ଜାତୀୟ

୨୪ ଘଣ୍ଟା ମଧ୍ୟରେ ପୁଲୱାମାରେ ଆତଙ୍କବାଦୀଙ୍କ ଦ୍ୱିତୀୟ ଆକ୍ରମଣ: ଶ୍ରମିକଙ୍କୁ ହତ୍ୟା

ପୁଲୱାମା,୩୦।୧୦: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର ପୁଲୱାମାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ମୃତ ଶ୍ରମିକ ଜଣକ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଘଟଣା ପରେ ପୋଲିସ ଅଞ୍ଚଳକୁ ସିଲ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ପୁଲୱାମାର...

୨୦୨୪ରେ ନିର୍ବାଚନ ଲଢିବେ ସୁପରଷ୍ଟାର ପଓ୍ବନ ସିଂ!

ପାଟନା,୩୦।୧୦: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ସମସ୍ତ ଦଳ ନିଜର ରାଜନେଅତିକ ଭାଗିଦାରୀ ଖେଳୁଥିବା ଦେଖାଗଲାଣି। ବିହାରରେ ମଧ୍ୟ ରାଜନୈତିକ ଉଷ୍ମତା ଅଧିକ ହୋଇଛି। ଗ୍ରାଣ୍ଡ ଆଲାଏନ୍ସ ବା ମେଣ୍ଟ ସରକାର ଭାଜପାକୁ ଟାର୍ଗେଟ କରୁଥିବାବେଳେ ଭାଜପା ମଧ୍ୟ...

ନିର୍ବାଚନ ପ୍ରଚାର ସମୟରେ ବିଆରଏସ ଏମପିଙ୍କୁ ଆକ୍ରମଣ

ଅମରାବତୀ,୩୦।୧୦: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମେଡକର ଏମପି ତଥା ଦୁବାକ୍କାର ବିଆରଏସ ପ୍ରାର୍ଥୀ କୋଥା ପ୍ରଭାକର ରେଡ୍ଡୀ ସୋମବାର ପ୍ରଚାର କରୁଥିବା ସମୟରେ ତାଙ୍କ ଉପରକୁ ଛୁରୀରେ ଆକ୍ରମଣ କରାଯାଇଥିଲା। ଦୌଲଲତାବାଦ ମଣ୍ଡଳର ସୁରମ୍ପଲ୍ଲୀ ଗ୍ରାମରେ ନିର୍ବାଚନ ପ୍ରଚାର...

ମରାଠା ସଂରକ୍ଷଣର ଆନ୍ଦୋଳନ କାରୀ ଜାଳିଦେଲେ ଏନସିପି ବିଧାୟକଙ୍କ ଘର

ମୁମ୍ବାଇ,୩୦।୧୦: ମରାଠା ସଂରକ୍ଷଣ ଆନ୍ଦୋଳନ ମହାରାଷ୍ଟ୍ରରେ ଏକ ହିଂସାତ୍ମକ ରୂପ ନେଇଛି। ଏଠାରେ ବିଡରେ ମରାଠା ସଂରକ୍ଷଣ ଆନ୍ଦୋଳନକାରୀମାନେ ଏନସିପି (ଜାତୀୟତାବାଦୀ କଂଗ୍ରେସ ପାର୍ଟି) ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ। ମରାଠା ସଂରକ୍ଷଣ...

ଭାରତର ୧,୪୧୪ ପ୍ରାଚୀନ କଳାକୃତି ଫେରାଇବ ଆମେରିକା…

ନୂଆଦିଲ୍ଲୀ,୩୦।୧୦ : ଆମେରିକାରୁ ଭାରତକୁ ୧,୪୧୪ ପ୍ରାଚୀନ କଳାକୃତି ଫେରିବ। ସରକାରୀ ସୂତ୍ରରୁ ଉଦ୍ଧୃତ ରିପୋର୍ଟରେ ଦର୍ଶାଯାଇଛି ଏହି ଆଇଟମଗୁଡିକ ନ୍ୟୁୟର୍କର କନସୁଲେଟ ଜେନେରାଲ ଅଫ ଇଣ୍ଡିଆକୁ ହସ୍ତାନ୍ତର ହୋଇସାରିଛି। ନ୍ୟୁୟର୍କରେ ଥିବା ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ ଆର୍ଟ (ମେଟ...

ମାତ୍ର ୧ ଟଙ୍କାରେ ଆଇଏଏସ କୋଚିଂ ଦେଉଛନ୍ତି ଏହି ଶିକ୍ଷକ…

ଲକ୍ଷ୍ନୌ,୩୦।୧୦ : ଆଜିର ସମୟରେ, ପ୍ରତ୍ୟେକ ଯୁବବର୍ଗ ଆଇଏଏସ ଏବଂ ପିସିଏସ ହେବାର ସ୍ବପ୍ନ ଦେଖୁଛନ୍ତି । ଏହି ସ୍ବପ୍ନକୁ ପୂରଣ କରିବା ପାଇଁ ଦେଶର ଯୁବସ୍ବର୍ଗମାନେ ଅନେକ ପରିସ୍ଥିତି ଦେଇ ଗତି କରନ୍ତି, କିନ୍ତୁ ଆର୍ଥିକ ସମସ୍ୟା ଯୋଗୁ...

ସତ ମାନିଲେ ମହୁଆ: ହିରାନନ୍ଦାନୀଙ୍କଠାରୁ ଉପହାରରେ ନେଇଥିଲେ ସ୍କାର୍ଫ, ଲିପଷ୍ଟିକ, ମେକଅପ

ନୂଆଦିଲ୍ଲୀ,୩୦।୧୦: କ୍ୟାଶ ଫର କ୍ୱେରି ମାମଲାରେ ନଗଦ ଟଙ୍କା ନେଇଥିବା ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ର କିଛି ସତ କହିଛନ୍ତି। ସେ ଭାରତୀୟ ଜନତା ପାର୍ଟି (ଭାଜପା) ଏପି ନିଶିକାନ୍ତ ଦୁବେଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ...

ରାଜସ୍ଥାନ ବିଧାନସଭା ନିର୍ବାଚନ: ନେତାଙ୍କ ପୁଅ, ଝିଅ, ବୋହୂ, ନାତୁଣୀଙ୍କୁ ମିଳିଲାଣି ୨୯ ଟିକେଟ୍‌

ଜୟପୁର,୩୦ା୧୦: ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ବର୍ତ୍ତମାନ ସୁଦ୍ଧା ବିଭିନ୍ନ ନେତାଙ୍କ ୨୯ଜଣ ସମ୍ପର୍କୀୟଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍‌ ଦେଇଛନ୍ତି। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା...

ଶିକ୍ଷକ ଭାରତରେ ସର୍ବାଧିକ ଭରସା ଯୋଗ୍ୟ, ପୃଥିବୀରେ ଡାକ୍ତର ଶୀର୍ଷରେ…

ନୂଆଦିଲ୍ଲୀ,୩୦।୧୦ : ଇପ୍ସୋସ ଗ୍ଲୋବାଲ ଟ୍ରଷ୍ଟୱର୍ଥିନେସ ଇଣ୍ଡେକ୍ସ-୨୦୨୩ର ରିପୋର୍ଟ ପ୍ରକାଶ ପାଇଛି। ତଥ୍ୟ ଅନୁଯାୟୀ, ଶିକ୍ଷକମାନେ ଭାରତରେ ସବୁଠାରୁ ଅଧିକ ବିଶ୍ୱାସଯୋଗ୍ୟ ଥିବାବେଳେ ପୃଥିବୀରେ ଡାକ୍ତରମାନେ ବଶ୍ୱାସନୀୟତାର ଶୀର୍ଷରେ ଅଛନ୍ତି। ଭାରତରେ ଶିକ୍ଷକମାନଙ୍କ ପରେ ସଶସ୍ତ୍ର ବାହିନୀର କର୍ମଚାରୀ ଦ୍ୱିତୀୟ...

ମୋଦିଙ୍କ ଗୁଜରାଟ ଗସ୍ତ, ବନାସକାଂଠାରେ କଲେ ରୋଡ ଶୋ

ଗାନ୍ଧିନଗର,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟ ଗସ୍ତ କରିଛନ୍ତି। ଏହି ସମୟରେ ସେ ଅମ୍ବାଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପୂଜା ସମୟରେ ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ବି ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଦୁଇ ଦିନିଆ...

ଚାଇନା ମୋବାଇଲ ବ୍ରାଣ୍ଡଠାରୁ ଦୂରେଇ ଯାଉଛନ୍ତି ଭାରତୀୟ ଗ୍ରାହକ: ଆଇଡିସି ରିପୋର୍ଟ…

ନୂଆଦିଲ୍ଲୀ,୩୦।୧୦ : ଭାରତୀୟମାନେ ଚାଇନାର ସ୍ମାର୍ଟଫୋନ ବ୍ରାଣ୍ଡଠାରୁ ଦୂରେଇବାରେ ଲାଗିଛନ୍ତି। ଇଣ୍ଟରନ୍ୟାଶନାଲ ଡାଟା କର୍ପୋରେଶନ (ଆଇଡିସି) ରିପୋର୍ଟ ଅନୁଯାୟୀ, ୨୦୨୩ ବର୍ଷର ତୃତୀୟ ତ୍ରୟମାସିକରେ ସାମସଙ୍ଗ ଏବଂ ଆପଲ ବ୍ରାଣ୍ଡେଡ ଫୋନର ବିକ୍ରି ସର୍ବାଧିକ ହୋଇଛି। ବଜାର ଅଂଶଧନ ଦୃଷ୍ଟିରୁ...

ବିଷାକ୍ତ ଲୋକ, ବିଷ ବିସ୍ତାର ଜାରି ରଖିବେ: କେନ୍ଦ୍ରମନ୍ତ୍ରୀଙ୍କ ଉପରେ ରାଗିଗଲେ କେରଳ ମୁଖ୍ୟମନ୍ତ୍ରୀ

କୋଚି,୩୦।୧୦: କେରଳର କନ୍‌ଭେନଶନ୍‌ ସେଣ୍ଟରରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଉପରେ ଟାର୍ଗେଟ୍‌ କରିଛନ୍ତି। ରାଜୀବ ଚନ୍ଦ୍ରଶେଖର କହିଥିଲେ, ହମାସ ଆତଙ୍କବାଦୀମାନେ କେରଳରେ ବିସ୍ଫୋରଣ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଏଠାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri