ଜାତୀୟ

ନେପାଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ, ତିବ୍ରତା ୬.୪

ନୂଆଦିଲ୍ଲୀ, ୩। ୧୧: ନେପାଳରେ ଶୁକ୍ରବାର ରାତି ୧୧.୩୨ରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଥିବାବେଳେ ଗଭୀରତା ୧୦କିମି...

ଇଡିର ବଡ଼ ଦାବି: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ମହାଦେବ ବେଟିଂ ଆପ୍‌ ପ୍ରମୋଟର୍ସ ଦେଇଛନ୍ତି ୫୦୮ କୋଟି

ରାୟପୁର,୩।୧୧: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବିବାଦରେ ଛନ୍ଦି ହୋଇଛନ୍ତି। ୟୁଏଇର ମହାଦେବ ବେଟିଂ ଆପ୍‌ର ପ୍ରମୋଟରମାନେ ମୁଖ୍ୟମନ୍ତ୍ରୀଙ୍କୁ ଏଯାବତ ୫୦୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ବଡ଼...

ଜ୍ଞାନବାପି ସର୍ଭେ ଶେଷ କରି ନଭେମ୍ବର ୧୭ ସୁଦ୍ଧା ଶେଷ କରି ରିପୋର୍ଟ ଦାଖଲ କର

ନୂଆଦିଲ୍ଲୀ,୩ା୧୧: ଜ୍ଞାନବାପି ମସ୍‌ଜିଦ ପରିସରର ବିଜ୍ଞାନ ଭିତ୍ତିକ ସର୍ଭେ ନଭେମ୍ବର ୧୭ ସୁଦ୍ଧା ଶେଷ କରି ରିପୋର୍ଟ ଦାଖଲ କରିବାକୁ ଉତ୍ତରପ୍ରଦେଶ ବାରାଣସୀର ଏକ ଅଦାଲତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ସମୟ ବଢ଼ାଇବାକୁ ଏଏସ୍‌ଆଇ...

ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ‘ପେନସନ ଭେଟି’ ଦେଇପାରନ୍ତି ମୋଦି ସରକାର, ଯୋଜନାରେ ବଡ଼ ପରିବର୍ତ୍ତନ ନେଇ…

ନୂଆଦିଲ୍ଲୀ,୩।୧୧: ମୋଦି ସରକାର ଚଳିତ ବର୍ଷ ଶେଷ ଆଡକୁ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇପାରନ୍ତି । ତଦନୁଯାୟୀ ସରକାର ନ୍ୟାଶନାଲ ପେମେଣ୍ଟ ସିଷ୍ଟମ(ଏନ୍‌ପିଏସ୍‌) ନିୟମରେ ବଡ଼ ପରିବର୍ତ୍ତନ କରିପାରନ୍ତି, ଯାହାଦ୍ୱାରା କର୍ମଚାରୀଙ୍କୁ ଏକ ନିର୍ଦ୍ଧାରିତ ପେନସନ୍‌ ରାଶିର ଗ୍ୟାରେଣ୍ଟି...

ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୧୧: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ଭାରତ-ପ୍ରଶାନ୍ତ ମହାସାଗରରେ ତାଙ୍କର ନବମ ସରକାରୀ ଗସ୍ତର ଅଂଶ ଭାବରେ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ତାଙ୍କର ଭାରତ ଗସ୍ତ ପରେ ଅଷ୍ଟିନ ଦକ୍ଷିଣ କୋରିଆ ଏବଂ ଇଣ୍ଡୋନେସିଆ...

ସୁପ୍ରିମକୋର୍ଟ ଗଲେ ସଞ୍ଜୟ 

ନୂଆଦିଲ୍ଲୀ,୩।୧୧: ଦିଲ୍ଲୀ ମଦ ନୀତି ସହ ଜଡିତ ଟଙ୍କା ହେରଫେର ମାମଲାରେ ଗିରଫ ହେବା ବିରୋଧରେ ଆମ ଆଦମୀ ପାର୍ଟି (ଏଏପି) ଏମପି ସଞ୍ଜୟ ସିଂ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସିଂଙ୍କ ଆବେଦନକୁ ୨୦ ଅକ୍ଟୋବରରେ ଦିଲ୍ଲୀ ହାଇକୋର୍ଟ ଖାରଜ...

ମିଛର କାରଖାନା ଖୋଲିଛନ୍ତି ମୋଦି: ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ,୩।୧୧: ନଭେମ୍ବର ୭ରେ ଛତିଶଗଡ ବିଧାନସଭାର ୨୦ଟି ଆସନରେ ନିର୍ବାଚନ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ଶାସକ କଂଗ୍ରେସର ବରିଷ୍ଠ ନେତାମାନେ ଏହି ଅଭିଯାନରେ ନିଜର ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି। କଂଗ୍ରେସ ରାଷ୍ଟ୍ରୀୟ...

ବିବାହିତ ମହିଳାଙ୍କୁ ବର୍ଷକୁ ୧୨ ହଜାର ଟଙ୍କା ସହ ୫ଶହ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର

ରାୟପୁର,୩।୧୧: ଛତିଶଗଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ କୁ ନେଇ ଭାରତୀୟ ଜନତା ପାର୍ଟି ଶୁକ୍ରବାର ନିଜର ମନିଫେଷ୍ଟୋ ଜାରି କରିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାୟପୁରରେ ଥିବା ଭାଜପା କାର୍ଯ୍ୟାଳୟର କୁଶଭାଉ ଠାକରେ କମ୍ପ୍ଲେକ୍ସରେ ଭାଜପାର ରିଜୋଲ୍ୟୁସନ ଚିଠି...

ବଡ଼ ଘୋଷଣା କଲେ ଅସଦୁଦ୍ଦିନ ଓୱେସି, ତେଲେଙ୍ଗାନାରେ ମାତ୍ର ୯ ବିଧାନସଭା ଆସନରେ ଲଢ଼ିବ AIMIM

ନୂଆଦିଲ୍ଲୀ,୩/୧୧: ତେଲେଙ୍ଗାନା ନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛନ୍ତି ଅସଦୁଦ୍ଦିନ ଓୱେସି। ନିଜ ରାଜ୍ୟରେ ମାତ୍ର ୯ ବିଧାନସଭା ଆସନରେ ଏଆଇଏମଆଇଏମ ଲଢ଼ିବାକୁ ଓୱେସି ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ୨୦୧୮ରେ ଦଳ ରାଜ୍ୟରେ ୮...

ସାପ ମିଛ, ଗିରଫ ବି ମିଛ, ମୁଁ ପୋଲିସକୁ ସହଯୋଗ କରିବି: ଏଲ୍‌ଭିଶ

ନୂଆଦିଲ୍ଲୀ,୩ା୧୧: ୟୁଟ୍ୟୁବର ଏଲ୍‌ଭିଶ ଯାଦବ ବିଷାକ୍ତ ସାପ ଏବଂ ରେଭ୍‌ ପାର୍ଟି କରିବା ପ୍ରସଙ୍ଗରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ X’ ରେ ଭିଡିଓ ଶେୟାର କରି କ୍ୟାପଶନ ଲେଖିଛନ୍ତି, ମୁଁ...

ବିଜୟ ମାଲ୍ୟା, ଲଳିତ ମୋଦି ଏବଂ ନିରବ ମୋଦିଙ୍କ ଭଳି ଲୋକଙ୍କୁ ଧରୁ ଇଡି, ନିର୍ବାଚନ ମଧ୍ୟରେ ଚଢ଼ାଉ ଉପରେ ବର୍ଷିଲେ ଗେହେଲଟ

ନୂଆଦିଲ୍ଲୀ,3/11: ରାଜସ୍ଥାନରେ ବର୍ତ୍ତମାନ ନିର୍ବାଚନୀ ମାହୋଲ ମଧ୍ୟରେ ଗୋଟିଏ ଦଳ ଅନ୍ୟକୁ ଟାର୍ଗେଟ କରିବା ପାଇଁ କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି। ସେହିପରି ରାଜ୍ୟରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ନିରନ୍ତର ଚାଲିଥିବା ଚଢ଼ାଉ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।...

ସ୍ୱାଦ ଏବଂ ବୈଷୟିକ ଜ୍ଞାନର ମିଶ୍ରଣ ଏକ ନୂତନ ଅର୍ଥନୀତିକୁ ପ୍ରେରଣା ଯୋଗାଇବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,୩/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ମଣ୍ଡପମ ଠାରେ ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩’ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଦିଲ୍ଲୀରେ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ୩୮୦ କୋଟି ଟଙ୍କାର ପ୍ରାରମ୍ଭିକ ପୁଞ୍ଜି ସହାୟତା ୧ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri