ଜାତୀୟ

ଦୀପାବଳି ପୂର୍ବରୁ ଚାଷୀଙ୍କ ପାଇଁ ଖୁସି ଖବର, ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା…

ନୂଆଦିଲ୍ଲୀ,୨୫।୧୦ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦୀପାବଳି ପୂର୍ବରୁ ଦେଶର ଚାଷୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ବୁଧବାର କହିଛନ୍ତି କେନ୍ଦ୍ର ସରକାର ସାର ଉପରେ ଗୋଟିଏ ଟଙ୍କା ମଧ୍ୟ ବୃଦ୍ଧି କରିବେ...

ପରିବାରର ମହିଳା ମୁଖ୍ୟଙ୍କୁ ପ୍ରତିବର୍ଷ ମିଳିବ ୧୦,୦୦୦ ଟଙ୍କା

ଜୟପୁର,୨୫।୧୦: ରାଜସ୍ଥାନରେ କଂଗ୍ରେସ ସରକାର ଆସିଲେ ପରିବାରର ମହିଳା ମୁଖ୍ୟଙ୍କୁ ପ୍ରତିବର୍ଷ ୧୦,୦୦୦ ଟଙ୍କା ସମ୍ମାନ ପ୍ରଦାନ କରାଯିବ। ଜୁଞ୍ଜୁନୁରେ ଏକ ସାଧାରଣ ସଭାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହା ଘୋଷଣା କରିଛନ୍ତି। ନିଜ ସମ୍ବୋଧନରେ ଗେହଲଟ କହିଛନ୍ତି,...

ରାହୁଲ ନେଲେ ସତ୍ୟପାଲଙ୍କ ଇଣ୍ଟରଭ୍ୟୁ, ଦେଖନ୍ତୁ ଶେୟାର ହୋଇଥିବା ଭିଡିଓ…

ନୂଆଦିଲ୍ଲୀ,୨୫।୧୦ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହ ହୋଇଥିବା ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ ପୁଲୱାମା ଆକ୍ରମଣ, ଜମ୍ମୁ-କଶ୍ମୀରର ସ୍ଥିତି ଏବଂ ଆଦାନୀ...

ରାଜକୁମାର ରାଓଙ୍କୁ ନ୍ୟାଶନାଲ ଆଇକନ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫।୧୦: ଭାରତର ନିର୍ବାଚନ ଆୟୋଗ ଏଥର ଅଭିନେତା ରାଜକୁମାର ରାଓଙ୍କୁ ନିଜର ନ୍ୟାଶନାଲ ଆଇକନ କରିବାକୁ ନିଷ୍ପତ୍ତି ନେଇଛି। ଆୟୋଗ ଗୁରୁବାର (୨୬ ଅକ୍ଟୋବର)ରେ ରାଜକୁମାର ରାଓଙ୍କୁ ଆଇକନ ଭାବରେ ନିଯୁକ୍ତ କରିବ। ନ୍ୟାଶନାଲ ଆଇକନ ଲୋକମାନଙ୍କୁ ଭୋଟ ବିଷୟରେ...

ପୂର୍ବତନ ସ୍ବରାଷ୍ଟ୍ରମନ୍ତ୍ରୀ ସୁଶୀଲ କୁମାର ଶିନ୍ଦେ ରାଜନୀତିରୁ ନେଲେ ଅବସର…

ମୁମ୍ବାଇ,୨୫।୧୦ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ର କଂଗ୍ରେସର ଜଣେ ବରିଷ୍ଠ ନେତା ସୁଶୀଲ କୁମାର ଶିନ୍ଦେ ବର୍ତ୍ତମାନ ସକ୍ରିୟ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର, ମହାରାଷ୍ଟ୍ରର ସୋଲାପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମ ସହିତ...

ଆନ୍ଧ୍ରପ୍ରଦେଶର ପାରମ୍ପରିକ ଲାଠିଯାତ୍ରାବେଳେ ଅଘଟଣ: ୩ମୃତ, ୫୦ଆହତ

କୁର୍ନୁଲ, ୨୫।୧୦: ଆନ୍ଧ୍ରପ୍ରଦେଶର ପାରମ୍ପରିକରି ଲାଠି ଯାତ୍ରା ବେଳେ ଘଟିଯାଇଛି ଅଘଟଣ। ଆନ୍ଧ୍ରର ଲୋକପ୍ରିୟ ଯାତ୍ରା ବନି ଫେଷ୍ଟିଭାଲରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତ...

ଏନସିଇଆରଟିର ପୁସ୍ତକରେ ଏବେ ଇଣ୍ଡିଆ ପରିବର୍ତ୍ତେ ଲେଖାଯିବ ଭାରତ

ନୂଆଦିଲ୍ଲୀ,୨୫।୧୦: ନ୍ୟାସନାଲ କାଉନସିଲ ଅଫ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଯଥା ଏନସିଇଆରଟିର ପୁସ୍ତକରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯିବ। ପୁସ୍ତକରେ ଆବଶ୍ୟକୀୟ ପରିବର୍ତ୍ତନ ସଂପର୍କରେ ପ୍ୟାନେଲର ପ୍ରସ୍ତାବକୁ ଏନସିଇଆରଟି ଅନୁମୋଦନ କରିଛି। ପ୍ୟାନେଲର ସଦସ୍ୟ ମଧ୍ୟରୁ ଜଣେ...

ଆସୁଛି ଏମରଜେନ୍ସି ଆଲର୍ଟ, ଜୋରରେ ଭାଇବ୍ରେଟ୍‌ ହେଉଛି ମୋବାଇଲ, ଜାଣନ୍ତୁ ଏମିତି କାହିଁକି ହେଉଛି

ଭୁବନେଶ୍ୱରଳ୨୫।୧୦: ଅଚାନକ ବାଜିଉଠୁଛି ମୋବାଇଲ । ପପ୍‌ଅପ୍‌ ମେସେଜ ଭାବରେ ମୋବାଇଲ ସ୍କ୍ରିନରେ ଆସୁଛି ହାଇଆଲର୍ଟ ମେସେଜ । ଘୁଁ ଘୁଁ କମ୍ପନ ସହ ଆଲର୍ଟ ମେସେଜରେ ଥରି ଯାଉଛି । ହଠାତ ଏପରି ଆଲର୍ଟ ମେସେଜ ଦେଖି ଲୋକେ...

ପୋଲିସ ଅବା ସୈନ୍ୟବାହିନୀରେ ଯୋଗଦେବା ସମୟରେ କରନ୍ତୁ ନାହିଁ ଏସବୁ ଭୁଲ, ସୁପ୍ରିମ୍‌କୋର୍ଟଙ୍କ ଚେତାବନୀ…

ନୂଆଦିଲ୍ଲୀ,୨୫।୧୦ : ପୋଲିସ କିମ୍ବା ସେନାରେ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଦେଶର ଯୁବବର୍ଗମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବର। ନିଯୁକ୍ତି ପାଇଁ ଆବେଦନ କରିବାବେଳେ, କେତେକ ଭୁଲ ଯୋଗୁ ସେମାନଙ୍କୁ ସାରା ଜୀବନ ପାଇଁ ଅନୁତାପ କରିବାକୁ...

ହାମୁନ ପାଲଟିଲା ଭୟଙ୍କର ଘୂର୍ଣ୍ଣିବଳୟ, ତାମିଲନାଡୁ ଓଡିଶାର ମତ୍ସ୍ୟଜୀବୀଙ୍କୁ ଚେତାବନୀ-ସମୁଦ୍ରକୁ ଯାଅ ନାହିଁ, ଆଜି ବାଂଲାଦେଶ ଉପକୂଳ ଛୁଇଁବ!…

ନୂଆଦିଲ୍ଲୀ,୨୫।୧୦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନ ହାମୁନ ବର୍ତ୍ତମାନ ଏକ ଗୁରୁତର ରୂପ ନେଇଛି। ହାମୁନ ବର୍ତ୍ତମାନ ଧୀରେ ଧୀରେ ଉତ୍ତର-ଉତ୍ତର-ପୂର୍ବ ଆଡକୁ ଗତି କରୁଛି । ବୁଧବାର ଅପରାହ୍ନ ସୁଦ୍ଧା ବାଂଲାଦେଶର ଚଟଗାଁ ଏବଂ ଖେପୁପଡା ମଧ୍ୟରେ...

ଶିନ୍ଦେ ନିଜେ ହମାସ, ସଞ୍ଜୟଙ୍କ କଟାକ୍ଷ…

ମୁମ୍ବାଇ,୨୫।୧୦ : ଦଶହରା ଅବସରରେ ଏକନାଥ ଶିନ୍ଦେ ଏବଂ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରରେ ଏକ ରାଲି କରିଥିଲେ। ବିଜୟାଦଶମୀ ଅବସରରେ ଶିବଜୀ ପାର୍କରେ ଉଦ୍ଧବ ଠାକରେ ଏକ ଦଶହରା ରାଲି ଆୟୋଜନ କରିଥିବାବେଳେ ଏକନାଥ ଶିନ୍ଦେଙ୍କ...

୪ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କଲା କଂଗ୍ରେସ

ଭୋପାଳ,୨୫।୧୦: ମଧ୍ୟପ୍ରଦେଶରେ କଂଗ୍ରେସ ୪ଟି ଆସନରେ ପ୍ରାର୍ଥୀ ବଦଳାଇଛି। କଂଗ୍ରେସ ସୁମାୱଲି, ପାପିରିଆ, ବଡନଗର ଏବଂ ଜାବରା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। କଂଗ୍ରେସ ସୁମାୱଲରୁ କୁଲଦୀପ ସିକରୱାରଙ୍କ ସ୍ଥାନରେ ଅଜବ ସିଂ କୁଶୱାହାଙ୍କୁ, ପାପିରିଆରୁ ଗୁରୁ ଚରଣ ଖେରଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri