼ିଥିଲେ, କିନ୍ତୁ ଅକ୍ଟୋବର ପାଇଁ ମୁଦ୍ରାସ୍ଫୀତି ତଥ୍ୟ କିଛି ମାତ୍ରାରେ ଆରାମ ଦେଇଛି। ଜୁଲାଇରୁ କ୍ରମାଗତ ତୃତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଉଛି।...

ମଧ୍ୟପ୍ରଦେଶର ୪୭୨ ଜଣ ପ୍ରାର୍ଥୀଙ୍କ ନାମରେ ରହିଛି ମାମଲା, ଭାଜପାର ସୁରେନ୍ଦ୍ର ପଟଓ୍ବାଙ୍କ ନାଁରେ ୧୭୫

ଭୋପାଳ,୧୪।୧୧: ନଭେମ୍ବର ୧୭ରେ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ନିର୍ବାଚନ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ଏଡିଆର୍‌ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩ରେ ମୋଟ ୨୫୩୪ପ୍ରାର୍ଥୀଙ୍କ...

ନୂଆ ଦାୟିତ୍ୱ ମିଳିବା ପରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଧନ୍ୟବାଦ ଜଣାଇଲେ ମହୁଆ

କୋଲକାତା,୧୪ା୧୧: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ଏମ୍‌ପିି ମହୁଆ ମୋଇତ୍ରଙ୍କ ବିରୋଧରେ ସଂସଦୀୟ କମିଟି ତଦନ୍ତ ଚଳାଇଥିବା ବେଳେ ତାଙ୍କୁ କ୍ରିଷ୍ଣନଗର (ନଦିଆ ଉତ୍ତର)ର ଜିଲା ସଭାପତି ଭାବେ ଦଳ ନିଯୁକ୍ତି ଦେଇଛି। ନୂଆ ପଦବୀ ପାଇଁ ମହୁଆ...

ଧନୀ-ଗରିବ ଆୟ ବ୍ୟବଧାନ ବଢୁଛି

ନୂଆଦିଲ୍ଲୀ,୧୪ା୧୧: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଗତ ଅକ୍ଟୋବରର ଆର୍ଥତ୍କ ରିପୋର୍ଟ ଅନୁଯାୟୀ ପ୍ରଥମତଃ ଘରୋଇ ଚାହିଦା ଓ ଉପଭୋଗ ବଢ଼ିଥିବାରୁ ଭାରତର ଅଭିବୃଦ୍ଧି ସମ୍ଭାବନା ମଜଭୁତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ପାଇଁ ସରକାରୀ ଭାବେ ସକଳ ଘରୋଇ ଉତ୍ପାଦ (ଜିଡିପି)...

ଉଦ୍ଧାର କାର୍ଯ୍ୟ ଜାରି : ଖାଦ୍ୟ ଅକ୍ସିଜେନ୍‌ ପଠାଗଲା

ଡେରାଡୁନ୍‌,୧୪ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲା ଅନ୍ତର୍ଗତ ଯମୁନେତ୍ରୀ-ଉତ୍ତରାଖଣ୍ଡ ଜାତୀୟ ରାଜପଥ କାମ ଚାଲିଥିବାବେଳେ ରବିବାର ଭୋର ସମୟରେ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବାରୁ ୫ ଓଡ଼ିଆଙ୍କ ସମେତ ୪୦ରୁ ଊଦ୍ଧ୍ୱର୍ର୍ ଶ୍ରମିକ ଫସି ରହିଛନ୍ତି। ଉତ୍ତରକାଶୀର ସିଲ୍‌କ୍ୟାରା ସହ ଡଙ୍ଗାଲଗାଓଁକୁ ଏହି...

ଛଟେଇ କରିବ ଟାଟା ଷ୍ଟିଲ୍, ଏତିକି କର୍ମଚାରୀ ହରାଇ ପାରନ୍ତି ନିଯୁକ୍ତି

ନୂଆଦିଲ୍ଲୀ, ୧୩ା୧୧: ଟାଟା ସମୂହର ଷ୍ଟିଲ କମ୍ପାନୀ ଟାଟା ଷ୍ଟିଲ ନେଦରଲ୍ୟାଣ୍ଡ୍ସରେ ଥିବା ଏହାର ପ୍ଲାଣ୍ଟରୁ ୮୦୦ କର୍ମଚାରୀ ଛଟେଇ କରିବାକୁ ଯାଉଛି। ଆମଷ୍ଟରଡାମଠାରୁ ୩୦ କିଲୋମିଟର ଦୂରରେ ଥିବା ଏହି ପ୍ଲାଣ୍ଟରେ ପ୍ରାୟ ୯୨୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି।...

ଟିଏମ୍‌ସି ନେତାଙ୍କୁ ଗୁଳିକରି ହତ୍ୟା : ଆକ୍ରମଣକାରୀଙ୍କୁ ଲୋକେ ପିଟି ମାରିଦେଲେ

କୋଲକାତା,୧୩ା୧୧: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ଜୟନଗରରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଜଣେ ସ୍ଥାନୀୟ ନେତାଙ୍କୁ ସୋମବାର ସକାଳେ ଗୁଳିକରି ହତ୍ୟା କରାଯାଇଛି। ଉତ୍ତ୍ୟକ୍ତ ଲୋକେ ଉକ୍ତ ଆକ୍ରମଣକାରୀଙ୍କୁ ପିଟି ମାରିଦେଇଛନ୍ତି। ଜୟନଗରର ବାମୁଗାଚିର ଟିଏମ୍‌ସି ସଭାପତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri