ଜାତୀୟ

Video: ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲିରେ ଟାୱାର ଉପରକୁ ଚଢ଼ିଗଲେ ମହିଳା, ପ୍ରଧାନମନ୍ତ୍ରୀ କହିଲେ-”ଝିଅ ତଳକୁ ଆସ”

ନୂଆଦିଲ୍ଲୀ, ୧୧।୧୧: ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଏବେ ସମସ୍ତ ଦଳ ପ୍ରଚାର ଜୋରଦାର ଚଳାଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲିକୁ ସମ୍ବୋଧନ କରୁଥିବା ସମୟରେ ଜଣେ ମହିଳା ଏପରି କିଛି କରିଥିଲେ ଯେଉଁଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ...

ଦୀପାବଳି ମୁହୁର୍ତ୍ତ ଟ୍ରେଡିଂ, ଘଣ୍ଟାକରେ କରିଦେବ ମାଲାମାଲ, କୋଟିପତି ହେବାର ସୁଯୋଗ…

ମୁମ୍ବାଇ,୧୧।୧୧ : ଶେୟାର ବଜାରରେ ଦୀପାବଳି ଅବସରରେ ମୁହୁର୍ତ୍ତ ଟ୍ରେଡିଂ କରାଯିବ। ଲୋକଙ୍କୁ ଏକ ଘଣ୍ଟାରେ କୋଟିପତି ହେବାର ସୁଯୋଗ ମିଳିବ। ହଁ ବାସ୍ତବରେ, ଦୀପାବଳି ମୁହୁର୍ତ୍ତ ଟ୍ରେଡିଂସେହି ସୁଯୋଗ ଦେଇଥାଏ। ରବିବାର ଦିନ ଷ୍ଟକ ବଜାରରେ ଟ୍ରେଡିଂ କରାଯିବ।...

ସ୍କୁଲ ନ ଯାଇ ଘରେ ଲୁଚିଥିଲା ଛାତ୍ର, ଖବର ପାଇ ଶିକ୍ଷକ ସାଥୀ ପିଲାଙ୍କ ସହ ପିଟି ପିଟି ନେଲେ, ଭିଡିଓ ଭାଇରାଲ…

ପାଟନା,୧୧।୧୧ : ପିଲାଦିନେ ଅଧିକାଂଶ ସ୍କୁଲକୁ ଯିବାକୁ ଅମଙ୍ଗ ହୋଇଥାନ୍ତି। ପିଲାଦିନେ ସ୍କୁଲ ନ ଯିବା ପାଇଁ ସମସ୍ତଙ୍କର ନିଜସ୍ବ କାରଣ ଥିଲା। ତେବେ ଆଜିର ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ସବୁକିଛି ବଦଳି ଯାଇଛି। କୁହାଯାଏ ଯେ ପୂର୍ବରୁ ଯେତେବେଳେ...

ନାବାଳିକାଙ୍କୁ କମେଣ୍ଟ କରିବା ପଡିଲା ମହଙ୍ଗା, ନିସ୍ତୁକ ଠେଙ୍ଗା ମାଡ଼, ଭିଡିଓ ଭାଇରାଲ…

ପାଟନା,୧୧।୧୧ : ସାମ୍ପ୍ରତିକ ସମୟରେ, ପ୍ରତ୍ୟେକ ଝିଅ ଆତ୍ମରକ୍ଷା କରିବାକୁ ସକ୍ଷମ ହେବା ଆବଶ୍ୟକ କାରଣ ଦୁଷ୍କର୍ମକାରୀ ତାଙ୍କୁ କେବେ ମଧ୍ୟ ଅସଦାଚରଣ କରି ପାରନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ...

କଂଗ୍ରେସ ଜ୍ୟୋତିରାଦିତ୍ୟଙ୍କୁ ସବୁକିଛି ଦେଇଥିଲା, କିନ୍ତୁ ସେ ସରକାରଙ୍କୁ କରିଥିଲେ କ୍ଷମତାଚ୍ୟୁତ: ଦିଗବିଜୟ…

ଭୋପାଳ,୧୧।୧୧ : ମଧ୍ୟପ୍ରଦେଶରେ ଭୋଟ ଦେବାକୁ ଏକ ସପ୍ତାହରୁ କମ ସମୟ ବାକି ଅଛି। ସମସ୍ତ ଦଳ ନିଜର ସମାବେଶକୁ ଜୋରଦାର କରିଛନ୍ତି। ଷ୍ଟାର ପ୍ରଚାରକମାନେ କ୍ରମାଗତ ଭାବରେ ବୈଠକ କରୁଛନ୍ତି। ଏହି ସମୟରେ ଗୁନାରେ ଏକ ସଭାରେ ପୂର୍ବତନ...

ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଖ୍ୟାତନାମା ଅଭିନେତା-କମେଡିଆନ୍‌

ହାଇଦ୍ରାବାଦ: ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ତଥା କମେଡିଆନ୍‌ ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଚନ୍ଦ୍ର ମୋହନ ଦୀର୍ଘଦିନ ଧରି ହୃଦ୍‌ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ହେଲେ...

ଆଇପିଓ କରିଦେଲା ମାଲାମାଲ: ପ୍ରଦୀପ ରାଥୋଡ ହେଲେ ଦେଶର ନୂଆ କୋଟିପତି

ମୁମ୍ବାଇ,୧୧ା୧୧: ସେୟାର ବଜାରରେ ସେଲୋ ୱାର୍ଲଡର ଆଇପିଓ ସଫଳ ପ୍ରବେଶ ଦେଶରେ ଆଉ ଜଣେ କୋଟିପତି ସୃଷ୍ଟି କରିଛି। କେସରୋଲ କିଙ୍ଗ ନାମରେ ପରିଚିତ ପ୍ରଦୀପ ରାଥୋଡ ଭାରତର କୋଟିପତିଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଶୁକ୍ରବାର କମ୍ପାନୀର ସେୟାର ୭୮୮.୪୦...

ଏକକାଳୀନ ୨୨ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେଲା ଅଯୋଧ୍ୟା, ହେଲା ବିଶ୍ୱରେକର୍ଡ…

ଲକ୍ଷ୍ନୌ,୧୧।୧୧: ୨୨ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହୋଇଛି ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା। ଶନିବାର ଦୀପାବଳି ଉପଲକ୍ଷେ ଏଠାରେ ଏକକାଳୀନ ଦୀପ ଜଳାଯାଇଥିଲା, ଯାହାକି ଏକ ବିଶ୍ୱ ରେକର୍ଡ ଅଟେ। ତେବେ ଏହି ଅବସରରେ ଅନେକ ଭବ୍ୟ କାର୍ଯ୍ୟକ୍ରମର...

ବିଶ୍ୱାସ ନ ଥିଲା ମୋ ପୁଅଙ୍କୁ କରିବେ ରାଜ୍ୟ ସଭାପତି: ୟେଦୁରପ୍ପା…

ବେଙ୍ଗାଲୁରୁ,୧୧।୧୧ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପନ) ନେତା ବିଏସ ୟେଦୁରପ୍ପା ଶନିବାର କହିଛନ୍ତି ଦଳର ନେତାମାନେ ତାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ ରାଜ୍ୟ ୟୁନିଟର ନୂତନ ସଭାପତି ଭାବରେ ବାଛିବେ ବୋଲି ମୁଁ କେବେ...

ସରକାରଙ୍କ ଉପହାର: ବିନା ଇଣ୍ଟରନେଟରେ ଲାଇଭ ଟିଭି…

ନୂଆଦିଲ୍ଲୀ,୧୧।୧୧ : ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ଅଛି। ସାଧାରଣ ଲୋକଙ୍କ ପାଇଁ ସରକାର ଆଶ୍ଚର୍ଯ୍ୟଜନକ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି, ବର୍ତ୍ତମାନ ଆପଣ ବିନା ଫୋନରେ ଲାଇଭ ଟିଭି ଉପଭୋଗ କରିପାରିବେ। ଦେଶର ଯେ କୌଣସି...

ସୁପ୍ରିମକୋର୍ଟରେ ଚାଲିଥିଲା ହତ୍ୟା ମାମଲାର ଶୁଣାଣି, ହଠାତ୍ ପୀଡିତ ଆସି କହିଲେ-‘ମୁଁ ବଞ୍ଚିଛି’

ନୂଆଦିଲ୍ଲୀ,୧୧।୧୧: ସୁପ୍ରିମକୋର୍ଟରେ ଏକ ହତ୍ୟା ମାମଲାର ଶୁଣାଣି ସମୟରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଶୁଣାଣି ସମୟରେ ପୀଡିତ ୧୧ ବର୍ଷର ନାବାଳକ ବିଚାରପତିଙ୍କ ସାମ୍ନାରେ ଆସି କହିଛନ୍ତି ଯେ ସେ ଜୀବିତ ଅଛନ୍ତି, ଏବଂ ଏହି ହତ୍ୟା...

ରାଜସ୍ଥାନରେ ଲଜ୍ଜା: ଚାରି ବର୍ଷର ନାବାଳିକାକୁ ବଳାତ୍କାର କଲେ ସବ୍-ଇନ୍ସପେକ୍ଟର, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ,୧୧।୧୧: ମଣିଷପଣିଆକୁ ଲଜ୍ଜାନ୍ବିତ କଲା ଭଳି ଏକ ଘଟଣା ରାଜସ୍ଥାନରୁ ସାମ୍ନାକୁ ଆସିଛି। ଜଣେ ସବ-ଇନ୍ସପେକ୍ଟର ଏକ ଚାରି ବର୍ଷର ଝିଅକୁ ଫୁସୁଲା ଫୁସୁଲି ନିଜ ରୁମକୁ ଡାକିଥିଲେ ପରେ ତାର ବଳାକ୍ତାର କରିଥିଲେ। ଘଟଣା ରାଜସ୍ଥାନର ଦୋଷାରେ ଘଟିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri