ଜାତୀୟ

ଲାଇଭ ବିତର୍କ ଶୋରେ ଭାଜପା ନେତାଙ୍କ ସହ ହାତାହାତି ହେଲେ ବିଆରଏସ ବିଧାୟକ, ଦେଖନ୍ତୁ ଭାଇରାଲ ଭିଡିଓ…

ହାଇଦ୍ରାବାଦ,୨୬।୧୦ : ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏକ ନ୍ୟୁଜ ଚ୍ୟାନେଲରେ ଲାଇଭ ବିତର୍କ ଶୋ ସମୟରେ ବିଆରଏସ ବିଧାୟକ ନିଜର ନିୟନ୍ତ୍ରଣ ହରାଇଥିଲେ। ମୁଖ୍ୟମନ୍ତ୍ରୀ କେସିଆର ଦଳର ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକ ବିବେକାନନ୍ଦ...

ସେୟାର ବଜାରରେ ହାହାକାର: ୮୦୦ ପଏଣ୍ଟ ଖସିଲା ସେନସେକ୍ସ, ୭ ଦିନରେ ୨୦ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୨୬/୧୦: ଗୁରୁବାର ଭାରତୀୟ ସେୟାର ବଜାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଲଗାତାର ଷଷ୍ଠ ଦିନ ପାଇଁ ଏହି ହ୍ରାସ ଧାରା ଲାଗି ରହିଛି। ଏହି ସମୟରେ ସେନସେକ୍ସ ୮୧୧.୧୯ ପଏଣ୍ଟ ହ୍ରାସ ପାଇ ୬୩,୨୩୭.୮୭ରେ ପହଞ୍ଚିଥିବା ବେଳେ ନିଫ୍ଟି...

ହସ୍ପିଟାଲରେ ପିଲାଙ୍କୁ ଦିଆଯାଇଛି ଏଚଆଇଭି ସଂକ୍ରମିତ ରକ୍ତ

ଲକ୍ଷ୍ନୌ,୨୬।୧୦: ପିଲାଙ୍କୁ ଦିଆଯାଇଛି ଏଚଆଇଭି ସଂକ୍ରମିତ ରକ୍ତ। ଉତ୍ତରପ୍ରଦେଶ କାନପୁରରର ଏକ ହସ୍ପିଟାଲରେ ଥାଲାସେମିଆରେ ଆକ୍ରାନ୍ତ ୧୪ ଜଣ ପିଲାଙ୍କୁ ସଂକ୍ରମିତ ରକ୍ତ ଦିଆଯାଇଛି । ରକ୍ତ ଦେବା ପରେ ୧୨ ଜଣ ହେପାଟାଇଟିସ ଏବଂ ୨ ଜଣ ଏଚଆଇଭିରେ...

ଭାଜପାର ବରିଷ୍ଠ ନେତା ବିଏସ ୟେଦ୍ୟୁରପ୍ପାଙ୍କୁ Z+ ସୁରକ୍ଷା

ବେଙ୍ଗାଲୁରୁ,୨୬।୧୦: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ ୟେଦ୍ୟୁରପ୍ପାଙ୍କୁ Z+ ସୁରକ୍ଷା ମିଳିଛି। କେନ୍ଦ୍ରୀୟ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଦ୍ୱାରା ନିକଟରେ ହୋଇଥିବା ଧମକ ଆଲର୍ଟ ଜାରି ହେବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି...

ପୁଅଙ୍କୁ ଇଡି ସମନ ହେବା ପରେ କ୍ଷୋଭ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧୦: ବୈଦେଶିକ ମୁଦ୍ରା ଉଲ୍ଲଂଘନ (ଫେମା) ଯାଞ୍ଚରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ସମନ ଜାରି କରିଛନ୍ତି। ଏହି ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରି ଅଶୋକ ଗେହଲଟ କହିଛନ୍ତି ଯେ, ରାଜସ୍ଥାନରେ...

ପାଠ ପଢ଼ିଥିବା ସ୍ତ୍ରୀଙ୍କୁ ଚାକିରି କରିବାକୁ ବାଧ୍ୟ କରି ଭରଣପୋଷଣ ବନ୍ଦ ପାରିବେନି ସ୍ବାମୀ: ହାଇକୋର୍ଟ…

ନୂଆଦିଲ୍ଲୀ,୨୬।୧୦ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ସ୍ତ୍ରୀ ପାଠ ପଢ଼ିଥିଲେ ତାଙ୍କୁ ଚାକିରି କରିବାକୁ ସ୍ବାମୀ ବାଧ୍ୟ କରିପାରିବେ ନାହିଁ। ସେହିପରି ସ୍ତ୍ରୀଙ୍କୁ ଚାକିିରି କରିବାକୁ କହି ଜାଣିଶୁଣି ସ୍ବାମୀ ଭରଣପୋଷଣ ଦେବାକୁ ଅମଙ୍ଗ ହେଉଥିବା ଗ୍ରହଣ କରାଯାଇ ପାରିବ...

ଚାଇନାକୁ ନାହିଁ ବିଶ୍ୱାସ, ଯେ କୌଣସି ସମୟରେ କରିପାରେ ଆକ୍ରମଣ…

ନୂଆଦିଲ୍ଲୀ,୨୬।୧୦ : ଭାରତ ଏବଂ ଚାଇନା ମଧ୍ୟରେ ଅନେକ ରାଉଣ୍ଡ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ପ୍ରତ୍ୟେକ ବୈଠକରେ ଭାରତ ସ୍ପଷ୍ଟ ଭାବରେ କହିଛି ଯେପର୍ଯ୍ୟନ୍ତ ଚାଇନା ସୀମା ନିକଟରେ ପାଟ୍ରୋଲିଂ ବନ୍ଦ ନ କରିଛି ସେ...

ମନପସନ୍ଦର ସ୍ତ୍ରୀ ନ ମିଳିବାରୁ ମନ୍ଦିରରୁ ଗାଏବ କରିଦେଲେ ଶିବଲିଙ୍ଗ

କୌଶାମ୍ବି,୨୬।୧୦: ମହାଦେବ ଶିବ ଶଙ୍କରଙ୍କୁ ପୂଜିଲେ ମନୋକାମନା ପୂର୍ଣ୍ଣ ହେବାର ବିଶ୍ୱାସ ରହିଛି। ହେଲେ ମନୋବାଞ୍ଚା ପୂରଣ ନ ହେଲେ ଜଣେ ଭକ୍ତ ଏପରି କରି ବସିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉତ୍ତରପ୍ରଦେଶର କୌଶାମ୍ବିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା...

ଭାରତରେ ଆଗକୁ ମିଳିବନି ପିଇବା ପାଣି, ୨୦୨୫ରୁ ଅନୁଭୁତ ହେବ ପ୍ରଭାବ…

ଜେନେଭା/ନୂଆଦିଲ୍ଲୀ,୨୬।୧୦ : ମିଳିତ ଜାତିସଂଘ ଏହାର ଏକ ରିପୋର୍ଟରେ ଚେତାବନୀ ଦେଇଛି ଭୂତଳ ଜଳ ହ୍ରାସ ନେଇ ଭାରତ ସଙ୍କଟ ଆଡକୁ ଗତି କରୁଛି। ରିପୋର୍ଟରେ କୁହାଯାଇଛି ଗଙ୍ଗା ଅବବାହିକାର କିଛି ଅଞ୍ଚଳ ଏହି ଟିପିଂ ପଏଣ୍ଟ ଅତିକ୍ରମ କରିସାରିଛନ୍ତି...

ଦେଖାଗଲା ଆଗ୍ରୋଲାଣ୍ଡ ମହାଦ୍ୱୀପ

ନୂଆଦିଲ୍ଲୀ: ସମୁଦ୍ର ଗର୍ଭରେ ଏପରି କିଛି ଜିନିଷ ଲୁଚି ରହିଛି, ଯାହାର କଳ୍ପନା ଆମେ କେବେ ବି କରି ନ ଥିବା। ନିକଟରେ ବୈଜ୍ଞାନିକମାନେ ଏକ ମହାଦ୍ୱୀପର ସନ୍ଧାନ ପାଇଛନ୍ତି, ଯାହା କେବେ ଅଷ୍ଟ୍ରେଲିଆ ଥିଲା। ଏହା ପ୍ରାୟ ୧୫...

୩ ଦିନ ପରେ ରିସର୍ଚ୍ଚ ଜାହାଜ ‘ସମୁଦ୍ର କୌସ୍ତୁଭ’ ଉଦ୍ଧାର

ପାରାଦୀପ,୨୬ା୧୦(ଶରତ ରାଉତ)ପାରାଦୀପ ତଟଠାରୁ ୩୫ ନଟିକାଲ ମାଇଲ (୬୩ କିମି) ସମୁଦ୍ରରେ ବିପଦରେ ରହିଥିବା ରିସର୍ଚ୍ଚ ଜାହାଜ ‘ସମୁଦ୍ର କୌସ୍ତୁଭ’ ବୁଧବାର ସାରେ ପାରାଦୀପ ପାଖରେ ପହଞ୍ଚତ୍ଛି। ଯେଉଁ ସ୍ଥାନରେ ସମୁଦ୍ର କୌସ୍ତୁଭ ରହିଛି ତାକୁ ଆଙ୍କରେଜ ଅଞ୍ଚଳ ବୋଲି...

୨୮ବର୍ଷ ପରେ ମିଳିଲା ଚାକିରି

ନୂଆଦିଲ୍ଲୀ, ୨୬।୧୦(ପି.ଟି.)ଭାରତୀୟ ଡାକ ବିଭାଗରେ ଚାକିରି ପାଇଁ ୧୯୯୫ ମସିହାରେ ଆବେଦନ କରିଥିଲେ। ହେଲେ ବିଭାଗୀୟ ତ୍ରୁଟି ଯୋଗୁ ତାଙ୍କୁ ଚାକିରି ମିଳି ପାରି ନ ଥିଲା। ଏବେ ସୁପ୍ରିମକୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ଚାକିରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri