ଜାତୀୟ

ଗତ ପାଞ୍ଚ ବର୍ଷରେ ଦିଲ୍ଲୀ ଭାରତର ସର୍ବାଧିକ ପ୍ରଦୂଷିତ ସହର 

ନୂଆଦିଲ୍ଲୀ,୩/୧୧: ଦେଶର ରାଜଧାନୀ ଦିଲ୍ଲୀ ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ ପ୍ରଦୂଷିତ ସହର ବୋଲି ଏକ ରିପୋର୍ଟରୁ ଜଣା ପଡିଛି। ୨୦୨୧ ପରଠାରୁ ଦିଲ୍ଲୀ ଆକାଶରେ ପ୍ରଦୂଷିତ ବର୍ଜ୍ୟବସ୍ତୁ(ପିଏମ) ର ମାତ୍ରା ୨.୫ ସ୍ତର ଯାଏଁ ବଢ଼ିଛି। ଏହି...

ମନି ଲଣ୍ଡରିଂ ମାମଲାରେ ରାଜସ୍ଥାନର ୨୫ ସ୍ଥାନରେ ଚଢାଉ

ଜୟପୁର,୩।୧୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଜସ୍ଥାନର ୨୫ରୁ ଅଧିକ ସ୍ଥାନରେ ଚଢାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜଳ ଜୀବନ ମିଶନ ଦୁର୍ନୀତିରେ ମନି ଲଣ୍ଡରିଂ ମାମଲାରେ ଏହି ଚଢାଉ କରାଯାଉଛି। ତଦନ୍ତକାରୀ ସଂସ୍ଥା ଜୟପୁର ଏବଂ ଦୌସାର ୨୫...

ଦଳିତଙ୍କ ଉପରେ ପରିସ୍ରା କରି ୬ ଗିରଫ

ତିରୁନେଲ୍‌ଭେଲି,୩ା୧୧:ତାମିଲନାଡୁର ତିରୁନେଲ୍‌ଭେଲି ଜିଲାରେ ୨ ଜଣ ଦଳିତ ବ୍ୟକ୍ତିଙ୍କୁ ମାଡ଼ ମାରିବା, ଉଲଗ୍ନ କରାଇବା, ସେମାନଙ୍କ ଉପରେ ପରିସ୍ରା କରିବା ଓ ସେମାନଙ୍କ ପାଖରେ ଥିବା ଟଙ୍କା ଲୁଟିବା ଅଭିଯୋଗରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଏଭଳି ଘଟଣାକୁ...

ଆଇଆଇଟି ଛାତ୍ରୀଙ୍କୁ ଉଲଗ୍ନ କରି ଭିଡିଓ ରେକର୍ଡିଂ କଲେ ବାଇକ୍‌ ଆରୋହୀ: ବିଏଚ୍‌ୟୁ କ୍ୟାମ୍ପସ୍‌ରେ ବିକ୍ଷୋଭ

ବାରାଣସୀ,୩ା୧୧:ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ)ର ଜଣେ ଆଇଆଇଟି ଛାତ୍ରୀଙ୍କୁ ତାଙ୍କ ହଷ୍ଟେଲ ନିକଟରେ ୩ଜଣ ବାଇକ୍‌ ଆରୋହୀ ଅସଦାଚରଣ କରିବା ସହ ଉଲଗ୍ନ କରି ଏହାର ଭିଡିଓ ରେକର୍ଡିଂ କରିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିଏଚ୍‌ୟୁ ଛାତ୍ରୀଛାତ୍ର ଗୁରୁବାର...

ସ୍କୁଲ ପିଲାଙ୍କୁ ପଢ଼ାଯିବ ନିର୍ବାଚନୀ ପାଠ

ନୂଆଦିଲ୍ଲୀ,୩ା୧୧(ପି.ଟି.): ସାରା ଦେଶରେ ନିର୍ବାଚନ ସମ୍ପର୍କିତ ସାକ୍ଷରତା ପାଇଁ ବିଦ୍ୟାଳୟସ୍ତରରେ ପିଲାମାନଙ୍କୁ ପାଠ ପଢ଼ାଯିବ। ଏଥିପାଇଁ ନିର୍ବାଚନ କମିଶନ (ଇସି) ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଗୁରୁବାର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଏମ୍‌ଓୟୁ ଅନୁଯାୟୀ ସବୁ ସ୍କୁଲ୍‌ର...

‘ମାଇଁ ଲର୍ଡ଼, କହିବା ବନ୍ଦ କରନ୍ତୁ ଆପଣଙ୍କୁ ମୋର ଅଧା ଦରମା ଦେବି’: ଜାଣନ୍ତୁ କାହିଁକି ଏପରି କହିଲେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୩/୧୧: ବିଚାର ପ୍ରକ୍ରିୟା ମଧ୍ୟରେ ବାରମ୍ବାର ‘ମାଇଁ ଲର୍ଡ଼ ଏବଂ ୟୋର ଲର୍ଡସିପ୍’ କହିବାରୁ ସୁପ୍ରିମକୋର୍ଟ ବିଚାରପତି ଜଣେ ବରିଷ୍ଠ ଓକିଲଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ବୁଧବାର ଏକ ମାମଲାର ଶୁଣାଣି ସମୟରେ ବିଚାରପତି ପିଏସ୍. ନରସିଂହ କହିଛନ୍ତି...

ଏଲନ ମସ୍କଙ୍କ ପୁଅଙ୍କ ନାଁ ‘ଚନ୍ଦ୍ରଶେଖର’: ନା’ ଦେବା ପଛରେ ଏହି ଏମିତି କାରଣ

ନୂଆଦିଲ୍ଲୀ,୩।୧୧: କେନ୍ଦ୍ର ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ବ୍ୟବସାୟୀ ଏଲନ ମସ୍କଙ୍କ ସହ ଏକ ଫଟୋ ଶେୟାର କରି ଏକ ମଜାଦାର କଥା କହିଛନ୍ତି। ମସ୍କଙ୍କ ସହ ଭେଟ ହେବା ପରେ ଶିବନ...

ଅମିତ ଶାହାଙ୍କ ଉପରକୁ ଜୋତା ଫିଙ୍ଗିଲେ ଦିବ୍ୟାଙ୍ଗ ଯୁବକ

ନୂଆଦିଲ୍ଲୀ,୩।୧୧: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ହରିୟାଣାର କର୍ଣ୍ଣଲରେ ପହଞ୍ଚିଛନ୍ତି। ମୁଖ୍ୟ ଅତିଥି ଭାବରେ ଏଠାରେ ସେକ୍ଟର ୪ର ଦଶହରା ଗ୍ରାଉଣ୍ଡରେ ଆୟୋଜିତ ଆନ୍ତୋଦୟ ମହାସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମୟରେ ହରିୟାଣା ସରକାରଙ୍କ ନଅ ବର୍ଷର ବିକାଶ...

ଧୂଆଁମୟ ରାଜଧାନୀ: ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୩।୧୧: ଦେଶର ରାଜଧାନୀ ଦିଲ୍ଲୀର ବାୟୁ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଦିଲ୍ଲୀର ଅନେକ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୨୨ରେ ପହଞ୍ଚିଛି। ଲୋକମାନେ ବିଷାକ୍ତ ବାୟୁ ନିଃଶ୍ୱାସ ନେବାକୁ ବାଧ୍ୟ ହେଉଛନ୍ତି। ପ୍ରଦୂଷଣକୁ ଏଡାଇବା ପାଇଁ...

ଦେଶର ସବୁଠୁ ବଡ଼ ଦାନବୀର: ଏତିକି ଟଙ୍କା ଦେଲେ ଦାନ

ନୂଆଦିଲ୍ଲୀ,୩।୧୧: ଦେଶର ଅଗ୍ରଣୀ ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଶିବ ନାଦର ସବୁଠାରୁ ବଡ ଦାନବୀର ଭାବରେ ଉଭା ହୋଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ଶିବ ନାଦର ୨୦୨୪ କୋଟି ଟଙ୍କା ଦାନ କରିଛନ୍ତି, ଯାହା...

ଉତ୍କଟ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ: ଡିଜେଲ ଟ୍ରକ୍‌ ପ୍ରବେଶ ବନ୍ଦ

ନୂଆଦିଲ୍ଲୀ,୨ା୧୧: ଦୀପାବଳି ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଫଳରେ ରାଜଧାନୀରେ ଅତି ଜରୁରୀ ନ ଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ସହ ସହର ମଧ୍ୟକୁ ଡିଜେଲ ଟ୍ରକ୍‌ ପ୍ରବେଶକୁ ନିଷେଧ କରାଯାଇଛି। ଗ୍ରେଡେଡ୍‌ ରେସ୍ପନ୍ସ...

ମରାଠା ସଂରକ୍ଷଣ: ଅନଶନ ଭାଙ୍ଗିଲେ ମନୋଜ

ମୁମ୍ବାଇ,୨।୧୧: ମରାଠା ସଂରକ୍ଷଣକୁ ନେଇ ଅନଶନରେ ବସିଥିବା ମନୋଜ ଜରାଙ୍ଗେ ତାଙ୍କର ୯ଦିନର ଉପବାସ ଶେଷ କରିଛନ୍ତି। ୨ମାସ ମଧ୍ୟରେ ମରାଠା ସଂରକ୍ଷଣ ସମସ୍ୟାର ସମାଧାନ କରିବାକୁ ସେ ସରକାରଙ୍କୁ କହିଛନ୍ତି। ଉପବାସ ଭାଙ୍ଗିବାକୁ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀମାନେ ପ୍ରବର୍ତ୍ତାଇବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri