ଜାତୀୟ

କଂଗ୍ରେସ ଜିତିଲେ ବାବର-ଔରଙ୍ଗଜେବ ନିର୍ଯାତନା ଦେବା ଆରମ୍ଭ କରିବେ: ହିମନ୍ତ

ଭୋପାଳ,୮।୧୧: ନଭେମ୍ବର ୧୭ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଅନୁଷ୍ଠିତ ହେବ। ଏହାପୂର୍ବରୁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ମଧ୍ୟ ମଧ୍ୟପ୍ରଦେଶରେ ପହଞ୍ଚି ଖଣ୍ଡୱା ଲୋକଙ୍କୁ...

ମହୁଆ ମୋଇତ୍ରାଙ୍କ ଲୋକସଭା ସଦସ୍ୟତା ବାତିଲ କରିବାକୁ ସୁପାରିସ କଲେ ଏଥିକ୍ସ କମିଟି!

ନୂଆଦିଲ୍ଲୀ,୮ା୧୧: ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରାଙ୍କ ସଦସ୍ୟତା ବାତିଲ କରିବାକୁ ସୁପାରିସ କରିଛି ଏଥିକ୍ସ କମିଟି। ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ଅଭିଯୋଗରେ ମହୁଆଙ୍କ ବିରୋଧରେ ତଦନ୍ତ କରି ଏଥିକ୍ସ କମିଟି ୫୦୦ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ...

ଲାଲକୃଷ୍ଣ ଆଡଭାଣୀଙ୍କ ବାସଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଜନ୍ମଦିନକୁ ନେଇ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୮।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା, ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ ବୁଧବାର ୯୬ ବର୍ଷରେ ପାଦ ରଖିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ପହଞ୍ଚି ଆଡଭାଣୀଙ୍କୁ ଜନ୍ମଦିନର ଶୁଭେଚ୍ଛା...

ମୋ ବିରୋଧରେ ମାମଲା ରୁଜୁ କରିବ କଂଗ୍ରେସ: ମୋଦି

ନୂଆଦିଲ୍ଲୀ,୮।୧୧: ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଘୋଷଣାକୁ ନେଇ ବିତର୍କ ଜାରି ରହିଛି। ମଧ୍ୟପ୍ରଦେଶର ଗୁନାରେ  ମୋଦି କହିଛନ୍ତି,  ୫ ବର୍ଷ ପାଇଁ...

ଶେଷରେ କ୍ଷମା ମାଗିଲେ ନୀତୀଶ କୁମାର

ପାଟନା,୮।୧୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହୋଇଛି। ବିଧାନସଭାର ଶୀତକାଳୀନ ଅଧିବେଶନରେ ବିହାରର ଜନ୍ମ ହାର ୪.୨ରୁ ୨.୯%କୁ କେମିତି ଖସିଲା, ତା’ର ଉତ୍ତର ରଖିବା ବେଳେ ନୀତୀଶ...

ମହୁଆ ମୋଇତ୍ରାଙ୍କ ବିରୋଧରେ ହେବ ସିବିଆଇ ତଦନ୍ତ, ବଡ଼ ଦାବି କଲେ ଭାଜପା ଏମପି

ନୂଆଦିଲ୍ଲୀ,୮।୧୧: ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ଟଙ୍କା ନେଇଥିବା ଅଭିଯୋଗ ମାମଲାରେ ଭାଜପା ଏମପି ନିଶିକାନ୍ତ ଦୁବେ ବୁଧବାର ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ଉପରେ ଏକ ବଡ ଦାବି କରିଛନ୍ତି। ଲୋକପାଳ ମହୁଆଙ୍କ ବିରୋଧରେ ସିବିଆଇ...

ବିଷବଳୟରେ ସାରା ଭାରତ

ନୂଆଦିଲ୍ଲୀ, ୮।୧୧: ବାୟୁପ୍ରଦୂଷଣର ପ୍ରଭାବ ଏପରି ଦେଖିବାକୁ ମିଳିଛି ଯେ ସାରା ଦିଲ୍ଲୀ ଏଇ କିଛିଦିନ ମଧ୍ୟରେ ଅଣନିଶ୍ୱାସୀ ହୋଇଯାଇଛି। ଏହାରି ଭିତରେ ନାସା ଏକ ସାଟେଲାଇଟ ଫଟୋ ଜାରି କରିଛି। ଫଟୋରେ କେବଳ ଦିଲ୍ଲୀ-ଏନସିଆର ନୁହେଁ ପାକିସ୍ତାନରୁ ବଙ୍ଗୋପସାଗର...

କଲମ କାଢି ଲେଖନ୍ତୁ, କୃଷକଙ୍କ ଋଣ ହେବ ଛାଡ଼: ରାହୁଲ ଦେଲେ ପ୍ରତିଶ୍ରୁତି

ରାୟପୁର,୮।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଛତିଶଗଡର ସୁରଗୁଜାଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଛତିଶଗଡର ଚାଷୀଙ୍କୁ ଋଣ ଛାଡ ପ୍ରତିଶ୍ରୁତି ଦେବା ସହ ସେ କେନ୍ଦ୍ର ଭାଜପା ସରକାରଙ୍କୁ ନିନ୍ଦା କରିଛନ୍ତି। ରାହୁଲ...

ଜନ୍ମ ନିୟନ୍ତ୍ରଣ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟାର୍ଗେଟରେ ନୀତୀଶ କୁମାର, କହିଲେ-‘କେତେ ତଳକୁ ଖସିଯିବେ’

ମଧ୍ୟପ୍ରଦେଶ,୮।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ଜନ୍ମ ନିୟନ୍ତ୍ରଣ ମନ୍ତବ୍ୟ ଉପରେ ଆକ୍ରମଣ କରି ଲଜ୍ଜିତ ହେବା ଉଚିତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଅହଂକାରୀ ଗଠବନ୍ଧନର ଜଣେ ବଡ ନେତା,...

ନାନ୍‌-ରୁଟି-ତନ୍ଦୁରୀ ଚିକେନ ବନ୍ଦ, ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି…

ନୂଆଦିଲ୍ଲୀ,୮।୧୧ : କୁହାଯାଏ ଦିଲ୍ଲୀର ଲୋକମାନେ ଖାଦ୍ୟକୁ ବହୁତ ଭଲ ପାଆନ୍ତି। ଦିଲ୍ଲୀର ପ୍ରାୟ ପ୍ରତ୍ୟେକ ଢାବା, ହୋଟେଲ ଏବଂ ରେଷ୍ଟୁରାଣ୍ଟ କିଛି ବିଶେଷ ଖାଦ୍ୟ ପାଇଁ ପ୍ରସିଦ୍ଧ। ସେହିଭଳି, କନ୍ନଟ ପ୍ଲେସ ଅଞ୍ଚଳର କିଛି ଢାବା ସେମାନଙ୍କର ସୁସ୍ବାଦୁ...

ମହୁମାଛି ଜଗିବେ ଭାରତ-ବାଂଲାଦେଶ ସୀମା, ବିଏସଏଫର ‘ମିଶନ ହନି’…

ନୂଆଦିଲ୍ଲୀ,୮।୧୧ : ବିଏସଏଫ ଯବାନମାନେ ଭାରତ-ବାଂଲାଦେଶ ସୀମା ଜଗିବା ଦାୟିତ୍ୱ ଏବେ ମହୁମାଛିଙ୍କୁ ଦେଇଛନ୍ତି। ଏନେଇ ‘ମିଶନ ହନି’ ପରୀକ୍ଷଣ ଆକାରରେ ଏକ ଅଗ୍ରଗାମୀ ପ୍ରକଳ୍ପ ଆରମ୍ଭ କରାଯାଇଛି ଯାହା ମହୁମାଛି ଏବଂ ମିଶନ ହନିକୁ ପ୍ରୋତ୍ସାହିତ କରିବ ।...

ଚେତାଶୂନ୍ୟ ମହିଳାଙ୍କ ଅପରେଶନ ଅଧାରେ ଛାଡି ପଳାଇଲେ ଡାକ୍ତର, ଚା’ ନ ମିଳିବାରୁ ରାଗିଗଲେ…

ନାଗପୁର,୮।୧୧ : ମହାରାଷ୍ଟ୍ରର ନାଗପୁରରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଏଠାରେ ସରକାରୀ ଡାକ୍ତରଖାନାର ଡାକ୍ତର ପରିବାର ଯୋଜନା (ଭାସେକ୍ଟୋମି) ଅପରେଶନ ଛାଡି ପଳାଇ ଯାଇଥିଲେ। ପ୍ରକୃତରେ କୁହାଯାଉଛି ଡାକ୍ତର ଚା’ ମାଗିଥିଲେ କିନ୍ତୁ ତାଙ୍କୁ ଚା’ ମିଳି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri