ଜାତୀୟ

ମହୁଆଙ୍କ ମାମଲାରେ ନିଶିକାନ୍ତ କହିଲେ ୨୪ ଅକ୍ଟୋବର ପର୍ଯ୍ୟନ୍ତ ସଂଘର୍ଷ ବିରାମ

ନୂଆଦିଲ୍ଲୀ,୨୨।୧୦: ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ କରିବା ଘଟଣାରେ ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ର ଏବେ ଭାଜପାର ଟାର୍ଗେଟରେ ଅଛନ୍ତି। ଏହି ସମୟରେ,ଭାଜପା ଏମପି ନିଶିକାନ୍ତ ଦୁବେ ରବିବାର କହିଛନ୍ତି ଯେ ଅକ୍ଟୋବର ୨୪ରେ ଦଶହରା ପର୍ଯ୍ୟନ୍ତ...

ଖାର୍ଗେଙ୍କ ଉପରେ ବର୍ଷିଲେ ନଡ୍ଡା

ନୂଆଦିଲ୍ଲୀ,୨୨।୧୦: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଭାଜପାର ନିର୍ବାଚନ ପ୍ରଚାରକୁ ନେଇ ଖୁବ ବର୍ଷିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଭାଜପା ସରକାରୀ ଯନ୍ତ୍ର ବ୍ୟବହାର କରୁଥିବାର ଖାର୍ଗେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଉପରେ ଭାଜପା ରାଷ୍ଟ୍ରୀୟ...

କଠିନ ସମୟ ଦେଇ ଗତି କରୁଛି ଭାରତ-କାନାଡା ସମ୍ପର୍କ: ଜୟଶଙ୍କର

ନୂଆଦିଲ୍ଲୀ,୨୨।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ମଧ୍ୟରେ ଫାଟ ଜାରି ରହିଛି। ଉଭୟଙ୍କ ମଧ୍ୟରେ ସମ୍ପର୍କ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ବର୍ତ୍ତମାନ ଲୋକଙ୍କ ଭିଜା ବନ୍ଦକୁ ନେଇ ସବୁଠାରୁ ବଡ ଚିନ୍ତା ସାଜିଛି। ଏହି...

ନବଜାତ ଶିଶୁକୁ ହତ୍ୟା କରିଥିବା ମହିଳାଙ୍କୁ ଖଲାସ କଲେ କୋର୍ଟ, କହିଲେ ନାହିଁ କୌଣସି ଠୋସ ପ୍ରମାଣ

ନୂଆଦିଲ୍ଲୀ,୨୨।୧୦: ଜଣେ ନବଜାତ ଶିଶୁର ହତ୍ୟା ମାମଲାରେ ନିମ୍ନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ମହିଳାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦୋଷରେ ଖଲାସ କରି କହିଛନ୍ତି ଯେ ତାଙ୍କ ଦୋଷ ପ୍ରମାଣ କରିବାର କୌଣସି ଠୋସ ପ୍ରମାଣ ନାହିଁ। କାହାକୁ...

ଛେପ ପକାଇଲେ ଲକ୍ଷେ ଟଙ୍କା ଜରିମାନା, ଭାରତ ମଣ୍ଡପମ୍‌ ପରିସର ପରିଷ୍କାର ପାଇଁ ଆଇଟିପିଓ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୨।୧୦ : ନୂଆଦିଲ୍ଲୀରେ ନିର୍ମିତ ଭରେତ ମଣ୍ଡପମ୍‌ର ମହାନତା ଏବଂ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ଇଣ୍ଡିଆନ ଟ୍ରେଡ ପ୍ରମୋଶନ ଅର୍ଗାନାଇଜେଶନ(ଆଇଟିପିଓ) ଦ୍ୱାରା କଡା ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ ଏହାର ପରିସରରେ ଛେପ ପକାଇଲେ ନିୟମ ଉଲ୍ଲଂଘନକାରୀଙ୍କୁ...

ଦିଅରଙ୍କୁ ବିବାହ କରିବାକୁ ମଝି ରାସ୍ତାରେ ମାର୍‌ପିଟ ଲାଗିଲେ ଦୁଇ ଭାଉଜ, ଶେଷରେ ପୋଲିସ…

ପାଟନା,୨୨।୧୦: ବିହାରର ନାଳନ୍ଦାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦିଅରଙ୍କୁ ବିବାହ କରିବାକୁ ନେଇ ଦୁଇ ଭାଉଜ ଜୋରଦାର ମାରପିଟ ଲାଗିଥିଲେ। ରାସ୍ତା ମଝିରେ ଏଭଳି ଦୃଶ୍ୟକୁ ଦେଖି ଶହ ଶହ ଲୋକ ଜମା ହୋଇଥିଲେ। ପୋଲିସ...

ଫଡନାଭିସ କରିବେ କାହାର ପର୍ଦ୍ଦାଫାଶ, ଶିନ୍ଦେଙ୍କ ସରକାରରେ ଅଛନ୍ତି ବହୁ ଅପରାଧୀ: ସଞ୍ଜୟ ରାଉତ…

ମୁମ୍ବାଇ,୨୨।୧୦ : ଡ୍ରଗ ମାଫିଆ ଲଲିତ ପାଟିଲଙ୍କ ଗିରଫଦାରୀ ଯୋଗୁଁ ମହାରାଷ୍ଟ୍ରର ରାଜନୈତିକ ତାପମାତ୍ରା ବଢ଼ିବାରେ ଲାଗିଛି। ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସଙ୍କ କଡ଼ା ସମାଲୋଚନା ନେଇ ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ କହିଛନ୍ତି...

ଆଜମଙ୍କୁ ଘାରିଛି ଏନକାଉଣ୍ଟର ଭୟ, ପୋଲିସ ଗାଡ଼ିରେ ବସିବାକୁ ମନା କଲେ..

ରାମପୁର ,୨୨।୧୦ : ଦୁଇଟି ଜନ୍ମ ପ୍ରମାଣପତ୍ର ମାମଲାରେ କୋର୍ଟ ସାତ ବର୍ଷ ଦଣ୍ଡାଦେଶ କରିବା ପରେ ଜେଲ ପଠାଯାଇଥିବା ଆଜାମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କୁ ଅନ୍ୟ ଜିଲାକୁ ସ୍ଥାନାନ୍ତର କରାଯାଇଛି। ଆଜମ ଖାନଙ୍କୁ ରବିବାର ସୀତାପୁର ଏବଂ...

ବଲିଉଡ ବରିଷ୍ଠ ଅଭିନେତା ଦଲିପ ତାହିଲଙ୍କୁ ଡ୍ରିଙ୍କ୍ ଏବଂ ଡ୍ରାଇଭ ମାମଲାରେ ଜେଲ୍, ବହୁ ବର୍ଷ ଧରି ଚାଲିଥିଲା ମାମଲା

ମୁମ୍ବାଇ, ୨୧।୧୦: ବଲିଉଡର ପ୍ରସିଦ୍ଧ ଅଭିନେତା ଦଲିପ ତାହିଲଙ୍କୁ ଡ୍ରିଙ୍କ୍ ଏବଂ ଡ୍ରାଇଭ ମାମଲାରେ ଦୁଇ ମାସ ଜେଲ ଦଣ୍ଡାଦେଶ ହୋଇଛି। ୨୦୧୮ ରେ ମୁମ୍ବାଇର ପୋଖର ଉପକଣ୍ଠ ଅଞ୍ଚଳରେ ତାହିଲଙ୍କ କାର ଅଟୋ ରିକ୍ସା ଧକ୍କାକୁ ଦେଇଥିବା ଅଭିଯୋଗ...

ରିଲ୍ସ ପାଇଁ ଗଲା ଚାକିରି, ଦୁଇ ଦିନ ତଳେ ପାଇଥିଲେ ନିଯୁକ୍ତି…

ଲକ୍ଷ୍ନୌ,୨୨।୧୦ : ଆଜିକାଲି, ସୋସିଆଲ ମିଡିଆରେ ରିଲ୍ସ ବେଶ ଲୋକପ୍ରିୟ ହେବାରେ ଲାଗିଛି। , ଲୋକମାନେ ନାମ ଏବଂ ଖ୍ୟାତି ପାଇବା ପାଇଁ କିମ୍ବା ଅନ୍ୟ ଅର୍ଥରେ ସମାଜରେ ନିଜର ପରିଚୟ ସୃଷ୍ଟି କରିବାକୁ ରିଲ୍ସର ସାହାଯ୍ୟ ନେଉଛନ୍ତି। ସେହିପରି...

ତେଲେଙ୍ଗାନାରେ ବିଜେପି ଜାରି କଲା ପ୍ରାର୍ଥୀଙ୍କ ତାଲିକା, ୩ ଏମପି ୧୨ମହିଳାଙ୍କୁ ମିଳିଲା ଟିକେଟ

ତେଲେଙ୍ଗାନା, ୨୨/୧୦: ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ସମସ୍ତ ଦଳ ନିର୍ବାଚନୀ ଲଢେଇରେ ବିଭିନ୍ନ ପାର୍ଟିମାନେ ସେମାନଙ୍କ ପ୍ରାର୍ଥୀ ଦେବା ଆରମ୍ଭ କରିଛନ୍ତି। ରବିବାର (୨୨ ଅକ୍ଟୋବର) ରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ...

୧ ନଭେମ୍ବରରୁ ବାର୍‌ରେ ମଦ୍ୟପାନ କରିବା ହେବ ମହଙ୍ଗା, ଭାଟ. ୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି..

ମୁମ୍ବାଇ,୨୨।୧୦ : ମହାରାଷ୍ଟ୍ରର ଏସି ବାର୍‌, ଲାଉଞ୍ଜ ଏବଂ କାଫେଗୁଡିକର ଆରାମଦାୟକ ସୋଫା ଏବଂ ଚେୟାରରେ ବସି ମଦ୍ୟପାନ କରିବାକୁ ଭଲ ପାଉଥିବା ଲୋକଙ୍କୁ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, କାରଣ ରାଜ୍ୟ ସରକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri