ଜାତୀୟ

ଚାଇନା-ପାକିସ୍ତାନ ସୀମାରେ ବାୟୁସେନା ମୁତୟନ ହେଲା ଶକ୍ତିଶାଳୀ ଏସ-୪୦୦ ମିଶାଇଲ

ନୂଆଦିଲ୍ଲୀ,୩୦/୧୦: ଭାରତୀୟ ବାୟୁସେନା(ଏଆଇଏଫ) ଚାଇନା ଏବଂ ପାକିସ୍ତାନକୁ ଲାଗିଥିବା ସୀମାରେ ତିନି ଶକ୍ତିଶାଳୀ ଏସ-୪୦୦ ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ ମୁତୟନ କରିବା ଆରମ୍ଭ କରିଛି। ଏଭଳି ସ୍ଥିତିରେ ଭାରତ ଏବଂ ଋଷ ଅଧିକାରି ଶେଷ ଦୁଇଟି ମିସାଇଲ ସିଷ୍ଟମ...

ଅବକାରୀ ନୀତି ମାମଲା: ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ନୋଟିସ୍, ୨ ନଭେମ୍ବର ପଚାର ଉଚରା ପାଇଁ ଡ଼କାଇଲା

ନୂଆଦିଲ୍ଲୀ,୩୦/୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୋମବାର ନୋଟିସ୍ କରିଛି ଇଡି। ଦିଲ୍ଲୀ ନୂତନ ଅବକାରୀ ନୀତି ମାମଲାରେ ପଚାର ଉଚରା କରିବା ପାଇଁ ୨ ନଭେମ୍ବରକୁ ଡକାଇଛି। ଏହା ପୂର୍ବରୁ ଏପ୍ରିଲ ମାସରେ ସିବିଆଇ ପଚାର ଉଚରା ପାଇଁ...

ବିଡ୍‌ ଜିଲାରେ ଧାରା ୧୪୪ ଲାଗୁ, ମରାଠା ସଂରକ୍ଷଣକୁ ନେଇ ଉତ୍ତେଜନା ମଧ୍ୟରେ ନିଆଗଲା ନିଷ୍ପତ୍ତି

ମୁମ୍ବାଇ,୩୦।୧୦: ବିଡ୍‌ ଜିଲାରେ ମରାଠା ସଂରକ୍ଷଣକୁ ନେଇ ତୀବ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଧାରା ୧୪୪ ଲାଗୁ କରାଯାଇଛି। ସୋମବାର ବିକ୍ଷୋଭକାରୀଙ୍କ ବିରୋଧ ହିଂସାତ୍ମକ ରୂପ ନେଇଛି। ପୋଲିସ କହିଛି ଯେ ବିକ୍ଷୋଭକାରୀମାନେ ମହାରାଷ୍ଟ୍ରର ତିନିଜଣ ବିଧାୟକଙ୍କ ଘର, କାର୍ଯ୍ୟାଳୟରେ...

ସିଙ୍ଗୁର-ନାନୋ ପ୍ରୋଜେକ୍ଟ ମାମଲା: ଟାଟା ମୋଟର୍ସକୁ ୭୬୬ କୋଟି କ୍ଷତିପୂରଣ ଦେବେ ପଶ୍ଚିମବଙ୍ଗ ସରକାର

ନୂଆଦିଲ୍ଲୀ,୩୦/୧୦: ଟାଟା ମୋଟର୍ସ ସିଙ୍ଗୁର-ନାନୋ ପ୍ରୋଜେକ୍ଟ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କଠାରୁ କ୍ଷତିପୂରଣ ମାମଲାରେ ବିଜୟ ହାସଲ କରିଛି। ଟାଟା ମୋଟର୍ସ ଲିମିଟେଡ଼ କହିଛି ଯେ, ଏକ ମଧ୍ୟସ୍ଥତା ପ୍ୟାନେଲ ଏହି ମାମଲାରେ ପଶ୍ଚିମବଙ୍ଗ ଉଦ୍ୟୋଗ ବିକାଶ ନିଗମଠାରୁ ସୁଧ ସମେତ...

ବିଆରଏସ୍‌ ଏମ୍‌ପିଙ୍କ ଉପରେ ଆକମ୍ରଣକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ଓୱାଇସି

ନୂଆଦିଲ୍ଲୀ,୩୦।୧୦: ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ଏମ୍‌ପି କେ. ପ୍ରଭାକର ରେଡ୍ଡୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବୟାନବାଜି ଜାରି ରହିଛି। ଏହି ସମୟରେ ଅଲ ଇଣ୍ଡିଆ ମଜଲିସ-ଇ-ମୁସଲିମିନ(ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ସୋମବାର ଅଭିଯୋଗ କରିଛନ୍ତି, ଏହା ପଛରେ...

ଡାର୍କ ୱେବରେ ବିକ୍ରି ହୋଇଗଲା ୮୧.୫ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ: ରିପୋର୍ଟ

ନୂଆଦିଲ୍ଲୀ,୩୦/୧୦: ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର) ପାଖରେ ଥିବା ୮୧.୫ କୋଟି ଭାରତୀୟଙ୍କର ବ୍ୟକ୍ତିଗତ ତଥ୍ୟ ଡାର୍କ ୱେବରେ ବିକ୍ରି ହୋଇଯାଇଛି। ଏଥିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯେପରିକି ଆଧାରକାର୍ଡ଼, ପାସପୋର୍ଟ ତଥ୍ୟ, ଫୋନ୍ ନମ୍ବର ଏବଂ ଠିକଣା ଆଦି ତଥ୍ୟ...

ଆପଲ୍ ଉତ୍ପାଦଗୁଡିକ ପାଇଁ ଚେତାବନୀ ଜାରି କଲେ ସରକାର, ଜାଣନ୍ତୁ କ’ଣ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୩୦/୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ସାଇବର ସୁରକ୍ଷା ଏଜେନ୍ସି କମ୍ପ୍ୟୁଟର ଏମର୍ଜେନ୍ସି ରେସ୍ପପନ୍ସ ଟିମ୍(ସିଇଆରଟି) ଆପଲ୍ ଉତ୍ପାଦଗୁଡିକ ପାଇଁ ଚେତାବନୀ ଜାରି କରିଛି। ଏହି ତାଲିକାରେ ଆପଲର ଆଇଫୋନ, ଆଇପ୍ୟାଡ, ଏବଂ ସ୍ମାର୍ଟ ୱାଚ୍ ସାମିଲ...

ରଶିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେବେ କି ରତନ ଟାଟା ? ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୩୦।୧୦: ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏହି ଖବର ଖୁବ ଭାଇରାଲ ହେଉଛି ଯେ, ବରିଷ୍ଠ ଭାରତୀୟ ବ୍ୟବସାୟୀ ରତନ ଟାଟା ଆଫଗାନିସ୍ତାନର କ୍ରିକେଟର ରଶିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେଇଛନ୍ତି। ସୋସିଆଲ ମିଡିଆରେ ଏହି...

ରାଜନୈତିକ ଦଳକୁ ମିଳୁଥିବା ପାଣ୍ଠିର ସୂତ୍ର ବିଷୟରେ ଜାଣିବାର ଅଧିକାର ସାଧାରଣ ଜନତାଙ୍କର ନାହିଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩୦/୧୦: ରାଜନୀତିକ ଦଳ ମାନଙ୍କୁ ବିଭିନ୍ନ ସୂତ୍ରରୁ ମିଳୁଥିବା ଟଙ୍କା ସ୍ୱଚ୍ଛ ଅଟେ। ଧାରା ୧୯(୧)(ଏ) ସୂଚନା ଅଧିକାର ଆଇନ ବଳରେ ଏହାର ସୂତ୍ର ଗୁଡିକୁ ଜାଣିବାର ଅଧିକାର ସାଧାରଣ ଜନତାଙ୍କର ନାହିଁ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି ଆଟର୍ଣ୍ଣି ଜେନେରାଲ...

କଂଗ୍ରେସର ବଡ଼ ଘୋଷଣା: ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ, ସିଲିଣ୍ଡର ପିଛା ୫୦୦ ଟଙ୍କା ସବସିଡି…

ରାୟପୁର,୩୦।୧୦: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛିଦିନ ବାକି ଅଛି। କଂଗ୍ରେସ ନିର୍ବାଚନ ଜିତିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛି। ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ନେତା ଏଠାରେ ଜନସଭା କରୁଛନ୍ତି। ଏକ...

ତେଲଙ୍ଗାନା ବିଧାନସଭା ନିର୍ବାଚନ: କଂଗ୍ରେସକୁ ସମର୍ଥନ କରିବ ଟିଜେଏସ

ହାଇଦ୍ରାବାଦ,୩୦।୧୦: ସୋମବାର ତେଲଙ୍ଗାନା ଜନ ସମିତି (ଟିଜେଏସ) ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ହାଇଦ୍ରାବାଦରେ ତେଲଙ୍ଗାନା କଂଗ୍ରେସ ସଭାପତି ରେଭନ୍ତ ରେଡ୍ଡୀଙ୍କୁ ଭେଟିବା ପରେ ଟିଜେଏସ ପାର୍ଟି ମୁଖ୍ୟ ଏମ କୋଦଣ୍ଡରାମ...

‘ଇଣ୍ଡିଆ’ ମେଣ୍ଟର ସ୍ଥିତି ମଜଭୁତ ନୁହେଁ…’, ବିରୋଧୀ ଏକତା ଉପରେ ଓମାର ଅବଦୁଲ୍ଲାଙ୍କ ବୟାନ

ଶ୍ରୀନଗର,୩୦।୧୦: ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ ରାଷ୍ଟ୍ରୀୟ ସମ୍ମିଳନୀ (ଏନସି)ର ଉପାଧ୍ୟକ୍ଷ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯେଉଁ ପ୍ରକାର ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ହୋଉଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri