ଜାତୀୟ

ଚାରି କାନ୍ଥ ଭିତରେ ଜାତି ସୂଚକ ଟିପ୍ପଣୀ ଦେବା ନୁହେଁ ଅପରାଧ: ହାଇକୋର୍ଟ…

ଚଣ୍ଡିଗଡ,୧୩।୧୧ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଜଣେ ବ୍ୟକ୍ତିଙ୍କୁ ଅପମାନିତ କରିବା କିମ୍ବା ଧମକ ଦେବା ଏସସି / ଏସଟି ଅଧିନିୟମ ଅନୁଯାୟୀ ଅପରାଧ ହେବ ନାହିଁ, ଯଦି ଏପରି ମନ୍ତବ୍ୟ ସର୍ବସାଧାରଣ ସ୍ଥଳରେ...

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କୁ ଚାବୁକ୍‌ ମାଡ, ଭିଡିଓ ଭାଇରାଲ…

ରାୟପୁର,୧୩।୧୧ : ଦୀପାବଳି ପରଦିନ ଗୌରା-ଗୌରୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ନିଜେ ପ୍ରତ୍ୟେକ ଥର ଏହି ରୀତିନୀତିର ଏକ ଅଂଶ ହୋଇଥାନ୍ତି। ଏହି କାରଣରୁ, ରବିବାର ରାତିରେ ଦୀପାବଳି ପାଳନ କରାଯିବା ପରେ...

ରାତି ୮ଟା ପରେ ବାଣ ଫୁଟାଇବା ପଡିଲା ମହଙ୍ଗା, ୫୫୪ ମାମଲା ରୁଜୁ କଲା ପୋଲିସ…

ଚେନ୍ନାଇ,୧୩।୧୧ : ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଉଥିବା ନେଇ ତାମିଲନାଡୁ ପୋଲିସ ଉଲ୍ଲଂଘନକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଚେନ୍ନାଇ ପୋଲିସ କହିଛି, ଦୀପାବଳିରେ ୫୫୪ ମାମଲା ରୁଜୁ ହୋଇଛି। ସୁପ୍ରିମକୋର୍ଟ ବାଣ ଫୁଟାଇବା ପାଇଁ...

ଆପାର୍ଟମେଣ୍ଟରେ ନିଆଁ, ଜିବନ୍ତ ଜଳିଗଲେ ୬ ଜଣ

ହାଇଦ୍ରାବାଦ,୧୩।୧୧: ତେଲଙ୍ଗାନା ହାଇଦ୍ରାବାଦର ଏକ ଆପାର୍ଟମେଣ୍ଟରେ ସୋମବାର ସକାଳେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଅତି କମରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ବିଲଡିଂରେ ଥିବା ଗୋଦାମରେ ନିଆଁ ଲାଗିଥିବା ଜଣାପଡିଛି। ଏହି ନିଆଁ ଏତେ ଦ୍ରୁତ ଗତିରେ...

ମନ୍ଦିରରେ ପହଞ୍ଚିଲେ ସିଂହ ପଲ, ଅଡୁଆରେ ପଡିଲେ ପୁରୋହିତ , ଭିଡିଓ ଭାଇରାଲ…

ଅହମଦାବାଦ,୧୩।୧୧ : ଗୁଜରାଟର ଗିରର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ସିଂହମାନଙ୍କର ଏକ ପଲ ଗିର ଗାଁରେ ଅବସ୍ଥିତ ଏକ ମନ୍ଦିର ପରିସରରେ ପହଞ୍ଚିଥିଲେ। ଏହା ସକାଳ ସମୟ ଥିଲା ।...

ଲାଇଟ ଟାଓ୍ବାରରେ ଚଢିଥିବା ଯୁବତୀଙ୍କୁ ତଳକୁ ଓହ୍ଲାଇବାକୁ ଅନୁରୋଧ କଲେ ମୋଦି, ଭିଡିଓ ଭାଇରାଲ

ସିକନ୍ଦରାବାଦ,୧୩।୧୧: ଦେଶର ୫ଟି ରାଜ୍ୟରେ ଏବେ ନିର୍ବାଚନ ଋତୁ ଚାଲିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ଲଗାତାର ଭାବେ ନିର୍ବାଚନ ସଭାକୁ ସମ୍ବୋଧିତ କରୁଛନ୍ତି। ଏଥିରେ ସେ ଭାରତୀୟ ଜନତା ପାର୍ଟି(ଭାଜପା) ପାଇଁ ଭୋଟ ମାଗୁଛନ୍ତି। ଏହି କ୍ରମରେ ଶନିବାର ମୋଦି...

ଭୋଟ ପୂର୍ବରୁ ତେଲଙ୍ଗାନା ରଚିଲା ଇତିହାସ, ରାଜ୍ୟରେ ପୁରୁଷଙ୍କୁ ଟପିଲେ ମହିଳା ଭୋଟର…

ହାଇଦ୍ରାବାଦ,୧୩।୧୧ : ତେଲଙ୍ଗାନା ବିଧାନସଭା ନିବ;ାଚନ ପୂର୍ବରୁ ବଡ ଖବର ଆସିଛି। ରାଜ୍ୟରେ ଇତିହାସ ସୃଷ୍ଟି ହୋଇଛି। ତେଲଙ୍ଗାନା ଗଠନ ପରେ ପ୍ରଥମ ଥର ପାଇଁ ମହିଳା ଭୋଟର ପୁରୁଷ ଭୋଟରଙ୍କ ତୁଳନାରେ ଅଧିକ ଅଛନ୍ତି। ବିଧାନସଭା ନିର୍ବାଚନ ପାଇଁ...

ଜୀବିତ ପୁଅ ମୃତ କହି ୯୦ ଲକ୍ଷ ଠକିନେଲେ ପିତା, ଘର ଲୋକେ କଲେ ପର୍ଦ୍ଦାଫାଶ…

ଲକ୍ଷ୍ନୌ,୧୩।୧୧ : ଅହମଦାବାଦ ପୋଲିସ ଦ୍ୱାରା ଧରାଯାଇଥିବା ଦନକୌରର ପାର୍ସଲ ଗାଁର ବାସିନ୍ଦା ଅନୀଲ ମଲିକଙ୍କ ମୃତ୍ୟୁ ନାଟକ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ପର୍ଦ୍ଦାଫାଶ ହୋଇଛି। ପ୍ରାୟ ଏକ ବର୍ଷ ଧରି ଅନୀଲଙ୍କ ପିତା ବିଜୟପାଲ ଏବଂ ଅନ୍ୟ...

ଦୀପାବଳିରେ ଦିଲ୍ଲୀର ବାୟୁ ସବୁଠୁ ଭଲ ଥିଲା

ନୂଆଦିଲ୍ଲୀ,୧୩ା୧୧: ଦିଲ୍ଲୀରେ ଯେଉଁଭଳି ଭାବରେ ବାୟୁ ପ୍ରଦୂଷଣ ହେଉଛି ତାହା ପରିବେଶବିତ୍‌ଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ସବୁବର୍ଷ ଦୀପାବଳି ପରଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସର୍ବାଧିକ ରେକର୍ଡ କରାଯାଇଥାଏ। ମାତ୍ର ଚଳିତ ବର୍ଷ ପ୍ରଦୂଷଣର ମାତ୍ରା କମ୍‌ ରହିଛି।...

ଆଣବିକ ଅସ୍ତ୍ରଶସ୍ତ୍ରର ରେଞ୍ଜ ବୃଦ୍ଧି କରୁଛି ଭାରତ, ଚାଇନାକୁ ମିଳିବ କଡ଼ା ଜବାବ…

ନୂଆଦିଲ୍ଲୀ,୧୩।୧୧ : ଆଣବିକ ଅସ୍ତ୍ର ଯେକୌଣସି ଦେଶର ଶକ୍ତି କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଅଟେ । ବର୍ତ୍ତମାନ ଭାରତ ସମେତ ବିଶ୍ୱର ୯ ଟି ଦେଶ ପାଖରେ ଆଣବିକ ଅସ୍ତ୍ର ରହିଛି। ଗତ ବର୍ଷ, ୨୦୨୨ ସୁଦ୍ଧା, ଭାରତ...

ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟରେ ମାତ୍ର ୫୭୪ ଟଙ୍କା, ନିଜ ନାମରେ ନାହିଁ କାର…

ନୂଆଦିଲ୍ଲୀ,୧୩।୧୧ : ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟରେ ମାତ୍ର ୫୭୪ ଟଙ୍କା ଅଛି। ଏହା ହାସ୍ୟାସ୍ପଦ ନୁହେଁ ଏହା ସତ୍ୟ। ବାସ୍ତବରେ, ୩୧ ମାର୍ଚ୍ଚ, ୨୦୨୩ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଘୋଷିତ ସମ୍ପତ୍ତି ଦର୍ଶାଉଛି ସେ କୌଣସି ଶେୟାରରେ କିମ୍ବା...

ଖୁସି ଖବର: ପିଏଫ ଆକାଉଣ୍ଟକୁ ଆସିଲା ଟଙ୍କା, କିପରି କରିବେ ବାଲାନ୍ସ ଯାଞ୍ଚ୍‌ ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୧୧: ଇପିଏଫଓ ହିତାଧିକାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ପକ୍ଷରୁ ଏହାର ହିତାଧିକାରୀଙ୍କ ପାଇଁ ୨୦୨୨-୨୩ ପାଇଁ ସୁଧ ହାର ଆକାଉଣ୍ଟକୁ ପଠାଇବା ଆରମ୍ଭ କରିଛି। ଇପିଏଫଓ ଆକାଉଣ୍ଟରେ ସୁଧ ହାର ହେଉଛି ୮.୨ ପ୍ରତିଶତ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri