ଜାତୀୟ

ଗାଜାରେ ଇସ୍ରାଏଲର ଆକ୍ରମଣ ଅଟକାଇବା ପାଇଁ ଭାରତ ଏହାର ସମ୍ପୂର୍ଣ୍ଣ କ୍ଷମତାର ପ୍ରୟୋଗ କରୁ: ଇରାନ

ନୂଆଦିଲ୍ଲୀ,୭ା୧୧: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ ରାଷ୍ଟ୍ରପତି ସୟଦ ଇବ୍ରାହିମ ରଇସିଙ୍କ ସହିତ ଫୋନରେ ଆଲୋଚନା କରିଥିଲେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଜାରି...

ସମଲଙ୍ଗୀ ବିବାହ କଲେ ଦୁଇ ଭଉଣୀ

ପାଟନା,୭।୧୧: ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଭୁଲ ବୋଲି ବିବେଚନା କରିବା ସହ ଏହାକୁ ଆଇନ ମାନ୍ୟତା ଦେବାକୁ ମନା କରିଦେଇଥିଲେ। କିନ୍ତୁ ସମାଜରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ସମଲିଙ୍ଗୀ ବିବାହ କରୁଛନ୍ତି। ବିହାରର ରାଜଧାନୀ ପାଟନାରେ ଏଭଳି...

ଭଗବାନ ରାମଙ୍କୁ ନେଇ ରାଜନୀତି କରୁଛି ଭାଜପା:ଶରଦ ପାୱାର

ନୂଆଦିଲ୍ଲୀ,୭।୧୧: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ସମୟ ପାଖେଇ ଆସୁଥିବାରୁ ରାଜନୀତି ବଢିବାରେ ଲାଗିଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଭାଜପା ବିରୋଧରେ ଆକ୍ରମଣ କରିଥିଲେ। ପ୍ରାଣ ପ୍ରତିଷ୍ଠା ସମାରୋହର କାର୍ଯ୍ୟକ୍ରମକୁ ନେଇ ଦେଶରେ...

କଂଗ୍ରେସକୁ ଚ୍ୟାଲେଞ୍ଜ ଦେଲେ ଅଖିଳେଶ

ନୂଆଦିଲ୍ଲୀ,୭।୧୧: ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିରୋଧୀ ଦଳ ମିଳିତ ଭାବେ ଏନଡିଏକୁ ପରାସ୍ତ କରିବାକୁ ମିଳିତ ମଞ୍ଚ ‘ଇଣ୍ଡିଆ’ ଗଠନ କରିଛନ୍ତି। କିନ୍ତୁ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ଏହି ମେଣ୍ଟରେ...

ମୋବାଇଲ ଚଲାଉଥିବା ସମସ୍ତ ବ୍ୟକ୍ତିଙ୍କୁ ସରକାର ଦେବେ ଏକ ୟୁନିକ ଆଇଡି ନମ୍ବର

ନୂଆଦିଲ୍ଲୀ,୭।୧୧: ଭାରତ ସରକାର ଖୁବ ଶୀଘ୍ର ମୋବାଇଲ ଗ୍ରାହକମାନଙ୍କୁ ଏକ ସ୍ବତନ୍ତ୍ର ଆଇଡି ନମ୍ବର ପ୍ରଦାନ କରିବେ। ଏହି ଆଇଡି ନମ୍ବର ଏକ ପରିଚୟ କାର୍ଡ ପରି କାର୍ଯ୍ୟ କରିବ ଯାହା ଆମର ପ୍ରାଥମିକ ଏବଂ ଆଡ-ଅନ ଫୋନ ସଂଯୋଗ...

ସିଆଇସି ଭାବେ ଶପଥ ନେଲେ ହୀରାଲାଲ୍‌ ସମରିୟା

ନୂଆଦିଲ୍ଲୀ,୭ା୧୧: ଭାରତର ମୁଖ୍ୟ ସୂଚନା କମିଶନର (ସିଆଇସି) ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ହୀରାଲାଲ୍‌ ସମରିୟା ସୋମବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ୬୩ ବର୍ଷୀୟ ହୀରାଲାଲ୍‌ଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ...

ସ୍ତ୍ରୀ ଡ୍ରାଇଭର,ସ୍ବାମୀ କଣ୍ଡକ୍ଟର

ଲକ୍ଷ୍ନୌ,୭।୧୧: ଉତ୍ତରପ୍ରଦେଶ ପରିବହନ ନିଗମରେ କାର୍ଯ୍ୟ କରୁଥିବା ଏକ ସ୍ବାମୀ-ସ୍ତ୍ରୀ ଯୋଡି ଏବେ ଚର୍ଚ୍ଚାରେ ଅଛନ୍ତି। ଉତ୍ତରପ୍ରଦେଶ ପରିବହନ ନିଗମର ଲୋନି ଡିପୋର ରୋଡୱେ ବସ୍‌ରେ ସ୍ବାମୀ ଓ ସ୍ତ୍ରୀଙ୍କୁ ପୋଷ୍ଟ କରାଯାଇଛି। କୌତୁହଳର ବିଷୟ ହେଉଛି ସ୍ତ୍ରୀଙ୍କ ହାତରେ...

ପୋଲିଂ ପାର୍ଟିକୁ ମାଓବାଦୀଙ୍କ ଟାର୍ଗେଟ

ରାୟପୁର,୭ା୧୧: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ କଙ୍କେର୍‌ ଜିଲାରେ ପୋଲିଂ ପାର୍ଟିକୁ ଟାର୍ଗେଟ କରି ମାଓବାଦୀମାନେ ଆଇଇଡି ବିସ୍ଫୋରଣ ଘଟାଇଛନ୍ତି। ଏଥିରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଜଣେ କନ୍‌ଷ୍ଟେବଲ ଏବଂ ଦୁଇଜଣ ପୋଲିଂ କର୍ମଚାରୀ ଆହତ ହୋଇଛନ୍ତି।...

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ, ମିଜୋରାମ ସମସ୍ତ ୪୦ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ଆଇଜଲ,୭।୧୧: ମିଜୋରାମର ସମସ୍ତ ୪୦ ବିଧାନସଭା ଆସନ ଲାଗି ମଙ୍ଗଳବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଭୋଟ ଦେଇ ସାରିଥିବା ବେଳେ ୪୦ ଲକ୍ଷ ଭୋଟର ଏଥର ମତଦାନ କରିବେ। ମିଜୋରାମ ମୁଖ୍ୟମନ୍ତ୍ରୀ ତଥା ମିଜୋ...

ଛତିଶଗଡ଼ର ୨୦ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ରାୟପୁର,୭।୧୧: ଛତିଶଗଡ଼ରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏଥିମଧ୍ୟରେ ବସ୍ତର ଡିଭିଜନର ସମସ୍ତ ୧୨ଟି ଆସନ ଏବଂ ଦୁର୍ଗ ଡିଭିଜନର ୮ଟି ଆସନ ଅନ୍ତର୍ଭୁକ୍ତ। ପ୍ରଥମ ପର୍ଯ୍ୟାୟରେ ତତ୍କାଳୀନ ରମଣ କ୍ୟାବିନେଟର...

ଭାରତରୁ ଏକ ଲକ୍ଷ ଶ୍ରମିକ ମଗାଇଲା ଇସ୍ରାଏଲ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ ?’

ନୂଆଦିଲ୍ଲୀ,୬।୧୧: ହମାସ ସହିତ ଯୁଦ୍ଧ ମଧ୍ୟରେ ଭାରତକୁ ସାହାଯ୍ୟ ମାଗିଛି ଇସ୍ରାଏଲ। ଦେଶରୁ ପାଲେଷ୍ଟାଇନ ଶ୍ରମିକ ଯିବା ପରେ ଭାରତରୁ ଏକ ଲକ୍ଷ ଶ୍ରମିକ ମାଗିଛି ଇସ୍ରାଏଲ। ବର୍ତ୍ତମାନ ଇସ୍ରାଏଲରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ଲକ୍ଷ...

ସୁପ୍ରିମକୋର୍ଟକୁ ମିଳିବ ୩ ନୂଆ ବିଚାରପତି, ୩ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନାଁ ସୁପାରିସ

ନୂଆଦିଲ୍ଲୀ,୬।୧୧: ସୁପ୍ରିମକୋର୍ଟ କଲେଜିୟମ ସୋମବାର ୩ ଜଣ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ପଦୋନ୍ନତି ପାଇଁ ସୁପାରିଶ କରିଛନ୍ତି। ଏଥିମଧ୍ୟରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା, ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଅଗଷ୍ଟିନ ଜର୍ଜ ମାସିହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri