ଜାତୀୟ

ଦିଲ୍ଲୀରେ ବଢୁଛି ପ୍ରଦୂଷଣ: ଦଶମ, ଦ୍ୱାଦଶକୁ ଛାଡି ସବୁ କ୍ଲାସ୍‌ ହେବ ଅନଲାଇନ୍‌ରେ ପଢା

ନୂଆଦିଲ୍ଲୀ,୬।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଛି। ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଦଶମ ଏବଂ ଦ୍ୱାଦଶ ବ୍ୟତୀତ ସମସ୍ତ ଶ୍ରେଣୀକୁ ଅନଲାଇନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସପ୍ତାହ ଅର୍ଥାତ୍‌ ୧୦ ନଭେମ୍ବର ପର୍ଯ୍ୟନ୍ତ ଏବେ ଦିଲ୍ଲୀରେ...

ଯାନ୍ତ୍ରୀକ ତ୍ରୁଟି ହେତୁ ଫେରିଲା ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର

ଅମରାବତୀ,୬।୧୧: ତେଲଙ୍ଗନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଯାନ୍ତ୍ରୀକ ତ୍ରୁଟି ଯୋଗୁ ତେଲଙ୍ଗାନାର ସେହି ସ୍ଥାନକୁ ଫେରି ଆସିଛି, ଯେଉଁଠାରୁ ଏହା ଉଡାଣ ଆରମ୍ଭ କରିଥିଲା। ଏଥିରେ ନିର୍ବାଚନ ପ୍ରଚାର ପାଇଁ କେସିଆର ଦେବାକାଦରା...

ଖଣି ଓ ଭୂତତ୍ତ୍ୱ ବିଭାଗ ଉପନିର୍ଦ୍ଦେଶିକାଙ୍କୁ ଛୁରି ଭୁସି ହତ୍ୟା ମାମଲା: ଧରାପଡ଼ିଲେ ଅଭିଯୁକ୍ତ

ବେଙ୍ଗାଲୁରୁ,୬।୧୧: କର୍ନାଟକ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଖଣି ଓ ଭୂତତ୍ତ୍ୱ ବିଭାଗର ୩୭ ବର୍ଷିୟା ଉପନିର୍ଦ୍ଦେଶିକା ପ୍ରତିଭାଙ୍କୁ କେତେକ ଦୁର୍ବୃତ୍ତ ଘରେ ପଶି ଛୁରି ଭୁସି ହତ୍ୟା କରିଥିଲେ। ବେଙ୍ଗାଲୁରୁ ପୋଲିସ ଘଟଣାର ତଦନ୍ତ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା...

ଭଉଣୀଙ୍କଠାରୁ ଆଶୀର୍ବାଦ ନେଇ ପ୍ରାର୍ଥୀପତ୍ର ଦାଖଲ କଲେ ଅଶୋକ ଗେହଲୋଟ

ଜୟପୁର,୬।୧୧: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସଦରପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନପତ୍ର ଦାଖଲ ବେଳେ ହଜାର ହଜାର କଂଗ୍ରେସ କର୍ମୀ ମଧ୍ୟ ପହଞ୍ଚିଥିଲେ। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ...

ଦିଲ୍ଲୀ ପବନରେ ଜହର ପାଇଁ ଦାୟୀ ହରିୟାଣା: ଏଏପି-ଭାଜପା ମୁହାଁମୁହିଁ…

ନୂଆଦିଲ୍ଲୀ,୬।୧୧ : ଜାତୀୟ ରାଜଧାନୀ ଦିଲ୍ଲୀର ଖରାପ ଜଳବାୟୁକୁ ନେଇ ରାଜନୀତି ଆରମ୍ଭ ହୋଇଛି। ପରସ୍ପର ବିରୁଦ୍ଧରେ ଅଭିଯୋଗ ଏବଂ ପ୍ରତିବାଦ ପ୍ରକ୍ରିୟା ଜାରି ରହିଛି। ସୋମବାର ଆମ ଆଦମୀ ପାର୍ଟି(ଏଏପି) ଦିଲ୍ଲୀର ଖରାପ ପବନ ପାଇଁ ହରିୟାଣାକୁ ଦାୟୀ...

ମୁଖ୍ୟମନ୍ତ୍ରୀ ଆସନ ପାଇଁ ନାହିଁ ଲାଳସା: ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୬।୧୧: ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ କମଲ ନାଥ ମଧ୍ୟପ୍ରଦେଶରେ ଏକ ‘ସଂପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ’ ସରକାର ଚଳାଇଥିଲେ। ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ପାଖରେ ସମୟ ନ ଥିବାରୁ ବିଧାୟକ ତଥା ଲୋକଙ୍କୁ ‘ଚଲୋ, ଚଲୋ’ କହିଥିଲେ।...

ମହିଳାଙ୍କଠାରୁ କୁନି ଶିଶୁଙ୍କୁ ନେଇ ଖେଳାଇବାକୁ ଲାଗିଲେ ପ୍ରଧାନମନ୍ତ୍ରୀ ମୋଦି: ଦେଖନ୍ତୁ ଭାଇରାଲ୍‌ ଭିଡିଓ

ଭୋପାଳ,୬।୧୧: ମଧ୍ୟପ୍ରଦେଶର ସିଓନି ଜିଲାରେ ନିର୍ବାଚନ ମଞ୍ଚରେ ବିରୋଧୀ ଦଳମାନଙ୍କୁ ଟାର୍ଗେଟ୍‌ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଭିନ୍ନ ରୂପ ଦେଖିବାକୁ ମିଳିଥିଲା। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଏକ ଛୋଟ ପିଲାକୁ କୋଳରେ ନେଇ ତାଙ୍କୁ ବହୁତ...

ଜାଣନ୍ତି ହମାସ୍‌ ଉପରେ ଭାରତ କାହିଁକି ଲଗାଉନାହିଁ ପ୍ରତିବନ୍ଧକ

ଜେରୁଜେଲମ୍‌/ନୂଆଦିଲ୍ଲୀ,୬ା୧୧: ଅକ୍ଟୋବର ୭ରେ ଇସ୍ରାଏଲ ବିରୋଧରେ ହୋଇଥିବା ଆକ୍ରମଣ ପରଠାରୁ ପାଲେଷ୍ଟାଇନ୍‌ର ଆତଙ୍କବାଦୀ ସଂଗଠନ ହମାସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱବ୍ୟାପୀ ଦାବି ହୋଇଆସୁଛି। ତେବେ ଭାରତୀୟ ଗୁପ୍ତଚର ଏଜେନ୍ସି ସହ ଜଡ଼ିତ ବିଶେଷ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି...

ଲକ୍ଷ୍ମଣ ରେଖା ଅତିକ୍ରମ ନ କରନ୍ତୁ ଅଖିଳେଶ, କଂଗ୍ରେସର ଚେତାବନୀ…

ଭୋପାଳ,୬।୧୧ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଏସପି ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସକୁ କ୍ରମାଗତ ଟାର୍ଗେଟ କରୁଛନ୍ତି। ଇଣ୍ଡିଆ ମିଳିତ ମଞ୍ଚରେ ସମାଜବାଦି ପାର୍ଟି ସହ ରାଜ୍ୟରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ କଂଗ୍ରେସ ପ୍ରତି ତାଙ୍କର ଅସନ୍ତୋଷ...

୮୦ହଜାର ସରକାରୀ କର୍ମଚାରୀଙ୍କୁ ମିଳିବ ଦିପାବଳୀ ବୋନସ

ନୂଆଦିଲ୍ଲୀ,୬।୧୧: ଦିପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବୋନସ ଦେବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୮୦ ହଜାର କର୍ମଚାରୀଙ୍କୁ ବୋନସ ଦେବାକୁ ଘୋଷଣା କରିଛନ୍ତି। ସର୍ବଶେଷ ସୂଚନା ଅନୁଯାୟୀ,...

ଲୋକଙ୍କୁ ଚା’ବାଣ୍ଟିଲେ ରାହୁଲ ଗାନ୍ଧୀ

ଡେରାଡୁନ,୬।୧୧: ପାଞ୍ଚଟି ରାଜ୍ୟରେ ନିର୍ବାଚନ ପୂର୍ବରୁ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। କେଦାରନାଥ ଧାମରେ ପ୍ରାର୍ଥନା କରିବା ପରେ ସେ ଲୋକଙ୍କ ସହ ସମୟ ବିତାଇବା ସହ ଚା’ ପାର୍ଟି ମଧ୍ୟ ଉପଭୋଗ କରିଛନ୍ତି। ଏହି...

ଭାଜପାରେ ମିଶିବେ ୫୦ କଂଗ୍ରେସ ବିଧାୟକ: ଭାଜପା ନେତାଙ୍କ ଦାବି ନେଇ ରାଜନୀତି ସରଗରମ

ବେଙ୍ଗାଲୁରୁ,୬।୧୧: ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା ପୂର୍ବତନ ବିଧାୟକ ମୁରୁଗେଶ ନିରାନୀଙ୍କ ଦାବି କର୍ନାଟକ ରାଜନୀତିରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି। ବିଜୟପୁରରେ ସେ କହିଛନ୍ତି,ଅତି କମରେ ୫୦ ଜଣ କଂଗ୍ରେସ ବିଧାୟକ ଖୁବ ଶୀଘ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri