ଜାତୀୟ

ରାଜସ୍ଥାନ ବିଧାନସଭା ନିର୍ବାଚନ: ୧୯ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୧୦: ଆସନ୍ତା ମାସରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ଉଭୟ ଭାଜପା ଏବଂ କଂଗ୍ରେସ ଏ ପର୍ଯ୍ୟନ୍ତ ଦୁଇଟି ତାଲିକା ପ୍ରକାଶ କରିଛନ୍ତି। ଭାଜପାରର ଦୁଇଟି ତାଲିକାରେ ୧୨୪ନାମ ଚୂଡାନ୍ତ ହୋଇଥିବାବେଳେ କଂଗ୍ରେସ ଏପର୍ଯ୍ୟନ୍ତ ୭୬ନାମ ଘୋଷଣା କରିଛି।...

ସୁକ୍ଷାକର୍ମୀଙ୍କୁ ବଡ ସଫଳତା: ପାକିସ୍ତାନ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଲଶ୍କରର ୫ ଆତଙ୍କବାଦୀ ନିହତ

କୁପଓ୍ବାଡା,୨୬।୧୦: ଜମ୍ମୁ କାଶ୍ମୀରର କୁପୱାଡା ଜିଲାର ମାଛିଲ ସେକ୍ଟରରେ ଆତଙ୍କବାଦୀଙ୍କ ଏକ ପ୍ରମୁଖ ଅନୁପ୍ରବେଶ ଉଦ୍ୟମକୁ ଗୁରୁବାର ସୁରକ୍ଷା କର୍ମୀ ବିଫଳ କରିଛି। ଏଲସି ଉପରେ ସୁରକ୍ଷା କର୍ମୀ ଏକ ପ୍ରମୁଖ ଅପରେସନରେ ଲଶ୍କର-ଏ-ତୋଇବା (ଏଲଇଟି) ର ୫ ଆତଙ୍କବାଦୀଙ୍କୁ...

ଭାରତର ଆଠ ପୂର୍ବତନ ନୌସେନା ଯବାନଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ କାତାର କୋର୍ଟ

ନୂଆଦିଲ୍ଲୀ,୨୬।୧୦: କାତାରର ଏକ କୋର୍ଟ ୮ ଜଣ ଭାରତୀୟ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ସମସ୍ତ ଭାରତୀୟଙ୍କୁ ଏକ ବର୍ଷରୁ ଅଧିକ ସମୟ ଧରି ଜେଲରେ ରଖାଯାଇଥିଲା। କୋର୍ଟଙ୍କ ଏହି ନିଷ୍ପତ୍ତିରେ ଭାରତ ସରକାର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।...

ଉଦ୍ୟୋଗପତିଙ୍କ ମୃତ୍ୟୁ ପରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ୮ କୋଟିର ଟେଣ୍ଡର…

ଅହମଦାବାଦ,୨୬।୧୦ : ୱାଘ ବକରି ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶାଇଙ୍କ ବୋପଲ ବାସଭବନ ନିକଟରେ ବୁଲାକୁକୁର ଆକ୍ରମଣରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଗୁଜରାଟର ଅହମଦାବାଦ ମ୍ୟୁନିସିପାଲିଟି କର୍ପୋରେଶନ (ଏଏମସି) ବୁଲା କୁକୁରମାନଙ୍କର ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସକ୍ରିୟ...

ଆମେରିକା ରାଷ୍ଟ୍ରପତି କହିଲେ ଇସ୍ରାଏଲ-ହମାସ ଯୁଦ୍ଧର କାରଣ, ରହିଛି ଭାରତର ଲିଙ୍କ୍

ନୂଆଦିଲ୍ଲୀ,୨୬/୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୦ ଦିନରେ ପହଞ୍ଚିଛି। ଗୁରୁବାର ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ନିକଟରେ ‘ଦିଲ୍ଲୀରେ ଜି-୨୦...

ଟ୍ୟାଙ୍କରକୁ ଧକ୍କା ଦେଲା ଟାଟା ସୁମୋ: ଚାଲିଗଲା ୧୨ ଜୀବନ

ବେଙ୍ଗାଲୁରୁ,୨୬।୧୦: କର୍ନାଟକର ଚିକ୍କାବାଲାପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଗୁରୁବାର ଏନ୍‌ଏଚ୍‌ ୪୪ରେ ଚିତ୍ରାବତୀ ଟ୍ରାଫିକ ପୋଲିସ ଷ୍ଟେଶନ ସମ୍ମୁଖରେ ଘଟିଛି। ଏହି ଘଟଣାରେ ୧୨ ଜଣଙ୍କର...

ବଢିଲା ଅନସାରୀଙ୍କ ସମସ୍ୟା, ୧୪ ବର୍ଷ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ, ଶୁକ୍ରବାର ହେବ ଦଣ୍ଡାଦେଶ ଘୋଷଣା

ନୂଆଦିଲ୍ଲୀ,୨୬।୧୦: ମାଫିଆ ଏବଂ ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କ ସମସ୍ୟା କମିବାର ନାଁ ଧରୁନାହିଁ। ଗୁରୁବାର ଅନସାରୀଙ୍କୁ ଏକ କୋର୍ଟ ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଅନସାରୀଙ୍କ ଉପରେ ଏପର୍ଯ୍ୟନ୍ତ ଦଣ୍ଡାଦେଶ ଘୋଷଣା...

କାନାଡୀୟଙ୍କ ପାଇଁ ପୁଣି ଭିଜା ସେବା ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ,୨୬।୧୦: ଭାରତ-କାନାଡ ସମ୍ପର୍କରେ କିଛିଟା ସୁଧାର ଆସିଛି। ଭାରତ ସରକାର ପୁଣି ଥରେ କାନାଡୀୟଙ୍କ ପାଇଁ ଭିଜା ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ କାନାଡା ସରକାର ସ୍ବାଗତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା...

କିଏ ହେବେ ପିଏମ: ଇଣ୍ଡିଆ ମେଣ୍ଟରେ ପୋଷ୍ଟର ଯୁଦ୍ଧ, କଂଗ୍ରେସ କହିଲା ରାହୁଲ, ଏସପି କହିଲା ଅଖିଳେଶ, ଦେଖନ୍ତୁ ଭାଇରାଲ ଭିଡିଓ…

ଲକ୍ଷ୍ନୌ,୨୬।୧୦ : ଇଣ୍ଡିଆ ମେଣ୍ଟର ଦୁଇ ପ୍ରମୁଖ ସହଯୋଗୀ ଦଳ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି। ସମାଜବାଦୀ ପାର୍ଟି (ଏସପି) ଏବଂ କଂଗ୍ରେସ ମଧ୍ୟରେ ମତଭେଦକୁ ରୋକିବା ପାଇଁ ଅଖିଳେଶ ଯାଦବ ଚେଷ୍ଟା କରୁଛନ୍ତି। ସେମାନଙ୍କ ମଧ୍ୟରେ ସବୁକିଛି ଠିକ...

ଅନଲାଇନରୁ ଅର୍ଡର କଲେ ଲକ୍ଷେ ଟଙ୍କାର ସୋନି ଟିଭି ହେଲେ ପ୍ୟାକେଟ ଦେଖି ଉଡିଗଲା ହୋସ୍‌

ନୂଆଦିଲ୍ଲୀ, ୨୬।୧୦: ଅନଲାଇନ ସପିଂବେଳେ ଆପଣଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡୁଥିବ। କତେବେଳେ ଡିଫେକ୍ଟ ପ୍ରଡକ୍ଟ ମିଳୁଥିବ ତ କେତେବେଳେ ଅର୍ଡର କରୁଥିବା ଜିନିଷ ହିଁ ପ୍ୟାକେଟରେ ନ ଥିବ। ତେବେ ନିକଟରେ ଜଣେ ବ୍ୟକ୍ତି ଅନଲାଇନରେ...

ଜମ୍ମୁ-କଶ୍ମୀରରେ ୨ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୨୬।୧୦: ଉତ୍ତର କଶ୍ମୀରରେ ସୀମାବର୍ତ୍ତୀ ଅଞ୍ଚଳରେ ଯବାନ ଏବଂ ଅତଙ୍କବାଦୀ ମୁହଁାମୁହିଁ ହୋଇଛନ୍ତି। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀର ପୋଲିସ ସୂଚନା ଶେୟାର କରି କହିଛି ଯେ, କୁପଓ୍ବାଡା ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଆଧାରରେ ମଚ୍ଛଲ...

ଲାଇଭ ବିତର୍କ ଶୋରେ ଭାଜପା ନେତାଙ୍କ ସହ ହାତାହାତି ହେଲେ ବିଆରଏସ ବିଧାୟକ, ଦେଖନ୍ତୁ ଭାଇରାଲ ଭିଡିଓ…

ହାଇଦ୍ରାବାଦ,୨୬।୧୦ : ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏକ ନ୍ୟୁଜ ଚ୍ୟାନେଲରେ ଲାଇଭ ବିତର୍କ ଶୋ ସମୟରେ ବିଆରଏସ ବିଧାୟକ ନିଜର ନିୟନ୍ତ୍ରଣ ହରାଇଥିଲେ। ମୁଖ୍ୟମନ୍ତ୍ରୀ କେସିଆର ଦଳର ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକ ବିବେକାନନ୍ଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri