ଜାତୀୟ

୧ ନଭେମ୍ବରରୁ ବାର୍‌ରେ ମଦ୍ୟପାନ କରିବା ହେବ ମହଙ୍ଗା, ଭାଟ. ୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି..

ମୁମ୍ବାଇ,୨୨।୧୦ : ମହାରାଷ୍ଟ୍ରର ଏସି ବାର୍‌, ଲାଉଞ୍ଜ ଏବଂ କାଫେଗୁଡିକର ଆରାମଦାୟକ ସୋଫା ଏବଂ ଚେୟାରରେ ବସି ମଦ୍ୟପାନ କରିବାକୁ ଭଲ ପାଉଥିବା ଲୋକଙ୍କୁ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, କାରଣ ରାଜ୍ୟ ସରକାର...

ଲଗାତାର ୩ ଦିନ ଛୁଟି ନେଲେ ରହିବ ନାହିଁ ଚାକିରି, ନୂଆ ନିୟମ ଜାରି କଲା ଏହି କମ୍ପାନୀ…

ନୂଆଦିଲ୍ଲୀ,୨୨।୧୦ : ଅଫିସରେ ଚାକିରି ସମ୍ବନ୍ଧରେ ଆମାଜନ କଡା ନିୟମ ଲାଗୁ କରିଛି। ଏକ ରିପୋର୍ଟ ଅନୁଯାୟୀ, ଯେଉଁମାନେ ସପ୍ତାହରେ ଲଗାତାର ୩ ଦିନ ଛୁଟି ନେବେ ସେମାନଙ୍କର ଚାକିରି ଆଉ ରହିବ ନାହିଁ। କମ୍ପାନୀ କହିଛି ଯେଉଁମାନେ ଲଗାତାର...

ସ୍ବାମୀଙ୍କ ଦ୍ୱିତୀୟ ବିବାହ ନେଇ ସ୍ତ୍ରୀ ରାଜି, ୨୧ ବର୍ଷ ବୟସ୍କାଙ୍କୁ ବିବାହ କରିବାକୁ କୋର୍ଟରେ ପହଞ୍ଚିଲେ ୪ ସନ୍ତାନଙ୍କ ପିତା, ହାଇ ଭୋଲଟେଜ ଡ୍ରାମା ଭାଇରାଲ…

ଫରିଦାବାଦ,୨୨।୧୦ : ହରିୟାଣାର ଫରିଦାବାଦ ଜିଲାରେ ଅନ୍ୟ ସମ୍ପ୍ରଦାୟର ଜଣେ ଯୁବକ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ କୋର୍ଟରେ ପହଞ୍ଚିଥିଲେ। ଯାହା ପରେ ଜିଲା କୋର୍ଟରେ ଏକ ହାଇ ଭୋଲଟେଜ ଡ୍ରାମା ହୋଇଥିଲା। ୨୧ ବର୍ଷର ଯୁବତୀଙ୍କୁ ବିବାହ...

ଗୁଗଲ ଦେବ ଲୋନ

ନୂଆଦିଲ୍ଲୀ,୨୨।୧୦: ଦୁନିଆର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ବର୍ତ୍ତମାନ ଭାରତୀୟଙ୍କ ପାଇଁ ଏକ ସ୍ବତନ୍ତ୍ର ସେବା ଆରମ୍ଭ କରିବାକୁ ଯାଉଛି। ବ୍ୟାଙ୍କ୍‌ମାନଙ୍କ ପରି ଗୁଗଲ ଆପଣଙ୍କୁ ଲୋନ ଦେବାରେ ସାହାର୍ଯ୍ୟ କରିବ। ଏହି ସେବା ଏହାର ଲୋକପ୍ରିୟ ପେମେଣ୍ଟ...

ଏଣିକି ଦୁଇଘଣ୍ଟା ଭିତରେ ସରିଯିବ ଟ୍ରେନ ଟିକେଟ୍‌ର ବୈଧତା, ଘଣ୍ଟାକରେ ଦେବାକୁ ପଡିବ ୧୦ଟଙ୍କା ଫାଇନ୍‌

ନୂଆଦିଲ୍ଲୀ,୨୨।୧୦: ଦେଶ ଦିଲ୍ଲୀ-ମେରୁଟ ପ୍ରଥମ ରାପିଡ ଟ୍ରେନ ଉପହାର ପାଇଛି। ରାପିଡ ଟ୍ରେନ ନମୋ ଭାରତର ପ୍ରଥମ ଦିନରେ ବହୁ ସଂଖ୍ୟାରେ ଲୋକ ଯାତ୍ରା କରିଛନ୍ତି। ନାମୋ ଭରତର ପ୍ରଥମ ଦିନରେ ସାହିବାବାଦରୁ ଦୁହାକିକୁ ୧୦ହଜାର ଲୋକ ଯାତ୍ରା କରିଛନ୍ତି।...

ଇସ୍ରାଏଲ-ହମାସ ଲଢେଇ ମଧ୍ୟରେ ଗାଜାକୁ ମାନବୀୟ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ, ୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ଗାଜାର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ପଠାଇଛି। ହମାସ ଉପରେ ଇସ୍ରାଏଲର ଜବାବି ଆକ୍ରମଣ ପରେ ଗାଜାର ଲୋକମାନେ ବର୍ତ୍ତମାନ ସମୟରେ ବଡ ସଂକଟରେ ବସବାସ କରୁଛନ୍ତି।...

ଟ୍ରେନିଂ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ

ପୁଣେ,୨୨।୧୦: ଏଠାରେ ରବିବାର ସକାଳେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଗୋଜୁବାଭି ଗ୍ରାମ ନିକଟରେ ପ୍ରଶିକ୍ଷଣ ଲାଗି ଉଡାଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଦୁଇଜଣ ଟ୍ରେନି(ପ୍ରଶିକ୍ଷକ) ପାଇଲଟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା...

ନେପାଳରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସେଲରେ ତୀବ୍ରତା ୬.୧

ନୂଆଦିଲ୍ଲୀ, ୨୨।୧୦: ପାହାଡ଼ି ଦେଶ ନେପାଳରେ ସକାଳୁ ସକାଳୁ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ସକାଳ ୭ତା ୩୯ ମିନିଟ ସମୟରେ ଭୂକମ୍ପ ହୋଇଥିଲା ଯାହା ଦେଶର ବିଭିନ୍ନ...

ଦାଣ୍ଡିଆ ନାଚରେ ଆସୁଛି ହାର୍ଟ ଆଟାକ୍, ୨୪ ଘଣ୍ଟାରେ ୧୦ ଜଣ ହରାଇଲେ ଜୀବନ

ସୁରଟ, ୨୨/୧୦: ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ସମଗ୍ର ଦେଶରେ ଏବେ ଉତ୍ସବର ମାହୋଲ। ଏହି ଉତ୍ସବକୁ ଆହୁରି ଟିକିଏ ରୋଚକ କରିବାକୁ ବିଭିନ୍ନ ସ୍ଥାନରେ ଦାଣ୍ଡିଆ ନାଚ ଆୟୋଜିତ ହେଉଥିଲା ବେଳେ ଏଠାରୁ ଆସିଛି ଦୁଖଦଃ ଖବର। ଗୁଜରାଟରେ...

ଇନ୍ଦ୍ରମଣି ପାଣ୍ଡେ ହେବେ ବିମ୍‌ଷ୍ଟେକ୍‌ ମହାସଚିବ

ନୂଆଦିଲ୍ଲୀ,୨୨ା୧୦: ବରିଷ୍ଠ କୂଟନୀତିଜ୍ଞ ଇନ୍ଦ୍ରମଣି ପାଣ୍ଡେ ୭ ରାଷ୍ଟ୍ର ବିଶିଷ୍ଟ ବେ ଅଫ୍‌ ବେଙ୍ଗାଲ ଇନିସିଏଟିଭ୍‌ ଫର୍‌ ମଲ୍ଟି-ସେକ୍ଟୋରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍‌ କୋଅପରେଶନ୍‌ (ବିମ୍‌ଷ୍ଟେକ୍‌)ର ନୂଆ ମହାସଚିବ ହେବେ। ଏନେଇ ଶୁକ୍ରବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।...

ପୋଷାକ ଭଳି ଦଳ ପରିବର୍ତ୍ତନ କରୁଛନ୍ତି ନୀତୀଶ କୁମାର: ଚିରାଗ ପାସଓ୍ବାନ…

ପାଟନା,୨୧।୧୦ : ଇଣ୍ଡିଆ ମେଣ୍ଟକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏଲଜେପି ସୁପ୍ରିମୋ ଚିରାଗ ପାସୱାନ କଡ଼ା ସମାଲୋଚନା କରିଛନ୍ତି। ଶନିବାର ବିହାରର ଔରଙ୍ଗାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଚିରାଗ ପାସୱାନ ନିତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟରେ...

ନେତା ସାଜିଲେ ଅଭିନେତା, ରାମଲୀଳାରେ ଦଶରଥ ଭୂମିକାରେ ବିଧାୟକ,ଭିଡ଼ିଓ ଭାଇରାଲ…

ଡେରାଡୁନ,୨୧।୧୦ : ଦେଶରେ ବହୁ ଅଭିନେତା ରାଜନେତା ହୋଇଛନ୍ତି। ଉତ୍ତରାଖଣ୍ଡର ହାଲଡୱାନିରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ କାଲାଢୁଙ୍ଗୀ ବିଧାୟକ ବଂଶୀଧର ଭଗତ ରାମଲୀଳା ମଞ୍ଚରେ ଅଭିନୟ କରିଥିଲେ। ଦଶରଥଙ୍କ ରୂପରେ ବିଧାୟକଙ୍କୁ ଦେଖି ଦର୍ଶକମାନେ ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri