ଜାତୀୟ

ଓଲଟିଲା ସ୍କୁଲ ବସ, ବସରେ ଥିଲେ ୧୪ଛାତ୍ରୀଛାତ୍ର

ଗୟା.୧୧।୧୧: ବିହାରର ଗୟାରେ ଓଲଟି ପଡିଲା ସ୍କୁଲ ବସ। ବସରେ ଥିଲେ ୧୪ଜଣ ଛାତ୍ରୀଛାତ୍ର। ସହରର ମଗଧ ମେଡିକାଲ ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାରେ ୧୪ଜଣ ଛାତ୍ରୀଛାତ୍ର ଗୁରୁତର ଆହତ ହୋଇଛନ୍ତି। ସୂଚନା ମିଳିବା...

Ayodhya Deepostav-2023: ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଆପଣ ବି ଜାଳି ପାରିବେ ନିଜ ନାମର ଦୀପ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା…

ଲକ୍ଷ୍ନୌ,୧୧।୧୧: ଚଳିତ ବର୍ଷ ଅଯୋଧ୍ୟାରେ ଜଳିବ ୧୪ ଲକ୍ଷ ଦୀପ। ଦୀପାବଳିକୁ ବେଶ ଭବ୍ୟ କରିବା ଲାଗି ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ଏଭଳି ପ୍ରସ୍ତୁତି କରି ବିଶ୍ୱ ରେକର୍ଡ କରିବାର ଯୋଜନା କରୁଛି। ତେବେ ଏହି କାର୍ଯ୍ୟକ୍ରମରେ ସାଧାରଣଲୋକେ...

ବିବାହ ପରେ ରାଘବଙ୍କ ପ୍ରଥମ ଜନ୍ମଦିନ ପାଳିଲେ ପରିଣିତି

ମୁମ୍ବାଇ: ପରିଣିତି ଚୋପ୍ରାଙ୍କ ସହିତ ବିବାହ ପରେ ଶନିବାର ଅର୍ଥାତ୍‌ ନଭେମ୍ବର ୧୧ରେ ରାଘବ ଚଢା ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରୁଛନ୍ତି। ସ୍ବାମୀଙ୍କ ଏହି ବିଶେଷ ଦିନରେ ଅଭିନେତ୍ରୀ ତାଙ୍କ ଉପରେ ତାଙ୍କ ଭଲ ପାଇବା ଅଜାଡି ଦେଇଛନ୍ତି।...

ରାମଙ୍କ ବିନା ରହିଛି ମାଆ ସୀତାଙ୍କ ପ୍ରତିମା, ଅଯୋଧ୍ୟା ପୂର୍ବରୁ ତିଆରି ହୋଇଥିଲା ଏହି ମନ୍ଦିର

ମୁମ୍ବାଇ,୧୧।୧୧: ଭଗବାନ ରାମଙ୍କ ବିନା ମାଆ ସୀତା ଅସମ୍ପୂର୍ଣ୍ଣ କୁହାଯାଏ। ସେଥିପାଇଁ ସବୁ ମନ୍ଦିରରେ ରାମଙ୍କ ସହ ମାଆ ସୀତାଙ୍କ ପ୍ରତିମା ସ୍ଥାପନ କରାଯାଇଥାଏ। ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ଉଦ୍‌ଘାଟନ ହେବାକୁ ଯାଉଛି। ଯେଉଁଠି ରାମଲାଲାଙ୍କ ସହ...

୨୮ହଜାର ଲୋକରେ ଅଛନ୍ତି ଜଣେ ଡାକ୍ତର, ଦୁର୍ବିସହ ଅବସ୍ଥାରେ ବିହାରର ସ୍ବାସ୍ଥ୍ୟବିଭାଗ

ପାଟନା,୧୧।୧୧: ବିହାରରେ ସ୍ବାସ୍ଥ୍ୟବିଭାଗ ଭୁଷୁଡି ପଡିଛି କହିଲେ ଅତ୍ୟୁକ୍ତି ହେବନାହିଁ। ବିହାର ବିଧାନସଭାର ଶୀତକାଳୀନ ଅଧିବେଶନରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସୂଚନାରୁ ଜଣାପଡିଛି କି, ଡାକ୍ତର ଓ ରୋଗୀଙ୍କ ଅନୁପାତ ହିସାବ କଲେ ବିହାରରେ ଜଣେ ଡାକ୍ତରଙ୍କ ଉପରେ ୨୮ହଜାର...

ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ପହଞ୍ଚିଲେ ସିସୋଡିଆ, ୬ ଘଣ୍ଟା ପାଇଁ ଅନୁମତି ଦେଇଛନ୍ତି କୋର୍ଟ

ନୂଆଦିଲ୍ଲୀ,୧୧।୧୧: କୋର୍ଟର ଅନୁମତି ପରେ ପୋଲିସ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ଶନିବାର ଆସିଛନ୍ତି। ସିସୋଡିଆଙ୍କୁ ସକାଳ ୧୦ ଟାରୁ ୬ଟା ପର୍ଯ୍ୟନ୍ତ ସାକ୍ଷାତ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଜେଲରେ ଥିବାବେଳେ...

ଏବେ ସହଜରେ ଧରାପଡିଯିବେ ମଦ୍ୟପ, ମୋବାଇଲ ଫୋନ କହିବ ସତ

ନୂଆଦିଲ୍ଲୀ,୧୧।୧୧: ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ପ୍ରତ୍ୟେକ ମଦ ବୋତଲରେ ଲେଖାଯିବା ସହ ଟିଭିରେ ବିଭିନ୍ନ ପ୍ରକାର ବିଜ୍ଞାପନରେ ମଧ୍ୟ ଦର୍ଶାଯାଇଥାଏ। ଏସବୁ ପରେ ବି ଲୋକମାନେ ମଦ୍ୟପାନ କରନ୍ତି । କିନ୍ତୁ ବହୁ ଲୋକ ମଦ୍ୟପାନ...

ରାଜସ୍ଥାନ ନିର୍ବାଚନ ପ୍ରଚାରରୁ ଦୂରେଇ ରହୁଛନ୍ତି ରାହୁଲ, ଘରୋଇ କନ୍ଦଳ ହେବ କି କାଳ

ଜୟପୁର,୧୧।୧୧: ୫ରାଜ୍ୟର ନିର୍ବାଚନ ନେଇ ଅକ୍ଟୋବର ୯ରୁ ବାଜି ସାରିଛି ନିର୍ବାଚନୀ ବିଗୁଲ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ୫ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ଭାବରେ ଦେଖାଯାଇଛି। ସେମିଫାଇନାଲର ପ୍ରଥମ ରାଉଣ୍ଡରେ ମିଜୋରାମରେ ମତଦାନ ସରିଥିବାବେଳେ ଛତିଶଗଡରେ ଦ୍ୱିତୀୟ...

ଗ୍ରାମୀ ଆଓ୍ବାର୍ଡ ୨୦୨୪ ପାଇଁ ମନୋନୀତ ହେଲା ମୋଦିଙ୍କ ଗୀତ

ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’ ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ମନୋନୀତ ହୋଇଛି। ଏହି ଗୀତକୁ ଭାରତୀୟ-ଆମେରିକୀୟ ଗ୍ରାମି ବିଜେତା ଗାୟକ ଫାଲଗୁନି ଶାହା ଗାଇଛନ୍ତି। ଏହି ଗୀତଟି ଜୁନ ୧୬ରେ ମୁକ୍ତିଲାଭ କରିଥିଲା,...

୪ବର୍ଷର ଶିଶୁକୁ ଏସଆଇ ବଳାତ୍କାର କରିଥିବା ଅଭିଯୋଗ, ଗେହେଲୋଟ ସରକାରଙ୍କୁ ଟାର୍ଗେଟ କଲା ଭାଜପା

ଦୌସା,୧୧।୧୧: ରାଜସ୍ଥାନ ଦୌସା ଜିଲାର ଲାଲସୋଟରେ ଜଣେ ସବ ଇନ୍ସପେକ୍ଟର (ଏସଆଇ) ଜଣେ ୪ବର୍ଷର ବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯେତେବେଳେ ପୀଡିତା ଜଣକ ତାଙ୍କ ମା’ଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ, ଝିଅଟିର ପିତା ଏକ ମାମଲା...

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ବ୍ରାଜିଲର ରାଷ୍ଟ୍ରପତି, କହିଲେ ପଶ୍ଚିମ ଏସିଆରେ…

ନୂଆଦିଲ୍ଲୀ,୧୧।୧୧: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡି ସିଲଭା ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ଲୁଇଜ ଇନାସିଓ ପଶ୍ଚିମ ଏସିଆର ପରିସ୍ଥିତି ଏବଂ ସେଠାରେ ଆତଙ୍କବାଦ,...

ଫାଇଲ୍‌ ଚାପିଛନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୧୧ା୧୧: ପଞ୍ଜାବ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ ୨୦୨୩ ଜୁନ୍‌ ୧୯ ଓ ୨୦ରେ ଅନୁଷ୍ଠିତ ବିଧାନସଭା ଅଧିବେଶନକୁ ଅସାମ୍ବିଧାନିକ ଦର୍ଶାଇଥିଲେ। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ରାଜ୍ୟପାଳଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri