ଜାତୀୟ

ଖୁସି ଖବର: ପିଏଫ ଆକାଉଣ୍ଟକୁ ଆସିଲା ଟଙ୍କା, କିପରି କରିବେ ବାଲାନ୍ସ ଯାଞ୍ଚ୍‌ ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୧୧: ଇପିଏଫଓ ହିତାଧିକାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ପକ୍ଷରୁ ଏହାର ହିତାଧିକାରୀଙ୍କ ପାଇଁ ୨୦୨୨-୨୩ ପାଇଁ ସୁଧ ହାର ଆକାଉଣ୍ଟକୁ ପଠାଇବା ଆରମ୍ଭ କରିଛି। ଇପିଏଫଓ ଆକାଉଣ୍ଟରେ ସୁଧ ହାର ହେଉଛି ୮.୨ ପ୍ରତିଶତ।...

ସାଇ ମନ୍ଦିର ଛାତରେ ଲାଗିଲା ନିଆଁ

ଚେନ୍ନାଇ,୧୨।୧୧: ରବିବାର ସାରେ ତାମିଲନାଡୁର ରାଜଧାନୀ ଚେନ୍ନାଇର ମିଲାପୋର ସାଇ ବାବା ମନ୍ଦିର ଛାତରେ ଅଗ୍ନିକାଣ୍ଡ ଘଟିଛି। ତିନୋଟି ଅଗ୍ନିଶମ କେନ୍ଦ୍ରରୁ ୨୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ବ୍ୟସ୍ତ ଅଛନ୍ତି। ପୋଲିସ କହିଛି ଯେ ମନ୍ଦିରର...

‘ଜନତାଙ୍କ ଶକ୍ତି ଆଗରେ କିଛି କାମ କରିବ ନାହିଁ’, ଉଦ୍ଧବଙ୍କୁ ଟାର୍ଗେଟ କଲେ ଶିନ୍ଦେ

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରର ଥାନେ ଜିଲାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଶିବସେନା (ୟୁବିଟି) ର ଶାଖା ଭାଙ୍ଗିବା ନେଇ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ଚେତାବନୀକୁ ‘ଫାଙ୍କା ଧମକ’ ବୋଲି କହିଛନ୍ତି। ଏକ ଦୀପାବଳି କାର୍ଯ୍ୟକ୍ରମରେ ଯୋଗଦେବା ପରେ ସାମ୍ବାଦିକମାନଙ୍କ...

ରାଷ୍ଟ୍ରପତି ଭବନରେ ପାଳନ ହେଲା ଦୀପାବଳି

ନୂଆଦିଲ୍ଲୀ,୧୨।୧୧: ସାରା ଦେଶରେ ରବିବାର ଆଲୋକର ପର୍ବ ଦିପାବଳୀ ପାଳନ କରାଯାଉଛି। ଦେଶର ପ୍ରତ୍ୟେକ ପ୍ରାନ୍ତର ଲୋକମାନେ ଦୀପାବଳି ଉତ୍ସବରେ ଖୁସି ମନାଉଛନ୍ତି। ସାଧାରଣ ଲୋକମାନେ ଦିପାବଳୀ ପର୍ବ ପାଳନ କରୁଥିବାବେଳେ ଆମ ଦେଶରେ ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ରାଜନେତାମାନେ...

ମନୀଷ ସିସୋଡିଆଙ୍କ ପରିବାରକୁ ଭେଟିବା ପରେ ସଞ୍ଜୟ ସିଂଙ୍କ ବାସଭବନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମନ୍ତ୍ରୀ ଆତିଶୀଙ୍କ ବାସଭବନରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏଠାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ପରିବାରକୁ ସାକ୍ଷାତ କରିଛନ୍ତି। କୋର୍ଟ ଅନୁମତି ଦେବା ପରେ ଶନିବାର ସିସୋଡିଆ...

ବାଣ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ: ୯ଜଣ ଗୁରୁତର

ମଥୁରା,୧୨।୧୧: ଉତ୍ତରପ୍ରଦେଶ ମଥୁରା ଜିଲାର ଗୋପାଳବାଗ ଅଞ୍ଚଳରେ ରବିବାର ଏକ ବାଣ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୯ଜଣ ଗୁରୁତର ହୋଇଥିବା ବେଳେ ୭ ଦୋକାନ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଗାଁରେ...

Ultraviolette F୯୯: ଭାରତର ପ୍ରଥମ ଇଲେକ୍ଟ୍ରିକ୍‌ ରେସିଂ ବାଇକ୍‌; ୨୬୫ କିମି ପ୍ରତିଘଣ୍ଟା ବେଗରେ…

ନୂଆଦିଲ୍ଲୀ,୧୨।୧୧: ଭାରତରେ ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ବିଷୟରେ କଥା ହେଲେ ପ୍ରାୟତଃ ଇଲେକ୍ଟ୍ରିକ ସ୍କୁଟର ଦେଖିବାକୁ ମିଳେ। ଇଭି କମ୍ପାନୀଗୁଡିକ ମଧ୍ୟ ଏହାର ବାଇକ୍‌ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଇ-ସ୍କୁଟର ତୁଳନାରେ ତାହା କମ।...

ଛାତ୍ରୀଙ୍କୁ ମିଳିବ ଋତୁସ୍ରାବ ଛୁଟି: ଶ୍ରେଣୀ ଉପସ୍ଥାନକୁ ୨ ପ୍ରତିଶତ କୋହଳ

ଗୁଆହାଟୀ,୧୨ା୧୧: ଆସାମର ଗୁଆହାଟୀ ୟୁନିଭର୍ସିଟି ଏବଂ ଏହାର ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଛାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଛାତ୍ରୀମାନଙ୍କୁ ଏଣିକି ଋତୁସ୍ରାବକାଳୀନ ଛୁଟି ମିଳିବ ବୋଲି ଗୁଆହାଟୀ ୟୁନିଭର୍ସିଟ ପକ୍ଷରୁ କୁହାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ଏ ନେଇ ଛାତ୍ରୀମାନଙ୍କ...

୨୦୨୭ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ଅର୍ଥନୀତି…

ମୁମ୍ବାଇ,୧୨।୧୧ : ଆସନ୍ତା ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ହେବ। ମୋର୍ଗାନ ଷ୍ଟାନଲି, ଜେପି ମୋର୍ଗାନ ଏବଂ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ରିପୋର୍ଟରେ ଭାରତର ଅର୍ଥନୀତିକୁ ଅଗ୍ରଗତି ଜାରି ରଖିଥିବା ବ୍ୟବସ୍ଥା ଭାବେ ଦର୍ଶାଯାଇଛି। ଏହି ରିପୋର୍ଟରେ...

ଗୋଟିଏ ପରିବାରର ୪ ମୃତ ଦେହ ଉଦ୍ଧାର

ବେଙ୍ଗାଲୁରୁ,୧୨।୧୧: କର୍ନାଟକର ଉଡୁପି ଜିଲାରୁ ଏକ ହୃଦୟ ବିଦାରକ ଖବର ଆସିଛି। ମାଲପେ ପୋଲିସ ଷ୍ଟେଶନ ଅନ୍ତର୍ଗତ ତୃପ୍ତି ନଗରରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଘରେ ମିଳିଛି। ପୋଲିସ ଏକ ବିବୃତ୍ତିରେ କହିଛି ଯେ, ମୃତକଙ୍କ...

ଶରଦ ପାୱାରଙ୍କ ଜାତି ପ୍ରମାଣପତ୍ର ଭାଇରାଲ

ମୁମ୍ବାଇ,୧୨।୧୧: ଗୋଟିଏ ପଟେ ମରାଠା ସଂରକ୍ଷଣ ପ୍ରସଙ୍ଗକୁ ନେଇ ରାଜ୍ୟରେ ଏକ ହଟ୍ଟଗୋଳ ହୋଇଥିବାବେଳେ ଅନ୍ୟ ପଟେ ଏହି ପ୍ରସଙ୍ଗରେ ଚାଲିଥିବା ରାଜନୀତି ବନ୍ଦ ହେବାର କୌଣସି ଚିହ୍ନ ଦେଖାଉ ନାହିଁ। ଏହି ପ୍ରସଙ୍ଗରେ ବିରୋଧ କରିଥିବା ମନୋଜ ଜାରଙ୍ଗେ...

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

ଶିମ୍‌ଲା,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚି ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ସମୟରେ ସେ ଯବାନଙ୍କୁ ଉତ୍ସାହିତ ଏବଂ ପ୍ରେରଣା ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri