ଜାତୀୟ

ଲୁଚି ଛପି ମହିଳା ବିକ୍ରି କରିଦେଲେ ୧୦୦ କୋଟି ଟଙ୍କାର ପୋୖତ୍ରିକ ଜମି, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୫/୧୦: ପରିବାରର ୧୦୦ କୋଟି ଟଙ୍କାର ଜମି ବିକ୍ରି ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ୫୮ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣକ ତାଙ୍କର ଭାଇଙ୍କୁ ନ ଜଣାଇ ଗୋଟିଏ ଜମିର କିଛି ଅଂଶକୁ ୧୦୦ କୋଟି ଟଙ୍କାରେ...

ଦୁଇଜଣ ପୂର୍ଣ୍ଣକାଳୀନ ନିର୍ଦେଶକ ରଖିବାକୁ ଘରୋଇ ବ୍ୟାଙ୍କ ଗୁଡିକୁ କହିଲେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୨୫।୧୦: ଦେଶର ଘରୋଇ ବ୍ୟାଙ୍କ ଏବଂ ବିଦେଶୀ ବ୍ୟାଙ୍କ ଗୁଡିକର ଭାରତୀୟ ଶାଖା ଗୁଡିକରେ ଦୁଇ ଜଣ ଲେଖାଏଁ ପୂର୍ଣ୍ଣକାଳୀନ ନିର୍ଦେଶକ ରଖିବାକୁ ପରାମର୍ଶ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ। ଦୁଇ ନିର୍ଦେଶକଙ୍କ ବ୍ୟତୀତ ପରିଚାଳନା ନିର୍ଦେଶକ(ଏମଡି) ଏବଂ ମୁଖ୍ୟ...

ବେଲୁନ ବିକ୍ରେତାକୁ ଧକ୍କା ଦେଇ ଖସିଯିବାକୁ ଚେଷ୍ଟା ବେଳେ ତିନି ଥର ଓଲଟିଲା ସ୍କର୍ପିଓ, ଭାଇରାଲ ହେଉଛି ଲୋମଟାଙ୍କୁରା ଭିଡିଓ

ମେରୁଟ,୨୬।୧୦: ଉତ୍ତରପ୍ରଦେଶର ମେରୁଟରେ ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ସାମ୍ନାକୁ ଆସିଛି। ଦ୍ରୁତ ଗତି ଯୋଗୁ ଏକ ସ୍କର୍ପଓ ଚାଳକ ହଠାତ ଭାରସାମ୍ୟ ହରାଇ ଜଣେ ବେଲୁନ୍‌ ବିକ୍ରେତାଙ୍କ ଉପରେ  ଗାଡ଼ି ଚଢ଼ାଇ ଦେଇଥିଲେ। ଏହାପରେ ସେଠାରୁ ଖସିବାକୁ...

ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଭେଟିଲେ କଙ୍ଗନା: କହିଲେ ‘ହମାସ ହେଉଛି ଆଧୁନିକ ରାବଣ’

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଡିଭା କଙ୍ଗନା ରାଣାଓ୍ବତ ବୁଧବାର ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନଙ୍କୁ ଭେଟି ହମାସ ସହ ଲଢ଼େଇରେ ଇସ୍ରାଏଲର ସମର୍ଥନ କରିଛନ୍ତି। ଆତଙ୍କବାଦ ବିରୋଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ବିଜେତା ହେବ ବୋଲି ସେ କହିଛନ୍ତି। ତେବେ ‘ଏକ୍ସ(ପୂର୍ବରୁ...

ରାଜଭବନ ସମ୍ମୁଖରେ ଫିଙ୍ଗାଗଲା ‘ପେଟ୍ରୋଲ ବୋମା’

ଚେନ୍ନାଇ,୨୫।୧୦: ତାମିଲନାଡ଼ୁ ରାଜଭବନ ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ପେଟ୍ରୋଲ ବୋମା ଫିଙ୍ଗା ଯାଇଛି। ସୁରକ୍ଷାକର୍ମୀମାନେ ବୋମା ପକାଇଥିବା ଜଣେ ବ୍ୟକ୍ତିଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ଘଟଣା ପଛରେ ଉଦ୍ଦେଶ୍ୟକୁ ଜାଣିବା ଲାଗି ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ପଚରାଉଚରା...

ଜାନୁୟାରୀ ୨୨ରେ ଉଦ୍‌ଘାଟନ ହେବ ଅଯୋଧ୍ୟା ରାମ ମନ୍ଦିର, ପ୍ରଧାନମନ୍ତ୍ରୀ ହେବେ ସାମିଲ

ନୂଆଦିଲ୍ଲୀ,୨୫।୧୦: ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ମନ୍ଦିରର ଉଦ୍‌ଘାଟନ ଜାନୁୟାରୀ ୨୨ରେ ହେବ। ଅପରାହ୍ନ ୧୨.୩୦ ମିନିଟ୍‌ରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସ୍ବତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ଏନେଇ ବୁଧବାର ରାମଜନ୍ମ...

ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଲାଗିଲା ନିଆଁ

ଆଗ୍ରା,୨୫।୧୦:ଆଗ୍ରା-ଝାନସୀ ରେଲଓ୍ବେ ଟ୍ରାକରେ ପାତାଲକୋଟ ଏକ୍ସପ୍ରେସରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ଏକ୍ସପ୍ରେସ ଟ୍ରେନ୍‌ଟି ଫିରୋଜପୁର ପଞ୍ଜାବରୁ ଛିନ୍ଦାୱାଡା ଯାଉଥିଲା। ଏହି ସମୟ ମଧ୍ୟରେ ଟ୍ରେନର ଦୁଇଟି ବଗି ପାଉଁଶ ହୋଇଯାଇଥିଲା। ନିଆଁ ଲାଗିବା ପରେ ଲୋକେ ଚିତ୍କାର କରିଥିଲେ। ଟ୍ରେନରେ...

ନୃଶଂସର ସୀମା ଟପିଲା: ପରିବାର ଆଗରେ ଯୁବକଙ୍କ ଉପରେ ୮ ଥର ଟ୍ରାକ୍ଟର ଚଢାଇ ମାରିଲେ

ଜୟପୁର,୨୫।୧୦: ଭରତପୁରରେ ବୟନାର ସଦର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଥିରେ ଥିବା ଆଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଜମି ବିବାଦ ପୁଣି ଥରେ ହତ୍ୟା ହେବାର କାରଣ ପାଲଟିଛି। ଗୋଟିଏ ଗୋଷ୍ଠୀର ଲୋକମାନେ...

ନଭେମ୍ବର ପହିଲାରୁ ଏସବୁ ବଡ଼ ପରିବର୍ତ୍ତନ, ବ୍ୟବସାୟୀଙ୍କ ପାଇଁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୨୫।୧୦ : ପ୍ରତ୍ୟେକ ମାସ କିଛି ପରିବର୍ତ୍ତନ ସହିତ ଆରମ୍ଭ ହୋଇଥାଏ। ଆଗକୁ ନଭେମ୍ବର ମାସ ଆରମ୍ଭ ହେବ। ନଭେମ୍ବର ପହିଲାଠାରୁ ବ୍ୟବସାୟ ସମ୍ବନ୍ଧୀୟ କ୍ଷେତ୍ରରେ କେତେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଯାହା ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ...

ଭାଜପାକୁ ବଡ଼ ଝଟ୍‌କା: ଦଳ ଛାଡିଲେ ବରିଷ୍ଠ ନେତା

ହାଇଦ୍ରାବାଦ୍‌,୨୫।୧୦: ପୂର୍ବତନ ବିଧାୟକ ରାଜ ଗୋପାଳ ରେଡ୍ଡୀ ଭାରତୀୟ ଜନତା ପାର୍ଟି (ଭାଜପା) ଛାଡିଛନ୍ତି। ସେ ପୁଣି କଂଗ୍ରେସରେ ଯୋଗଦେବେ। ନିକଟରେ ଶେଷ ହୋଇଥିବା ଉପ-ନିର୍ବାଚନରେ ସେ ମୁନୁଗୋଡେ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତଥାପି ସେ ସଫଳତା ପାଇଲେ...

ଦୀପାବଳି ପୂର୍ବରୁ ଚାଷୀଙ୍କ ପାଇଁ ଖୁସି ଖବର, ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା…

ନୂଆଦିଲ୍ଲୀ,୨୫।୧୦ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦୀପାବଳି ପୂର୍ବରୁ ଦେଶର ଚାଷୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ବୁଧବାର କହିଛନ୍ତି କେନ୍ଦ୍ର ସରକାର ସାର ଉପରେ ଗୋଟିଏ ଟଙ୍କା ମଧ୍ୟ ବୃଦ୍ଧି କରିବେ...

ପରିବାରର ମହିଳା ମୁଖ୍ୟଙ୍କୁ ପ୍ରତିବର୍ଷ ମିଳିବ ୧୦,୦୦୦ ଟଙ୍କା

ଜୟପୁର,୨୫।୧୦: ରାଜସ୍ଥାନରେ କଂଗ୍ରେସ ସରକାର ଆସିଲେ ପରିବାରର ମହିଳା ମୁଖ୍ୟଙ୍କୁ ପ୍ରତିବର୍ଷ ୧୦,୦୦୦ ଟଙ୍କା ସମ୍ମାନ ପ୍ରଦାନ କରାଯିବ। ଜୁଞ୍ଜୁନୁରେ ଏକ ସାଧାରଣ ସଭାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହା ଘୋଷଣା କରିଛନ୍ତି। ନିଜ ସମ୍ବୋଧନରେ ଗେହଲଟ କହିଛନ୍ତି,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri