ଜାତୀୟ

କେରଳ ବିସ୍ଫୋରଣରେ ୨ ମୃତ, ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଗଢିଲେ ୨୦ ସଦସ୍ୟ ଟିମ

କୋଚି,୨୯।୧୦: କେରଳରେ ରବିବାର ହୋଇଥିବା ବିସ୍ଫୋରଣକୁ ନେଇ ଏବେ ଯାଞ୍ଚ ଆରମ୍ଭ ହୋଇଛି। ଏନଏସଜିର ଟିମ କଲାମାସେରିରେ ସେହି ସ୍ଥାନରେ ପହଞ୍ଚିଛନ୍ତି ଯେଉଁଠାରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ପିନାରାଇ...

ରିକ୍ସା ସହ ଧକ୍କା ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌: ଚାଲିଗଲା ୩ ଜୀବନ

ମିରୁଟ,୨୯।୧୦: ମିରୁଟ କଙ୍କରଖେଡା ଅଞ୍ଚଳର କାସିମପୁର ଫାଟକରେ ଡେରାଡୁନ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ସହ ଏକ ରିକ୍ସା ଧକ୍କା ହୋଇଛି। ଫଳରେ ଜଣେ ମହିଳା ଏବଂ ତାଙ୍କର ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପୋଲିସ...

ପାକିସ୍ତାନରୁ ଏନଓସି ମିଳିବା ପରେ ଭାରତ ଫେରିବେ ଅଞ୍ଜୁ

ପେଶାଓ୍ବର/ନୂଆଦିଲ୍ଲୀ,୨୯।୧୦: ଦୁଇଟି ସନ୍ତାନର ଜନନି ୩୪ ବର୍ଷୀୟା ଭାରତୀୟ ମହିଳା ପାକିସ୍ତାନ ସରକାରଙ୍କଠାରୁ କ୍ଲିୟରାନ୍ସ ପାଇବା ପରେ ଭାରତ ଫେରିବେ। ରାଜସ୍ଥାନର ବାସିନ୍ଦା ଅଞ୍ଜୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ସାକ୍ଷାତ କରିଥିବା ଜଣେ ବନ୍ଧୁଙ୍କୁ ବିବାହ କରିବା ପାଇଁ...

ମୁମ୍ବାଇ ରାସ୍ତାରେ ଆଉ ଗଡ଼ିବନି ଐତିହାସିକ ‘ପ୍ରିମିଅର ପଦ୍ମିନୀ, ଟ୍ୟାକ୍ସି

ମୁମ୍ବାଇ,୨୯/୧୦: ଦଶକରୁ କଳା ଏବଂ ହଳଦିଆ ରଙ୍ଗରେ ଗଡୁଥିବା ପ୍ରିମିଅର ପଦ୍ମିନୀ ଟ୍ୟାକ୍ସି ବିନା ମୁମ୍ବାଇ ଅଧୁରା ଲାଗୁଥିଲା। ମୁମ୍ବାଇରେ ଯାତ୍ରୀମାନେ କୌଣସି ସ୍ଥାନରୁ କୁଆଡେ ଯିବାକୁ ଚିନ୍ତା କଲେ ସର୍ବପ୍ରଥମେ କଳା ଏବଂ ହଳଦିଆ ଟ୍ୟାକ୍ସି ସେମାନଙ୍କ ମନକୁ...

ଭାରତ-ଇଂଲଣ୍ଡ ମ୍ୟାଚକୁ ନେଇ ଭବିଷ୍ୟବାଣୀ କଲେ ଅଖିଳେଶ

ଲକ୍ଷ୍ନୌ,୨୯।୧୦: ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ର ୨୯ତମ ମ୍ୟାଚ ରବିବାର ନଭେମ୍ବର ୨୯ରେ ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଦେଖିବା ପାଇଁ...

ଆରଏସଏସ ଏଜେଣ୍ଟଙ୍କୁ ପ୍ରେମ ଦୋକାନର ଚାବି ଦେଇ ଦେଇଛନ୍ତି ରାହୁଲ: ଅବଦୁଲ୍ଲା ସୋହେଲ

ନୂଆଦିଲ୍ଲୀ,୨୯।୧୦: ତେଲଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ସଭାପତି ଅବଦୁଲ୍ଲା ସୋହେଲ ଶେଖ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଗତ ୩୪ବର୍ଷ ଧରି କଂଗ୍ରେସ ସହ ଜଡିତ ଥିଲେ। ଦଳରୁ ଅଲଗା ହେବା ପରେ ସେ...

୩୭ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଚେନ୍ନାଇ,୨୯।୧୦: ଶ୍ରୀଲଙ୍କା ନୌସେନା ତାମିଲନାଡୁର ୩୭ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ଜଳ ଭିତରକୁ ପଶିଯିବା ପରେ ପାଞ୍ଚଟି ମତ୍ସ୍ୟଜୀବୀ ଡଙ୍ଗା ଜବତ କରାଯାଇଛି। ରବିବାର ଜଣେ ମତ୍ସ୍ୟ ବିଭାଗର ଅଧିକାରୀ ଏହି ସୂଚନା ଦେଇଛନ୍ତି। ଶ୍ରୀଲଙ୍କା ନୌସେନା...

ମରାଠା ସଂରକ୍ଷଣକୁ ସମର୍ଥନ କରି ଲୋକ ସଭା ବାଚସ୍ପତିଙ୍କୁ ଇସ୍ତଫା ପଠାଇଲେ ଶିବସେନା ଏମପି ହେମନ୍ତ ପାଟିଲ

ନୂଆଦିଲ୍ଲୀ,୨୯।୧୦: ମହାରାଷ୍ଟ୍ରର ହିଙ୍ଗୋଲିରୁ ଶିବସେନା ଏମପି ହେମନ୍ତ ପାଟିଲ ମରାଠା ସଂରକ୍ଷଣକୁ ସମର୍ଥନ କରି ଲୋକ ସଭା ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି। ରବିବାର ସେ ତାଙ୍କ ଇସ୍ତଫା ପତ୍ର ଲୋକ ସଭା ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି। ନିକଟରେ ହେମନ୍ତ ପାଟିଲ...

କେରଳ ବ୍ଲାଷ୍ଟ ପରେ ଆକ୍ସନ ମୋଡରେ ଅମିତ ଶାହା, ଏନଆଇଏ-ଏନଏସଜିକୁ ଦେଲେ ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯।୧୦: କେରଳର କୋଚିରେ ଥିବା ଏକ କନଭେନସନ ସେଣ୍ଟରରେ ୟହୋବା ସାକ୍ଷିଙ୍କ ପ୍ରାର୍ଥନା ସଭାରେ ରବିବାର ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬ରୁ ଅଧିକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ...

ଅମିତ ଶାହା ଜଣେ ନକଲି ମଣିଷ, ସେ ଯେଉଁଆଡେ ଯାଆନ୍ତି ଭାଜପା ସେଠାରେ ହାରେ: ଲଲନ ସିଂ

ପାଟନା,୨୯।୧୦: ଜନତା ଦଳ ୟୁନାଇଟେଡର ଜାତୀୟ ସଭାପତି ତଥା ଏମ୍‌ପି ଲଲନ ସିଂ ପୁଣି ଥରେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି,ଅମିତ ଶାହା ନକଲି ଜ୍ୟୋତିଷ। ସେ ଯେଉଁଆଡେ ଯାଆନ୍ତି, ଭାଜପା...

ପ୍ରାଇଭେଟ ସେକ୍ଟରରେ ଅଧିକ ନିଯୁକ୍ତି, ସରକାରୀ ବାବୁଙ୍କ ସଂଖ୍ୟା କମ୍‌…

ନୂଆଦିଲ୍ଲୀ,୨୯।୧୦ : ପ୍ରାଇଭେଟ ସେକ୍ଟରରେ ଚାକିରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛି, ସରକାରୀ କର୍ମଚାରୀମାନେ ପଛରେ ଅଛନ୍ତି। ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଯୁବବର୍ଗମାନଙ୍କ ସହିତ ପ୍ରାଇଭେଟ ସେକ୍ଟରରେ ଅଧିକ ସଂଖ୍ୟକ କାର୍ଯ୍ୟ କରୁଛନ୍ତି । ବାସ୍ତବରେ ରିପୋର୍ଟ ଅନୁଯାୟୀ ଦେଶର ପ୍ରାଇଭେଟ...

କ୍ଷେତରେ ଧାନ କାଟୁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୯।୧୦: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଛତିଶଗଡର ଚାଷୀଙ୍କୁ ଧାନ ଅମଳ କରିବାରେ ସାହାଯ୍ୟ କରିଛନ୍ତି ଏବଂ କୃଷକମାନଙ୍କ ପାଇଁ ତାଙ୍କ ସରକାର କରିଥିବା କାର୍ଯ୍ୟର ସମ୍ପୂର୍ଣ୍ଣ ତାଲିକା ଉପସ୍ଥାପନ କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ପାର୍ଟି ଖୋଲାଖୋଲି ଭାବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri